Browsing Tag

bhubaneswar

ଆଜି ପବିତ୍ର ମହାଶିବରାତ୍ରୀ, ରାଜ୍ୟର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଗହଳିଚହଳି

ଭୁବନେଶ୍ୱର (କେନ୍ୟୁଜ): ଆଜି ମହାଶିବରାତ୍ରୀ। ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶୈବପୀଠ। ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଜାଗର ପାଇଁ ଏକାମ୍ର କ୍ଷେତ୍ର ଉତ୍ସବମୁଖରିତ । ଭୋରରୁ ଆରମ୍ଭ ହୋଇଛି ସାହାଣ ମେଲା…

ଅର୍ଥତତ୍ତ୍ୱ ଚିଟ ଫଣ୍ଡ ମାମଲାରେ ଇଡିର ରେଡ, ବିକାଶ ସ୍ୱାଇଁଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର (କେନ୍ୟୁଜ):  ଅର୍ଥତତ୍ତ୍ୱ ଚିଟ ଫଣ୍ଡ ମାମଲାରେ ବିଭିନ୍ନ ସ୍ଥାନରେ ଇଡି ରେଡ। ବିକାଶ ସ୍ୱାଇଁ ଙ୍କ ଅଫିସ ଓ ଘରେ ରେଡ ଚାଲିଛି। ଭୁବନେଶ୍ବରର ତିନୋଟି ସ୍ଥାନ ସମେତ ରାଜ୍ୟର ପାଞ୍ଚଟି ସ୍ଥାନରେ ଚଢ଼ାଉ କରାଯାଉଛି । ସେପଟେ ବିଲଡର ଦେବବ୍ରତ ଧିରଙ୍କ ଘରେ ବି ED ରେଡ ହୋଇଛି । ବରପଦା…

 ରାଜଧାନୀରେ ଜୋରଦାର ହେଲା ଚେକିଂ ବ୍ଲକିଂ,  ଗାଡ଼ି ସହ ମଦୁଆ ଡ୍ରାଇଭରକୁ ଗିରଫ କଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ରାତି ଚେକିଂ କଡ଼ାକଡ଼ି। ଜୋରଦାର ହେଲା ଚେକିଂ ବ୍ଲକିଂ। କାଗଜ ପତ୍ର ଚେକିଂ ସହ ଡିକି ଏବଂ ସିଟ ତଳ ସବୁ କିଛି ଟିକନିଖ ଯାଞ୍ଚ କରାଯାଇଛି। ଗାଡ଼ି ଡିକିରୁ ଜବତ ହେଲା ମଦ। ଚେକିଂ ବେଳେ ଗାଡ଼ି ଜବତ ସହ ଡ୍ରାଇଭରକୁ ଗିରଫ କଲା ପୋଲିସ। ଦାମୀ ଗାଡ଼ି ଚଳାଉଥିବା…

ଏକତରଫା ପ୍ରେମରୁ ମହିଳାଙ୍କୁ ହତ୍ୟା ଘଟଣା, କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ଅଭିଯୁକ୍ତ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର କ୍ୟାପିଟାଲ ଥାନା ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ୍ । ଗିରଫ ପରେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏସନ କରୁଛି ପୋଲିସ । ଗତ ବୁଧବାର ସନ୍ଧ୍ୟାରେ ମାଲିକାଣୀକୁ ଘର ଆଗରେ ହତ୍ୟା କରିଥିଲା…

କପିଳପ୍ରସାଦ ସରକାରୀ ହାଇସ୍କୁଲରେ ‘ମୋ ସ୍କୁଲ’ ଉତ୍ସବ ପାଳିତ

ଭୁବନେଶ୍ୱର : ସ୍ଥାନୀୟ କପିଳପ୍ରସାଦ ସରକାରୀ ହାଇସ୍କୁଲ ପରିସରରେ ‘ମୋ ସ୍କୁଲ’ ଉତ୍ସବ ପାଳିତ ହୋଇଛି । ଏଥିରେ ପୁରାତନ ଛାତ୍ର ସଂସଦ ସଭାପତି ମଦନ ମୋହନ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ଅତିଥି ଭାବେ କର୍ପୋରେଟର ଶ୍ରୀମତୀ ମଧୁସ୍ମିତା ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ…

ଅସୁରକ୍ଷିତ ରାଜଧାନୀ : ପାର୍କିଂ ହୋଇଥିବା କାରକୁ ବୋମା ଫିଙ୍ଗି ଚମ୍ପଟ ମାରିଲେ ଦୁର୍ବୃତ୍ତ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ନୀଳାଦ୍ରି ବିହାର ଏଟିଏମ୍ ଛକରେ ବୋମା ମାଡ଼ । ଗତକାଲି ବିଳମ୍ବିତ ରାତିରେ  ପାର୍କିଂ ହୋଇଥିବା କାରକୁ ଦୁଇଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର । ବୋମାମାଡ଼ରେ କେହି ମୃତାହତ ହୋଇନଥିବା ବେଳେ ଗାଡିର କାଚ ଭାଙ୍ଗିଯାଇଛି। ଗାଡିରେ କେହି ନଥିବାରୁ କାହାର…

ଦ୍ୱିତୀୟ ଦିନରେ ଭୁବନେଶ୍ୱର ଗସ୍ତ କରିବେ ରାଷ୍ଟ୍ରପତି, ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ହେବେ…

ଭୁବନେଶ୍ୱର (କେନ୍ୟୁଜ): ମହାମହିମଙ୍କ ଆଜି ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ନିଜ ବାସଭବନରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସକାଳ ୯ଟା ୪୦ରେ ଘରୁ ବାହାରି ଦାଣ୍ଡବୋଷ ହେଲିପ୍ୟଡ ଯିବେ। ସେଠାରେ କେନ୍ଦୁଝର ଗସ୍ତରେ ଯିବେ ଦ୍ରୌପଦୀ ମୁର୍ମୁ । ଗୋନାସିକା କଦଳୀବାଡ଼ି…

ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ, ୬ଦଫା ଦାବିରେ ଆନ୍ଦୋଳନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ। ୬ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପ୍ରାୟ ୩୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି ଏକାଠି…

ଚଳିତ ମାସ ଓଡ଼ିଶାରେ ଆସିବନି ଇଲେକ୍ଟ୍ରିସିଟି ବିଲ୍, ଜାଣନ୍ତୁ କାହିଁକି?

ଖବର ଅନୁଯାୟୀ ଚଳିତ ମାସ ବିଦ୍ୟୁତ ବିଲ ଆସିବ ନାହିଁ କୌଣସି କାରଣ ବଶତଃ ଏହି ମାସ ବିଦ୍ୟୁତ ମିଟର ରିଡିଂ ହୋଇପାରୁ ନାହିଁ । ତେଣୁ ଉପଭୋକ୍ତାଙ୍କୁ ଗତ ୩ ମାସର ବିଲକୁ ଆଧାର କରି ହାରାହାରି ଅସ୍ଥାୟୀ ବିଲ ଦିଆଯାଉଛି । ତେବେ ମାର୍ଚ୍ଚ ମାସ ଠାରୁ ପୂର୍ବ ଭଳି ମିଟର ରିଡିଂ ଅନୁସାରେ ବିଲ୍ ନିୟମିତ…

ଗର୍ବିତ କଲେ ଓଡ଼ିଶା ଝିଅ, ପିଏମ୍ ୟୁବା ୨.୦ ପାଇଁ ମନୋନୀତ ହେଲେ ଯୁବ ଗାଳ୍ପିକା ରୋଜାଲୀନ ମହାନ୍ତି

ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବଲେଖିକା ରୋଜାଲୀନ ମହାନ୍ତି । ଏହି ଯୋଜନାରେ ଶ୍ରୀମତୀ ମହାନ୍ତି ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ସର୍ବମୋଟ ତିନିଲକ୍ଷ ଟଙ୍କା ପାଇବେ । ଏଥିସହ ତାଙ୍କର ପାଣ୍ଡୁଲିପିଟି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା…

ଭୁବନେଶ୍ବର ବମିଖାଲ ଆରବି ଆପାର୍ଟମେଣ୍ଟରେ ରେଡ, ଦିଲ୍ଲୀ ସାଇବର ଥାନା ପୋଲିସର ଚଢ଼ାଉ

ଭୁବନେଶ୍ବର (କେନ୍ୟୁଜ): ରାଜଧାନୀ ଭୁବନେଶ୍ବରରେ ଦିଲ୍ଲୀ ପୋଲିସ । ଭୁବନେଶ୍ବର ବମିଖାଲ ଆରବି ଆପାର୍ଟମେଣ୍ଟରେ ରେଡ । ସୌରଭ ଦେହୁରୀକୁ ଗିରଫ କଲା ଦିଲ୍ଲୀ ସାଇବର ଥାନା ପୋଲିସ । ସୌରଭର ଘର ସମ୍ବଲପୁରରେ । ସେ ଭୁବନେଶ୍ୱର ଆରବି ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲା । ଦିଲ୍ଲୀର ଏକ କମ୍ପାନୀର ସେ…

କାନ୍ଥ ବାଡ଼ରୁ ହଟୁଛି ଦଳୀୟ ପୋଷ୍ଟର, ନିର୍ବାଚନ ପୂର୍ବରୁ ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ): କାନ୍ଥବାଡ଼ରୁ ହଟୁଛି ଦଳୀୟ ପୋଷ୍ଟର । ରାଜଧାନୀର କାନ୍ଥ ବାଡ଼ରେ ଆଉ କୌଣସି ରାଜନୈତିକ ଦଳର ପୋଷ୍ଟର ଲାଗିପାରିବ ନାହିଁ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ପକ୍ଷରୁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁ ଦଳ ଗୁଡିକ ପୋଷ୍ଟର ଲଗାଇଛନ୍ତି…