Browsing Tag

bjp

ଆଜି ଆସିପାରେ ବିଜେପିର ୭୦ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା

ଦିଲ୍ଲୀରେ ବିଜେପିର ଟିକେଟ କସରତ । ଆଜି ଆସିପାରେ ପ୍ରାୟ ୭୦ ବିଧାନସଭା ଓ ବାକି ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା । ନୂଆଦିଲ୍ଲୀରେ ଗତକାଲି ରାତିରେ ବିଜେପିର କୋର କମିଟି ଓ କେନ୍ଦ୍ରୀୟ ନେତୃବର୍ଗଙ୍କ ବୈଠକରେ ଆଲୋଚନା ହୋଇଛି । ବିଳମ୍ବିତ ରାତି ଯାଏ ଚାଲିଥିଲା ବୈଠକ । ଏଥିରେ…

କଂଗ୍ରେସ ଛାଡି ବିଜେପିରେ ହରିଆଣାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ : କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ସାବିତ୍ରୀ ଜିନ୍ଦଲ । ହରିଆଣାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ ଆଜି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଭାରତର ସବୁଠାରୁ ଧନୀ ମହିଳା ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲଙ୍କ ପୁଅ ନବୀନ ଜିନ୍ଦଲ…

ଖୁବ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(କେନ୍ୟୁଜ୍‌) : ଖୁବ ଶୀଘ୍ର ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ନାଁ ଚୂଡାନ୍ତ ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି । ଆଜି ଦିଲ୍ଲୀରେ କେନ୍ଦ୍ର ନେତୃତ୍ବଙ୍କ ସହ ଆଲୋଚନା କରିବେ । ପ୍ରାର୍ଥୀ…

ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ, ଦମୟନ୍ତୀ

ଭୁବନେଶ୍ୱର(କେନ୍ୟୁଜ୍‌) : ବିଜେପିରେ ଯୋଗଦେଲେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି…

ପଞ୍ଜାବରେ ଏକା ଲଢିବ ବିଜେପି, ଶିରୋମଣି ଅକାଳି ଦଳ ସହିତ ହେବ ନାହିଁ ମେଣ୍ଟ

ପଞ୍ଜାବରେ ବିଜେପି ଏକାକୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବ । ଶିରୋମଣି ଅକାଳି ଦଳ (SAD) ସହିତ ମେଣ୍ଟ କରିବ ନାହିଁ ବିଜେପି। ପଞ୍ଜାବ ବିଜେପି ସଭାପତି ସୁନୀଲ ଜାଖଡ଼ ଏହି ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ଅକାଳି ଏବଂ ବିଜେପି ଗଠବନ୍ଧନ ହେବ ନାହିଁ ବୋଲି ସେ କହିଛନ୍ତି । ଏଥର ଲୋକସଭା…

ହିମାଚଳ ପ୍ରଦେଶ ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ମିଳିଲା ବିଜେପି ପାର୍ଟି ଟିକେଟ, ଅଭିନୟ ପରେ ଏବେ ରାଜନୀତିରେ କରିବେ…

ଗତ କିଛି ଦିନ ହେବ ନିର୍ବାଚନ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ହିମାଚଳ ପ୍ରଦେଶର ମଣ୍ଡିରୁ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ଟିକେଟ ଦିଆଯାଇଛି । ତେବେ ‘ଫ୍ୟାଶନ୍’, ‘କୁଇନ’ ଏବଂ ‘ତନୁ ୱେଡ୍ ମନୁ ରିଟର୍ନ’ ଏବଂ ‘ମାଣିକର୍ଣ୍ଣିକା’ ଭଳି ଫିଲ୍ମରେ…

ପୂର୍ବତନ ବାୟୁସେନା ମୁଖ୍ୟ RKS ଭଦୌରିଆ ବିଜେପିରେ ସାମିଲ, ଗାଜିଆବାଦରୁ ଲଢିପାରନ୍ତି ନିର୍ବାଚନ

ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ବତନ ବାୟୁସେନା ଅଧ୍ୟକ୍ଷ ରାକେଶ କୁମାର ସିଂହ ଭଦୌରିଆ ଓ ୱାଇଏସଆରର ବରିଷ୍ଠ ନେତା ଭି.ପ୍ରସାଦ ରାଓ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ବିନୋଦ ତାବଡେ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ଦୁଇଜଣଙ୍କୁ ଦିଲ୍ଲୀରେ ଦଳର ସଦସ୍ୟତା ଦେଇଛନ୍ତି…

ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ: ଆସିପାରେ ଓଡ଼ିଶାର ଲୋକସଭା ପ୍ରାର୍ଥୀଙ୍କ ତାଲିକା

ଭୁବନେଶ୍ୱର (କେନ୍ୟୁଜ): ଆଜି ଆସିପାରେ ବିଜେପି ଲୋକସଭା ପ୍ରାର୍ଥୀ ତାଲିକା। କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପିର CEC ବୈଠକରେ ଓଡ଼ିଶାର ୨୧ ଲୋକସଭା ଆସନ ନେଇ ଆଲୋଚନା ହୋଇଛି । ଆଜି…

ବିଜେପି ରାଜ୍ୟରେ ସମସ୍ତ ଆସନରେ ଏକାକୀ ଲଢ଼ିବ : ରାଜ୍ୟ ସଭାପତି ମନମୋହନ ସାମଲ

ରାଜ୍ୟରେ ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟ ଉପରେ ସସପେନ୍ସ ଜାରି ରହିଥିବା ବେଳେ ଆଜି ଦିଲ୍ଲୀରୁ ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟ ସଭାପତି ମନମୋହନ ସାମଲ 'ଏକ୍ସ ' ରେ ବିଜେପି ରାଜ୍ୟରେ ଏକାକୀ ଲଢ଼ିବା ନେଇ ସ୍ପଷ୍ଟ କରିଛନ୍ତି । ବିଜେପି ରାଜ୍ୟରେ ସମସ୍ତ ୨୧ ଲୋକସଭା…

ପିଏମକେ-ଏନଡିଏ ମେଣ୍ଟ ; ତାମିଲନାଡ଼ୁରେ ଏନଡିଏରେ ମିଶିଲା ପିଏମକେ

ନୂଆଦିଲ୍ଲୀ : ସାଉଥରେ ଏନଡିଏ ଡିଲ୍ । ଦକ୍ଷିଣରେ ବଳ ଗୋଟାଉଛି ବିଜେପି । ତାମିଲନାଡ଼ୁରେ ଏନଡିଏରେ ମିଶିଲା ପିଏମକେ । ତାମିଲନାଡ଼ୁ ବିଜେପି ସଭାପତି କେ ଆନ୍ନାମଲାଇଙ୍କ ସହ ପିଏମକେ ମୁଖ୍ୟ ଅମ୍ବୁମଣି ରାମଦୋସ ଆଲୋଚନା କରି ଆସନ ବୁଝାମଣା ଚୂଡ଼ାନ୍ତ କରିଛନ୍ତି । ପରିବର୍ତ୍ତନ ପାଇଁ ତାମିଲନାଡ଼ୁରେ…

ସବୁ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି ରାଜ୍ୟ ବିଜେପି

ଝୁଲିଛି ମେଣ୍ଟ ନିଷ୍ପତ୍ତି । ଏଣେ ରାଜ୍ୟ ବିଜେପି ସବୁ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି। ଶନିବାର ପ୍ରାୟ ୭ ଘଣ୍ଟା ଧରି ଚାଲିଥିଲା ଆଲୋଚନା। ଭୁବନେଶ୍ବର ପାର୍ଟି ଅଫିସରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିଟି ବୈଠକ ବସିଥିଲା।…

ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌) : ଲୋକସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ୧୦ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳୀ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ମୋଟ ୭୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତାଲିକାରେ…