Browsing Tag

brutally murder

ୟୁପିରେ ୬ ଜଣଙ୍କୁ ନିର୍ମମ ହତ୍ୟା, ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ; କାର୍ଯ୍ୟାନୁଷ୍ଠାନ…

ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ଦେବରିଆ ଜିଲ୍ଲାରେ ୬ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ୬ ଜଣଙ୍କୁ କାଟି ହତ୍ୟା କରାଯାଇଛି। ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ହତ୍ୟା…

ଏୟାର୍‌ ହୋଷ୍ଟେସ୍‌ ହତ୍ୟା ଅଭିଯୁକ୍ତଙ୍କ ପୋଲିସ ହେପାଜତରେ ମୃତ୍ୟୁ, ଥାନାର ଟଏଲେଟ୍‌ରୁ ମିଳିଲା ଝୁଲନ୍ତା ମୃତଦେହ

ଟ୍ରେନି ଏୟାର୍‌ ହୋଷ୍ଟେସ୍‌ ରୁପଲ୍‌ ଓଗ୍‌ରେଙ୍କ ହତ୍ୟା ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ। ମୁମ୍ବାଇ ପୋଲିସର ଲକ୍‌ଅପ୍‌ରେ ମୃତ ଅବସ୍ଥାରେ ମିଳିଛନ୍ତି ଏହି ହତ୍ୟା ଅଭିଯୁକ୍ତ। ଶୁକ୍ରବାର ସକାଳେ ଅନ୍ଧେରୀ ଥାନାର ଟଏଲେଟ୍‌ରେ ସେ ନିଜ ପ୍ୟାଣ୍ଟ୍‌ରେ ଫାଶୀ ଦେଇ ଝୁଲିପଡ଼ିଥିବା ଦେଖିବାକୁ…

ପାକିସ୍ତାନରେ ଗୋଟିଏ ପରିବାରର ୯ ଜଣଙ୍କୁ ହତ୍ୟା, ବନ୍ଧୁକଧାରୀ ଘର ଭିତରେ ପଶି ମାରିଥିଲେ ଗୁଳି

ପାକିସ୍ତାନର ଖେବର୍‌ ପଖତୁନଖୱା ପ୍ରଦେଶରେ ବୁଧବାର ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। କିଛି ବନ୍ଧୁକଧାରୀ ଅଜଣା ବ୍ୟକ୍ତି ଘର ଭିତରେ ପଶି ଗୋଟିଏ ପରିବାରର ୯ ଜଣଙ୍କୁ ହତ୍ୟା କରିଛନ୍ତି। ଘଟଣା ଘଟାଇବା ପରେ ସେମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୬…

ଜହ୍ଲାଦ ସ୍ବାମୀର ବର୍ବର କାଣ୍ଡ, ସ୍ତ୍ରୀକୁ ଟିକଟିକ୍ କରି ହାଣି ଅଖାରେ ପ୍ୟାକ କରି ରଖିଥିଲା

ଜଳେଶ୍ୱର(କେନ୍ୟୁଜ):  ଜଘନ୍ୟ ହତ୍ୟା । ସ୍ତ୍ରୀ ହନ୍ତାର ବର୍ବର କାଣ୍ଡ । ସ୍ତ୍ରୀକୁ ପିସ୍‌ ପିସ୍‌ କରି କାଟିଲା । ମୃତଦେହକୁ ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତି କଲା ସ୍ୱାମୀ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପଳାସିଆ ଗାଁରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ମାମା…

ପ୍ରେମିକ ସହ ମିଶି ସ୍ୱାମୀ ଏବଂ ଶାଶୁଙ୍କ ହତ୍ୟା କଲେ ମହିଳା, ଫ୍ରିଜରେ ରଖି ମେଘାଳୟ ଜଙ୍ଗଲରେ ପକାଉଥିଲେ ଖଣ୍ଡ…

ଦିଲ୍ଲୀର ଶ୍ରଦ୍ଧା ଓ୍ଵାକର ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଲିଭ-ଇନ ପ୍ରେମିକାର ଶରୀରକୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ପ୍ରେମିକ । ତା’ ପରେ ପ୍ୟାକ୍‌ କରି ପ୍ରତିଦିନ ଖଣ୍ଡ ଖଣ୍ଡ ଶରୀରକୁ ଜଙ୍ଗଲରେ ପକାଉଥିଲା। ଏବେ ସମାନ ମାମଲା ଗୌହ୍ଵାଟୀରେ ଦେଖିବାକୁ ମିଳିଛି।…

ପାକିସ୍ତାନରେ ଜଘନ୍ୟ ହତ୍ୟାକାଣ୍ଡ! ହିନ୍ଦୁ ମହିଳାଙ୍କ ମୁଣ୍ଡ ଓ ସ୍ତନ ଛେଦନ କରି ବିଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ;…

ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର କମିବାର ନାଁ ଧରୁନାହିଁ। ଏବେ ଜଣେ ବିଧବା ହିନ୍ଦୁ ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ମହିଳାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ ବୀଭତ୍ସ କରି ଦିଆଯାଇଛି। ଏକ ବିଲରୁ ମହିଳାଙ୍କର ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର ପରେ ଆଖପାଖ…

ବ୍ରହ୍ମପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ବଡ଼ବଜାର ଥାନା ତୃପ୍ତିନଗର ତୃତୀୟ ଲାଇନରେ ଯୁବକଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ରଞ୍ଜିତ ପାତ୍ର । ରଞ୍ଜିତଙ୍କୁ ହତ୍ୟା କରାଯାଇଥିବା ନେଇ…

ଦିଲଦାରର ହୃଦୟ ବିଦାରକ କାଣ୍ଡ: ସ୍ତ୍ରୀକୁ ମାରି କଲା ୧୨ ଖଣ୍ଡ, କୁକୁରଙ୍କୁ ଖାଇବାକୁ ଦେଲା ମାଂସ

ଝାଡଖଣ୍ଡ : ଦିଲଦାରର ଦର୍ଦନାକ୍‌ କାଣ୍ଡ । ସ୍ତ୍ରୀକୁ ମାରି ୧୨ ଖଣ୍ଡ । ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡର ହେଲା ପୁନରାବୃତ୍ତି । ଝାଡଖଣ୍ଡ ସାହେବଗଞ୍ଜ ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟା । ଜଣେ ୨୨ ବର୍ଷୀୟ ଆଦିବାସୀ ମହିଳାଙ୍କୁ ତାଙ୍କ ସ୍ୱାମୀ ଦିଲଦାର ଅଂସାରୀ ହତ୍ୟା କରି ୧୨ ଖଣ୍ଡ କରିଥିବା…

ଜଗତସିଂହପୁର ପଟସରା ଗ୍ରାମରେ ନବବଧୂ ହତ୍ୟା ଅଭିଯୋଗ, ୬ ମାସ ତଳେ ହୋଇଥିଲା ବିବାହ

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଟସରା ଗ୍ରାମରେ ଏକ ନବବଧୂ ହତ୍ୟା ଅଭିଯୋଗ । ପଟସରା ଗ୍ରାମର ନରେନ୍ଦ୍ର ବେହେରାଙ୍କ ପୁଅ ନଗେନ ବେହେରା ଜୋରକୁଳ ପାଟେନିଗାଁର ବିଶ୍ୱନାଥ ଜେନାଙ୍କ ଝିଅ ଇତିଶ୍ରୀ ଜେନାଙ୍କୁ ୬ ମାସ ତଳେ ବିବାହ କରିଥିଲେ । ନଗେନ କଟକର ଏକ…

ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟା କଲା ପ୍ରେମିକ, ଅଭିଯୁକ୍ତର ଦୋକାନ ଘର ଓ ଗାଡି ଜାଳି ଦେଲେ ଲୋକେ

ଯାଜପୁର ରୋଡ୍(କେନ୍ୟୁଜ୍): ପ୍ରେମ..ହତ୍ୟା..ତୁମୁଳକାଣ୍ଡ। ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟା କଲା ପ୍ରେମିକ। ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା। ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରୋକ। ଅଭିଯୁକ୍ତର ଦୋକାନ ଘର ଓ ଗାଡିରେ ନିଆଁ ଲଗାଇ ଦେଲେ…

ଘର ଆଗରେ ଦମ୍ପତିଙ୍କୁ ଗୁଳିକରି ହତ୍ୟା, ଅଳ୍ପକେ ବର୍ତ୍ତିଗଲା ପୁଅ

ଆନନ୍ଦପୁର(କେନ୍ୟୁଜ୍): ଗୁଳିମାଡ଼ରେ ଦମ୍ପତିଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବଲାଣି ଥାନା ଲସର୍ଦା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକମାନେ ହେଉଛନ୍ତି ସେହି ଗ୍ରାମର ଲକ୍ଷ୍ମୀଧର ଆପଟ (୪୭) ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟ (୪୦)। ଲକ୍ଷ୍ମୀଧରଙ୍କ ଘର ଆଗରେ ଏକ ତେଜରାତି ଦୋକାନ…

ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ, କିଛି ମାସ ପୂର୍ବରୁ ହୋଇଥିଲା ମରଣାନ୍ତକ ଆକ୍ରମଣ

ଭଦ୍ରକ(କେନ୍ୟୁଜ୍): ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ । ମୃତକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଥାନା ଖଣ୍ଡତଡା ପଂଚାୟତ ମଉଦା ମହାଦେବପୁରର ନରେନ୍ଦ୍ର ସାହୁ । କିଛି ମାସ ପୂର୍ବରୁ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଅଭିଯୁକ୍ତଙ୍କୁ ସେତେବେଳେ ଗିରଫ କରାଯାଇଥିଲା । ତେବେ ନରେନ୍ଦ୍ରଙ୍କ…