Browsing Tag

Bhanjanagar

ବନ୍ୟା ସାରିଦେଲା ସବୁ, ବର୍ଷ ବର୍ଷ ବିତିଗଲା ପରେ ବି ଆସିକା ଓ ବେଲଗୁଣ୍ଠା ଲୋକେ କାନ୍ଦୁଛନ୍ତି ବାଲିଚର ଖେତକୁ ଦେଖି

ଭଞ୍ଜନଗର (କେନ୍ୟୁଜ୍‌) : ବାତ୍ୟା, ବନ୍ୟା ଆଉ ଆସିକା ଓ ବେଲଗୁଣ୍ଠା ବ୍ଲକ୍ । ଫାଇଲିନ୍, ତିତିଲି ଉଜାଡ଼ି ଦେଇଥିଲା ଏ ଅଞ୍ଚଳକୁ । ଯେଉଁଠି ଏବେବି ବାଲିଚର ତଳେ ଦବି ରହିଛି ଲୋକଙ୍କ ଆହାର ବା ଖେତ। କଣ ଏମାନଙ୍କ ଦୁର୍ଦ୍ଦଶା ବୁଝିବାକୁ କେହି ନାହାନ୍ତି ? ବର୍ଷ ବର୍ଷ ଧରି କଷ୍ଟ ସହୁଥିବା ଲୋକଙ୍କ…

ପିଲା କଳିକୁ କେନ୍ଦ୍ରକରି ଯୁବକର ଉନ୍ମତ୍ତ କାଣ୍ଡ: ଭଙ୍ଗା ମଦ ବୋତଲ ଧରି ଦୁଇ ଜଣଙ୍କୁ ଆକ୍ରମଣ

ଭଞ୍ଜନଗର(କେନ୍ୟୁଜ୍): ଗାଁ ଦାଣ୍ଡରେ ଯୁବକର ଉନ୍ମତ୍ତ କାଣ୍ଡ । ଭଙ୍ଗା ମଦ ବୋତଲ ଧରି ଦୁଇ ଜଣଙ୍କୁ ଆକ୍ରମଣ । ଘଟଣାସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ପୋଲସରା ଥାନା ଚିରିକିପଡାଶାସନ ଗାଁ ନିକଟରେ ଘଟିଛି ଏଭଳି ଘଟଣା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ନିଆରା ଢ଼ଙ୍ଗରେ ପାଳିତ ହେଉଛି ରଥଯାତ୍ରା

ନିଆରା ଢଙ୍ଗରେ ରଥଯାତ୍ରା । ରଥ ନଥିଲା କି ରଥଟଣା ବି ନଥିଲା । ଏକ ଅଟୋକୁ ସଜାଇ ସେଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଜେ କରାଇ, ଘଣ୍ଟ-ମୃଦଙ୍ଗ ଓ ହରିବୋଲ ଧ୍ୱନିରେ ଗାଁ ପରିକ୍ରମା କରି ରଥଯାତ୍ରା ଆୟୋଜନ କରିଥିଲେ ଗ୍ରାମବାସୀ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ , ମାଧବରିଡା ଗାଁ…

ଉପରେ ସିନା ହସୁଛି, ହେଲେ ଭିତରେ ତାର ଯନ୍ତ୍ରଣା ପ୍ରତିଦିନ ସେହି ଦିନକୁ ଭୁଲିବାକୁ ଦେଉନି

କୁହାଯାଏ ସ୍ୱପ୍ନ କେବେ ବି ତଳକୁ ଟାଣେନି । ବରଂ ଆଗକୁ ବଢିଯିବାକୁ ସାହସ ଦିଏ । ସେହି ସାହାସ ଦେଖିବାକୁ ପାଇଲୁ ଗୋଟେ ଝିଅଟି ଭିତରେ । ତା ସ୍ୱପ୍ନ ପୁରା କରିବାକୁ ତା ପାଖରେ ସାହସ ତ ଅଛି ହେଲେ ଆଉ କିଛି ବି ନାହିଁ । କାରଣ ସେ ଗୋଟେ ଅଭାଗିନୀ । ଭିନ୍ନକ୍ଷମ ହୋଇ ବି ଭିନ୍ନ ନୁହେଁ ତାର…

ବୋହୂ ନେଇଗଲା ଶ୍ୱଶୁର ପ୍ରାଣ, କାଠ ଫାଳିଆରେ ପିଟି ମାରି ଦେଲା

ଭଞ୍ଜନଗର (କେନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁରେ ଘଟିଛି ଏକ ଆଚମ୍ବିତ ଘଟଣା । ଘରର ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ୫୫ ବର୍ଷୀୟ ସୀମାଞ୍ଚଳ ନାୟକ l ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛ l ତେବେ ଘରୋଇ କଳହରୁ ହିଁ…

ନିଜ ବାଇକ୍ ଯୋଗେ ଯାଉଥିବା ସମୟରେ ଧକ୍କା ଦେଲା ଅଜଣା ଗାଡ଼ି, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର (କେନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ, ଖଣ୍ଡୁରୁ ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଯୁବକ ନିକଟସ୍ଥ ଘୋଡାପଲାଣ ଗାଁର କାଳିଆ ଜେନା । ନିଜ ବାଇକ୍ ଯୋଗେ, ପୋଲସରା ଅଭିମୁଖେ ଯାଉଥିବାବେଳେ, ଏକ ଅଜଣା ଗାଡ଼ି, ତାଙ୍କ…

ଏଠାରେ ୧୨ ବର୍ଷକୁ ଥରେ ପାଳିତ ହୁଏ ଅଧଷ୍ଠାତ୍ରୀ ଦେବୀ ମହାମାୟୀଙ୍କ ପାରମ୍ପରିକ ଯାତ୍ରା

ଐତିହାସିକ ସହର ଗଂଜାମ ଜିଲ୍ଲା। ଚଳିତ ଥର ଜିଲ୍ଲାର କବିସୂର୍ଯ୍ଯନଗର ଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ମହାମାୟୀଙ୍କ ଆୟୋଜିତ ହୋଇଯାଇଛି ପାରମ୍ପରିକ ଯାତ୍ରା । ପ୍ରତି ୧୨ ବର୍ଷରେ ଥରେ ଏହି ଯାତ୍ରା ପାଳନ କରାଯାଏ। ଚଳିତ ବର୍ଷ ମଧ୍ୟ ଦୀର୍ଘ ୨୫ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇଛି। ଏଥର…

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ଗଣି ଗଣି ହାଲିଆ ଭିଜିଲାନ୍ସ

ଭଞ୍ଜନଗର(କେନ୍ୟୁଜ୍):  କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କର ୨ କୋଟି ୭୬ ଲକ୍ଷ ଟଙ୍କାର ସମ୍ପତ୍ତି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରି ଠାବ କରିଛି ଏହି ସମ୍ପତ୍ତି।ଗଞ୍ଜାମ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ…

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ରହିଛି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ଭୁବନେଶ୍ୱର (କେନ୍ୟୁଜ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ। ଗଞ୍ଜାମ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଆୟ ବର୍ହିଭୁତ ଯାଞ୍ଚ ହେଉଛି । ସହକାରୀ ଯନ୍ତ୍ରୀ ହେଉଛନ୍ତି କାର୍ତ୍ତିକେଶ୍ୱର ରାଉଳ। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ ଟି ସ୍ଥାନରେ ଏକ…