Browsing Tag

bjp

ବିହାର: ବିଜେପିକୁ ଝଟକା, ସୁଶୀଲ ମୋଦିଙ୍କୁ କ୍ୟାନସର, ଟ୍ଵିଟ କରି ଜଣାଇଲେ ଦୁଃଖ

ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନସର ହୋଇଛି । ଗତ ୬ ମାସ ହେବ କ୍ୟାନସର ସହିତ ସଂଘର୍ଷ କରୁଛନ୍ତି ବୋଲି ଟ୍ଵିଟ କରି ଜଣାଇଛନ୍ତି । ସେ ଟ୍ଵିଟ କରି କହିଛନ୍ତି, ଗତ ୬ ମାସ ହେଲାଣି କ୍ୟାନସର ସହିତ ଲଢୁଛି । ଏବେ ଲୋକଙ୍କୁ କହିବାର ସମୟ ଆସିଯାଇଛି । ଲୋକସଭା ନିର୍ବାଚନରେ…

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ପାର୍ଟିର…

ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କ ୟୁ-ଟର୍ଣ୍ଣ, ଦେଇଥିବା ମନ୍ତବ୍ୟ କଲେ ପ୍ରତ୍ୟାହାର

ଭୁବନେଶ୍ୱର(କେନ୍ୟୁଜ୍‌) : ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁଙ୍କ ୟୁ ଟର୍ଣ୍ଣ । ପୂର୍ବରୁ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ । କହିଛନ୍ତି, ସେଦିନ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସ୍ଵାଧୀନ ଭାବେ ଲଢ଼ିବି ବୋଲି କହିଥିଲି । ଏହାକୁ ମୁଁ ପ୍ରତ୍ୟାହାର କରୁଛି । ବାଲେଶ୍ଵର ଲୋକସଭା…

ଆଜି ବସିବ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକ

ଭୁବନେଶ୍ୱର : ଆଜି ବସିବ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ରାଜ୍ୟ ବିଜେପିର କୋର ଟିମ ଉପସ୍ଥିତ ରହିବେ…

ଆଜି ଆସିପାରେ ବିଜେପିର ୭୦ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା

ଦିଲ୍ଲୀରେ ବିଜେପିର ଟିକେଟ କସରତ । ଆଜି ଆସିପାରେ ପ୍ରାୟ ୭୦ ବିଧାନସଭା ଓ ବାକି ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା । ନୂଆଦିଲ୍ଲୀରେ ଗତକାଲି ରାତିରେ ବିଜେପିର କୋର କମିଟି ଓ କେନ୍ଦ୍ରୀୟ ନେତୃବର୍ଗଙ୍କ ବୈଠକରେ ଆଲୋଚନା ହୋଇଛି । ବିଳମ୍ବିତ ରାତି ଯାଏ ଚାଲିଥିଲା ବୈଠକ । ଏଥିରେ…

କଂଗ୍ରେସ ଛାଡି ବିଜେପିରେ ହରିଆଣାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ : କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ସାବିତ୍ରୀ ଜିନ୍ଦଲ । ହରିଆଣାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ ଆଜି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଭାରତର ସବୁଠାରୁ ଧନୀ ମହିଳା ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲଙ୍କ ପୁଅ ନବୀନ ଜିନ୍ଦଲ…

ଖୁବ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(କେନ୍ୟୁଜ୍‌) : ଖୁବ ଶୀଘ୍ର ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ନାଁ ଚୂଡାନ୍ତ ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି । ଆଜି ଦିଲ୍ଲୀରେ କେନ୍ଦ୍ର ନେତୃତ୍ବଙ୍କ ସହ ଆଲୋଚନା କରିବେ । ପ୍ରାର୍ଥୀ…

ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ, ଦମୟନ୍ତୀ

ଭୁବନେଶ୍ୱର(କେନ୍ୟୁଜ୍‌) : ବିଜେପିରେ ଯୋଗଦେଲେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି…

ପଞ୍ଜାବରେ ଏକା ଲଢିବ ବିଜେପି, ଶିରୋମଣି ଅକାଳି ଦଳ ସହିତ ହେବ ନାହିଁ ମେଣ୍ଟ

ପଞ୍ଜାବରେ ବିଜେପି ଏକାକୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବ । ଶିରୋମଣି ଅକାଳି ଦଳ (SAD) ସହିତ ମେଣ୍ଟ କରିବ ନାହିଁ ବିଜେପି। ପଞ୍ଜାବ ବିଜେପି ସଭାପତି ସୁନୀଲ ଜାଖଡ଼ ଏହି ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ଅକାଳି ଏବଂ ବିଜେପି ଗଠବନ୍ଧନ ହେବ ନାହିଁ ବୋଲି ସେ କହିଛନ୍ତି । ଏଥର ଲୋକସଭା…

ହିମାଚଳ ପ୍ରଦେଶ ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ମିଳିଲା ବିଜେପି ପାର୍ଟି ଟିକେଟ, ଅଭିନୟ ପରେ ଏବେ ରାଜନୀତିରେ କରିବେ…

ଗତ କିଛି ଦିନ ହେବ ନିର୍ବାଚନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ହିମାଚଳ ପ୍ରଦେଶର ମଣ୍ଡିରୁ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ଟିକେଟ ଦିଆଯାଇଛି । ତେବେ ‘ଫ୍ୟାଶନ୍’, ‘କୁଇନ’ ଏବଂ ‘ତନୁ ୱେଡ୍ ମନୁ ରିଟର୍ନ’ ଏବଂ ‘ମାଣିକର୍ଣ୍ଣିକା’ ଭଳି ଫିଲ୍ମରେ…

ପୂର୍ବତନ ବାୟୁସେନା ମୁଖ୍ୟ RKS ଭଦୌରିଆ ବିଜେପିରେ ସାମିଲ, ଗାଜିଆବାଦରୁ ଲଢିପାରନ୍ତି ନିର୍ବାଚନ

ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ବତନ ବାୟୁସେନା ଅଧ୍ୟକ୍ଷ ରାକେଶ କୁମାର ସିଂହ ଭଦୌରିଆ ଓ ୱାଇଏସଆରର ବରିଷ୍ଠ ନେତା ଭି.ପ୍ରସାଦ ରାଓ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ବିନୋଦ ତାବଡେ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ଦୁଇଜଣଙ୍କୁ ଦିଲ୍ଲୀରେ ଦଳର ସଦସ୍ୟତା ଦେଇଛନ୍ତି…

ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ: ଆସିପାରେ ଓଡ଼ିଶାର ଲୋକସଭା ପ୍ରାର୍ଥୀଙ୍କ ତାଲିକା

ଭୁବନେଶ୍ୱର (କେନ୍ୟୁଜ): ଆଜି ଆସିପାରେ ବିଜେପି ଲୋକସଭା ପ୍ରାର୍ଥୀ ତାଲିକା। କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପିର CEC ବୈଠକରେ ଓଡ଼ିଶାର ୨୧ ଲୋକସଭା ଆସନ ନେଇ ଆଲୋଚନା ହୋଇଛି । ଆଜି…