Browsing Tag

chandrayan-2

ଇସ୍ରୋ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବେ ବିଭିନ୍ନ ରାଜ୍ୟର ମୋଟ୍‌ ୭୦ ଜଣ…

ବେଙ୍ଗାଲୁରୁ(କେନ୍ୟୁଜ୍): ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବେ ଓଡ଼ିଆ ପୁଅ, ଝିଅ । ବେଙ୍ଗାଲୁରୁ ଇସ୍ରୋ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବେ । ଝାରସୁଗୁଡ଼ା ବନ୍ଧବାହାଲ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ୱର…

ଆଜି ରାତି ଗୋଟାଏ ତିରିଶରୁ ଦୁଇଟା ତିରିଶ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ ଆରମ୍ଭ କରିବ ଲ୍ୟାଣ୍ଡର ବିକ୍ରମ, ଦେଖନ୍ତୁ…

କେନ୍ୟୁଜ୍: ଆଜି ରାତି ଗୋଟାଏ ତିରିଶରୁ ଦୁଇଟା ତିରିଶ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ ଆରମ୍ଭ କରିବ ଲ୍ୟାଣ୍ଡର ବିକ୍ରମ । ଏହା ପୂର୍ବରୁ ଗତକାଲି ରାତିରେ ଇସ୍ରୋ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଇସ୍ରୋ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂକୁ ବିସ୍ତାର ଭାବେ ବୁଝାଯାଇଛି…

ପାଖେଇ ଆସୁଛି ଐତିହାସିକ ମୁହୂର୍ତ୍ତ, ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହେଉଛି ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ(କେନ୍ୟୁଜ୍) : ପାଖେଇ ଆସୁଛି ଐତିହାସିକ ମୁହୂର୍ତ୍ତ। ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହେଉଛି ଲ୍ୟାଣ୍ଡର ବିକ୍ରମ। ସମୟ ପାଖେଇ ଆସିବା ସହ ସମସ୍ତଙ୍କ ହୃଦ୍‌ସ୍ପନ୍ଦନ ବଢିଛି। ଇତିହାସ ସୃଷ୍ଟି କରିବା ଅପେକ୍ଷାରେ ଇସ୍ରୋ। ଆଜି ରାତି ଗୋଟାଏରୁ ଦୁଇଟା ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ…

ରୋଭର ପ୍ରଜ୍ଞାକୁ ନେଇ ଆଗକୁ ବଢୁଛି ଲ୍ୟାଣ୍ଡର ବିକ୍ରମ, ଆଜି ଚନ୍ଦ୍ର ନିକଟକୁ ଲ୍ୟାଣ୍ଡରକୁ ଆଣିବାକୁ ପ୍ରୟାସ କରିବେ…

ନୂଆଦିଲ୍ଲୀ : ମିଶନ୍‌ ଚନ୍ଦ୍ରାୟନ-୨ରେ ଆଉ ପାଦେ ଆଗେଇଲା ଇସ୍ରୋ । ଚନ୍ଦ୍ରାୟନ-୨ର ଅର୍ବିଟରଠାରୁ ସଫଳତାର ସହ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ । ଏବେ ପୃଥକ ଭାବେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଲ୍ୟାଣ୍ଡର । ଅଲଗା ହେବା ପରେ ଲ୍ୟାଣ୍ଡର ବିକ୍ରମ ଏବେ ଚନ୍ଦ୍ରର ୧୧୯ ଗୁଣା ୧୨୭…

ମିଶନ୍‌ ଚନ୍ଦ୍ରାୟନ-୨ରେ ଆଉ ପାଦେ ଆଗେଇଲା ଇସ୍ରୋ, ଅର୍ବିଟରଠାରୁ ଅଲଗା ହୋଇ ଯାତ୍ରା କଲା ଲ୍ୟାଣ୍ଡର ବିକ୍ରମ

କେନ୍ଯୁଜ୍: ମିଶନ୍‌ ଚନ୍ଦ୍ରାୟନ-୨ରେ ଆଉ ପାଦେ ଆଗେଇଲା ଇସ୍ରୋ। ଚନ୍ଦ୍ରାୟନ-୨ର ଅର୍ବିଟରଠାରୁ ସଫଳତାର ସହ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ। ଭାରତୀୟ ସମୟ ମଧ୍ୟାହ୍ଣ ଗୋଟାଏ ୧୫ ମିନିଟରେ ଅଲଗା ହୋଇ ପୃଥକ ଭାବେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଲ୍ୟାଣ୍ଡର। ଏହା ଠିକ୍‌ ଭାବରେ କାମ କରୁଛି…

ଚନ୍ଦ୍ରରୁ ଖୁସି ଖବର, ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨

ଚନ୍ଦ୍ରରୁ ଖୁସି ଖବର । ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨ । ଦୁଇ ହଜାର ୬୫୦ କିଲୋମିଟର ଉପରୁ ଏହି ଫଟୋ ପଠାଇଛି ବିକ୍ରମ ଲ୍ୟାଣ୍ଡର । ଗତକାଲି ଏହି ଫଟୋ ଉଠାଇଥିଲା ବିକ୍ରମ ଲ୍ୟାଣ୍ଡର । ଫଟୋରେ ମେୟାର ଓରିଏଣ୍ଟାଲ ବେସିନ୍‌ ଓ ଆପୋଲୋ କ୍ରାଟର ଦେଖାଯାଉଛି। ଗତ ମଙ୍ଗଳବାର ପୃଥିବୀର କକ୍ଷପଥ ଛାଡି…

ପୃଥିବୀ ଛାଡ଼ି ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରାୟାନ-୨

ପୃଥିବୀ ଛାଡ଼ି ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରାୟାନ-୨ । ଆରମ୍ଭ ହେଲା ଚନ୍ଦ୍ରାୟାନ-୨ର ଟ୍ରାନସ ଲୁନାର ଇଞ୍ଜେକସନ । ଅଗଷ୍ଟ ୨୦ ତାରିଖ ବେଳକୁ ମହାକାଶ ଯାନ ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରି ଘୂରି ବୁଲିବ । ଆସନ୍ତା ସେପ୍ଚେମ୍ବର ୭ରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ…

ଚନ୍ଦ୍ରାୟନ-୨ ପଠାଇଲା ଖୁସି ଖବର, ମହାକାଶରୁ ଦେଲା ପୃଥିବୀର ପ୍ରଥମ ଫଟୋ

ମିଶନ୍‌ ମୁନ୍‌ରେ ଯାଇଥିବା ଚନ୍ଦ୍ରାୟନ-୨ ଚନ୍ଦ୍ରର ନିକଟବର୍ତ୍ତୀ ହେଉଛି । ସାରା ଦେଶ ଏହି ମିଶନର ସଫଳତାକୁ ନେଇ ଅନାଇ ରହିଥିବା ବେଳେ ଖୁସି ଖବର ପଠାଇଛି ଚନ୍ଦ୍ରାୟନ-୨ । ମହାକାଶରୁ ପଠାଇଛି ପୃଥିବୀର ପ୍ରଥମ ଫଟୋ । କିଛି ଚମତ୍କାର ଫଟୋ ଏବେ ଇସ୍ରୋର ହସ୍ତଗତ ହୋଇଛି । ଏନେଇ ଟ୍ଵିଟ୍‌ କରି…

ଚନ୍ଦ୍ରାୟନ-୨ର ସଫଳ ଉତ୍‌କ୍ଷେପଣର ତିଥି ନିର୍ଦ୍ଧାରଣ ପାଇଁ ନିଆଯାଇଥିଲା ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ଚନ୍ଦ୍ରାୟନ-୨ର ସଫଳ ଉତ୍‌କ୍ଷେପଣ ପଛରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶୁଭେଚ୍ଛା ଓ ପ୍ରେରଣା। ଉତ୍‌କ୍ଷେପଣ ତିଥି ନିର୍ଦ୍ଧାରଣ ପୂର୍ବରୁ ଇସ୍ରୋ ବୈଜ୍ଞାନିକ ମାନେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଥିବା ଜଣାପଡ଼ିଛି। ଇସ୍ରୋକୁ ଯାଇ ବୈଜ୍ଞାନିକମାନଙ୍କୁ ବୈଦିକ ଗଣିତ ଓ ମହାକାଶ ବିଜ୍ଞାନର…

ମୁନ ମିଶନରେ ଭାରତ ହେବ ଚତୁର୍ଥ ଦେଶ: ଏନେଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର…

ନୂଆଦିଲ୍ଲୀ(କେନ୍ୟୁଜ୍) : ଚନ୍ଦ୍ରାୟଣ-୨ ଉତ୍‌କ୍ଷେପଣ ପରେ ଟ୍ଵିଟ୍‌ କରି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଚନ୍ଦ୍ରାୟଣ-୨ର ସଫଳତା କାମନା କରିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କାର୍ଯ୍ୟାଳୟରେ ଚନ୍ଦ୍ରାୟନ-୨ର…