ବସ୍ ଭିତରେ ପଶିଗଲା ଅନିୟନ୍ତ୍ରିତ କାର, ନାବାଳିକା ସମେତ ୩ ମୃତ
ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ଅହମଦାବାଦ ହାଇେଓ୍ଵରେ ଏହି ଦୁର୍ଘଟଣା ଘଟିଛି । ହାଇେଓ୍ଵରେ କାର ଏବଂ ବସ୍ ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଗୁଜରାଟରୁ ମୁମ୍ବାଇ ଯାଉଥିବା କାର…