ଭଗବାନଙ୍କ ଶରଣରେ ବିରୁଷ୍କା : ଜୀବନକୁ ପରଫେକ୍ଟ କରିବା ପାଇଁ ଆରମ୍ଭ କରିଛନ୍ତି ଆଧ୍ୟାତ୍ମିକ ଯାତ୍ରା
କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ସେମାନଙ୍କ ପ୍ରଫେସନ ପାଇଁ ସେମାନେ ଖୁବ୍ ଚର୍ଚ୍ଚାରେ ଥାଆନ୍ତି । କେବଳ ସେତିକି ନୁହେଁ ବରଂ ସେମାନଙ୍କ ଯୋଡ଼ି ପାଇଁ ମଧ୍ୟ ଖୁବ୍ ପପୁଲାର । ବର୍ତ୍ତମାନ କିନ୍ତୁ ସେମାନେ ଆଧ୍ୟାତ୍ମିକ ଯାତ୍ରା ପାଇଁ ଜୋରଦାର ଚର୍ଚ୍ଚାରେ ରହିଛନ୍ତି ।…