Browsing Tag

bjp

୨୪ ଘଣ୍ଟା ଭିତରେ ଇସ୍ତଫା ଦେଇପାରନ୍ତି ନୀତିଶ…ବିଜେପି ସହ ମେଣ୍ଟ ଗଢିବା ସମ୍ଭାବନା !

ବିହାର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆରଜେଡି ଏବଂ ଜେଡିୟୁ ମଧ୍ୟରେ ବିବାଦ ବଢୁଛି । ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ମେଣ୍ଟର ଅନ୍ୟତମ ପ୍ରଭାବଶାଳୀ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ମେଣ୍ଟ ଓ ବିହାର ମହାମେଣ୍ଟ ଛାଡ଼ିବା ନେଇ ସଙ୍କେତ…

କନଫ୍ୟୁଜ୍‌ କରୁଛନ୍ତି ଅରିନ୍ଦମ ! ବିଜେଡିର ସାଧାରଣ ସମ୍ପାଦକ ଥାଇ କେବେ ବିଜେପି ଓ କେବେ କଂଗ୍ରେସ ସହ

କଟକ : କେତେବେଳେ ବିଜେପି ପୁଣି କେତେବେଳେ କଂଗ୍ରେସ ଶିବିରରେ ଓଲିଉଡ୍‌ ଷ୍ଟାର ଅରିନ୍ଦମ । ତାଙ୍କର ଏଭଳି ଗତିକୁ ନେଇ ସେ ପୁଣି ଚର୍ଚ୍ଚାରେ । ସିନେ ତାରକା ତଥା ବିଜେଡିର ସାଧାରଣ ସମ୍ପାଦକ ଅରିନ୍ଦମ ରାଏ ଆଜି କଟକ ବକ୍ସି ବଜାର ଛକରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ,…

ଯାଜପୁର : ବିଜେପି ଦଳରେ ଯୋଗ ଦେଲେ ପୁଲିନ ପ୍ରକାଶ ପୁହାଣ, କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ବିଜେପି ଦଳରେ ସାମିଲ ହେଲେ ପୁଲିନ ପ୍ରକାଶ ପୁହାଣ। ନୂଆ ଦିଲ୍ଲୀ ଠାରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଭାବେ ପରିଚିତ ପୁଲିନ ପୂର୍ବରୁ କଂଗ୍ରେସ ସଂଗଠନ ପାଇଁ କାମ କରୁଥିଲେ। ଏପରିକି ସେ ଏଆଇସିସି…

କିଏ ହେବେ ମୁଖ୍ୟମନ୍ତ୍ରୀ? ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା ବିଜେପି

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ୩ ରାଜ୍ୟର ପର୍ଯ୍ୟବେକ୍ଷକମାନେ ସକାଳୁ ନିଜ ନିଜ ରାଜ୍ୟରେ ପହଞ୍ଚିଯିବେ। ସେଠାରେ ଆସନ୍ତାକାଲି ଅର୍ଥାତ୍‌ ଶନିବାର ବିଧାୟକ ଦଳର ବୈଠକ ବସିବ ଏବଂ ସନ୍ଧ୍ୟା ସୁଦ୍ଧା ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ…

ନିର୍ବାଚନ ଜିତିଥିବା ବିଜେପିର ୧୦ ସାଂସଦ ଦେଲେ ଇସ୍ତଫା

ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ବୁଧବାର ବଡ଼ ନିଷ୍ପତ୍ତି ନେଇଛି ବିଜେପି। ଯେଉଁ ସାଂସଦମାନେ ନିର୍ବାଚନ ଜିତିଛନ୍ତି, ସେମାନେ ସଂସଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ୧୦ ଜଣ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା…

ଇସ୍କନ ଦେଶର ସବୁଠୁ ବଡ ଠକ ସଂଗଠନ : ମେନକା ଗାନ୍ଧି

ବିଜେପି ସାଂସଦ ମେନକା ଗାନ୍ଧି ‘ଇଣ୍ଟରନ୍ୟାସନାଲ ସୋସାଇଟି ଫର୍‌ କୃଷ୍ଣ କନସିଓସାନସ ଇସ୍କନ ଉପରେ ଅଭିଯୋଗ କରିଛନ୍ତି । ଇସ୍କନକୁ ଦେଶର ସବୁଠାରୁ ବଡ ଠକ ସଂଗଠନ ବୋଲି କହିଛନ୍ତି ମେନକା ଗାନ୍ଧି । ମେନକା ଅଭିଯୋଗ କରିଛନ୍ତି ଯେ, ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି ।…

ବିଜେପି ସାଂସଦ ଜୟାପ୍ରଦାଙ୍କୁ ୬ ମାସ ଜେଲ୍‌ ଏବଂ ୫ ହଜାର ଟଙ୍କାର ଜରିମାନା

୮୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ ସହିତ ଜରିମାନା ଲାଗିଛି । ଚେନ୍ନାଇର ଏକ ଅଦାଲତ ତାଙ୍କୁ ଦୋଷୀ ପାଇ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଜୟାପ୍ରଦାଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ଲାଗିଛି । ଅଦାଲତ ଜୟାପ୍ରଦାଙ୍କ ବିଜନେସ ପାର୍ଟନର ରାମ କୁମାର ଏବଂ ରାଜା ବାବୁଙ୍କୁ…

ସଂସଦ ପରିସରରେ ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ ଖୁମ୍ପିଲା କାଉ, ଟାର୍ଗେଟ୍‌ କରି ସୋସିଆଲ ମିଡିଆରେ ଫଟୋ ଛାଡ଼ିଲା ବିଜେପି

ସଂସଦରେ ଆମ୍ ଆଦମୀ ପାର୍ଟି (ଏଏପି)ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ଏକ କାଉ ଆକ୍ରମଣ କରିଛି। ଏହି ସମୟରେ ସେ ଫୋନରେ କଥା ହେଉଥିଲେ। ମଙ୍ଗଳବାର ଘଟିଥିବା ଏହି ଘଟଣାର ଫଟୋ ଆଜି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ସେପଟେ ଦିଲ୍ଲୀ ବିଜେପି ରାଘବ ଚଢ଼ାଙ୍କର ଏହି ଫଟୋକୁ ସୋସିଆଲ…

୪ ରାଜ୍ୟରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଲା ବିଜେପି, ଆନ୍ଧ୍ର ବିଜେପି ମୁଖ୍ୟ ହେଲେ ପୁରନ୍ଦେଶ୍ୱରୀ

ଆସନ୍ତା ନିର୍ବାଚନ ନେଇ ସରଗରମ ରହିଛି ସମସ୍ତ ରାଜ୍ୟ । ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ ସଭାପତିଙ୍କୁ ବିଜେପି ବଦଳାଇଛି । ୪ ରାଜ୍ୟରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଇଛି ବିଜେପି । ପଞ୍ଜାବରେ ସୁନିଲ ଝାଖଡ଼ ନୂଆ ସଭାପତି ହୋଇଛନ୍ତି । ସେହିପରି ତେଲେଙ୍ଗାନାରେ କିଶନ ରେଡ୍ଡି,…

ଆବାସ ଯୋଜନାକୁ ନେଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି: ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଛ କୁହାଇ ଓଡ଼ିଶାକୁ ଭ୍ରମିତ କରିଛନ୍ତି । PMAY ଯୋଜନାରେ ଓଡିଶାର ଆଉ ୭ଲକ୍ଷ ହିତାଧିକାରୀ ବଞ୍ଚିତ ଅଛନ୍ତି । ଓଡ଼ିଶାକୁ ଯେତେବେଳ ୧୫ ଲକ୍ଷ ଆବାସ ଆବଶ୍ୟକ…

ବିଜେପିର ବିଫଳତା ନେଇ ବର୍ଷିଲା ବିଜେଡି, ଅଧାପନ୍ତରିଆ ହୋଇ ପଡିଛି ଉଜ୍ଜ୍ୱଳା, ରାଜପଥ ଭଳି କେନ୍ଦ୍ର ଯୋଜନା

ଭୁବନେଶ୍ୱର (କେନ୍ୟୁଜ): ଦରଦାମ ବୃଦ୍ଧି ସହ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗରେ ବିଜେପିକୁ ବିଜେଡିର ଟାର୍ଗେଟ । ଉଜ୍ଜ୍ୱଳା ଯୋଜନା, ଜାତୀୟ ରାଜପଥ ଏବଂ ଟେଲିକମ ଓ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ବିଜେଡି। ବିଜେଡି ଓଡ଼ିଶାର ବିକାଶ ଓ ପ୍ରଗତି…

ସମ୍ବଲପୁରବାସୀଙ୍କ ସହଯୋଗ ଯୋଗୁ ପରିସ୍ଥିତି ସ୍ୱାଭାବିକ ଅଛି, ବିଜେପି ସଂକୀର୍ଣ୍ଣ ରାଜନୀତି କରୁଛିି: ପ୍ରସନ୍ନ…

କେନ୍ୟୁଜ୍(ବ୍ୟୁରୋ): ସମ୍ବଲପୁରବାସୀଙ୍କ ସହଯୋଗ ଯୋଗୁ ପରିସ୍ଥିତି ସ୍ୱାଭାବିକ ହୋଇଛି। ସହରରେ ଭାଇଚାରାର ସମ୍ପର୍କ ଫେରିଛି। ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। BJPର କିଛି ତୁଙ୍ଗନେତା ଭେଦଭାବ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ…