Browsing Tag

airtel

Airtelର ବର୍ଷିକିଆ ପ୍ରିପେଡ ପ୍ଳାନ, ଦୈନିକ ୫ ଟଙ୍କାରୁ ବି କମ ଦାମରେ ପାଆନ୍ତୁ ଏତେ ସବୁ ବେନିଫିଟ୍ସ

ଯଦି ଆପଣ ଏୟାରଟେଲ ୟୁଜର, ତେବେ ଏହି ଖବର ଆପଣଙ୍କ ପାଇଁ.. ଏୟାରଟେଲ ଏବେ ନିଜ ପ୍ରିୟ ଗ୍ରାହକଙ୍କ ପାଇଁ ନେଇ ଆସିଛି ବଢ଼ିଆ ପ୍ଲାନ। ଯେଉଁଥିରେ ପ୍ରତିଦିନ ଆପଣଙ୍କୁ ୫ଟଙ୍କାରୁ ବି କମ ଦାମରେ ଅଧିକ ବେନିଫିଟ୍ସ ମିଳିବ। ଜାଣିଲେ ଆପଣ ବି ଚାହିଁବେ ଏହାର ଫାଇଦା ଉଠାଇବାକୁ.. ଏୟାରଟେଲ ଭାରତର…

ଏୟାରଟେଲର ୪ଟି ଶସ୍ତା ପ୍ଳାନରେ ୟୁଜର୍ସଙ୍କୁ ମିଳିବ ବଢ଼ିଆ ବେନିଫିଟ୍ସ , ଶୀଘ୍ର ଉଠାନ୍ତୁ ଫାଇଦା

ରିଲାଏନ୍ସ ଜିଓକୁ ପଛରେ ପକାଇବା ପାଇଁ ଏୟାରଟେଲ ନେଇ ଆସିଛି ବଢ଼ିଆ ପ୍ଲାନ। ଯାହା ଗ୍ରାହକମାନଙ୍କ ପାଇଁ ରହିଛି ଖୁବ ଶସ୍ତା। କମ୍ପାନୀ ଏହାକୁ ୪ଟି ଭାଗରେ ବିଭକ୍ତ କରିଛି। ଏଥିରେ ୟୁଜର୍ସ ଧାମାକାଦାର ବେନିଫଟ୍ସ ପାଇବେ। ଏୟାରଟେଲ ନିଜ ୟୁଜର୍ସଙ୍କ ପାଇଁ ଅନେକ ପ୍ରକାରର ପ୍ଲାନ ବାହାର କରିଥାଏ।…

Airtelର ସୁପରହିଟ ପ୍ଲାନ: ଅନଲିମିଟେଡ ଡାଟା ସହ OTT ଏବଂ ଫ୍ରି କଲିଙ୍ଗ ସହିତ ମିଳୁଛି ଅନେକ ସୁବିଧା

ଆମ ଦେଶରେ ତିନୋଟି ପ୍ରମୁଖ ଟେଲିକମ୍ କମ୍ପାନୀ ଅଛି ଯେଉଁଥିରେ ଏୟାରଟେଲ୍, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍ ଆଇଡିଆ ଅନ୍ତର୍ଭୁକ୍ତ। ଏହି କମ୍ପାନୀଗୁଡିକ ମଧ୍ୟରୁ ଆଜି ଆମେ ଏୟାରଟେଲର ରିଚାର୍ଜ ପ୍ଲାନ ବିଷୟରେ କହିବାକୁ ଯାଉଛୁ, ଏହି ପ୍ଲାନ ଗୁଡିକ ଦ୍ୱାରା ୟୁଜର୍ସମାନେ ବିଭିନ୍ନ ସୁବିଧାର ଲାଭ…

Airtel ଗ୍ରାହକଙ୍କୁ ଝଟକା ! ପୁଣି ବଢ଼ିପାରେ କମ୍ପାନୀର ପ୍ରିପେଡ ପ୍ଲାନ୍

ଦର ଦାମ ବୃଦ୍ଧି ଯୋଗୁ ଆପଣ ବର୍ତ୍ତମାନ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଗତ ବର୍ଷ ଟେଲିକମ କମ୍ପାନୀ ମାନେ ନିଜର ପ୍ରିପେଡ ପ୍ଲାନର ଦାମ ବଢ଼ାଇଥିଲେ । ବିଏସଏନଏଲ ବ୍ୟତୀତ ଅନ୍ୟ ସବୁ ଟେଲିକମ କମ୍ପାନୀ ସେମାନଙ୍କର ପ୍ରିପେଡ ପ୍ଲାନର ଦାମ ୧୮ ରୁ ୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ଆମେ…

Airtelର ବମ୍ପର ଅଫର: ୧୦ ଟଙ୍କା ରିଚାର୍ଜ କରି ପାଆନ୍ତୁ କଲ୍, ଡାଟା ଏବଂ ଏସଏମଏସର ସୁବିଧା

ପ୍ରାୟ ୬ ରୁ ୭ ବର୍ଷ ପୂର୍ବେ, Airtel ରେ ୧୦ ଟଙ୍କାର ଟପ୍ ଅପ୍ ରିଚାର୍ଜ ବହୁତ ଲୋକପ୍ରିୟ ଥିଲା । ଏହା କେବଳ ଏକ ଟପ୍-ଅପ୍ ଯୋଜନା ନୁହେଁ, ବରଂ ଅସୁବିଧା ସମୟରେ କମ୍ ଅର୍ଥରେ ଉପଭୋକ୍ତାଙ୍କୁ ଟେଲିକମ୍ ସେବା ଯୋଗାଇବା ପାଇଁ ମଧ୍ୟ ବ୍ୟବହୃତ ହେଉଥିଲା ।ଜରୁରୀକାଳୀନ ପରିସ୍ଥିତିରେ, ଏହି ଟପ-ଅପ…

Jio-Airtel-Vi-BSNLକୁ ପଛରେ ପକାଇଲା ଏହି କମ୍ପାନୀ, ୪୯ ଟଙ୍କାରେ ପାଆନ୍ତୁ ୧୮୦ ଦିନର ବୈଧତା ସହ ଅନେକ ସୁବିଧା

Jio, Airtel, Vodafone Idea ଏବଂ BSNL ସେମାନଙ୍କ ଗ୍ରାହକ ମାନଙ୍କ ପାଇଁ ସାନଦାର ପ୍ଲାନ ଅଫର କରିଥାଏ। ସେମାନଙ୍କ ପାଖରେ କମ୍ ଟଙ୍କାର ପ୍ଲାନ ସହ ମହଙ୍ଗା ପ୍ଲାନ୍ ବି ରହିଛି । ପ୍ଲାନକୁ ନେଇ ୪ କମ୍ପାନୀ ମଧ୍ୟରେ ଖୁବ୍ ଟକ୍କର ଦେଖିବାକୁ ମିଳୁଛି । କିନ୍ତୁ ଆଜି ଆମେ ଏପରି ଏକ ପ୍ଲାନ୍…

Airtelଠାରୁ ୬୦ ଟଙ୍କା ଶସ୍ତା Jioର ଏହି ପ୍ଲାନ…! କିନ୍ତୁ ଫାଇଦା ଉଭୟଙ୍କ ସମାନ; ଜାଣନ୍ତୁ କ’ଣ ସବୁ ମିଳୁଛି

ଭାରତୀ ଏୟାରଟେଲ ଓ ରିଲାଏନ୍ସ ଜିଓ ଦୁଇ ଜଣ ହିଁ ନିଜ ୟୁଜରମାନଙ୍କୁ 1GB ଡେଲି ଡାଟା ପ୍ରିପେଡ୍‌ ପ୍ଲାନ ଅଫର୍‌ କରୁଛନ୍ତି। ଏହି ପ୍ଲାନ ସେହି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯାହାଙ୍କ ପାଖରେ ଅଧିକ ଡାଟା ୟୁସେଜ୍‌ ନ ଥାଏ। ଏହି ଦୁଇଟି କମ୍ପାନୀ ନିଜ ଗ୍ରାହକମାନଙ୍କ ଠାରୁ ପର୍ଯ୍ୟାପ୍ତ ଆୟ କରିବା…

ଜିଓ ପରେ ଏୟାରଟେଲ ଆଣିଲା ଗ୍ରାହକଙ୍କ ପାଇଁ ଖୁସି ଖବର, ଏଥର ୨୯୬ ଏବଂ ୩୧୯ ଟଙ୍କିଆ ପ୍ଲାନରେ ମିଳିବ ୩୦ ଦିନ ବୈଧତା

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଏୟାରଟେଲ ୨୯୬ ଏବଂ ୩୧୯ ଟଙ୍କାର ରିଚାର୍ଜ ପ୍ଲାନ ସହ ସମୟ ଅବଧିକୁ ବୃଦ୍ଧି କରିଛି। ୨୯୬ ଟଙ୍କାର ଏୟାରଟେଲ ପ୍ରିପେଡ ରିଚାର୍ଜ ପ୍ଲାନ ଏବେ ୨୮ ଦିନ ବଦଳରେ ୩୦ ଦିନର ବୈଧତା ସହ ଗ୍ରାହକଙ୍କୁ ମିଳିବ । ଏହି ପ୍ଲାନରେ ୨୫ ଜିବି ଡାଟା, ଅନଲିମିଡେଟ୍‌ କଲ୍‌…

ଜିଓ ,ଏୟାରଟେଲ ନା ଭୋଡ଼ାଫୋନ : ଜାଣନ୍ତୁ ଶସ୍ତାରେ କେଉଁ କମ୍ପାନୀ ଦେଉଛି ଦିନକୁ ଅଧିକ ଡାଟା

ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ଗ୍ରାହକଙ୍କ ପାଇଁ ଡେଲି ଡାଟା ସହିତ ଅନେକ ପ୍ରିପେଡ୍ ପ୍ଲାନ ପ୍ରଦାନ କରନ୍ତି । କେତେକ ଗ୍ରାହକ ଶସ୍ତା ପ୍ଲାନ ଖୋଜୁଥିବାବେଳେ ବହୁ ସଂଖ୍ୟକ ଲୋକ ପ୍ରତିଦିନ ୧.୫ ଜିବି ଡାଟା ସହିତ ଏହି ପ୍ଲାନକୁ ପସନ୍ଦ କରନ୍ତି । ଏଥିରେ ଆପଣ ପ୍ରତ୍ୟେକ ଦିନ ଅଧିକ…

ଚୋରଙ୍କ ମୁହଁକୁ ଡିଟେକ୍ଟ କରିବ ଏୟାରଟେଲର ଏହି ସ୍ମାର୍ଟ ଆଲାର୍ମ ଡିଭାଇସ୍‌, ଦାମ ରହିଛି ମାତ୍ର ୯୯ ଟଙ୍କା

ଆଜି କାଲି ଚୋର ମାନଙ୍କ ସଂଖ୍ୟା ଖୁବ ବଢ଼ିବାରେ ଲାଗିଛି। ଆଉ ଏହାରି ମଧ୍ୟରେ ଯଦି ଆପଣ ବାହାରେ କାମ କରୁଛନ୍ତି ଆଉ ପ୍ରତିଦିନ ଘର ଛାଡ଼ି ଯାଉଛନ୍ତି ତେବେ ମୁୁଣ୍ଡରେ ଚିନ୍ତା ପଶିଯାଏ। ଘରର ସେଫ୍ଟିକୁ ନେଇ। ଚୋର ଘରେ ପଶି ଯେମିତି କିଛି ଚୋରି ନକରୁ। ଏଥିପାଇଁ କିଛି କିଛି ସ୍ଥାନରେ ସିକ୍ୟୁରିଟି…