Browsing Tag

akshay kumar

‘ଲକ୍ଷ୍ମୀବମ୍‌’ର ପ୍ରମୋସନରେ ଯୋଗ ଦେଲେ ରିୟଲ ଲକ୍ଷ୍ମୀ, ଫଟୋ ସେୟାର କରି ସୂଚନା ଦେଲେ ଅକ୍ଷୟ କୁମାର

ଖିଲାଡ଼ି କୁମାର ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଲକ୍ଷ୍ମୀବମ୍‌’ ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଛି। କିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଗତକାଲି ପ୍ରଥମ ଗୀତ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଟ୍ରାନ୍ସଜେଣ୍ଡର ଭୂମିକାରେ ଦେଖିବାକୁ ମିଳିବ। ତେବେ…

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ ରିଲିଜ୍‌, କୁଲ୍‌ ଅନ୍ଦାଜ୍‌ରେ ନଜର ଆସିଲେ…

ବଲିଉଡ୍‌ର ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ ଆଜି ରିଲିଜ୍‌ ହୋଇଛି। ଏଥିରେ କିଆରା ଆଡଭାନୀ ମଧ୍ୟ ନଜର ଆସିଛନ୍ତି। ଏହି ଧମାକେଦାର ଗୀତକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଟ୍ଵିଟରରେ ଏବେ #BurjKhalifa ଟ୍ରେଣ୍ଡ୍‌…

ବଡ ପରଦାରେ ରୋମାନ୍ସ କରିବାକୁ ଯାଇ ଅଟକିଗଲେ ଅକ୍ଷୟ କୁମାର ଏବଂ ଡିମ୍ପଲ କପାଡିୟା !

ନବେ ଦଶକରେ ଅକ୍ଷୟ କୁମାର ନିଜର ଖିଲାଡି ସିରିଜ୍‌ ଫିଲ୍ମରୁ ଖୁବ୍‌ ଧମାଲ୍‌ ମଚାଇଥିଲେ। ଏହି ଫିଲ୍ମରେ ରୋମାନ୍ସ ଏବଂ ସୁନ୍ଦର ଆକ୍ସନ ମଧ୍ୟ ଦେଖିବାକୁ ମିଳିଥିଲା। ୧୯୯୬ ମସିହାରେ ‘ଖିଲାଡିୟୋ କା ଖିଲାଡି’ ଫିଲ୍ମ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମର ନିର୍ଦେଶନ କରିଥିଲେ ଉମେଶ ମେହରା। ଅକ୍ଷୟ…

ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ସମାଲୋଚନା କଲେ KRK, ଯାହାପରେ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ ବ୍ୟାନ ପାଇଁ ଅନୁରୋଧ କଲେ…

ବିବାଦୀୟ ସେଲିବ୍ରିଟି ତଥା ଆତ୍ମଘୋଷିତ ଚଳଚ୍ଚିତ୍ର ସମାଲୋଚକ କମଲ ରସିଦ ଖାନ ଓରଫ୍‌ (କେ.ଆର.କେ) ତାଙ୍କ ଟ୍ୱିଟ ତଥା ବିବୃତ୍ତି ପାଇଁ ଜଣାଶୁଣା। ନିକଟରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’ ର ଶୀର୍ଷକ ବିଷୟରେ ସୂଚନା ଦେଇଥିଲେ। KRK ଟ୍ୱିଟ୍…

ଡ୍ରଗ୍ସ ମାମଲାରେ ନିରବତା ଭାଙ୍ଗିଲେ ଅକ୍ଷୟ କୁମାର, କହିଲେ- ଛାତିରେ ହାତ ରଖି କେମିତି ମିଛ କହିବି…; ଦେଖନ୍ତୁ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିଭିନ୍ନ ମାମଲାକୁ ନେଇ ଚର୍ଚ୍ଚାରେ ରହିଛି ବଲିଉଡ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏବେ ଡ୍ରଗ୍ସ ଆଙ୍ଗଲ ସାମ୍ନାକୁ ଆସିଛି। ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଏହା ରୋଚକ ମୋଡ଼ ନେଇଛି। ତେବେ ଏହି ମାମଲାରେ ଅକ୍ଷୟ କୁମାରଙ୍କ ନାଁ ବି ସାମ୍ନାକୁ…

୨୦୨୦ର ଆୟ ତାଲିକାର ଏକ ନମ୍ବରରେ ଅଛନ୍ତି ଅଭିନେତା ଅକ୍ଷୟ କୁମାର, ଜାଣନ୍ତୁ କେତେ ରହିଛି ତାଙ୍କ ଆୟ

ନୂଆଦିଲ୍ଲୀ : ଚଳଚ୍ଚିତ୍ର ଜଗତରେ କେଉଁ ଅଭିନେତାଙ୍କ ଆୟ କେତେ ପ୍ରାୟ ସମସ୍ତେ ଜାଣିବାକୁ ଚାହିଁଥାନ୍ତି । ଏ ସମ୍ପର୍କରେ ଫୋର୍ବସ୍‌ ମାଗାଜିନ୍‌ ଚଳିତ ବର୍ଷ ବା ୨୦୨୦ର ସବୁଠୁ ମହଙ୍ଗା ଅଭିନେତାଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ବଲିଉଡ୍‌ରର ୧ ନମ୍ବର ତାଲିକାରେ ଅଛନ୍ତି ସୁପରଷ୍ଟାର ଅକ୍ଷୟ…

ଏନ୍‌ସିବି ରାଡାରରେ A ନାମକ ସୁପରଷ୍ଟାରଙ୍କ ନାଁ ଆସିବା ପରେ ଏବେ ଚର୍ଚ୍ଚାରେ ଅକ୍ଷୟ କୁମାର, ଫ୍ୟାନ୍‌ କହୁଛନ୍ତି-ଏବେ…

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଳାସା କରୁଛନ୍ତି। ଏହି କେସ୍‌ରେ ଗୋଟେ ପଟେ ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁରଙ୍କୁ ଶନିବାର ଦିନ ପଚରାଉଚରା କରାଯାଇଥିବା ବେଳେ ଅନ୍ୟପଟେ ଏହି କେସ୍‌ରେ ତିନି ଜଣ…

କଙ୍ଗନା ପରେ ଏବେ ଟାର୍ଗେଟରେ ଅକ୍ଷୟ, ମୁମ୍ବାଇ ଉପରେ କଙ୍ଗନାଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କଲା ଶିବସେନା

ଶିବସେନା ନିଜ ମୁଖପତ୍ର ‘ସାମନା’ ଜରିଆରେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛି। ନିଜ ମୁଖପତ୍ରରେ ଅଭିନେତ୍ରୀ ମୁମ୍ବାଇକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। କୁହାଯାଇଛି ଯେ, କଙ୍ଗନା ମୁମ୍ବାଇ ପୁଲିସକୁ ବାବର ସହିତ ତୁଳନା କରିବା ଏବଂ ସହର ପାକିସ୍ତାନ ଅଧିକୃତ…

ଏହି କାରଣରୁ ଅକ୍ଷୟ କୁମାର ପ୍ରତିଦିନ ପିଇଥାନ୍ତି ଗୋମୂତ୍ର, ଇନଷ୍ଟାଗ୍ରାମ ଲାଇଭରେ ଖୋଲିଲେ ରାଜ

ବଲିଉଡ ଖିଲାଡି ଅର୍ଥାତ୍ ଅକ୍ଷୟ କୁମାର ଖୁବ୍ ଶୀଘ୍ର ଲୋକପ୍ରିୟ ସୋ 'Into the wild with Bear Grylls'ରେ ନଜର ଆସିବେ । ଏଥିରେ ସେ ବାୟର୍ ଗ୍ରିଲ୍ସଙ୍କ ସହିତ ଘନ ଜଙ୍ଗଲ ମଧ୍ୟରେ ଦୁଃସାହସିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିବ।ନିକଟରେ ଶୋ’ର ପ୍ରୋମୋ ଜାରି କରାଯାଇଥିଲା ଯାହାକୁ ଲୋକମାନେ…

ଅକ୍ଷୟ କୁମାରଙ୍କ ପୁଅ ବୋଲି କେବେ ବି କାହାକୁ କୁହନ୍ତିନି ଆରବ, ନିଜେ ଖିଲାଡ଼ି କୁମାର କଲେ ଖୁଲାସା

ଆଜି ଖିଲାଡ଼ି କୁମାରଙ୍କ ଜନ୍ମଦିନ। ଆଜି ତାଙ୍କୁ ୫୩ ବର୍ଷ ପୂରିଛି। ଏ ଅବସରରେ ସାଥି କଳାକାରମାନେ ଅକ୍ଷୟଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। ଜନ୍ମଦିନ ଅବସରରେ ଆଜି ଆସନ୍ତୁ ଜାଣିବା ଅକ୍ଷୟ କୁମାରଙ୍କ ବିଷୟରେ କେତେକ ଅଜଣା କଥା। ଅକ୍ଷୟ କୁମାର ଓ ଟ୍ଵିଙ୍କିଲ ଖାନ୍ନାଙ୍କ ଦୁଇ ପିଲା…

ଦିନେ ଯେଉଁ ବିଲ୍ଡିଂ ସାମ୍ନାରେ ଠିଆ ହେବାରୁ ସିକ୍ୟୁରିଟି ଗାର୍ଡ ଗାଳି ଦେଇ ବିଦା କରିଦେଇଥିଲା, ଆଜି ସେହି ବଙ୍ଗଳାର…

ଅକ୍ଷୟ କୁମାର, ବଲିଉଡ୍‌ ପାଇଁ ଏହି ନାଁ ହିଁ ଯଥେଷ୍ଟ। ଅକ୍ଷୟ କେବଳ ପରଦାରେ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଜଣେ ହିରୋ। ଯେତେବେଳେ ବି ଯିଏ ଅସୁବିଧାରେ ପଡ଼େ ଅକ୍ଷୟଙ୍କୁ ଗୋଟେ ମେସେଜ୍‌ ଦେଲେ ସେ ତୁରନ୍ତ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ତେବେ ଏହି ଲୋକପ୍ରିୟତା ପାଇବାକୁ…

ଆସାମ ବନ୍ୟା ପୀଡ଼ିତଙ୍କୁ ପୁଣିଥରେ ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ କୁମାର, ଦାନ କଲେ ୧ କୋଟି ଟଙ୍କା

ପୁଣିଥରେ ମହାନତା ଦେଖାଇଛନ୍ତି ଖିଲାଡ଼ି କୁମାର। କରୋନା ସମୟରେ ସରକାରୀ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ କରିଥିବା ଅକ୍ଷୟ ଏବେ ପୁଣିଥରେ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିଛନ୍ତି। ଆସାମ ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ଭାବେ ଅକ୍ଷୟ କୁମାର ୧ କୋଟି ଟଙ୍କା ଦାନ କରିଛନ୍ତି। ଏନେଇ ଆସାମର…