Browsing Tag

baliyatra

ଲୁଟେରା ସାବଧାନ୍! ଏଥର ବାଲିଯାତ୍ରାକୁ ଜଗିଛନ୍ତି କ୍ରାଇମବ୍ରାଞ୍ଚ K9 ସ୍କ୍ୱାର୍ଡର ୩ କୁକୁର

କଟକ: ଲୁଟେରା ସାବଧାନ୍! ଏଥର ବାଲିଯାତ୍ରାକୁ ଜଗିଛନ୍ତି କ୍ରାଇମବ୍ରାଞ୍ଚ K9 ସ୍କ୍ୱାର୍ଡର ୩ କୁକୁର । ଚଳିତ ବର୍ଷ ବାଲିଯାତ୍ରାରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ସଜାଗ ହୋଇ ରହିଛନ୍ତି କ୍ରାଇମବ୍ରାଞ୍ଚ K9 ସ୍କ୍ୱାର୍ଡର ଏହି ତିନି କୁକୁର । ଯେଉଁମାନଙ୍କ ନା ସୁଗି, ଝାନସୀ ଏବଂ କାଜଲ ।…

ବାଲିଯାତ୍ରାରେ ସିଏମସିର ରେଡ୍: ବାସି ଖାଦ୍ୟ ନଷ୍ଟ କରି ଦୋକାନୀଙ୍କଠୁ ନେଲା ଫାଇନ

କଟକ : ବାଲିଯାତ୍ରାରେ ସିଏମସିର ରେଡ୍ ।  କଟକ ବାଲିଯାତ୍ରା ତଳ ପଡିଆରେ ସିଏମସି ସ୍ବାସ୍ଥ୍ୟ ଟିମ୍ ଚଢାଉ କରିଛି । ବାସିଖାଦ୍ୟ ବିକ୍ରି କରିବା ଓ ଖାଦ୍ୟ ଗଚ୍ଛିତ ରଖିବା ନେଇ ଚଢ଼ାଉ କରୁଛି ଟିମ୍ । ଫୁଡ୍ ଷ୍ଟଲରେ ସ୍ବାସ୍ଥ୍ୟ ଟିମ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିଛି । ବାସି ଖାଦ୍ୟ ଗଚ୍ଛିତ…

ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା ଅବଧି , ଶୁକ୍ରବାର ପରିବର୍ତ୍ତେ ଶନିବାର ହେବ ଶେଷ

କଟକ : ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା ।  ଏଥର ଆଠ ଦିନ ନୁହେଁ ନଅ ଦିନ ହେବ ବାଲିଯାତ୍ରା ।  ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦ୍‌ଯାପନ ହେବ ।  ଅର୍ଥାତ ନଭେମ୍ବର ୨୨ ବଦଳରେ ୨୩ ରେ ସରିବ ବାଲିଯାତ୍ରା । …

କାଲିଠୁ ଉପର ଓ ତଳ ପଡ଼ିଆରେ ଜମିବ ବାଲିଯାତ୍ରା, ସନ୍ଧ୍ୟା ୫ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ : ଆସନ୍ତାକାଲିଠୁ ଐତିହାସିକ କଟକ ବାଲିଯାତ୍ରା ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଂଧ୍ୟା ୫ଟାରେ ଉଦଘାଟନ କରିବେ । ଏଥର ବାଲିଯାତ୍ରାକୁ ଆନ୍ତର୍ଜାତୀକ ରୂପ ଦେବାକୁ ୧୩ଟି ରାଜ୍ୟର ରାଷ୍ଟ୍ରଦୂତ ଅତିଥି ଭାବେ ବାଲିଯାତ୍ରା ବୁଲିବାକୁ ଆସିବେ। ସମସ୍ତେ ମହାନଦୀ ସିଲଭର ସିଟି ବୋର୍ଟ କ୍ଲବରୁ…

ବାଲିଯାତ୍ରାରେ ମନ କିଣିଛି ଓଡ଼ିଆ କୋଟେସନ ଲେଖା ଥିବା ଟି-ସାର୍ଟ ଷ୍ଟଲ

କଟକ(କେନ୍ୟୁଜ): ଜମୁଛି କଟକର ଐତିହାସିକ ବାଲିଯାତ୍ରା । ସନ୍ଧ୍ୟା ହେଲେ ବଢୁଛି ଭିଡ଼। ବୁଲାବୁଲି ସାଙ୍ଗକୁ ଖିଆପିଆ ଓ କିଣାବିକାର ଆସର ଜମୁଛି। ତା ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳିର ମଜା ନେଉଛନ୍ତି ଦର୍ଶକ। ଚଳିତବର୍ଷ ବାଲିଯାତ୍ରାରେ ଖୋଲାଯାଇଛି ୧୨ଶହରୁ ଊର୍ଦ୍ଧ୍ବ ଷ୍ଟଲ । ଓରମାସ ପକ୍ଷରୁ…

ସାବଧାନ୍! ବାଲିଯାତ୍ରାରେ ବିକ୍ରୀ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ବାସି ଖାଦ୍ୟ, ଚଢାଉ କରି ନଷ୍ଟ କରୁଛି ସିଏମସି

କଟକ(କେନ୍ୟୁଜ): ବାଲିଯାତ୍ରାରେ ବିକ୍ରୀ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ବାସି ଖାଦ୍ୟ। କଟକ ମହାନଗର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ବାଲିଯାତ୍ରା ପଡିଆରୁ ଦୁଇ କୁଇଣ୍ଟାଲ ବାସି ଖାଦ୍ୟ ନଷ୍ଟ କରାଯାଇ ଥିବା ବେଳେ ଆଜି ମଧ୍ୟ ଦୁଇ କୁଇଣ୍ଟାଲ ବାସି ଖାଦ୍ୟ ନଷ୍ଟ କରାଗଲାଣି। ସିଏମସି ସ୍ୱାସ୍ଥ୍ୟ…

ଏ ବର୍ଷ ବାଲିଯାତ୍ରାର ବିଶେଷ ଆକର୍ଷଣ, ଲାଇଟ୍ ଓ ସ୍ୟାଣ୍ଡ ଆର୍ଟର ଯୁଗଳବନ୍ଦୀ

ଆପଣ କଟକର ଐତିହାସିକ ବାଲିଯାତ୍ରା ଦେଖିବାକୁ ଗଲେଣି ନା ନାହିଁ । ଯଦି ଯାଇନାହାଁନ୍ତି ତାହେଲେ ଗୋଟେ ଜିନିଷ ଦେଖିବାକୁ ଜମା ବି ଭୁଲିବେନି । କାହିଁକିନା ଏଥର ପ୍ରମୁଖ ଆକର୍ଷଣ ସାଜିଛି ଲାଇଟ୍‌ ଓ ସ୍ୟାଣ୍ଡର ଯୁଗଳବନ୍ଦୀ । ଯାହା ଲୋକଙ୍କୁ ନିଜ ଆଡକୁ ଟାଣି ଅଟୋମେଟିକାଲୀ ଟାଣି ନେଉଛି । କେତେ…

ବାଲିଯାତ୍ରା ପାଇଁ ସଚେତନତା: ଛୋଟ ପିଲାଙ୍କ ପକେଟରେ ରଖନ୍ତୁ ଫୋନ ନମ୍ବର, ହଜିଗଲେ ହେବନି ଅସୁବିଧା

କଟକ (କେନ୍ୟୁଜ): ଛୋଟ ପିଲାଙ୍କ ପକେଟରେ ରଖନ୍ତୁ ଫୋନ ନମ୍ବର। ପିଲା ହଜିଗଲେ ଖୋଜିବାରେ ସହାୟକ ହେବ ଯୋଗାଯୋଗ ନମ୍ବର। ବାଲିଯାତ୍ରା ବୁଲିବାକୁ ଯୋଜନା କରିଥିବା ଅଭିଭାଵକମାନଙ୍କ ଉଦେଶ୍ୟରେ ଏଭଳି ଅପିଲ କରିଛନ୍ତି କଟକ ଡିସିପି। ଅତ୍ୟଧିକ ଭିଡ଼ ଥିଲେ ଅତି ଛୋଟ ପିଲାମାନଙ୍କୁ ସାଙ୍ଗରେ ନ…

ଐତିହାସିକ ବାଲିଯାତ୍ରାରେ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଶିଶିର ମେଳା, ୧୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ…

କଟକ(କେନ୍ୟୁଜ୍):  କଟକର ଐତିହାସିକ ବାଲିଯାତ୍ରାରେ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଶିଶିର ମେଳା। ଆସନ୍ତା ୧୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କଟକ ର ଐତିହାସିକ ଉପର ବାଲିଯାତ୍ରା ପଡିଆ ରେ ଆୟୋଜିତ ହେଉଛି ଏହି ବାରବାଟୀ ଶିଶିର ମେଳା।ବାରବାଟୀ ଶିଶିର ମେଳାରେ ସାଂସ୍କୃତିକ…

ବାଲିଯାତ୍ରା ବିବାଦକୁ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା: ଟଙ୍କା ହେରଫେର ନେଇ ଅଭିଯୋଗ ହେଲେ ନିଆଯିବ କାର୍ଯ୍ଯାନୁଷ୍ଠାନ

କଟକ (କେନ୍ୟୁଜ): ବାଲିଯାତ୍ରା ପରିଚାଳନାକୁ ନେଇ କଟକ ମହାନଗର ପୂଜା କମିଟି ଓ ଶାନ୍ତି କମିଟିର ଅଭିଯୋଗ ପରେ, କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏ ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ଟଙ୍କା ହେରଫେର ନେଇ କୌଣସି ଅଭିଯୋଗ ଆସିଲେ ତଦନ୍ତ ହେବ ଏବଂ କାର୍ଯ୍ଯାନୁଷ୍ଠାନ…