Browsing Tag

bus strike

ଆଜି ସ୍ବାଭାବିକ ରହିବ ବସ୍ ଓ ଟ୍ରକ ଚଳାଚଳ, ବନ୍ଦକୁ ସମର୍ଥନ କରୁନାହାନ୍ତି ଘରୋଇ ମାଲିକ ସଂଘ

ଭୁବନେଶ୍ବର (କେନ୍ୟୁଜ୍‌) : ଆଜି ସ୍ବାଭାବିକ ରହିବ ବସ୍ ଓ ଟ୍ରକ ଚଳାଚଳ । ପରିବହନ ଶ୍ରମିକ ସଂଘର ବନ୍ଦ ଡାକରାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ । ବନ୍ଦକୁ ସମର୍ଥନ କରୁନାହାନ୍ତି ଘରୋଇ ବସ୍ ଓ ଟ୍ରକ ମାଲିକ ସଂଘ । ଶନିବାର ହିଟ୍ ଏଣ୍ଡ ରନ୍ ଆଇନ ବିରୋଧରେ ଓଡ଼ିଶାରେ…

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଆସନ୍ତାକାଲି ସୁଦ୍ଧା ଅଭାବ ହୋଇପାରେ ପେଟ୍ରୋଲ: ସଞ୍ଜୟ ଲାଠ

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ତୃତୀୟ ଦିନ । ଆନ୍ଦୋଳନର ପ୍ରଭାବ ସବୁଠି ଦେଖିବାକୁ ମିଳିଛି। ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା…

ବସ୍ ଧର୍ମଘଟ୍ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର (କେନ୍ୟୁଜ): ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ। ଆଜି ପରିବହନ ମନ୍ତ୍ରୀଙ୍କ ଅଧକ୍ଷତରେ ସଚିବାଳୟରେ ଏକ ବୈଠକ ବସିଥିଲା । ଯେଉଁଥିରେ ଘରୋଇ ବସ୍ ମାଲିକ ସଂଘର ଦାବୀକୁ ନେଇ ଆଲୋଚନା ହୋଇଥିଲା । ଲକ୍ଷ୍ମୀ ବସ୍ ଗୁଡିକ ବ୍ଲକରୁ ଜିଲ୍ଲାକୁ ଚଲା ନଯିବା ଦାବୀକୁ ସରକାର ମାନି…

ପଶ୍ଚିମ ଓଡ଼ିଶା ଧର୍ମଘଟରୁ ଓହରିଲା ଘରୋଇ ବସ ମାଲିକ ସଙ୍ଘ, ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି

ଆସନ୍ତାକାଲି ଘରୋଇ ବସ ମାଲିକ ସଙ୍ଘ ପଶ୍ଚିମ ଓଡ଼ିଶାରେ କରିବାକୁ ଥିବା ଧର୍ମଘଟରୁ ଓହରିଲା। ୧୦ ଟି ଜିଲାରେ ବସ ଧର୍ମଘଟ କରିବାକୁ ଡାକରା ଦେଇଥିଲା ସଙ୍ଘ। ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ଆସନ୍ତାକାଲି ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ। କଳାହାଣ୍ଡି ଜିଲ୍ଲା ପାଇଁ ଚାଲିବ ଲକ୍ଷ୍ମୀ ବସ।…

୮ ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ, ଆସନ୍ତା ୧ ତାରିଖରେ ଭବାନୀପାଟଣାରେ ଗଡ଼ିବନି ଘରୋଇ ବସ୍

କେନ୍ୟୁଜ୍(ବ୍ୟୁରୋ): ଘୁଞ୍ଚିଲା ବସ୍ ଧର୍ମଘଟ । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଲା। ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ନଭେମ୍ବର ୮ ତାରିଖରେ ଧର୍ମଘଟ ସଂପର୍କରେ ନିଷ୍ପତ୍ତି ନିଆଯିବ। ତେବେ ଆସନ୍ତା ୧ ତାରିଖରେ ଭବାନୀପାଟଣାରେ ଗଡ଼ିବନି ଘରୋଇ ବସ୍। ୨୪…

ରାଜ୍ୟରେ ଗଡ଼ୁନି ଘରୋଇ ବସ୍ , ଧର୍ମଘଟରେ ସାମିଲ ହୋଇ ନାହିଁ ବାଲେଶ୍ୱର ସଂଘ

ବାଲେଶ୍ଵର (କେନ୍ୟୁଜ): ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ସେପଟେ ରାଜ୍ୟ ବସ ମାଲିକ ସଂଘର ନିଷ୍ପତ୍ତି ବିରୁଦ୍ଧରେ…

ପୂରଣ ହେଲାନି ପ୍ରତିଶ୍ରୁତି, ଆସନ୍ତାକାଲିଠୁ ପୁଣି ବସ ଧର୍ମଘଟ ଡକରା ଦେଲା ଘରୋଇ ମାଲିକ ସଂଘ

ଭୁବନେଶ୍ୱର (କେନ୍ୟୁଜ): ଘରୋଇ ବସ ମାଲିକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗିଲେ ରାଜ୍ୟ ସରକାର । ଫଳରେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ରାଜ୍ୟବ୍ୟାପି ବସ ଧର୍ମଘଟ କରିବାକୁ ସଂଘ ଘୋଷଣା କରିଛି । ୨୦ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୬ରୁ…

ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟ ନିଷ୍ପତ୍ତି ସ୍ଥଗିତ ରଖିଲା ଘରୋଇ ବସ୍ ମାଲିକ ସଂଘ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ସ୍ଥଗିତ ରହିଲା ଘରୋଇ ବସ୍ ଘର୍ମଘଟ । ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟ ନିଷ୍ପତ୍ତି ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଆଜି ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ସକାରାତ୍ମକ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଂଘର…

ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସକାରାତ୍ମକ

ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସକାରାତ୍ମକ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିଛି। ଷ୍ଟିଅରିଂ କମିଟି ବୈଠକ ପରେ ସଂଘ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର…

ଆସନ୍ତା ୧୦ରୁ ସାରା ରାଜ୍ୟରେ ବସ୍ ଧର୍ମଘଟ, ଦାବି ପୂରଣ ନହେବା ଯାଏଁ ଗଡ଼ିବ ନାହିଁ ବସ୍

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ। ସକାଳ ୬ଟାରୁ ଗଡିବ ନାହିଁ ବୋଲି କୌଣସି ବସ । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଅଲ ଓଡିଶା ବସ୍ ମାଲିକ ସଂଘର ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି।…

ବସଧର୍ମଘଟକୁ ଓଲ୍ଲାଇବ ରାଜ୍ୟ ବସ ମାଲିକ ସଙ୍ଘ, ୨ ତାରିଖରେ ୨୪ ଘଣ୍ଟିଆ ବନ୍ଦ ଡାକରା

କେନ୍ୟୁଜ୍(ବ୍ୟୁରୋ): ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସଧର୍ମଘଟକୁ ଓଲ୍ଲାଇବ ରାଜ୍ୟ ବସ ମାଲିକ ସଙ୍ଘ। ଏହାଶହ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ ଅକ୍ଟୋବର ୨ ତାରିଖରେ ସଙ୍ଘ ତରଫରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏକ ଘରୋଇ ହୋଟେଲ ଆୟୋଜିତ ସାମ୍ବାଦିକ ସମିଳନୀରେ ଏଭଳି ନିଷ୍ପତି…

ବଟିକୁ ବିରୋଧ, ଆଜି ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ

ଭଦ୍ରକ (କେନ୍ୟୁଜ୍): ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବାଧାପ୍ରାପ୍ତ। ଜିଲ୍ଲା ବସ୍ ସିଣ୍ଡିକେଟ ପକ୍ଷରୁ ଆଜି ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି। ଗତ ୨ବର୍ଷ ଧରି ଲାଗି ରହିଥିବା ବିବାଦ ଉଗ୍ରଗୂପ ନେଇଛି। ବିଭିନ୍ନ ସମୟରେ ବନ୍ତ ଛକ ବସ୍‌ ଷ୍ଟାଣ୍ଡ ଅଞ୍ଚଳରେ କିଛି ଅସାମାଜିକ ଲୋକ ଦୌରାତ୍ମ…