Browsing Tag

Chariot construction

ରଥଖଳାରେ ବିବାଦ, ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ

ପୁରୀ: ପୁରୀରେ ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ । ରଥ ନିର୍ମାଣ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ । ସ୍ଵତ୍ଵଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ହୋଇଛି ବିବାଦ । ଚିରଟ କାଠ , ଖେ଼ଇକୁ ନେଇ ବିବାଦ ଦେଖାଦେଇଛି । ମହାପ୍ରଭୁଙ୍କ ରଥ କାଠରୁ ବାହାରୁଥିବା ଗୁଣ୍ଡ କାଠକୁ ଖେଇ…

ପାଖେଇ ଆସୁଛି ଘୋଷଯାତ୍ରା, ୩୭ ଦିନରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୭ ଦିନରେ ପହଞ୍ଚିଛି । ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଜୋର୍ ଧରିଛି । ତିନିରଥର ପାଞ୍ଚ ଦଣ୍ଡା ସହ ଜାରୀ ରହିଛି ପାର୍ଶ୍ୱ ଦଣ୍ଡା ଚଉପଟ କାର୍ଯ୍ୟ । ୪ ଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ…

ଆଗେଇ ଚାଲିଛି ୩ ରଥର କାମ, ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି

ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା । ଦ୍ରୁତଗତିରେ ଆଗେଇ ଚାଲିଛି ୩ ରଥର କାମ । ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ବିନ୍ଧ ଗୁଡ଼ିକର ଆବଶ୍ୟକତାକୁ ପରଖା ଯାଇ ନିହାଣ ମରା କାର୍ଯ୍ୟ ଜାରୀ ରହିଛି । ଏଥିସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ଅର…

ଚଳଚଞ୍ଚଳ ରଥଖଳା, ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଶେଷ

ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଆଜି ରଥ ନିର୍ମାଣର ପଞ୍ଚମ ଦିନ ହୋଇଥିବା ବେଳେ, ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ଵକର୍ମା, ଭୋଇ, କରତି ଓ କମାର ସେବାୟତ । ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ଏବେ ତୁମ୍ବ କାର୍ଯ୍ୟ ଜୋରସୋରରେ…

ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ, ଶ୍ରୀମନ୍ଦିରରୁ ତିନି ବାଡ଼ରୁ ଆଜ୍ଞା ମାଳ ବିଜେ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଲାଗି ପ୍ରସ୍ତୁତି ଆରମ୍ଭ । ଆଜିଠାରୁ ବିଧିବଦ୍ଧ ଭାବେ ରଥ ଖଳାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ମନ୍ଦିରରୁ ତିନି ବାଡ଼ରୁ ପୂଜା ପଣ୍ଡା ସାମନ୍ତ ମାନେ ଆଜ୍ଞା ମାଳ…

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ହେଲା ଅନୁକୂଳ, କାଲି ଠାରୁ ଶ୍ରୀନହର ସମ୍ମୁଖ ଚାଳିରେ ତିନି ରଥ ତିଆରିର ଶୁଭାରମ୍ଭ

ପୁରୀ: ପବିତ୍ର ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିଟି ୧୨ ଫୁଟିଆ ଧଉରା କାଠକୁ ବାରିକେଡ ଘେରାଇ ରଖାଯାଇଥିଲା । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଶୋତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜା…

ଆଜି ତିନି ରଥର ଶେଷ ହୋଇଛି ୮ଟି ଲେଖାଏଁ ନାଟଗୋଡର ଉଭୟ ପାର୍ଶ୍ୱର ମୁଖ ସାଲ କାର୍ଯ୍ୟ

ପୁରୀ : ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ରଥ ଖଳା ରେ ଦ୍ରୁତଗତିରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଚକ ନିର୍ମାଣ ଶେଷ ପରେ, ଆରମ୍ଭ ହୋଇଯାଇଛି ତିନି ରଥର ଅଖ ନିର୍ମାଣ । ତାସହିତ ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ, ସମସ୍ତ ଅଖ ନିର୍ମାଣ ପରେ ପାଞ୍ଚ ଦଣ୍ଡା…

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ, ରଥ ନିର୍ମାଣରେ ଲାଗିଛନ୍ତି ସେବକ

ପୁରୀ : ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ ।  ଚଳଚଞ୍ଚଳ ରଥ ଖଳା ।  ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ସତ୍ତ୍ୱେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରଥ ନିର୍ମାଣରେ ଲାଗିଛନ୍ତି ସେବକ ।   ତିନି ରଥର ଚକ, ଚଉତା,ନିରାଡ଼ି,ଖମ୍ବି ଓ ଗୁଜ ତିଆରି ଚାଲିଛି ।  ଶ୍ରୀକ୍ଷେତ୍ର ଭଉଁରୀ ପରେ ରଥର ଗୟଳ ନିର୍ମାଣ…

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଖଳାରେ ଚାଲିଛି ରଥ ନିର୍ମାଣ କାମ

ପୁରୀ: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଖଳାରେ ଚାଲିଛି ରଥ ନିର୍ମାଣ କାମ ।  ଏବେ ତିନିରଥର ଚକ ନିର୍ମାଣ ସହ ଭୂଇଁ ଚଉତା, ଖମ୍ୱୀ ଏବଂ ନିରାଡ଼ି କାଠର ଚଉପଟ କାର୍ଯ୍ୟ ଜାରି ।  ତାଳଧ୍ଵଜ ରଥର ୯ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଆଉ ଦୁଇଟି ଚକ ନିର୍ମାଣ ରହିଛି । ଏଥିସହ…

ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମଧ୍ୟ ସୋରଡା ପଣ୍ଡା ଖୋଳ ଜଙ୍ଗଲରୁ ୭୩ ଖଣ୍ଡ କାଠ ପଠାଗଲା ଶ୍ରୀକ୍ଷେତ୍ର

ସୋରଡା: ପୁରୀ ରଥଯାତ୍ରା ପାଇଁ ପୁଣି ଚଳିତ ବର୍ଷ ସୋରଡା ଗାଜଳବାଡି ଜଙ୍ଗଲର ପଣ୍ଡାଖୋଳ ସଂରକ୍ଷଣ ଜଙ୍ଗଲରୁ ୭୩ ଖଣ୍ଡ କାଠ ଶନିବାର ପୁରୀ ଅଭିମୁଖେ ଯାଇଛି । ଦ୍ୱିତୀୟ ଥର ପାଇଁ ଏହି ସୌଭାଗ୍ୟ ଅର୍ଜନ କରିଛି ସୋରଡା ବନାଞ୍ଚଳ । ସୋରଡା ପଣ୍ଡାଖୋଳ ଜଙ୍ଗଲରେ ବହୁ ପରିମାଣରେ ଢାଉରା ଓ ଅସନା ବଡ ବଡ…

ପୁରୀକୁ ନଯାଇପାରିଲେ କିଛି ଦୁଃଖ ନାହିଁ, ଏଇଠୁ ରଥ କାଠକୁ ଛୁଇଁଦେଲେ ସବୁ କଷ୍ଟ ଦୂର ହୋଇଯିବ

ଭଞ୍ଜନଗର : ଏପଟେ ଘଞ୍ଚ ଜଙ୍ଗଲ, ସେପଟେ ରାଜପଥ । ମଝିରେ ଚାଲିଥିଲା ହୋମଯଜ୍ଞ । ସଂକୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ଭକ୍ତିମୟ ହୋଇ ଉଠୁଥିଲା, ସମୁଦାୟ ପରିବେଶ । ସାମିଲ୍ ହୋଇଥିଲେ, ପିଲାଠୁ ବୟସ୍କ । ପାଖ ଜଙ୍ଗଲ ଏବଂ ନିଜ ଗାଁ ମାଟିରୁ ସଂଗୃହିତ କାଠ ଯିବ ମହାପ୍ରଭୁଙ୍କ ଧାମକୁ ।…

ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ଦିଗ ନିର୍ଣ୍ଣୟ ପୂର୍ବକ ଚକ, ଅଖ ସେଟିଂ ହୋଇ ତିନି ରଥ ଉପରକୁ ଦଣ୍ଡା ଫ୍ରେମ ଉଠି କଣ୍ଟା ବାଡିଆ ଶେଷ ହୋଇଛି । ତିନି ରଥ ମୁଖ୍ୟ ମହାରଣାଙ୍କ ଦ୍ଵାରା ଅନୁକୂଳ ପୁଜାପରେ ଦଣ୍ଡାଗୁଡ଼ିକ ଅଖ ଉପରେ…