Browsing Tag

cbi

ବାହାନଗା ଟ୍ରେନ୍‌ ଟ୍ରାଜେଡି ମାମଲା: ଆଉ ୨ ରେଳ କର୍ମଚାରୀଙ୍କୁ ସିବିଆଇର ଜେରା

ବାଲେଶ୍ୱର (କେନ୍ୟୁଜ): ବାହାନଗା ତ୍ରିପଲ ଟ୍ରେନ୍‌ ଟ୍ରାଜେଡି ମାମଲାରେ ଆଉ ୨ ରେଳ କର୍ମଚାରୀଙ୍କୁ ସିବିଆଇର ଜେରା । ପୂର୍ବରୁ ଏହି ୨ ରେଳ କର୍ମଚାରୀଙ୍କୁ ସମନ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ । ଏପଟେ ଅନ୍ୟ ୩ ଜଣଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ସମନ ଜାରି ହୋଇଛି । ଫଳରେ ଆଗକୁ…

ଜମି ବଦଳରେ ଚାକିରି ଦୁର୍ନୀତି: ଲାଲୁ, ଜେତସ୍ୱୀଙ୍କ ନାଁରେ ସିବିଆଇ ଦାଖଲ କଲା ଚାର୍ଜସିଟ୍‌

ଜମି ବଦଳରେ ରେଲେଓ୍ଵରେ ଚାକିରି ଦୁର୍ନୀତି ମାମଲାରେ ଲାଲୁ ପରିବାରର ସମସ୍ୟା ବଢ଼ିଯାଇଛି। ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡି ଦେବୀ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପ୍ରଥମରୁ ହିଁ ତଦନ୍ତର ସାମ୍ନା କରୁଛନ୍ତି। ଏବେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ୩…

ସୋର ସେକ୍ସନର ସିଗ୍‌ନାଲ ଜେଇଙ୍କ ଭଡ଼ାଘର ସିଲ୍‌ କଲା ତଦନ୍ତକାରୀ ସଂସ୍ଥା

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଆକ୍ସନ ମୋଡରେ ସିବିଆଇ। ସୋର ସେକ୍ସନର ସିଗ୍‌ନାଲ ଜେଇ ଅମୀର ଖାନଙ୍କ ସୋରସ୍ଥିତ ଭଡ଼ାଘର ସିଲ୍‌ କଲା ତଦନ୍ତକାରୀ ସଂସ୍ଥା। ଦୁର୍ଘଟଣା ପର ଠାରୁ ସିବିଆଇ ସ୍କାନରରେ ଥିଲେ ଅମୀର ଖାନ। ତାଙ୍କ ଭଡ଼ାଘରକୁ ସଂପୂର୍ଣ୍ଣ ସିଲ୍‌ କରି ତନାଘନା କରୁଛି ସିବିଆଇ…

ବାହାନଗା ଟ୍ରେନ ଟ୍ରାଜେଡି: ତଦନ୍ତର ସପ୍ତାହକ ପରେ ସନ୍ଦିଗ୍ଧଙ୍କ ବିରୋଧରେ ଠୋସ ପ୍ରମାଣ ମିଳିଛି

କେନ୍ୟୁଜ୍(ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡିର କାରଣ ଖୋଜୁଛି ସିବିଆଇ। ତଦନ୍ତର ସପ୍ତାହକ ପରେ ସନ୍ଦିଗ୍‌ଧଙ୍କ ବିରୋଧରେ ଠୋସ ପ୍ରମାଣ ପାଇଥିବା କୁହାଯାଇଛି। ଷ୍ଟେସନର ଆସିଷ୍ଟାଣ୍ଡ ମ୍ୟାନେଜର ଓ ସିଗ୍‌ନାଲ ଇନ୍‌ଚାର୍ଜଙ୍କୁ ମାରାଥନ ଜେରା କରି ବହୁ ତଥ୍ୟ ସିବିଆଇ ହାସଲ କରିଥିବା ଜଣାପଡ଼ିଛି।…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଚରମ ଦାୟିତ୍ୱହୀନତା ନା ଯାନ୍ତ୍ରିକ ତ୍ରୁଟି ? ସତ ଖୋଜୁଛି ସିବିଆଇ

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଇପିସି ଓ ରେଳବାଇ ଆକ୍ଟର ବିଭିନ୍ନ ଧାରାରେ ରୁଜୁ କରାଯାଇଛି ମାମଲା । ପୂର୍ବରୁ ମାମଲା ରୁଜୁ କରିଥିବା ଜିଆରପିଠାରୁ ସିବିଆଇ ତଦନ୍ତ ଭାର ନେଇଛି । ସିବିଆଇ ସହ…

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିସ କରିଛି : ଅଶ୍ୱିନୀ ବୈଷ୍ଣବ

(କେନ୍ୟୁଜ): ଓଡ଼ିଶା ରେଳ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ। ଜୁନ ୨ତାରିଖରେ ବାହାନଗାରେ ହୋଇଥିବା ଦୁର୍ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ କରାଇବାକୁ ରେଲୱେ ବୋର୍ଡ ସୁପାରିଶ କରିଛି। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ଅଶ୍ବିନୀ ବୈଷ୍ଣବ ରବିବାର…

ସିବିଆଇର ବଡ଼ ଧରଣର ରେଡ, ୱାପ୍‌କସ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କ ଘରୁ ଜବତ ହେଲା ନଗଦ ୨୦ କୋଟି ଟଙ୍କା

ଆୟ ଠାରୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ସିବିଆଇର ବଡ଼ ଧରଣର ରେଡ। ୱାପ୍‌କସ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କ ଘରୁ ଜବତ ହେଲା ନଗଦ ୨୦ କୋଟି ଟଙ୍କା। ୨ହଜାର ଟଙ୍କିଆ, ୫ସହ ଟଙ୍କିଆ ସହ ବିଡ଼ାବିଡ଼ା ନୋଟ ଭର୍ତ୍ତି ବ୍ୟାଗ ଦେଖି ଚକିତ ହୋଇଥିଲେ ଅଧିକାରୀ। ଦିଲ୍ଲୀ, ଚଣ୍ଡୀଗଡ଼, ପଞ୍ଚକୁଲା,…

ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ମନୀଷ ସିସୋଦିଆ, ଆଜି ଅପରାହ୍ନରେ ହେବ ଶୁଣାଣି

ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ସୁପ୍ରିମକୋର୍ଟ ଗଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ମଦ ନୀତି ଦୁର୍ନୀତିରେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ପିଟିସନ୍‌ ଦାଖଲ କରିଛନ୍ତି । ପିଟିସନକୁ ଗ୍ରହଣ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି. ଓ୍ଵାଇ ଚନ୍ଦ୍ରଚୂଡ଼ । ଆଜି…

୧୪ ଦିନରେ ପହଞ୍ଚିଲା ପୂର୍ବତନ ରେଳ ଅଧିକାରୀଙ୍କ ଘରେ ଚଢାଉ, ପୁଣି ଲକରରୁ ମିଳିଲା ନଗଦ ୩୬ ଲକ୍ଷ ଟଙ୍କା

(କେନ୍ୟୁଜ): ବଢିଲା ଇଷ୍ଟକୋଷ୍ଟ ରେଲେଓ୍ଵର ପୂର୍ବତନ ପ୍ରିନ୍ସପାଲ ଚିଫ୍‌ ଅପରେସନସ୍‌ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଅଡୁଆ । ପୁଣି ମିଳିଲା ପୂର୍ବତନ IRTS ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ଲକରରୁ ନଗଦ ୩୬ ଲକ୍ଷ ଟଙ୍କା । ଅଷ୍ଟମ ଲକରରୁ ନଗଦ ଟଙ୍କା ସହ ମିଳିଛି ୪୫୭ ଗ୍ରାମ ସୁନା ।…

ସିବିଆଇ ଚାର୍ଜସିଟ୍‌ରେ ବଡ଼ ଖୁଲାସା! ସୋନାଲି ଫୋଗାଟଙ୍କୁ ଜବରଦସ୍ତ ୭ ଥର ଦିଆଯାଇଥିଲା ଡ୍ରଗ୍ସ; ହତ୍ୟା ପଛର କାରଣ ଏବେ…

ସୋନାଲି ଫୋଗାଟ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଏହି ମାମଲାର ତଦନ୍ତ କରୁଥିବାର ସିବିଆଇ ଟିମ୍ ନିଜର ଚାର୍ଜସିଟରେ ଉଲ୍ଲେଖ କରିଛି ଯେ ସୋନାଲି ଫୋଗାଟଙ୍କୁ MDMA ଡ୍ରଗ୍ସ ଜବରଦସ୍ତ ଦିଆଯାଇଥିଲା। ଆଉ ତାହା ବି ଥରେ ନୁହେଁ, ବରଂ ୭ ଥର ତାଙ୍କୁ ପ୍ଲାଷ୍ଟିକ୍ ବୋତଲରୁ ଡ୍ରଗ୍ସ ପିଆଯାଇଥିଲା।…

ଅର୍ଚ୍ଚନା ନାଗ ମାମଲାର ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା, ଫିଟିପାରେ ପ୍ରଭାବଶାଳୀ ନେତାଙ୍କ…

ଭୁବନେଶ୍ୱର (କେନ୍ୟୁଜ): ପୁଣି ଥରେ ଜାମିନ ଆବେଦନ କରିବେ ଅର୍ଚ୍ଚନା ନାଗ୍ । ଆଜି ଭିଡିଓ କନଫରେନ୍ସିଂରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ଓକିଲ କହିଛନ୍ତି ନିର୍ଦ୍ଦୋଷ ପ୍ରମାଣ ପାଇଁ ତାଙ୍କ ପାଖରେ ସମସ୍ତ ତଥ୍ୟ ରହିଛି । ଅନ୍ୟପଟେ ଘଟଣାରେ ସିବିଆଇ ତଦନ୍ତ ଦାବି…

ସିବିଆଇ ହାତକୁ ଗଲା ସୋନାଲି ଫୋଗଟ୍‌ ହତ୍ୟା ମାମଲା! ବୟାନ ଦେଲେ ଗୋଆ ମୁଖ୍ୟମନ୍ତ୍ରୀ…

ସୋନାଲି ଫୋଗଟ୍‌ ହତ୍ୟା ମାମଲାରେ ବଡ଼ କଥା ସାମ୍ନାକୁ ଆସିଛି। ଏବେ ଏହି ମାମଲାର ତଦନ୍ତ କରିବ ସିବିଆଇ। ଏ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତଙ୍କ ବୟାନ ସାମ୍ନାକୁ ଆସିଛି। କହି ରଖୁଛୁ କି, ଅନେକ ଦିନରୁ ସିବିଆଇ ଏହି ମାମଲାକୁ ତଦନ୍ତ କରୁ ବୋଲି ଦାବି ହୋଇ ଆସୁଥିଲା। ଏ ସମ୍ପର୍କରେ…