Below header
Browsing Tag

asia cup 2023

ରୋହିତ ଶର୍ମାଙ୍କ ସୁପର କ୍ୟାଚ୍‌, ଖୁସିରେ କୁଣ୍ଢାଇ ପକାଇଲେ କୋହଲି: ଭିଡିଓ ଭାଇରଲ

ଏସିଆ କପ ସୁପର-୪ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ମ୍ୟାଚକୁ ସବୁବେଳ ପାଇଁ ସ୍ମରଣୀୟ କରି ରଖିବେ ରୋହିତ ଶର୍ମା । ଭାରତ ତରଫରୁ ରୋହିତ ଶର୍ମା ୪୮ ବଲରେ ୫୩ ରନ୍‌ କରିଛନ୍ତି । ରୋହିତ ୭ଟି ୪ ଏବଂ ଦୁଇଟି ଛକା…

ପାକିସ୍ତାନକୁ ହରାଇବା ପରେ ଆଜି ଶ୍ରୀଲଙ୍କାଙ୍କୁ ଭେଟିବ ଭାରତ, ବର୍ଷା ଆଶଙ୍କା ନେଇ ଚିନ୍ତାରେ ଫ୍ୟାନ୍ସ

ଏସିଆ କପ୍ ସୁପର-୪ରେ ଆଜି ଭାରତ-ଶ୍ରୀଲଙ୍କା ଲଢେଇ । ଗତକାଲି ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ ପରେ ଆଜି ଲଙ୍କା ବିଜୟ ଚ୍ୟାଲେଞ୍ଜ । ଘରୋଇ ମାଟିରେ ହୋଇପାରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ । ବାଂଲାଦେଶକୁ ହରାଇ ଶ୍ରୀଲଙ୍କାର ମନୋବଳ ଦୃଢ ରହିଛି । ଆଜି ଘରୋଇ ମାଟିରେ ଭାରତକୁ ସାମ୍ନା କରିବ…

ଏସିଆ କପ୍: କୋହଲି ଓ ରାହୁଲଙ୍କ ରନ ବର୍ଷା, କଲେ ଶତକ ଭାଙ୍ଗିଲେ ରେକର୍ଡ଼, ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଲା ଭାରତ

କଲମ୍ବୋ : କଲମ୍ବୋର ପ୍ରେମଦାସ ଷ୍ଟାଡିୟମରେ ପାକିସ୍ତାନ ବୋଲିଂ ଆକ୍ରମଣକୁ ମାଡ଼ି ମକଚି ଦେଲେ କୋହଲି ଓ ରହୁଲ । ଛଅ ମାସ ଧରି ଆହତ ରହିବା ପରେ ଦଳକୁ ଫେରି କେଏଲ୍‌ ରାହୁଲ ଦମଦାର ଶତକ ହାସଲ କରିଥିବା ବେଳେ କିଙ୍ଗ କୋହଲି ନିଜ ଦିନିକିଆ ଶତକ ଖାତାରେ ଯୋଡ଼ିଛନ୍ତି ଆଉ ଏକ ସେଞ୍ଚୁରୀ । ଦୁହେଁ…

ସୁପର ସନ୍ ଡେରେ ବିଗ୍ ଫାଇଟ୍: ଆଜି ଏସିଆ କପର ସୁପର-୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

(କେନ୍ୟୁଜ): ସୁପର ସନ୍ ଡେରେ ବିଗ୍ ଫାଇଟ୍ । ଆଜି ଏସିଆ କପ୍ ସୁପର ୪ରେ ଭାରତ-ପାକିସ୍ତାନ ମହାମୁକାବିଲା । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଉ ଗୋଟିଏ ହାଇଭୋଲଟେଜ୍ ମୁକାବିଲା ପାଇଁ ଭାରତୀୟ ଫ୍ୟାନ୍ ଅପେକ୍ଷା କରିଛନ୍ତି । ଚଳିତ ଏସିଆ କପରେ…

ନେଟ୍‌ ରନରେଟକୁ ନେଇ ହେଲା ଭୁଲ୍‌ ସମୀକରଣ, ସୁଯୋଗ ହାତଛଡା କରି ସୁପର –୪ରୁ ବାଦ୍‌ ପଡିଲା ଆଫଗାନିସ୍ତାନ

ଏସିଆ କପ ୨୦୨୩ରେ ଆଫଗାନିସ୍ତାନ ଟିମ୍‌ ଶ୍ରୀଲଙ୍କା ଠାରୁ ୨ ରନରେ ହାରିବା ଯୋଗୁଁ ସୁପର-୪ ମ୍ୟାଚରେ ପ୍ରବେଶ କରିପାରିଲା ନାହିଁ । ଏହାର ମୁଖ୍ୟ କାରଣ ରନରେଟକୁ ନେଇ ଭୁଲ୍‌ ଗଣନା ବୋଲି କୁହାଯାଇଛି । ଆଫଗାନିସ୍ତାନ ଟିମ୍‌ ମ୍ୟାଚ୍‌କୁ ରୋମାଞ୍ଚକ ସ୍ଥିତିକୁ ଆଣିଦେଇଥିଲେ କିନ୍ତୁ ହାର ପରେ…

ଏସିଆ କପ୍‌ରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ସେପ୍ଟେମ୍ବର ୧୦ ତାରିଖରେ ହେବ ମ୍ୟାଚ୍‌

ଟିମ୍‌ ଇଣ୍ଡିଆ ଏସିଆ କପରେ ବର୍ଷା ବାଧକ ସତ୍ତ୍ୱେ ନେପାଳକୁ ୧୦ ୱିକେଟରେ ହରାଇ ସୁପର-୪ରେ ପ୍ରବେଶ କରିଛି । ଆଉ ଭାରତ ସୁପର-୪ରେ ପ୍ରବେଶ କରିବା ଫଳରେ ଆସନ୍ତା ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଆଉ ଏକ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିବ । ଏହାକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ରହିଛନ୍ତି…

ପାକିସ୍ତାନ ଗସ୍ତରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଓ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, ପିସିବିର ସ୍ପେଶାଲ ଡିନରରେ ହେଲେ…

ପାକିସ୍ତାନ ଗସ୍ତରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଓ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା। ଆସନ୍ତାକାଲି ଗଦ୍ଦାଫି ଷ୍ଟାଡିୟମରେ ଖେଳାଯିବ ଏସିଆ କପ ମ୍ୟାଚ। ଏହି ମ୍ୟାଚରେ ଉପସ୍ଥିତ ରହିବେ ବିସିସିଆଇ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ। ଆଜି ଅଟ୍ଟାରି - ୱାଘା ବର୍ଡର ଅତିକ୍ରମ କରି ଏହି ଦୁଇ ଜଣ ପାକିସ୍ତାନ…

ଏସିଆ କପରେ ସୁପର-୪କୁ ଗଲା ଭାରତ: ନେପାଳକୁ ୧୦ ୱିକେଟରେ କଲା ପରାସ୍ତ

ଏସିଆ କପରେ ସୁପର-୪କୁ ଗଲା ଭାରତ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନେପାଳକୁ ହରାଇଛି ଭାରତ । ନେପାଳକୁ ୧୦ ୱିକେଟରେ ହରାଇ ବଜୟୀ ହୋଇଛି । ଏସିଆ କପରେ ଗ୍ରୁପ୍ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି ଭାରତ। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତ ୧ ପଏଣ୍ଟ ପାଇଥିଲା ବେଳେ…

ଭାରତ ବନାମ ପାକିସ୍ତାନ : ବର୍ଷା ସାଜୁଛି ବାଧକ, ୨୦ ଓଭର ସୁଦ୍ଧା ଭାରତ ସ୍କୋର ୧୦୨/୪

ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୩ ମ୍ୟାଚ୍‌ ଆରମ୍ଭ ହୋଇଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ବର୍ଷା ବାଧକ ସାଜିଥିବା ମ୍ୟାଚରେ ପ୍ରଥମରୁ ଟିମ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ହରାଇଛି। ଉଭୟଙ୍କୁ ଶାହୀନ ଶାହ ଆଫ୍ରିଦି…

ଏସିଆ କପ ୨୦୨୩: ଫ୍ୟାନ୍ସଙ୍କ ଉତ୍କଣ୍ଠାରେ ଲଗାଇପାରେ ବ୍ରେକ, ଭାରତ-ପାକିସ୍ତାନ ମ୍ୟାଚ ପାଇଁ ବର୍ଷା ଆଶଙ୍କା

ଶ୍ରୀଲଙ୍କାର କାଣ୍ଡି ଠାରେ ଭାରତ-ପାକିସ୍ତାନ ମ୍ୟାଚ ସେପ୍ଟେମ୍ବର ୨ ତାରିଖରେ ଅନୁଷ୍ଠିତ ହେବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଲଢ଼େଇ ଉପଭୋଗ କରିବା ପାଇଁ ସମସ୍ତଙ୍କର ଅପେକ୍ଷା । ମାତ୍ର ଏହି ମ୍ୟାଚ ପାଇଁ ବର୍ଷା ଆଶଙ୍କା ରହିଛି । ସେପ୍ଟେମ୍ବର ୨ ତାରିଖକୁ ସାରା…

ଏସିଆ କପ୍‌ ପୂର୍ବରୁ ବାଂଲାଦେଶକୁ ଝଟକା, ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଲେ ଲିଟନ ଦାସ

ଏସିଆ କପ୍‌ ୨୦୨୩ ପୂର୍ବରୁ ବାଂଲାଦେଶକୁ ବଡ ଝଟକା ଲାଗିଛି । ଟିମର ଷ୍ଟାର ବ୍ୟାଟସମ୍ୟାନ ଲିଟ ଦାସ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଛନ୍ତି । ଓ୍ଵିକେଟ କିପର ଲିଟନ ଦାସ ଭାଇରଲ ଜ୍ୱରରେ ପୀଡିତ ରହିଛନ୍ତି । ସେଥିପାଇଁ ଟିମରୁ ଏବେ ବାଦ୍‌ ପଡିଛନ୍ତି । ଲିଟନ ଦାସ ଏପର୍ଯ୍ୟନ୍ତ ମ୍ୟାଚ୍‌ ପାଇଁ…

ଆଜିଠୁ ଏସିଆ କପ୍ ଲଢ଼େଇ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ

ଆଜିଠୁ ଏସିଆ କପ୍ କ୍ରିକେଟ ଲଢ଼େଇ । ଟାଇଟଲ୍ ପାଇଁ ଲଢ଼ିବେ ୬ଟି ଦେଶ । ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଆଇସିସି ଦିନିକିଆର ନମ୍ବର ୱାନ୍ ଟିମ୍ ପାକିସ୍ତାନ ଓ ପ୍ରଥମ ଥର ଏସିଆ କପ୍ ଖେଳୁଥିବା ନେପାଳ । ପ୍ରଥମ ଥର ଏସିଆ କପ୍ ଖେଳିବ ନେପାଳ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ…