Browsing Tag

bcci

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ବିସିସିଆଇର ସ୍ବତନ୍ତ୍ର ଅନୁମତି, ଟୁର୍ ବେଳେ ସାଙ୍ଗରେ ଯିବେ ବୈଭବଙ୍କ ମାତାପିତା

ଟିମ ଇଣ୍ଡିଆରେ ସାମିଲ ହୋଇଥିବା ୧୫ ବର୍ଷୀୟ ବିସ୍ମୟ ବାଳକ ପାଇଁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି । ଇଂଲଣ୍ଡ ଏବଂ ଆୟରଲାଣ୍ଡ ପାଇଁ ବୈଭବଙ୍କୁ ଟି୨୦ ଦଳରେ ଚୟନ କରିଛି ବିସିସିଆଇ । ଆଉ ଏବେ ଏହି ଗସ୍ତ ପାଇଁ ତାଙ୍କ ସହିତ ତାଙ୍କ ବାପା ମା ମଧ୍ୟ ଟୁରରେ ଯିବେ । ବୈଭବ ୧୫ ବର୍ଷର ପିଲା ରହିଥିବାରୁ…

ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦ ଦଳ ଘୋଷଣା, ଶ୍ରେୟସ ଅଧିନାୟକ, ବୈଭବ ସାମିଲ

ଭାରତୀୟ ଟି୨୦ ଦଳକୁ ମିଳିଲା ନୂଆ ଅଧିନାୟକ । ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରିଛି ବିସିସିଆଇ । ଟି୨୦ ସିରିଜ ପାଇଁ ଦଳ ଘୋଷଣା ହୋଇଛି । ଟି୨୦ ଦଳର ଅଧିନାୟକ ଦାୟିତ୍ବ ଶ୍ରେୟସ ଆୟରଙ୍କ ମିଳିଛି । ତିଳକ ବର୍ମା ଉପ ଅଧିନାୟକ ହୋଇଛନ୍ତି । ଟିମରେ ସାମିଲ ହୋଇଛନ୍ତି…

ବୈଭବ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ, ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କୁ ବିସିସିଆଇର ଖାସ୍ ନିର୍ଦ୍ଦେଶ

IPL 2026ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ପ୍ରଦର୍ଶନ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି । ଆଉ ଏହାର ପରିଣାମ ସ୍ବରୂପ ଟିମ ଇଣ୍ଡିଆର ଚୟନକର୍ତ୍ତାଙ୍କୁ ବିସିସିଆଇ ତରଫରୁ ସ୍ବତନ୍ତ୍ର ନିର୍ଦ୍ଦେଶ ମିଳିଛି । ବିସିସିଆଇ ସଚିବ ଦେବଜିତ ସାଇକିଆ ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ…

ବିସିସିଆଇ ଏବେ RTI ଅନ୍ତର୍ଭୁକ୍ତ ନୁହେଁ, ସିଆଇସି ନେଲା ନୂଆ ନିଷ୍ପତ୍ତି

ବିସିସିଆଇକୁ ନେଇ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆରଟିଆର ଅନ୍ତର୍ଭୁକ୍ତ ହେବ ନାହିଁ ବିସିସିଆଇ।  BCCI ସୂଚନା ଅଧିକାର ଆଇନ (RTI) ପରିସର ମୁକ୍ତ । ଏନେଇ ସେଣ୍ଟ୍ରାଲ ଇନଫରମେସନ କମିଶନ (CIC) ସୂଚନା ଦେଇଛି । ୨୦୧୮ ରେ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ନୂଆ ରାୟ ଦେଇଛି ସିଆଇସି ।…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ମିଳିଲା ସୁଯୋଗ, ବିସିସିଆଇ ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ କଲା ଦଳ ଘୋଷଣା

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ମିଳିଲା ସୁଯୋଗ । ଇଣ୍ଡିଆ-ଏ ଦଳରେ ସ୍ଥାନ ପାଇଛନ୍ତି ବୈଭବ । ଆଇପିଏଲ୍ ୨୦୨୬ରେ ନିଜର ଦମଦାର ପ୍ରଦର୍ଶନ ପରେ ବିସିସିଆଇ ଶ୍ରୀଲଙ୍କା ବିପକ୍ଷ ତ୍ରିରାଷ୍ଟ୍ରୀୟ ସିରିଜ୍ ପାଇଁ ମନୋନୀତ କରିଛି । ଏହି ସିରିଜରେ ବିସିସିଆଇ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ…

ମ୍ୟାଚ୍ ହାରିବା ପରେ ସନରାଇଜର୍ସ ହାଇଦ୍ରାବାଦ ଟିମକୁ ବଡ଼ ଝଟକା, ପ୍ୟାଟ୍ କମିନ୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା…

ସନରାଇଜର୍ସ ହାଇଦ୍ରାବାଦ ଗୁଜରାଟ ଟାଇଟନ୍ସ ଠାରୁ ହାରିଛି । ଗୁଜରାଟ ଏହି ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଥିବା ବେଳେ ହାଇଦ୍ରାବାଦ ୪ ନଂ ସ୍ଥାନରେ ରହିଛି । ଏହି ମ୍ୟାଚ ପରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପ୍ୟାଟ କମିନ୍ସ ଉପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ନେଇଛି ।…

IPL ରେ ହନିଟ୍ରାପ୍ ଆଲର୍ଟ ! ବିସିସିଆଇ ଜାରି କଲା କଡ଼ା ନିୟମ

ଆଇପିଏଲ ୨୦୨୬ ସିଜିନ ଜାରି ରହିଛି । ଆଇପିଏଲକୁ ହନିଟ୍ରାପ୍ ଭୟ । ଆଇପିଏଲ୍ ସିଜିନ୍ ଅଧାରେ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜ୍ ପାଇଁ ନୂଆ ଏବଂ କଡ଼ା ଆଡଭାଇଜରୀ ଜାରି କରିଛି । ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବୋର୍ଡ ହୋଟେଲ ରୁମକୁ ଆସୁଥିବା ଅତିଥି ଏବଂ ଭିଜିଟର୍ସଙ୍କ…

ରାଜସ୍ଥାନ ଖେଳାଳି କଲେ ଭୁଲ୍, ବିସିସିଆଇ ଜରିମାନା ସହିତ କଲା ଦୋଷୀ ସାବ୍ୟସ୍ତ

ରାଜସ୍ଥାନ ରୟାଲ୍ସ ଏପ୍ରିଲ ୨୨ରେ ଖେଳାଯାଇଥିବା ମ୍ୟାଚକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ଠାରୁ ୩୨ରନରେ ଜିତିଛି । ହେଲେ ଏହି ମ୍ୟାଚରେ ଟିମର ଦ୍ରୁତ ବୋଲର ନନ୍ଦ୍ରେ ବର୍ଗରଙ୍କୁ ବିସିସିଆଇ ଜରିମାନା ଲଗାଇଛି । ଏହାସହିତ ନନ୍ଦ୍ରେଙ୍କୁ ସଜା ଦେଇଛି ବିସିସିଆଇ । ଆଇପିଏଲରେ ତାଙ୍କ ନାମରେ ଏକ ଡିମେରିଟ…

WTC ପାଇଁ ସ୍ପେଶାଲ ପ୍ଲାନ କରୁଛି ବିସିସିଆଇ, ବୁମରାଙ୍କ ପାଇଁ ହୋଇପାରେ ଟି୨୦ ସିରିଜ ମନା

ବିସିସିଆଇ ଟିମ୍ ଇଣ୍ଡିଆ ଏବଂ ଖେଳାଳିଙ୍କ ପାଇଁ କିଛି ସ୍ବତନ୍ତ୍ର ଯୋଜନା କରୁଛି । ଜୁନରୁ ଭାରତୀୟ ଟିମ୍ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବ । ଆଉ ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ନେଇ ସ୍ପେଶାଲ ପ୍ଲାନ କରୁଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଏବଂ ୨୦୨୭ରେ ହେବାକୁ…

ଦିନିକିଆ ବିଶ୍ବକପ ୨୦୨୭ ପୂର୍ବରୁ ବିସିସିଆଇର ବଡ଼ ନିଷ୍ପତ୍ତି, ବଢିଲା ଅଜିତ ଅଗରକରଙ୍କ କାର୍ଯ୍ୟକାଳ

ବିସିସିଆଇର ବଡ଼ ନିଷ୍ପତ୍ତି । ସିନିୟର ଟିମର ମୁଖ୍ୟ ଚୟନକର୍ତ୍ତାକୁ ନେଇ ବଡ଼ ଘୋଷଣା କରିଛି ବିସିସିଆଇ । ବର୍ତ୍ତମାନର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୬ରେ ସରିବାକୁ ଯାଉଛି । ବୋର୍ଡ ତାଙ୍କ କଣ୍ଟ୍ରାକ୍ଟକୁ ରିନ୍ୟୁ କରିବା ସହିତ କାର୍ଯ୍ୟକାଳ ବର୍ଷେ ପାଇଁ ବଢାଇଛି…

ଆଇପିଏଲ ପରେ ଆର୍ୟରଲାଣ୍ଡ ସହିତ ଟି୨୦ ସିରିଜ ଖେଳିବ ଭାରତ, ବିସିସିଆଇ ଘୋଷଣା କଲା ଖେଳସୂଚୀ

ଟିମ୍ ଇଣ୍ଡିଆ ଆଇପିଏଲ ସିଜିନ ସରିବା ପରେ ଆର୍ୟରଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ । ଏଥିପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଟି୨୦ ବିଶ୍ବକପ ଜିତିବା ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ୨୬ ଏବଂ ୨୮ ଜୁନରେ ଆର୍ୟରଲାଣ୍ଡ ବିପକ୍ଷରେ ୨ଟି ଟି୨୦ ମ୍ୟାଚ ଖେଳିବ ।…

ସନରାଇଜର୍ସ ଓ ପାକିସ୍ତାନୀ ଖେଳାଳି ବିବାଦରେ ବିସିସିଆଇର ବଡ଼ ବୟାନ, ବିଦେଶୀ ଲିଗରେ ଆମର କିଛି କହିବାର ନାହିଁ

ପାକିସ୍ତାନୀ ଖେଳାଳିଙ୍କୁ କିଣିବା ପ୍ରସଙ୍ଗରେ ଆମର କିଛି କରିବାର ନାହିଁ ବୋଲି କହିଲେ ରାଜୀବ ଶୁକ୍ଲା । ସନରାଇଜର୍ସ ଓ ପାକିସ୍ତାନୀ ଖେଳାଳି ବିବାଦରେ ବିସିସିଆଇର ବଡ଼ ବୟାନ । ଆଇପିଏଲ୍ ନୁହେଁ, ଏହା ବିଦେଶୀ ଲିଗ୍ ବୋଲି କହିଛନ୍ତି ରାଜୀବ ଶୁକ୍ଲା । ଇଂଲଣ୍ଡର 'ଦି ହଣ୍ଡ୍ରେଡ୍'…