Browsing Tag

amazon

ପୁଲୱାମା ଆକ୍ରମଣରେ ବ୍ୟବହୃତ ବିସ୍ପୋରକ ପ୍ରସ୍ତୁତି ପାଇଁ ଆମାଜନରୁ କିଣା ଯାଇଥିଲା ରାସାୟନିକ

୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣର ଏକ ଗୁଢ ରହସ୍ୟ ପଦାକୁ ଆସିଛି । ରାଷ୍ଟ୍ରୀୟ ତଦନ୍ତକାରୀ ଦଳ ବା ଏନଆଇଏ ତରଫରୁ ଦାବି କରାଯାଇଛିଯେ ପୁଲୱାମା ଆକ୍ରମଣରେ ବ୍ୟବହାର ହୋଇଥିବା ରସାୟନ ଗୁଡିକ ପ୍ରସିଦ୍ଦ ଇକମର୍ସ ସାଇଟ ଆମାଜନ ଜରିଆରେ ହିଁ କିଣାଯାଇଥିଲା । କହି…

Amazon ରେ ଚାକିରୀ କରିବାକୁ ଚାହୁଁଛନ୍ତି କି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ

ଆମାଜନ୍‌ରେ ଚାକିରୀ କରିବା ଅଧିକାଂଶ ଯୁବପିଢୀ ଇଛା ରଖିଥାନ୍ତି। ଯୁବପିଢୀଙ୍କ ମଧ୍ୟରେ ଆମାଜନ୍‌ ଏଭଳି ଏକ କମ୍ପାନୀ ଯେଉଁଥିରେ ଯୋଡି ହେବାର ସଫଳତା ଆଶା କରାଯାଇଥାଏ। ଅଧିକାଂଶ ଲୋକମାନେ ଭାବିଥାନ୍ତି ଏହି ବହୁରାଷ୍ଟ୍ରିୟ କମ୍ପାନୀରେ ଚାକିରୀ ମିଳିବା ଖୁବ୍‌ କଷ୍ଟକର। କିନ୍ତୁ ଆପଣ ଜାଣି…

ଏବେ ଭାରତରେ ଚାଲିବ ଆମାଜନ୍‌ ଇଲେକ୍ଟ୍ରିକ୍‌ ରିକ୍ସା! ସିଇଓ ଜେଫ୍‌ ବେଜୋସ୍‌ ଦେଖାଇଲେ ପ୍ରଥମ ଝଲକ୍‌

ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ ନିଜ ଭାରତ ଗସ୍ତ ସମୟରେ ଭାରତରେ ଇଲେକ୍ଟ୍ରିକ୍‌ ଯାନ ନିର୍ମାଣ ବିଷୟରେ କହିଥିଲେ। ଏବେ ବେଜୋସ୍‌ ନିଜ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଇଲେକ୍ଟ୍ରିକ୍‌ ଡେଲିଭରି ରିକ୍ସାର ଝଲକ୍‌ ଦେଖିବାକୁ ମିଳିଛି। ଭିଡିଓରେ ବେଜୋସ୍‌ ନିଜେ…

ଏହି ଦୀପାବଳିରେ ସ୍ୱିଗି ଓ ଜୋମାଟୋକୁ କଡ଼ା ଟକ୍କର ଦେବ ଆମାଜନ୍‌, ଗ୍ରାହକ ବି ପାଇବେ ସୁବିଧା

ଚଳିତବର୍ଷ ଦୀପାବଳିରେ ଆମାଜନ୍‌ ଫୁଡ୍‌ ଡେଲିଭରି ବିଜ୍‌ନେସ୍‌ ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି। ଆମାଜନ୍‌ର ବେପାର ଆରମ୍ଭ ହେଲା ପରେ ଏହା ସ୍ୱିଗି ଓ ଜୋମାଟୋକୁ କଡ଼ା ଟକ୍କର ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ କମ୍ପାନୀ ୩୫୦୦ କୋଟି ଟଙ୍କାର ଫଣ୍ଡ ଏକାଠି କରିଥିବା…

ଆମାଜାନ ଓ ଫ୍ଲିପକାର୍ଟରେ ମିଳୁଥିବା ଫେଷ୍ଟିଭ ଅଫରର ଆଜି ଶେଷ ଦିନ, ଅତି ଶସ୍ତାରେ କିଣନ୍ତୁ ଏହି ଫୋନ

ଆମାଜାନ ଓ ଫ୍ଲିପକାର୍ଟ ପରି ଇ କମର୍ସ ସାଇଟର ଅଫର ଦେବାର ଆଜି ଶେଷ ଦିନ । ଦୁଇଟି ଯାକ ଅନଲାଇନ ସାଇଟ ର ସେଲ ସେପ୍ଟେମ୍ବର ମାସ ୨୯ ତାରିଖରୁ ଆରମ୍ଭ ହୋଇଥିଲା । ଏହା ସହ ଗ୍ରାହକ ମାନଙ୍କୁ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ଓ ବିଗ ବିଲିଅନ ଡେ ସେଲ ମାଧ୍ୟମରେ ଇଲେକ୍ଟ୍ରୋନିକସ ଠାରୁ ଆରମ୍ଭ କରି ଫେସନ…

Amazon ଫେଷ୍ଟିଭ ସେଲର ପ୍ରଥମ ଦିନରେ ବିକ୍ରି ହେଲା ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ

ଇ-କମର୍ସ ୱେବସାଇଟରେ ବର୍ତ୍ତମାନ ସେଲର ସିଜିନ ଚାଲିଛି । Amazon Indiaର ଦାବି ଅନୁଯାୟୀ ଚଳିତ ଥର ସେଲରେ ସବୁଠାରୁ ବଡ଼ ଓପନିଂ ହୋଇଛି । ଏହାସହିତ କମ୍ପାନୀର କହିବା ଅନୁଯାୟୀ ମାତ୍ର ୩୬ ଘଣ୍ଟା ମଧ୍ୟରେ ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ ବିକ୍ରି ହୋଇଛି ଏବଂ ବିକ୍ରି କରାଯାଇଥିବା ସ୍ମାର୍ଟଫୋନ…

ନୋ କାର୍ଡ, ନୋ କ୍ୟାସ୍‌ ! କେବଳ ଆପଣଙ୍କ ହାତକୁ ସ୍କାନ କରି ଆମାଜନରେ କରିପାରିବେ ପେମେଣ୍ଟ

ଆଗାମୀ କିଛି ଦିନରେ ଏମିତି ହୋଇପାରେ ଯେ ପେମେଣ୍ଟ କରିବା ପାଇଁ ଆପଣଙ୍କୁ ଆଉ କୌଣସି କାର୍ଡ କିମ୍ବା କ୍ୟାସର ଆବଶ୍ୟକ ପଡିବ ନାହିଁ ବରଂ ଆପଣ ନିଜ ହାତକୁ ସ୍କାନ କରି ପେମେଣ୍ଟ କରିପାରିବେ। ଏକ ରିପୋର୍ଟ ଅନୁଯାୟୀ ଆମାଜନ ଏକ ଏମିତି ଟେଷ୍ଟିଂ କରୁଛି ଯାହା ଦ୍ୱାରା ଷ୍ଟୋରରୁ ଜିନିଷ କିଣିସାରିବା…

ଆମାଜନରେ ପୁଣି ଉପଲବ୍ଧ ଓପୋ କେ୩, ୭୦୫୦ ଟଙ୍କା ଅଫରର ଲାଭ ଉଠାନ୍ତୁ

ଓପୋ କେ ୩ ସେଲ୍‌ ପୁଣିଥରେ ଆମାଜନରେ ଉପଲବ୍ଧ ହୋଇଛି। ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଗ୍ରାହକଙ୍କ ଡିମାଣ୍ଡକୁ ଦେଖି ପୁଣି ଥରେ ଏହି ସେଲ ରଖିଛି। ଦୁଇ ସପ୍ତାହ ପୂର୍ବରୁ ଲଞ୍ଚ ହୋଇଥିବା ଏହି ଫୋନରେ ଫୁଲ ଏଚଡି ସ୍କ୍ରିନ, ଅକ୍ଟୋ କୋର ସ୍ନାପଡ୍ରାଗନ ୭୧୦ ଏସ୍‌ଓସି, ୮ ଜିବି ରାମ ଏବଂ…

ଆମାଜନ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କାର୍ଯ୍ୟରତ କର୍ମଚାରୀ, କହିଲେ ଟଏଲେଟ୍ ଯିବାକୁ ମଧ୍ୟ ମିଳୁନି ଅନୁମତି

ଆମାଜନ୍ କମ୍ପାନୀ ବର୍ତ୍ତମାନ ଦୁନିଆରେ ରାଜ୍ କରୁଛି ସତ ହେଲେ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେଉଥିବା ନେଇ ଅଭିଯୋଗ ଆସିଛି। ଆମାଜନ୍ ରେ କାର୍ଯ୍ୟରତ କର୍ମଚାରୀମାନେ ନିଜର ସିଫ୍ଟ କରୁଥିବା ସମୟରେ ଟଏଲେଟ୍ ମଧ୍ୟ ଯିବାକୁ ଅନୁମତି ପାଉନାହାନ୍ତି ।…

ଆମାଜନର ପ୍ରାଇମ୍ ସେଲରେ ଲକ୍ଷାଧିକ ଟଙ୍କାର ଝଟକା, କମ୍ପାନୀର ଭୁଲ ଯୋଗୁଁ ୯ ଲକ୍ଷ ଟଙ୍କାର କ୍ୟାମେରାକୁ ମାତ୍ର ୬୫୦୦ ରେ…

କିଛି ଦିନ ତଳେ ପ୍ରାଇମ୍ ଡେ ସେଲ୍ ଆରମ୍ଭ କରିଥିଲା ଆମାଜନ୍ । ଏହି ସେଲରେ ଗ୍ରାହକଙ୍କୁ ମିଳିଥାଏ ମନଲୋଭା ଅଫର୍ ସହ ଜବରଦସ୍ତ ରିହାତି । ତେଣୁ ଆମାଜନର ଏହି ସେଲକୁ ଅନାଇ ବସିଥାନ୍ତି ପ୍ରାୟ ସବୁ ଗ୍ରାହକ । ତେବେ କ୍ୟାମେରା ସୌକିନ୍ ଲୋକଙ୍କର ଯେମିତି ଏକ ସୁବର୍ଣ୍ଣସୁଯୋଗ ପାଲଟିଯାଇଥିଲା ଜୁଲାଇ…

ଧମାକେଦାର ରିହାତିରେ ଜିନିଷ କିଣିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ, ଆରମ୍ଭ ହେବାକୁ ଯାଉଛି amazon prime day sale

ନୂଆଦିଲ୍ଲୀ : ଅନଲାଇନ ସପିଂ ସାଇଟ ଆମାଜନ୍ ଚଳିତବର୍ଷର ପ୍ରାଇମ୍ ସେଲର ତାରିଖ ଘୋଷଣା କରିଛି। amazon prime day sale ଏଥର ଜୁଲାଇ ୧୫-୧୬ ତାରିଖରେ ହେବାକୁ ଯାଉଛି। ଗତବର୍ଷ ଏହି ସେଲ ମାତ୍ର ୩୬ଘଣ୍ଟା ପାଇଁ କରାଯାଇଥିବା ବେଳେ ଚଳିତଥର ସେଲକୁ ୪୮ଘଣ୍ଟା ପାଇଁ ଲାଇଭ କରାଯିବ। ଭାରତରେ ଆମାଜନର…

HONORର ଏହି ଲୋକପ୍ରିୟ ମୋବାଇଲ ଗୁଡିକରେ ମିଳୁଛି ୮ହଜାର ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ : ନୂଆ ଫୋନ କିଣିବାକୁ ଚିନ୍ତା କରୁଥିଲେ ତେବେ ଅନର ଆଣିଛି ଆପଣଙ୍କ ପାଇଁ ଦମଦାର ଅଫର। ଇକମର୍ସ ସାଇଟ ଆମାଜନରେ ଚାଲିଛି ‘ଅନର ଡେ ସେଲ’। ଯେଉଁଥିରେ ଆପଣ ଲୋକପ୍ରିୟ ଅନର ମୋବାଇଲ ଗୁଡିକ ଖୁବ ଭଲ ରିହାତି ମୂଲ୍ୟରେ ନିଜର କରିପାରିବେ। ଏହି ସେଲ ଗତକାଲିରୁ ଆରମ୍ଭ ହୋଇଥିବା ବେଳେ ୩୧…