ମିଡିଆକୁ ଅଣଦେଖା କରି ଟ୍ରୋଲ୍ ହେଲେ ଅଭିଷେକ ବଚ୍ଚନ, ଭାଇରାଲ ହେଉଛି ଭିଡିଓ
ଅଭିଷେକ ବଚ୍ଚନ ଆଜିକାଲି ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଗତ କିଛି ଦିନ ହେବ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ରକୁ ନେଇ ମଧ୍ୟ ଅନେକ ଆଲୋଚନା ଚାଲିଛି । ଏହି ସମୟରେ ଅଭିଷେକ ବଚ୍ଚନଙ୍କ ଏକ ନୂଆ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅଭିଷେକ…