ଦିନ ରାତି ଏକ କରି ଶିମିଳିପାଳ ଅଭୟାରଣ୍ୟ ନିଆଁ ଲିଭେଇବାରେ ସଫଳ ହେଲେ ବନ ବିଭାଗ କର୍ମଚାରୀ
ଜଳୁଛି ଶିମିଳିପାଳ । ଗତ କିଛି ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ଏଥିପାଇଁ ବିପଦରେ ଜଙ୍ଗଲ ଏବଂ ବନ୍ୟ ଜୀବଜନ୍ତୁ । ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ…