ସାମ୍ନାକୁ ଆସିଲା ଦ୍ରୁତଗାମୀ ସଫାରୀ ଆତଙ୍କ, ଦୁର୍ଘଟଣା ଘଟାଇଥିବା ଚାଳକକୁ ଛେଚିଲେ ଲୋକ
ଭୁବନେଶ୍ୱର : ଥାର ପରେ ଏବେ ସଫାରୀ । ସାମ୍ନାକୁ ଆସିଲା ଦ୍ରୁତଗାମୀ ସଫାରୀ ଆତଙ୍କ । ଦୁର୍ଘଟଣା ଘଟାଇଥିବା ସଫାରୀ ଚାଳକକୁ ଛେଚିଲେ ଲୋକ। ଗତକାଲି ବିଳମ୍ବିତ ରାତିରେ ସୁନ୍ଦରପଦା ଜଟଣି ରାସ୍ତାରେ ବାଇକକୁ ପିଟିଥିଲା ସଫାରୀ । ଏଥିରେ ଦୁଇ ଜଣ ବାଇକ ଆରୋହି ଗୁରୁତର ହୋଇଛନ୍ତି । ବାଇକ…