Browsing Tag

birthday

୫୮ ବର୍ଷରେ ପାଦଦେଲେ ଭାଇଜାନ, ଭାଣିଜୀଙ୍କ ସହ କେକ୍‌ କାଟି ବର୍ଥ ଡେ କଲେ ସେଲିବ୍ରେଟ୍‌

ବଲିଉଡର ସୁଲତାନ ଅର୍ଥାତ୍ ସଲମାନ ଖାନଙ୍କୁ ଆଜି ୫୮ ବର୍ଷ ହୋଇଛି । ଅଭିନେତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ଏବଂ ସମସ୍ତ ସେଲିବ୍ରେଟିଙ୍କ ଠାରୁ ଅନେକ ଶୁଭେଚ୍ଛା ମିଳିଛି । ଏସବୁ ମଧ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ତାଙ୍କ ଫ୍ୟାନ୍ସ ତାଙ୍କ ଘର ବାହାରେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା…

ଆଜି ମିସ୍ ୱାଲ୍ଡ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ, ଜାଣନ୍ତୁ ଅଭିନେତ୍ରୀଙ୍କୁ ନେଇ କିଛି କଥା

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ କିଏ ବା ନା ଜାଣେ । ସମଗ୍ର ବିଶ୍ୱରେ ତାଙ୍କ ସୌନ୍ଦର୍ଯ୍ୟର ଉଦାହରଣ ଦିଆଯାଏ । ନିଜ ଅଭିନୟ ଦ୍ୱାରା ସେ ସମସ୍ତଙ୍କୁ ଦିୱାନା କରିଦିଅନ୍ତି । ଐଶ୍ୱର୍ଯ୍ୟା କେବଳ ମଡେଲିଂ ନୁହଁ ବରଂ ମିସ ୱାର୍ଲଡ ଟାଇଟେଲ ମଧ୍ୟ ଜିତିଛନ୍ତି । ଆପଣ କେବେ ଚିନ୍ତା କରିଛନ୍ତି କି ଯଦି…

ସାଉଥ୍‌ ଅଭିନେତ୍ରୀ ଅମାଲା ପାଲ୍‌ଙ୍କୁ ଜନ୍ମଦିନରେ ମିଳିଲା ବଡ ସରପ୍ରାଇଜ୍‌, ବୟଫ୍ରେଣ୍ଡ କଲେ ପ୍ରପୋଜ୍‌

ସାଇଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ଅମାଲା ପାଲ୍‌ ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫ୍‌କୁ ଏଞ୍ଜୟେ କରୁଛନ୍ତି । ଏହାସହ ଗତକାଲି ସେ ଜନ୍ମଦିନ ବହୁତ ଧୁମ୍‌ଧାମରେ ପାଳନ କରିଛନ୍ତି । କିନ୍ତୁ ଅମାଲା ଗତ କିଛି ବର୍ଷ ହେବ କୌଣସି ନା କୌଣସି କଥାକୁ ନେଇ ଲାଇମ୍‌ ଲାଇଟ୍‌ରେ ରହିଛନ୍ତି । ତେବେ…

୭୮ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶାର ଜନନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରିଆଡୁ ମିଳୁଛି ଶୁଭେଚ୍ଛା ଏବଂ ଶୁଭକାମନା । ଅକ୍ଟୋବର ୧୬, ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଦୀର୍ଘ ୨୩ ବର୍ଷ ଧରି ନିରବଛିନ୍ନ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ କାର୍ଯ୍ୟ…

ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରିବାକୁ ପହଞ୍ଚିଲେ ଅକ୍ଷୟ କୁମାର, ସାଙ୍ଗରେ ଥିଲେ ଶିଖର ଧଓ୍ଵନ

ଅକ୍ଷୟ କୁମାର ଭଗବାନଙ୍କ ମହାକାଳଙ୍କ ଭଷ୍ମ ଆରତୀରେ ସାମିଲ ହେବା ଲାଗି ଉଜୟିନୀ ପହଞ୍ଚିଛନ୍ତି । ନିଜର ୫୬ତମ ଜନ୍ମଦିନ ପାଳନ କରିବା ଅବସରରେ ଏବଂ ମହାକାଳଙ୍କ ଦର୍ଶନ କରି ନିଜ ଜନ୍ମଦିନକୁ ସ୍ୱତନ୍ତ୍ର କରିଛନ୍ତି । ନିଜ ପରିବାର ସହିତ ଭଗବାନଙ୍କ ଦର୍ଶନ କରି ଭଷ୍ମ ଆରତୀରେ ସାମିଲ ହୋଇଛନ୍ତି ।…

ଦର୍ଶକଙ୍କ ମନ ଜିଣିପାରିଥିଲେ ‘ଛୋଟି ବୋହୂ’, ଆଜି ସମସ୍ତଙ୍କ ହୃଦୟରେ ରାଜ୍‌ କରୁଛନ୍ତି ରୁବିନା

ରୁବିନା ଦିଲାଏକ ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି । ସେ ପ୍ରାୟତଃ ଟିଭି ସୋ ମାନଙ୍କରେ ସଂସ୍କାରୀ ବୋହୂ ଏବଂ ଝିଅ ରୂପରେ ନଜର ଆସିଛନ୍ତି । ହେଲେ ରୁବିନା ତାଙ୍କ ରିୟଲ ଲାଇଫରେ ବହୁତ ବୋଲ୍ଡ ଓ ବିନ୍ଦାସ ରୁହନ୍ତି । ରୁବିନାଙ୍କ ଜନ୍ମ ହିମାଚଳ ପ୍ରଦେଶ ଶିମଲାରେ ହୋଇଥିଲା । ସେ…

ପାକିସ୍ତାନର ଏହି ପରିବାର ନାଁରେ ନିଆରା ବିଶ୍ୱ ରେକର୍ଡ, ଗୋଟିଏ ଦିନରେ ଜନ୍ମଦିନ ପାଳନ୍ତି ମା’, ବାପା ଓ ୭ ପିଲା

ପାକିସ୍ତାନର ଲର୍‌କାନାରେ ରହୁଥିବା ଏକ ପରିବାର ନାଁରେ ରହିଛି ନିଆରା ବିଶ୍ୱ ରେକର୍ଡ । ଖୋଦ୍‌ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ସେମାନଙ୍କ କାହାଣୀ ସେୟାର କରିଛି । ୯ ସଦସ୍ୟ ବିଶିଷ୍ଟ ଏହି ପରିବାରରେ ଗୋଟିଏ କଥା ସାଧାରଣ ରହିଛି, ତାହା ହେଲା ସେମାନଙ୍କ ଜନ୍ମଦିନ । ପରିବାରର ସମସ୍ତ ସଦସ୍ୟ…

ଆମେରିକାର ପାଳନ କରାଯାଏ ଶ୍ରେୟା ଘୋଷାଲ ଡେ’, ଜାଣନ୍ତୁ କାହିଁକି ?

ଗାୟିକା ଶ୍ରେୟା ଘୋଷାଲଙ୍କ ସ୍ୱରରେ ସମସ୍ତେ ପାଗଳ । ଶ୍ରେୟାଙ୍କୁ କୌଣସି ପରିଚୟ ଆବଶ୍ୟକତା ନାହିଁ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୧୨ ମାର୍ଚ୍ଚ ୧୯୮୪ରେ ଜନ୍ମଗ୍ରହଣ କରିଥିଲେ ଶ୍ରେୟା । ନିଜର ଯାଦୁଗରୀ ସ୍ୱରରେ ଅନେକ ଆଓ୍ଵାର୍ଡ ନିଜ ନାମରେ କରିସାରିଛନ୍ତି । ଶ୍ରେୟା ଏମିତି କିଛି…

ଝିଅର ପ୍ରଥମ ଜନ୍ମ ଦିନରେ ମାଗଣାରେ ୧ ଲକ୍ଷ ଗୁପଚୁପ୍ ବାଣ୍ଟିଲେ ବାପା , କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୁହାଯାଏ ଝିଅ ହେଉଛି ଘରର ଲକ୍ଷ୍ମୀ । ଝିଅ ଥିଲେ ଘର ସୁଖ ସମୃଦ୍ଧିରେ ଭରିଯାଏ । ବୋଧ ହୁଏ ଏହି କଥାକୁ ଠିକ୍ ଭାବରେ ବୁଝିଛନ୍ତି ଏହି ବ୍ୟକ୍ତି । ଭୋପାଳରେ ଜଣେ ବ୍ୟକ୍ତି ନିଜ ଝିଅର ଜନ୍ମଦିନକୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ପାଳନ କରିଥିଲେ। ସେ ତାଙ୍କ ଜନ୍ମଦିନରେ ଗୁପୁଚୁପର ଏକ ଭୋଜି ଦେଇଥିଲେ…