Browsing Tag

Air India

ମହିଳା ସାଙ୍ଗଙ୍କୁ କକ୍‌ପିଟରେ ପୂରାଇ ନିୟମ ଭାଙ୍ଗିଥିଲେ ଦୁଇ ପାଇଲଟ୍‌, ନିଲମ୍ବନ କଲା ଏୟାର ଇଣ୍ଡିଆ

ବିମାନର କକ୍‌ପିଟରେ ମହିଳା ସାଙ୍ଗଙ୍କୁ ପ୍ରବେଶ କରାଇବା ଅଭିଯୋଗରେ ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ଙ୍କୁ ନିଲମ୍ବନ କରାଯାଇଛି। Directorate General of Civil Aviation (DGCA) ଦ୍ୱାରା କକ୍‌ପିଟ ମାନଦଣ୍ଡ ଉଲ୍ଲଂଘନ ଲାଗି ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲାଗିଥିଲା। ଏହି…

ଏୟାର ଇଣ୍ଡିଆ ବିମାନରେ ହଙ୍ଗାମା! କ୍ରୁ ସଦସ୍ୟଙ୍କ ସହ ଅସଭ୍ୟ ଆଚରଣ କଲେ ଯାତ୍ରୀ, ମାଡ଼ ମାରିବାକୁ ବି ପଛାଇଲେ ନାହିଁ

ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ କ୍ରୁ ସଦସ୍ୟଙ୍କ ସହ ଅସଭ୍ୟ ଆଚରଣ କରିଛନ୍ତି। ନିୟାମକଙ୍କ ନିକଟରେ ଅଭିଯୋଗ କରି ଏୟାର ଇଣ୍ଡିଆ କହିଛି ଯେ ତାଙ୍କ ବିମାନରେ ଥିବା ଜଣେ ଯାତ୍ରୀ ବିମାନରେ ଉପସ୍ଥିତ କ୍ରୁ ସଦସ୍ୟଙ୍କ ସହିତ ଅସଦାଚରଣ କରିଛନ୍ତି। ଯାତ୍ରୀ କେବଳ କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରି…

ଏୟାର ଇଣ୍ଡିଆ ବିମାନରେ ହିଂସକ ହୋଇ ଉଠିଲେ ଯାତ୍ରୀ, ପତ୍ନୀଙ୍କ ଗଳା ଚାପି ମାରିବାକୁ କଲେ ଉଦ୍ୟମ

ଆମେରିକାର ନ୍ୟୁୟର୍କରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ହାଇଭୋଲଟେଜ ଡ୍ରାମା । ଜଣେ ଯାତ୍ରୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ପତ୍ନୀଙ୍କୁ ଗଳାଚାପି ମାରିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ୭ରୁ ୮ ଘଣ୍ଟା ଏଭଳି ଡ୍ରାମା ଚାଲିଥିବା ବେଳେ ଡାକ୍ତରଙ୍କ ସହାୟତାରେ ବ୍ୟକ୍ତି…

ମଝି ଆକାଶରେ ଦୋହଲିଲା ଏୟାର ଇଣ୍ଡିଆ ବିମାନ, ୭ ଯାତ୍ରୀ ଆହତ

ମଝି ଆକାଶରେ ଦୋହଲିଲା ବିମାନ। ଆହତ ହେଲେ ଯାତ୍ରୀ । ଦିଲ୍ଲୀରୁ ସିଡନୀ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ଏଭଳି ଘଟଣା ଘଟିଛି । ଖବର ମୁତାବକ, ବିମାନଟି ମଝି ଆକାଶରେ ଦୋହଲିବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ…

ମହିଳା ବନ୍ଧୁଙ୍କୁ କକ୍‌ପିଟ୍‌ରେ ପୂରାଇଥିଲେ, ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦେଇ ଫସିଗଲେ Air India ପାଇଲଟ୍‌

ନିଜ ମହିଳା ବନ୍ଧୁଙ୍କୁ ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦେବା ଏୟାର ଇଣ୍ଡିଆର ଜଣେ ପାଇଲଟ୍‌ଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲା ଫେବୃଆରୀ ୨୭ର। ଦୁବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନରେ ପାଇଲଟ ନିଜ ମହିଳା ବନ୍ଧୁଙ୍କୁ ସ୍ପେଶାଲ ଟ୍ରିଟ୍‌ମେଣ୍ଟ ଦେବାକୁ ଯାଇ ତାଙ୍କୁ…

ଲଣ୍ଡନ ଯାଉଥିବା ବିମାନ ଭିତରେ ଯାତ୍ରୀଙ୍କ ହଙ୍ଗାମା, ଦିଲ୍ଲୀ ଫେରି ଆସିଲା Air India

ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ହଙ୍ଗାମା ସୃଷ୍ଟି କରିଛନ୍ତି। ବିମାନ ଭିତରେ ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ ଶେଷରେ ବିମାନକୁ ଦିଲ୍ଲୀ ଫେରିଯିବାକୁ ପଡ଼ିଥିଲା। ଦିଲ୍ଲୀ ବିମାନବନ୍ଦରରେ ଏୟାରଲାଇନ୍ସ ତରଫରୁ ଏ ନେଇ ପୋଲିସରେ ଅଭିଯୋଗ କରାଯାଇଛି। ଏହି ଘଟଣାରେ…

ଚିକାଗୋ ଏୟାରପୋର୍ଟରେ ଫସିଛନ୍ତି ୩୦୦ ଭାରତୀୟ ଯାତ୍ରୀ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨ ଦିନ ହେଲାଣି ବିମାନ ଚଳାଚଳ ବନ୍ଦ

ଚିକାଗୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ରଦ୍ଦ ହେବା ଯୋଗୁଁ ୩୦୦ରୁ ଅଧିକ ଯାତ୍ରୀ ଫସିଛନ୍ତି । ଚିକାଗୋ ଏବଂ ବେକୁବର ଉଡାଣର ବିମାନ ଯାନ୍ତ୍ରିକ ତ୍ରୁଟି ପାଇଁ ଗତ ମଙ୍ଗଳବାର ଠାରୁ ବିମାନ ଚଳାଚଳ ବନ୍ଦ ରହିଛି। ଯେଉଁଥି ପାଇଁ ଯାତ୍ରୀ ସମସ୍ୟା ଭୋଗୁଛନ୍ତି । ଯାତ୍ରୀ ମାନେ ନିରାଶ ହୋଇ…

ଟାଟା ଦେଲେ ପୁରସ୍କାର, ୯୦୦ ରୁ ଅଧିକ ପାଇଲଟ ଓ ହଜାରେ କେବିନ କ୍ରୁ ଙ୍କୁ ଏୟାର ଇଣ୍ଡିଆରେ ମଳିବ ଚାକିରି

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ୨୦୨୩ ରେ ଦେଶରେ ବଡ ସଂଖ୍ୟାରେ ପାଇଲଟ ଓ କ୍ରୁ ଟ୍ରେନୀଙ୍କୁ ଚାକିରି ଦେବାକୁ ଯୋଜନା କରୁଛି । ଟାଟା ଗ୍ରୁପ ମାଲିକାନାକୁ ଏୟାର ଇଣ୍ଡିଆ ଗଲାପରେ ନିଜର ନେଟ୍‌ଓ୍ଵର୍କକୁ ବିସ୍ତାର କରିବା ପାଇଁ ୯୦୦ ରୁ ଅଧିକ ପାଇଲଟ୍‌ ଓ ୪୨୦୦ ରୁ ଅଧିକ କ୍ରୁ ଟ୍ରେନିଙ୍କୁ ଚାକିରି…

ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ବିମାନରେ ଥିଲେ ୩୦୦ ଯାତ୍ରୀ

ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ସ୍ୱିଡେନର ଷ୍ଟକହୋଲ୍ମ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି ଆମେରିକା-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ । ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଜରୁରୀ ଅବତରଣ କରିଛି । ଏୟାରକ୍ରାଫ୍ଟର ଇଞ୍ଜିନରୁ ତୈଳ ଲିକ୍ ହୋଇଛି । ଇଞ୍ଜିନର ଯାଞ୍ଚ…

ଏୟାର ଇଣ୍ଡିଆ ବିମାନରେ ପରିସ୍ରା ଘଟଣା: ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ୍‌

ଏୟାର ଇଣ୍ଡିଆ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲାର ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି କରୁଥିବା ଅତିରିକ୍ତ ସେସନ୍ସ ଜଜ୍‌ ହରଜ୍ୟୋତ୍‌ ସିଂ ଭଲ୍ଲା ୧ ଲକ୍ଷ ଟଙ୍କା ଜାମିନ୍‌ ବଣ୍ଡ୍‌ରେ ଶଙ୍କର ମିଶ୍ରାଙ୍କୁ ଜାମିନ୍‌…

ବିମାନରେ ପରିସ୍ରା: ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଲା DGCA; ପାଇଲଟ୍‌-ଇନ୍‌-କମାଣ୍ଡର ଲାଇସେନ୍ସ…

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ମାମଲାରେ ଡିଜିସିଏ ଏୟାର ଇଣ୍ଡିଆ କମ୍ପାନୀ ଉପରେ ଭାରି ଜରିମାନା ଲଗାଇଛି। ଏକ ନୋଟିସ୍‌ରେ ଡିଜିସିଏ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ଉପରେ ଏୟାର ଇଣ୍ଡିଆ ଚାରି ମାସ ପର୍ଯ୍ୟନ୍ତ ବ୍ୟାନ୍‌ ଲଗାଇବାର ନିଷ୍ପତ୍ତି ଉପରେ ଅସହମତି ପ୍ରକାଶ କରିଛି।…

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଆସିଲା ଦୁଇ ଦୁଇ ଥର ହାର୍ଟଆଟାକ, ସହଯାତ୍ରୀ ବଞ୍ଚାଇଦେଲେ ଜୀବନ

କରୋନା ମହାମାରୀ ଆସିବା ପରଠାରୁ ପ୍ରତିଦିନ କିଛି ନା କିଛି ଲୋକ ହୃଦଘାତର ଶିକାର ହେଉଛନ୍ତି। ବହୁତ କମ୍‌ ବୟସରେ କିଛି ଲୋକ ଚାଲିଯାଉଛନ୍ତି । କେଉଁଠି ନାଚୁଥିବା ବେଳେ ତ ଆଉ କେଉଁଠି ବସିଥିବା ବେଳେ, ଆଉ କେଉଁଠି ଚାଲୁଥିବା ବେଳେ। ଏମିତି ଅନେକ ଭିଡିଓ ମଧ୍ୟ ଆପଣ ଦେଖିଛନ୍ତି । ତେବେ ଏମିତି ଏକ…