Browsing Tag

bollywood

ଦିନେ ଘରଭଡ଼ା ଦେଇ ପାରୁନଥିବା ବିଜୟ ଦେବରକୋଣ୍ଡା ଏବେ ଫେମସ ସୁପର୍ ଷ୍ଟାର୍

ବଲିଉଡ୍‌ରେ ଏବେ ସାଉଥ୍‌ର ରାଜ୍‌ । ସେ ସାଇଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଟଲିଉଡ୍‌ର ଫିଲ୍ମ ହେଉ କି ଏହାର ନାୟକ ନାୟିକା, ସବୁଥିରେ ବଲିଉଡ୍‌କୁ ପଛରେ ପକାଇ ଦେଇଛନ୍ତି । ଆଉ ବୋହୁଭାଷୀ ସିନେମା କରି ବେଶ୍‌ ବଢ଼ିଆ ଅର୍ଥ ସହ ଦର୍ଶକଙ୍କ ପ୍ରଶଂସା ବି ସାଉଣ୍ଟୁଛନ୍ତି। ପ୍ରଭାସ, ଜୁନିୟର ଏନ୍‌ଟିଆର,…

‘ରକି ଔର ରାନୀ କି ପ୍ରେମ କାହାନୀ’ ରେ ସହ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି ମଲାଇକାଙ୍କ ପୁଅ ଆରହାନ୍…

କରନ ଜୋହରଙ୍କ ଫିଲ୍ମ ରକି ଏବଂ ରାନୀଙ୍କ ପ୍ରେମ କାହାଣୀରେ କେବଳ ଅନେକ ଷ୍ଟାର୍ ନାହାଁନ୍ତି, ଅନେକ ଷ୍ଟାର ପିଲାମାନେ ମଧ୍ୟ ଏହା ମାଧ୍ୟମରେ ନିଜର କ୍ୟାରିଅର୍ ଆରମ୍ଭ କରୁଛନ୍ତି।ଏଥିରେ ଇବ୍ରାହିମ୍, ଅରହାନ୍ ଖାନ୍ ଏବଂ ଆରିନ ମଧ୍ୟ ଅଛନ୍ତି। ମଲାଇକା ଏବଂ ମାଧୁରୀଙ୍କ ପୁଅ ରକି ଏବଂ ରାନୀଙ୍କ…

ତିନି ତଲାକ ପରେ ମଦ ଓ ମୋହବତ୍‌ଠୁ କେବେ ମୁକ୍ତି ପାଇ ନଥିଲେ ମୀନା କୁମାରୀ, ଶେଷ ଜୀବନ ଯାଏ କଟିଥିଲା ଅଶାନ୍ତିରେ

ହିନ୍ଦୀ ସିନେମା ଜଗତର ଏମିତି ଦୁଇଜଣ କଳାକାର ଥିଲେ ଯାହାଙ୍କୁ ଟ୍ରାଜେଡି କିଙ୍ଗ ଓ ଟ୍ରାଜେଡି କ୍ୱିନ ଭାବେ ବଲିଉଡରେ ପରିଚିତ ଥିଲେ । ଜଣେ ଥିଲେ ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାର ଓ ଅନ୍ୟ ଜଣେ ମୀନାକୁମାରୀ । ଫରକ ଥିଲା ଦିଲ୍ଲୀପ କୁମାର ଶେଷ ଜୀବନ ଯାଏ ଶାନ୍ତିରେ ଜୀବନ ବିତାଇଥିବା ବେଳେ…

ପତ୍ନୀ ଦୀପିକାଙ୍କ ସାଙ୍ଗରେ ରାମ୍ପରେ ଚାଲିଲେ ରଣବୀର ସିଂ, ଭିଡ଼ିଓ ହେଉଛି ଭାଇରାଲ୍

ବଲିଉଡ଼ ହଟ କପଲ୍ ରଣବୀର ସିଂ ଓ ଦୀପିକା ପାଦୁକୋନ ପର୍ଶୋନାଲିଟି ପାଇଁ ଖୁବ୍ ଜଣାଶୁଣା। ଏମିତିକି ତାଙ୍କ ଅଭିନୟ ପାଇଁ ଅନେକ ପ୍ରଶଂସା ପାଆନ୍ତି। ତେବେ ବର୍ତ୍ତମାନ ଦୁହେଁ ମିଶି ରାମ୍ପ ଶୋ କରିଛନ୍ତି। ଷ୍ଟେଜରେ ରଣବୀର ଏପରି କିଛି କରିଥିଲେ ଯେ ଭିଡିଓ ହେଉଛି ଭାଇରାଲ। ରଣବୀର ସିଂ ଦୀପିକା…

ଟମ୍ କ୍ରୁଜ୍ ହେଉଛନ୍ତି ଦୁନିଆର ସବୁଠୁ ଦାମୀ ଅଭିନେତା, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ୮୦୦ କୋଟିରୁ ଅଧିକ

କେବଳ ଭାରତୀୟମାନେ ନୁହନ୍ତି, ସାରା ଦୁନିଆରେ ଅଧିକାଂଶ ଲୋକ ଫିଲ୍ମ ତାରକାଙ୍କ ବିଷୟରେ ସବୁ କିଛି ଜାଣିବା ପାଇଁ ଭାରି ଆଗ୍ରହ ରଖନ୍ତି । ଆଉ ସେହି ଅନୁସାରେ ଫିଲ୍ମ ନିର୍ମାଣରେ ସବୁଠାରୁ ଆଗୁଆ ହେଉଛି ହଲିଉଡ୍‌ । ଏଇ ହଲିଉଡ୍‌କୁ ଲୋକେ କପି କରି ଭାରତରେ ନାଁ ଦେଲେ ବଲିଉଡ୍‌, ଟଲିଉଡ୍‌ ଓ…

KGF ଫେମ୍ ୟଶଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗୁଗଲି’ ର ହେବ ରିମେକ୍, ଜଲଦି ଆରମ୍ଭ ହେବ ସୁଟିଂ

KGF ଷ୍ଟାର୍ ୟଶଙ୍କୁ ସମସ୍ତେ ଜାଣନ୍ତି। ୟଶଙ୍କ ବିପରୀତରେ ୨୦୧୩ ରେ କ୍ରିତି ଖରବନ୍ଦା 'ଗୁଗଲି' ଫିଲ୍ମରେ ଅଭିନୟ କରିଥିଲେ। କନ୍ନଡ ଭାଷାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବହୁତ ହିଟ୍ ହୋଇଥିଲା। ଭଲ ରୋଜଗାର କରିବା ସହିତ ଏହା ଅନେକ ପୁରସ୍କାର ମଧ୍ୟ ପାଇଲା। ଏହି ଚଳଚ୍ଚିତ୍ରର…

‘ଭାବିଜୀ ଘର ପର ହୈ’ ଫେମ୍‌ ଦୀପେଶ ଭାନ୍‌ଙ୍କ ପରଲୋକ, କ୍ରିକେଟ୍‌ ଖେଳିବା ବେଳେ ଟଳିପଡ଼ିଲେ

ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୁନିଆକୁ ଅଲ୍‌ବିଦା କହିଛନ୍ତି ଅଭିନେତା ଦୀପେଶ ଭାନ୍‌। ଦୀପେଶ ଲୋକପ୍ରିୟ ଟିଭି ସିରିୟଲ ‘ଭାବିଜୀ ଘର ପର ହୈ’ରେ ମଲଖାନ୍‌ ସିଂହଙ୍କ ଭୂମିକାରେ ଅଭିନୟ କରୁଥିଲେ। ସେ ଦୀର୍ଘ ଦିନ ହେଲାଣି ଏହି ସିରିୟଲ ସହ ଜଡ଼ିତ ଥିଲେ।…

ସ୍ୱତନ୍ତ୍ର ଉତ୍ସବରେ କାହିଁକି ପଡେ ରେଡ୍ କାର୍ପେଟ୍, ଜାଣନ୍ତୁ ଏହା ସହିତ ଜଡିତ ଥିବା ତଥ୍ୟ

ଆପଣ ଅନେକ ସ୍ଥାନରେ ଦେଖିଥିବେ କୌଣସି ପ୍ରୋଗ୍ରାମ ହେଉ କିମ୍ୱା ବଡ଼ ଶୋ, ରେଡ୍ କାର୍ପେଟ୍ ବ୍ୟବହାର କରାଯାଏ। କିନ୍ତୁ ଆପଣ କ'ଣ ଜାଣିଛନ୍ତି କି ଏହା ପଛରେ ଏକ ବିଶେଷ କାରଣ ରହିଛି। ଏହି ରେଡ କାର୍ପେଟର ଇତିହାସ ଆଜିଠାରୁ ନୁହେଁ, କାହିଁ କେଉଁ କାଳରୁ ବିଶେଷ ଭାବେ ରହି ଆସିଛି।ଏହାକୁ ସବୁ…

ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ଗିରଫ, ମାନବ ଚାଲାଣ ମାମଲାରେ ୨ ବର୍ଷ ଭୋଗିବେ ଜେଲ୍‌

ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ଗିରଫ। ୨୦୧୮ ମସିହାରେ ମାନବ ଚାଲାଣ କେସ୍‌ରେ ତାଙ୍କୁ ୨ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା। ଏହାକୁ ସେ ଚ୍ୟାଲେଞ୍ଜ କରିଥିଲେ। ଆଜି ଏହି ମାମଲାର ଶୁଣାଣି ବେଳେ ପଞ୍ଜାବର ପଟିଆଲା କୋର୍ଟ ଦଲେର ମେହେନ୍ଦୀଙ୍କ ୨ ବର୍ଷ ଜେଲ ଦଣ୍ଡକୁ କାଏମ୍‌…

ନିଜ ଗୀତରେ ସିଦ୍ଧାର୍ଥଙ୍କୁ ମନେ ପକାଇଲେ ସେହନାଜ୍, ଭିଡ଼ିଓ ହେଉଛି ଭାଇରାଲ

ହୁଏତ ଆଜି ସିଦ୍ଧାର୍ଥ ଶୁକ୍ଳା ଆଉ ଏଇ ଦୁନିଆରେ ନାହାଁନ୍ତି। କିନ୍ତୁ ସେ ତାଙ୍କ ନିଜ ଲୋକଙ୍କ ମନରେ ସବୁ ଦିନ ପାଇଁ ରହିଛନ୍ତି। ଯାହାର ଏକ ବଡ଼ ଉଦାହରଣ ହେଉଛନ୍ତି ସେ ଗିଲ। ସିଦ୍ଧାର୍ଥ ଶୁକ୍ଳାଙ୍କ ବିୟୋଗ ପରେ ମଧ୍ୟ ସେହନାଜଙ୍କ ମନରେ ତାଙ୍କ ପାଇଁ ପୂର୍ବ ଭଳି ସେତିକି ସମ୍ମାନ ଓ ଭଲ ପାଇବା…

ପଞ୍ଜାବୀ ପରେ ବଲିଉଡରେ ଏଣ୍ଟ୍ରି କରିବେ ସରଗୁନ, ଅକ୍ଷୟ କୁମାରଙ୍କ ସହିତ କରିବେ ରୋମାନ୍ସ

୨୦୦୯ରେ ଆସିଥିବା ଟିଭିର ଲୋକପ୍ରିୟ ଧାରାବାହିକ ୧୨/୨୪ କରୋଲ ବାଗ୍‌ରେ ସରଗୁନ୍‌ ମେହେତା ଡେବ୍ୟୁ କରିଥିଲେ। ଏହି ଶୋରେ ସରଗୁନ୍‌ଙ୍କୁ ଲିଡ ରୋଲ ମିଳିନଥିଲା। କିନ୍ତୁ ବହୁତ ଲୋକଙ୍କ ଠାରୁ ବେଶ୍‌ ପ୍ରଶଂସା ପାଇଥିଲେ ସରଗୁନ୍‌। ଏହାପରେ ଆଉ ପଛକୁ ଫେରିନଥିଲେ ସରଗୁନ୍‌। ଏବେ ସରଗୁନ ପୁଣି…

ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କ୍ୟାମେରା ସାମ୍ନାରେ କାଢ଼ିଦେଲେ ନିଜ ବ୍ରା! ଭିଡିଓ ଦେଖି ପ୍ରିୟଙ୍କା ଚୋପ୍ରା କଲେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଂଶୁଲା କ୍ୟାମେରା ଅନ୍‌ କରି ନିଜ ବ୍ରା କାଢ଼ୁଥିବାର ନଜର ଆସୁଛନ୍ତି। ଅଂଶୁଲା ଯେମିତି ହିଁ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ସଙ୍ଗେ ସଙ୍ଗେ ଏହା ଭାଇରାଲ…