Browsing Tag

chandpur police

ଅବ୍ୟବସ୍ଥାରୁ ମୁକୁଳିଲା ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା, ନୂତନ ଥାନା ଗୃହ ଉଦଘାଟନ କଲେ ପୋଲିସ ଡିଜି ଓ ପୁରୀ ସାଂସଦ

ଟାଙ୍ଗୀ(କେନ୍ୟୁଜ୍):  ଅବ୍ୟବସ୍ଥା କବଳରେ ଥିବା ଚାନ୍ଦପୁର ଥାନର ସ୍ଥିତିରେ ସୁଧାର ଆସିବ। ନୂଆ ଥାନା ଗୃହକୁ ଆଜି ଉଦଘାଟନ କରିଛନ୍ତି ପୋଲିସ ଡିଜି ଅଭୟ ଓ ପୁରୀ ସାଂସଦ ପିନାକୀ  ମିଶ୍ର ।  ଆଜି ଅପରାହ୍ନରେ ଚାନ୍ଦପୁର ଥାନାର ନୂତନ ଗୃହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି ।  ଏହି ଅବସରରେ…

ନୟାଗଡ: ଚାନ୍ଦପୁର ରାମଚଣ୍ଡୀ ମନ୍ଦିରରେ ଚାଲିଥିଲା ଜୁଆ ଖେଳର ଆସର, ୭ ଜୁଆଡିଙ୍କୁ ଗିରଫ କଲା ପୋଲିସ

ଟାଙ୍ଗୀ(କେନ୍ୟୁଜ୍): ସଟଡାଉନରେ ଜମିଥିଲା ଜୁଆ ଖେଳର ଆସର। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ନିକଟ ରାମଚଣ୍ଡି ମନ୍ଦିର ପରିସରରେ ଚାଲିଥିଲା ଏହି ଜୁଆଖେଳ । କୌଣସି ସୂତ୍ରର ଚାନ୍ଦପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ଚଢାଉ କରି  ୭ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ  ନଗଦ ୨୬୭୦ ଟଙ୍କା…

ନୟାଗଡ଼: ଗିରଫ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ପରେ କ୍ବାରେଣ୍ଟାଇନରେ ଗଲେ ଚାନ୍ଦପୁର ଥାନାର ସମସ୍ତ କର୍ମଚାରୀ

ଟାଙ୍ଗୀ(କେନ୍ୟୁଜ୍):  ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଚାନ୍ଦପୁର ଥାନା କର୍ମଚାରୀ ଜଣେ ଅଭିଯୁକ୍ତକୁ  ଗିରଫ କରି ଥାନାକୁ ଆଣିଥିଲେ । ସରକାରୀ ନିୟମ ଅନୁଯାୟୀ  ଅଭିଯୁକ୍ତର କରନା ଟେଷ୍ଟ କରାଯାଇଥିଲା । ଆଜି ତା ଟେଷ୍ଟ ରେପୋର୍ଟ  ପଜିଟିଭ ଆସିଛି । ତେଣୁ ଅଭିଯୁକ୍ତର ସଂସ୍ପର୍ଶରେ ଆସିଥିବା ଥାନାର…

ନୟାଗଡ: ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ କଲା ଅଭିଯୁକ୍ତ, ଗୁରୁତର ହେବା ପରେ ମାରିଲା ଚମ୍ପଟ

ଟାଙ୍ଗୀ(କେନ୍ୟୁଜ୍):  ପୁଣି ନୟାଗଡ ଜିଲ୍ଲାରୁ ଆସିଲ ନାବାଳିକା ଦୁଷ୍କର୍ମର ଅଭିଯୋଗ। ଘରେ କେହି ନଥିବାର ସୁଯୋଗ ନେଇ ୧୨ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରି ଗୁରୁତର କରିଛି ଅଭିଯୁକ୍ତ । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ଚମ୍ପାପେଡ଼ୀ ଖଣ୍ଡିଆବନ୍ଧ…

ନୟାଗଡ: ପୁଣି ଚାନ୍ଦପୁର ଥାନା ଅଧିକାରୀଙ୍କ ନାଁରେ ଅଭିଯୋଗ, ନ୍ୟାୟପାଇଁ ୭୮ ବର୍ଷୀୟ  ବୃଦ୍ଧାଙ୍କୁ କରୁଥିଲେ ଅବହେଳା,…

ଟାଙ୍ଗୀ(କେନ୍ୟୁଜ୍): କୋଭିଡ଼-୧୯ କୁ ନେଇ ସରକାର ବରିଷ୍ଠ ନାଗରିକ ମାନଙ୍କୁ ଘରେ ରହିବା ନେଇ ସତେତନତା ଓ ନିର୍ଦ୍ଦେଶ ନାମା ଜାରି କରିଥିଲେ ମଧ୍ୟ  ଜଣେ ୭୮ ବର୍ଷ ର ବୃଦ୍ଧାଙ୍କୁ ବାରମ୍ବାର ଥାନାକୁ ଡାକି ହଇରାଣ କରୁଛନ୍ତି ଥାନା ଅଧିକାରୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛିନୟାଗଡ଼ ଜିଲ୍ଲା…

ନୟାଗଡ: ହାତ ଭାଙ୍ଗିଦେଲା ଚାନ୍ଦପୁର ପୋଲିସ, ମୋ ପରିବାର ଚଳିବ କେମିତି?

ଟାଙ୍ଗି(କେନ୍ୟୁଜ୍): ନୟାଗଡ ଜିଲ୍ଲା  ଚାନ୍ଦପୁର ପୋଲିସ ନାଁରେ କର୍ତ୍ତବ୍ୟର ଦୂରୁପଯୋଗ  ଅଭିଯୋଗ। ବର୍ତ୍ତମାନ ସମୟରେ ପୋଲିସକୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଇଛି, ଯିଏ ଏହି ମହାମାରୀ ସମୟରେ ଲୋକଙ୍କୁ ସୁରକ୍ଷା ଦେଇ ଅମାନିଆଙ୍କୁ ସାବାଡ କରିବ। କିନ୍ତୁ ଚାନ୍ଦପୁର ପୋଲିସ ଯୋଦ୍ଧାର…

ନୟାଗଡ: ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡାରେ କାଜୁ ବଗିଚାକୁ କେନ୍ଦ୍ରକରି ହଣାକଟା, ଥାନାରେ ଶବ ରଖି ବିକ୍ଷୋଭ କଲେ…

ଟାଙ୍ଗି(କେନ୍ୟୁଜ): ଗତକାଲି ନୟାଗଡ ଜିଲ୍ଲାର ଚାନ୍ଦପୁର ଥାନା ଅଧିନସ୍ଥ ରାଇପଡା ଗ୍ରାମରେ କାଜୁ ବଗିଚାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ଲରାଯାଇଛି । ତେବେ ଆଜି…

ନୟାଗଡ: ନାବାଳିକାକୁ ଅପହରଣ କରି ଭିକ୍ଷାବୃତ୍ତିରେ ଲଗାଉଥିଲା ଅଭିଯୁକ୍ତ, ଉଦ୍ଧାର କରିଥିବାରୁ ଗ୍ରାମବାସୀ ଦେଲେ…

ଟାଙ୍ଗି: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଚାନ୍ଦପୁରର ନାବାଳିକା ଝିଅ ମିତାଲି ଚୌଧୁରୀ ନିଖୋଜ ଘଟଣାରେ ପୋଲିସକୁ ମିଳିଛି ସଫଳତା। ଦୀର୍ଘ ୧୨ ଦିନ ପରେ ପୋଲିସ ଅଭିଯୁକ୍ତକୁ ଧରିବାରୁ ଗ୍ରାମବାସୀ କଲେ ପୋଲିସକୁ ସମ୍ବର୍ଦ୍ଧନା। ସୂଚନା ମୁତାବକ ଚାନ୍ଦପୁର ଗୋପବନ୍ଧୁନଗର ରାଜେଶ କୁମାର…