Browsing Tag

baliyatra

ବାଲିଯାତ୍ରା ପଡିଆରେ ଚଢାଉ, ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ

କଟକ(କେନ୍ୟୁଜ୍):ବାଲିଯାତ୍ରା ପଡିଆରେ ଚଢାଉ। ଯାତ୍ରାରେ ନିମ୍ନମାନର ଖଦ୍ୟା ବିକ୍ରି ଅଭିଯୋଗ ନେଇ କଟକ ମହାନଗର ନିଗମ ଫୁଡ୍‌ ସ୍କ୍ଵାର୍ଡ ପକ୍ଷରୁ ଚଢାଉ କରାଯାଇଛି। ଚଢାଉ ବେଳେ ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ କରଛି। ଚୌମିନ୍‌, ମୋମୋ, ଚାଟ୍‌ ଆଦି ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ…

ବାଲିଯାତ୍ରାର ଦ୍ୱିତୀୟ ଦିନରେ ଦୁଲୁକିଲା ମଞ୍ଚ: ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ବଂଶୀ ବାଦନରେ ମୁଗ୍ଧ…

କଟକ(କେନ୍ୟୁଜ୍):ଐତିହାସିକ ବାଲିଯାତ୍ରାର ଦ୍ୱିତୀୟ ଦିନରେ ଦୁଲୁକିଥିଲା ଅକ୍ଷୟ ମହାନ୍ତି ମଞ୍ଚ । ସନ୍ଧ୍ୟାରେ ପରିବେଷଣ ହୋଇଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଗତକାଲି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆ ଓ ତାଙ୍କ ବଂଶୀ ବାଦନ ଟିମ୍‌ ।…

ଚିନ୍ତା କରନ୍ତୁନି ! ବାଲିଯାତ୍ରା ବୁଲାଇବ ମୋବାଇଲ ଆପ୍, ପ୍ରଶାସନ କରିଛି ପ୍ରସ୍ତୁତି

କଟକ(କେନ୍ୟୁଜ୍): ଐତିହାସିକ ବାଲିଯାତ୍ରାର ଦ୍ୱିତୀୟ ଦିନରେ ଖଚାଖଚ ଭିଡ଼। ଆଜି ଛାଡ଼ଖାଇ ଥିବା ବେଳେ ଲୋକମାନେ ଖାଇ ପିଇ ମଜା ଉଠାଉଛନ୍ତି। ଆମିଷ କାଉଣ୍ଟର ଗୁଡିକରେ ଲୋକମାନେ ଅଧିକ ଭିଡ଼ ଜମାଇଛନ୍ତି। ଗତ ଦୁଇ ବର୍ଷ ଧରି କୋଭିଡ ପାଇଁ ବାଲିଯାତ୍ରା ହୋଇ ନଥିବା ବେଳେ ଏ ବର୍ଷ ଲୋକଙ୍କ ମଧ୍ୟରେ…

ଆରମ୍ଭ ହେଲା ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ

ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହୋଇଛି ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ। ଗତକାଲିଠାରୁ ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଆରମ୍ଭ ହୋଇଛି ଭୁବନେଶ୍ବର ବାଲିଯାତ୍ରା। ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ…

ପିରଜାହାନିଆଁ ପୀଠରେ ଆରମ୍ଭ ହେଲା ବାଲିଯାତ୍ରା: ଦୁଇ ଦିନିଆ ଯାତ୍ରା ଦେଖିବା ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

ଅସ୍ତରଙ୍ଗ (କେନ୍ୟୁଜ): ଦୁଇ ବର୍ଷ ପରେ କୋରାନ କଟକଣା ହଟିବା ପରେ ଅସ୍ତରଙ୍ଗ ସମୁଦ୍ର କୂଳରେ ଅବସ୍ଥିତ ହିନ୍ଦୁ ମୁସଲିମ ଧର୍ମାବଲମ୍ବୀର ପୀଠ ପିରଜାହାନିଆଁରେ ଦୁଇ ଦିନିଆ ବାଲିଯାତ୍ରା ଉତ୍ସବ ଆରମ୍ଭ ହୋଇଛି । ଆଜି ଚନ୍ଦ୍ର ଗ୍ରହଣକୁ ଦେଖି ବିଳମ୍ବିତ ରାତିରେ ଶ୍ରଦ୍ଧାଳୁ ମାନେ ମହୋଦଧିରେ ବୁଡ…

କଟକ ବାଲିଯାତ୍ରା ପଡିଆରେ ବାଲୁକା କଳା: ବୋଇତ ସହିତ ୨୫ହଜାର ୫୦୦ ଦୀପରେ ୩୦ ଫୁଟ୍‌ ଉଚ୍ଚର ବାଲୁକା କଳା

କଟକ(କେନ୍ୟୁଜ୍): କଟକ ବାଲିଯାତ୍ରା ପଡିଆରେ ବାଲୁକା କଳାର ଉଦଘାଟନ କରିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ । ଚଳିତବର୍ଷର ଅନ୍ୟତମ ଆକର୍ଷଣ ରହିଛି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ‘କଟକ ଇନ୍‌ କଟକ’ ପାଭିଲିୟନ ମଧ୍ୟରେ ତିଆରି ହୋଇଛି ପ୍ରାୟ ୩୦ ଫୁଟ୍‌ ଉଚ୍ଚର…

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା, ବେଶ ଧୂମଧାମରେ ଏଥର ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ

କଟକ(କେନ୍ୟୁଜ୍): ଆଜିଠୁ କଟକର ଐତିହାସିକ ବାଲିଯାତ୍ରା । ଦୁଇ ବର୍ଷର କରୋନା ମହାମାରୀ ପରେ ବେଶ ଧୂମଧାମରେ ଏଥରର ବାଲିଯାତ୍ରା ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ । କଟକ ଐତିହାସିକ ବାଲିଯାତ୍ରାର ତଳ ପଡିଆରେ ‘କଟକ ଇନ କଟକ’ରେ ବୁଲିବା ପାଇଁ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଲାଣି ।…

ବାଲିଯାତ୍ରା ପ୍ଲଟ ଆବଣ୍ଟନକୁ ନେଇ ହାଇକୋର୍ଟରେ ମାମଲା ରୁଜ୍ଜୁ, ହଜାରେ ଟଙ୍କାରେ ମଧୁମଞ୍ଚକୁ ପ୍ଲଟ ଦେବାକୁ…

କଟକ(କେନ୍ୟୁଜ୍):ଐତିହାସିକ ବାଲିଯାତ୍ରାର ପ୍ଲଟ ଆବଣ୍ଟନକୁ ନେଇ ହାଇକୋର୍ଟରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଉତ୍କଳ ସମ୍ମିଳନୀ ମଧୁ ମଞ୍ଚ ପକ୍ଷରୁ ଏହି ମାମଲା ରୁଜ୍ଜୁ ହୋଇଥିଲା। ମାତ୍ର…

କଟକ ବାଲିଯାତ୍ରା ହେବ ପ୍ଲାଷ୍ଟିକ ଓ ଆବର୍ଜନା ମୁକ୍ତ, ମହାନଦୀରେ ହେବ ବୋଟିଂ ସାଙ୍ଗକୁ ଲାଇଟ ସାଉଣ୍ଡ ସୋ

କଟକ(କେନ୍ୟୁଜ୍): କଟକ ବାଲିଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ। କଟକ ମହାନଗର ନିଗମ ସମ୍ମିଳନୀରେ କକ୍ଷରେ ବୈଠକ। କଟକ ଜିଲ୍ଲାପାଳ, ସିଏମସି କମିଶନର, ମେୟର, ଚୌଦ୍ୱାର-କଟକ ବିଧାୟକ, ବାରବାଟୀ-କଟକ ବିଧାୟକ, ଡେପୁଟି ମେୟର, ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ବିଭିନ୍ନ ୱାର୍ଡର…

ଆଜିଠାରୁ ବାଲିଯାତ୍ରା ପାଇଁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ

କଟକ(କେନ୍ୟୁଜ୍): କଟକର ଐତିହାସିକ ବାଲିଯାତ୍ରା ପାଇଁ ଆଜିଠାରୁ ପ୍ଲଟ୍‌ ନିଲାମ। ଦିନ ୧୧ଟାରୁ ୫ଟା ପର୍ଯ୍ୟନ୍ତ ପ୍ଲଟ ନିଲାମ କରାଯିବ। ଗତକାଲି ଶେଷ ହୋଇଛି ପ୍ଲଟ ପାଇଁ ପଞ୍ଜିକରଣ। ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ ନେଇ ପାରିବେ । ମୋଟ ୧୪ ଶହ ପ୍ଲଟ ଆବଣ୍ଟନ କରାଯିବ। ନଭେମ୍ବର ୮ରୁ ନଭେମ୍ବର…

ଠିକ୍‌ ମାସକ ପରେ କଟକ ଐତିହାସିକ ବାଲିଯାତ୍ରା, ଆଜିଠାରୁ ପ୍ଲଟ୍‌ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

କଟକ(କେନ୍ୟୁଜ): ଠିକ୍‌ ମାସକ ପରେ କଟକ ଐତିହାସିକ ବାଲିଯାତ୍ରା । ଆଜିଠାରୁ ପ୍ଲଟ୍‌ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଞ୍ଚ ହଜାର ଟଙ୍କା ପଇଠ କରି ଆବେଦନକାରୀ ଏହି ପଞ୍ଜିକରଣ କରିବେ । ଏହି ପ୍ରକ୍ରିୟା ଶେଷ ହେବା ପରେ ଆଗକୁ ବଢିବ ନିଲାମ ଅକ୍ସନ ପ୍ରକ୍ରିୟା। ମୋଟ ୧୪…