Browsing Tag

assembly election

ବିଧାନସଭା ପ୍ରାର୍ଥୀ ତାଲିକାରେ ୭ ମହିଳା ପ୍ରାର୍ଥୀ

ଭୁବନେଶ୍ୱର(କେନ୍ୟୁଜ୍‌): ବିଜେଡି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୭ ମହିଳା ପ୍ରାର୍ଥୀ। ଝାରସୁଗୁଡ଼ା ଆସନରୁ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଅଳକା ମହାନ୍ତିଙ୍କୁ ବ୍ରଜରାଜନଗରରୁ ଟିକେଟ ମିଳିଛି । ମୟୂରଭଞ୍ଜ ବଡ଼ସାହିରୁ ଅନସୂୟା ପାତ୍ର ପ୍ରାର୍ଥୀ ହୋଇଛନ୍ତି…

ବିଜେଡିର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ଜାଣନ୍ତୁ କିଏ କେଉଁଠୁ ହେଲେ ପ୍ରାର୍ଥୀ

ଭୁବନେଶ୍ୱର(କେନ୍ୟୁଜ୍‌): ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି । ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଝାରସୁଗୁଡ଼ା ଆସନରେ ଦୀପାଳି ଦାସଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ବିଜେଡି । ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର, ବିନୟ କୁମାର ଟପ୍ପୋଙ୍କୁ…

ଓଡ଼ିଶା ନିର୍ବାଚନ ତାରିଖ ଘୋଷଣା : ଜାଣନ୍ତୁ ଆପଣ କେବେ ଦେବେ ଭୋଟ୍‌

କେନ୍ୟୁଜ (ବ୍ୟୁରୋ) : ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ଆଜି ନିର୍ବାଚନ କମିସନର ତାରିଖ ଘୋଷଣା କରିଛନ୍ତି । ଫଳରେ ଆଜିଠାରୁ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ସାରା ଦେଶରେ ୭ ଫେଜରେ ଲୋକସଭା ଭୋଟ ଏବଂ ଓଡ଼ିଶାରେ ୪ଫେଜରେ ଭୋଟ ନେଇ ଘୋଷଣା କରାଯାଇଛି । ଓଡ଼ିଶାରେ ମେ ୧୩, ୨୦, ୨୫…

ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା

ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡିଓ କନଫରେନ୍ ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ସମୀକ୍ଷା ବୈଠକରେ ଜିଲ୍ଲାସ୍ତରରେ ନିର୍ବାଚନ…

ପୋଲିସ ସେବା ଭବନରେ ନିର୍ବାଚନ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୋଲିସ ଅଧୀନରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଚାରବିମର୍ଶ । ପୋଲିସ ସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଗଠନ କରାଯିବ ସ୍ୱତନ୍ତ୍ର…

ନିର୍ବାଚନ ପାଇଁ ବଡ଼ ପ୍ରସ୍ତୁତି, ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ସୁରକ୍ଷାବାହିନୀ

ନିର୍ବାଚନ ପାଇଁ ବଡ଼ ପ୍ରସ୍ତୁତି । ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ତାରିଖ । ଆରମ୍ଭ ହେଲାଣି ସଜବାଜ । ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ସୁରକ୍ଷାବାହିନୀ। ପ୍ରଥମ ପର୍ଯ୍ୟାୟରେ ରାତିରେ ପହଞ୍ଚିବେ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ।…

ନିର୍ବାଚନ କମିସନଙ୍କ କଡ଼ା ନିର୍ଦ୍ଦେଶ, ତିନି ବର୍ଷ ପରେ ବଦଳି ହୋଇଥିଲେ ବି ପାଖ ଜିଲ୍ଲାରେ ନିଯୁକ୍ତ ହୋଇପାରିବେନି

ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନଙ୍କ କଡ଼ା ନିର୍ଦ୍ଦେଶ। ତିନି ବର୍ଷ ପରେ ବଦଳି ହୋଇଥିଲେ ବି ପାଖ ଜିଲ୍ଲାରେ ନିଯୁକ୍ତ ହୋଇପାରିବେନି ଅଧିକାରୀ। ଏନେଇ ରାଜ୍ୟ ସରକାର ନିର୍ବାଚନ କମିସନଙ୍କୁ ସୁନିଶ୍ଚିତ କରିବେ। ତେବେ ଯେଉଁ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ଦୁଇଟି ସଂସଦୀୟ…

ନିର୍ବାଚନ ଲଢ଼ିବେନି କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ସାନ ପୁଅ ଲଢ଼ିବେ ନିର୍ବାଚନ !

ଭୁବନେଶ୍ୱର (କେନ୍ୟୁଜ୍‌) : ୨୪ ନିର୍ବାଚନ ଲଢ଼ିବେ କିଛି ଭେଟରାନଙ୍କ ପୁଅ । ବାପାଙ୍କ ସ୍ଥାନରେ ସେମାନେ ମଇଦାନକୁ ଓହ୍ଲାଇବେ । ଏନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଆସନ୍ତା ନିର୍ବାଚନ ଲଢ଼ିବେନି କଂଗ୍ରେସର ଭେଟରାନ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।  ତାଙ୍କ ବଦଳରେ ସାନ ପୁଅ…

ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ-ECଙ୍କ ପ୍ରସ୍ତୁତି ଆରମ୍ଭ

ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ-ECଙ୍କ ପ୍ରସ୍ତୁତି ଆରମ୍ଭ । ରାଜ୍ୟ ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ବରିଷ୍ଠ ପ୍ରମୁଖ ସଚିବ ନରେନ୍ଦ୍ର ବୁଖଟୋଲିଆ ଚିଠି ଲେଖିଛନ୍ତି । ନିର୍ବାଚନ ପରିଚାଳନାରେ କେଉଁ କେଉଁ ଅଫିସର ନିୟୋଜିତ ରହିବେ ,…

ବିଧାନସଭା ନିର୍ବାଚନ ପାଇଁ ECଙ୍କ ପ୍ରସ୍ତୁତି ଆରମ୍ଭ, ୩ବର୍ଷରୁ ଅଧିକ ସମୟ ଧରି ଚାକିରି କରିଥିଲେ ଅଫିସରଙ୍କ ହେବ ବଦଳି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ-ECଙ୍କ ପ୍ରସ୍ତୁତି ଆରମ୍ଭ । ରାଜ୍ୟ ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ବରିଷ୍ଠ ପ୍ରମୁଖ ସଚିବ ନରେନ୍ଦ୍ର ବୁଖଟୋଲିଆ ଚିଠି ଲେଖିଛନ୍ତି । ନିର୍ବାଚନ ପରିଚାଳନାରେ କେଉଁ କେଉଁ…

ପରାଜୟର ଖୁସି…! ୧୫ ବର୍ଷ ତଳୁ ଖାଇଥିଲେ ଶକ୍ତ ଚାପୁଡ଼ା, ଏବେ ନେତାଙ୍କ ପରାଜୟରେ ଲଣ୍ଡା ହେଲେ ବୃଦ୍ଧ

୫ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ରାଜନୀତି ସହ ଜଡ଼ିତ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି। ଏବେ ଏହିପରି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଶିବପୁରୀ ଅଞ୍ଚଳରେ। ଏଠାରେ ଜଣେ ନେତାଙ୍କ ପରାଜୟରେ ଖୁସିର ଉତ୍ସବ ପାଳିଛନ୍ତି ସ୍ଥାନୀୟ ଜଣେ ବୃଦ୍ଧ ବ୍ୟକ୍ତି। ବ୍ୟକ୍ତି…

ନିର୍ବାଚନ ଜିତିଥିବା ବିଜେପିର ୧୦ ସାଂସଦ ଦେଲେ ଇସ୍ତଫା

ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ବୁଧବାର ବଡ଼ ନିଷ୍ପତ୍ତି ନେଇଛି ବିଜେପି। ଯେଉଁ ସାଂସଦମାନେ ନିର୍ବାଚନ ଜିତିଛନ୍ତି, ସେମାନେ ସଂସଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ୧୦ ଜଣ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା…