Below header
Browsing Tag

apple iPhone

ଦୁନିଆର ସବୁଠୁ ବଡ଼ ୨୨୬ କିଲୋଗ୍ରାମର iPhone!

ଆସିଲା ଦୁନିଆର ସବୁଠୁ ବଡ଼ ଆଇଫୋନ। ସାତ ଫିଟ ଲମ୍ବା ଓ ଦୁଇ କ୍ୱିଣ୍ଟାଲରୁ ବି ଅଧିକ ଥିବା ଏହି ଫୋନ ଏବେ ସବୁଆଡେ ହଙ୍ଗାମା କରୁଛି। ଆଇଫୋନ ଏକ ଏମିତି ବ୍ରାଣ୍ଡ ଯାହାକୁ କିଣିବା ସମସ୍ତଙ୍କ ସ୍ୱପ୍ନ ଥାଏ। ଆଇଫୋନ ଯେବେ ପ୍ରଥମେ ୫ ଇଞ୍ଚର ବଡ଼ ସ୍କ୍ରିନ ସାଇଜର ଲଞ୍ଚ ହୋଇଥିଲା ସେହି ସମୟରେ ପୁରା…

ଇ-କମର୍ସ ପ୍ଲାଟଫର୍ମରେ ଶସ୍ତାରେ ମିଳୁଛି ଆଇଫୋନ, ଅଫରର ଫାଇଦା ଉଠାନ୍ତୁ

କେନ୍ୟୁଜ୍(ବ୍ୟୁରୋ): ସମସ୍ତଙ୍କର ଇଚ୍ଛା ଥାଏ, ସେମାନେ ଆଇଫୋନ ଧରିବେ । କିନ୍ତୁ ଅଧିକ ବଜେଟ ପାଇଁ ଏହି ଇଚ୍ଛା ପୁରଣ ହୋଇ ପାରେନା । ଆପଣଙ୍କର ବି ଏହି ଇଚ୍ଛା ଥାଇପାରେ । ଆଜି ଆମେ ଆପଣଙ୍କର ଏହି ଇଚ୍ଛା ପୁରଣ ହେବାର ଖବର ନେଇ ଆସିଛୁ । ଇ-କମର୍ସ ପ୍ଲାଟଫର୍ମ ଆମଜନ ଓ ଫ୍ଳିପକାର୍ଟରେ ଆଇଫୋନ…

Iphone 15 pro maxର ଡିଜାଇନ, ସ୍ପେକ ଏବଂ ଦାମକୁ ନେଇ ସୃଷ୍ଟି ହେଲା ଗୁଜବ

phoneର ଚାହିଦା ଲୋକମାନଙ୍କ ମଧ୍ୟରେ ବଢି ଚାଲିଛି । କିନ୍ତୁ ଅନେକ ସମୟରେ ଆଇଫୋନକୁ ନେଇ ଗୁଜବ ମଧ୍ୟ ସୃଷ୍ଟି ହୁଏ । ତେବେ Iphone 15 pro maxର ଡିଜାଇନ, ସ୍ପେକ ଏବଂ ଦାମକୁ ନେଇ ମାର୍କେଟରେ ଖୁବ ଗୁଜବ ଚାଲିଛି । ନିକଟରେ ଶେଷ ହୋଇଥିବା WWDC ୨୦୨୩ ପରେ Apple ଏବେ ଏହାର ଆଗାମୀ ଇଭେଣ୍ଟ…

ଜବରଦସ୍ତ କ୍ୟାମେରା ଫିଚରରେ ଲଞ୍ଚ ହେବ iPhone 15 Pro Max, ଲିକ୍‌ ହୋଇଥିବା ଡାଟାରୁ ମିଳିଲା ସୂଚନା

ଆପଲ୍‌ ଚଳିତ ବର୍ଷ ଆଇଫୋନ ୧୫ ସିରିଜକୁ ଲଞ୍ଚ କରିବାକୁ ଯାଉଛି। ଏକ ନୂଆ ଲୁକ ଓ ଦମଦାର ଫିଚର୍ସରେ ଏହା ମାର୍କେଟକୁ ଆସିବ। ଗତ ତିିନି ବର୍ଷ ହେଲା କମ୍ପାନୀ ଫୋନ ମଡେଲରେ କିଛି ପରିବର୍ତ୍ତନ କରିନଥିବା ବେଳେ ଚଳିତ ଥର ଡିଜାଇନକୁ ନେଇ ଅନେକ ଆଶା ରହିଛି। ଆପଲ୍‌ ସବୁବର୍ଷ ନିଜର ନୂଆ ଆଇଫୋନ…

ଆଜିଠୁ ୧୭ ଏପ୍ରିଲ ଯାଏ ରହିଛି Flipkart ସମର ସେଲ, ଆଇଫୋନରେ ଭାରି ଡିସକାଉଣ୍ଟ

କେନ୍ୟୁଜ୍‌(ବ୍ୟୁରୋ): ମୋବାଇଲ ଫୋନ କେବଳ ଆମ ଜୀବନର ଅଂଶ ନୁହେଁ, ଏଥିପାଇଁ ଦୂରରେ ରହିଥିଲେ ବି ଆମେ ଆମ ପରିବାର ତଥା ବନ୍ଧୁ ପରିଜନଙ୍କ ସହ ଯୋଗଯୋଗରେ ରହିପାରୁଛୁ । ଦୂରରେ ଥିଲେ ବି ପାଖରେ ଥିବାର ଅନୁଭବ ପାଇ ପାରୁଛୁ । ମୋବାଇଲ ଟେକ୍ଟ ମେସେଜ ଓ କଲରେ ସୀମିତ ନରହି ୟାଠୁ ଗୋଟିଏ ପାଦ ଆଗକୁ…

ଆପଲ ଫୋନ୍‌ ଧରିବା ସ୍ୱପ୍ନ ହେବ ପୂରଣ, Apple iPhone 11କୁ କିଣନ୍ତୁ ମାତ୍ର ୧୩ ହଜାର ଟଙ୍କାରେ

Apple ପକ୍ଷରୁ ଏକ ସାନଦାର ଅଫର ଦିଆଯାଉଛି । ଯେଉଁ ଅଫର ସାହାଯ୍ୟରେ ୟୁଜର୍ସ ଶସ୍ତାରେ ଆଇଫୋନ୍‌ ୧୧କୁ କ୍ରୟ କରିପାରିବେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ iPhone 11କୁ ଭାରତରେ ୧୦ ସେପ୍ଟେମ୍ବର ୨୦୧୯ରେ ଲଞ୍ଚ୍‌ କରାଯାଇଥିଲା । ଫୋନ୍‌ ଦୁଇଟି ଷ୍ଟୋରେଜ୍‌ ଭ୍ୟାରିୟଣ୍ଟ ୬୪ଜିବି ରାମ ଏବଂ…

ଆପଲ ଆଣୁଛି ଶସ୍ତା ଆଇଫୋନ, ୨୦୨୪ରେ ହେବ ରିଲିଜ

କେନ୍ୟୁଜ୍‌(ବ୍ୟୁରୋ): ବଜାରକୁ ଆସୁଛି ଆଇଫୋନର ବଜେଟ ସ୍ମାର୍ଟଫୋନ । ୨୦୨୪ରେ କରିବ ଲଞ୍ଚ । ଏହା ଏକ କମ ଦାମର ହେବାସହ ପ୍ରିମିୟମ ଆଇଫୋନ ସିରିଜର ବିକଳ୍ପ ହୋଇ ରହିବ । ଆଇଫୋନ 15 ସିରିଜ ସହ ଏକ ଏଫୋଡେବଲ ଫୋନ ଆଣିବା ପାଇଁ ଆପଲ ପକ୍ଷରୁ କାର୍ଯ୍ୟ ଜାରି ରହିଛି । ଆଇଫୋନ ପକ୍ଷରୁ ଏସଇ 4କୁ ଲଞ୍ଚ…

ଆପଲ୍‌ ର Buy Now Pay Later Service

ଆଇଫୋନ ବାହାର କଲା Buy Now Pay Later Service । ୟୁଜର୍ସଙ୍କୁ ଆହୁରି ଆକର୍ଷିତ କରିବା ପାଇଁ କମ୍ପାନୀ ତରଫରୁ ଏହି ସୁବିଧାକୁ ବାହାର କରାଯାଇଛି। ଯେମିତି ୟୁଜର୍ସ ଆଇଫୋନର ସବୁ ପ୍ରଡକ୍ଟକୁ ଖୁବ ଆରାମରେ କିିଣିପାରିବେ। ବଜେଟକୁ ନେଇ ଯେମିତି କିଛି ବି ଅସୁବିଧା ଆଉ ରହିବ ନାହିଁ।…

iPhoneର ଏହି ସିକ୍ରେଟ ଫିଚର୍ସ, ଯାହା କାମକୁ କରିଦିଏ ଆହୁରି ସହଜ

ଆଇଫୋନର ଯେକୌଣସି ମଡେଲ ମାର୍କେଟକୁ ଆସୁ ତାକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ରେସ୍‌ ଲାଗିଥାଏ।ଦାମ ଅଧିକ ହେଲେ ବି ଟିକେ ବି ଚିନ୍ତା କରୁନାହାନ୍ତି ଯେ ସେ ସବୁ ର ଆବଶ୍ୟକତା କେତେ। ଏମିତି କଣ ଅଛି ଆଇଫୋନରେ ଯାହାକୁ ଗ୍ରାହକ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି? iPhone ସାରା ଦୁନିଆରେ…

ପ୍ରଥମ ଜେନେରେସନ ଆଇଫୋନ ୫୨ ଲକ୍ଷରେ ନିଲାମ, ୮ ଜିବି ଷ୍ଟୋରେଜରେ ଆସିଥିଲା ଏହି ଫୋନ

କେନ୍ୟୁଜ୍‌(ବ୍ୟୁରୋ): ଆପଲ ଆଇଫୋନ ଯେବେଠୁ ଏହା ବଜାରକୁ ଆସିଛି ସେହିଦିନଠୁ ଏହା ଏକ ଷ୍ଟାଟସର ଚିହ୍ନ ହୋଇକି ରହିଛି । ନିଜର ଷ୍ଟାଟସ ମେଣ୍ଟେନ କରିବା ପାଇଁ ଅନେକେ ଏହି ଫୋନକୁ ବ୍ୟବହାର କରିଥାନ୍ତି । ଯେମିତି ଦାମି ପୋଷାକ, ଦାମି ଯୋତା ଓ ଦାମି ଘଣ୍ଟା ପିନ୍ଧିକି ଲୋକ ନିଜର ବଡ଼ପଣ…

ବଜାରକୁ ଆସୁଛି ଆଇଫୋନ 15 ପ୍ରୋ, ଡିଜାଇନରେ ହୋଇଛି ଅନେକ ପରିବର୍ତ୍ତନ

କେନ୍ୟୁଜ୍‌(ବ୍ୟୁରୋ) : ଇଣ୍ଟରନେଟରେ ଆଇଫୋନ 15 ପ୍ରୋ ର ଡିଜାଇନ । ଏପଲ ପକ୍ଷରୁ ଏହାର ଡିଜାଇନକୁ ନିର୍ମାତାଙ୍କୁ ଦିଆଯାଇଛି । ଲଞ୍ଚ ପୂର୍ବରୁ ଏହାର ପାର୍ଟସ ସବୁକୁ ପ୍ରସ୍ତୁତ ରଖିବେ ନିର୍ମାତା । ଆଇଫୋନ 14 ପ୍ରୋ ଠୁ ଏହାର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏବେ ଆସନ୍ତୁ ଦେଖିବା…

ବମ୍ପର ଡିସକାଉଣ୍ଟ ! ୩୫ ହଜାର ରିହାତିରେ କିଣନ୍ତୁ ଆପଲ ଆଇଫୋନ୍‌ ୧୪, ଫ୍ଲିପକାର୍ଟରେ ଚାଲିଛି ଦମଦାର ଅଫର

ଏବେ ଫ୍ଲିପକାର୍ଟରେ ଚାଲୁଛି ବମ୍ପର ଡିସକାଉଣ୍ଟ । ଫେବୃୟାରୀ ୩ରୁ ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ବିଗ୍‌ ବଚତ୍‌ ଧମାଲ୍‌ ସେଲ୍‌ । ଆଉ ଡିସକାଉଣ୍ଟରେ ଆପଲ ଆଇଫୋନ ଉପରେ ରହିଛି ଭଲ ଅଫର । ଏବେ ଆପଣ ଆଇଫୋନ୍‌ ୧୪କୁ ଭଲ ଡିସକାଉଣ୍ଟ ପ୍ରାଇସରେ ଘରକୁ ଆଣିପାରିବେ । ହଁ ଆଜ୍ଞା ଆପଣଙ୍କ ଆଇଫୋନ୍‌…