Browsing Tag

Chilika

ଚିଲିକା ନିକଟବର୍ତ୍ତୀ ଅଞ୍ଚଳରୁ ୭ଟି ମୃତ ବିଦେଶୀ ପକ୍ଷୀ ଜବତ, ୨ ଶିକାରୀ ଗିରଫ

ଟାଙ୍ଗୀ(କେନ୍ୟୁଜ୍): ଚିଲିକାରେ ଏବେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢୁଛି । ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା  କରାଯାଇଛି । କିନ୍ତୁ ଗଳା ବାଟଦେଇ ପକ୍ଷୀ ଶୀକାରୀମାନେ ସକ୍ରିୟ ହେଉଛନ୍ତି । ପକ୍ଷୀ ଶିକାର କରିବାକୁ ପଛ ଘୁଞ୍ଚା ଦେଉ ନାହାଁନ୍ତି । ଆଜି …

ନୀଳାମ୍ବୁ ଚିଲିକାରେ ମେଲିଛି ରଙ୍ଗର ପସରା, ଶୀତର ପହିଲି ସ୍ପର୍ଶରେ ଆସିଲେଣି ନୂଆ ଅତିଥି

ଟାଙ୍ଗୀ(କେନ୍ଯୁଜ୍): ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି । ଦେଶବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ପକ୍ଷୀ ମାନଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ । ଏବେ ଚିଲିକା ପାଲିଟିଛି ଦେଶି ବିଦେଶୀ ପକ୍ଷୀମାଙ୍କ ପାଇଁ ଭୂସ୍ୱର୍ଗ । ନିଳାମ୍ବୁ ଚିଲିକାରେ ମେଲିଛି…

ଅଶାନ୍ତ ଚିଲିକା: ବାତ୍ୟା ଗୁଲାବ ପ୍ରଭାବରେ ମା କାଳିଜାଇଙ୍କ ମନ୍ଦିର ବେଢାରେ ଖେଳିଲା ଲହଡି

ଟାଙ୍ଗୀ(କେନ୍ଯୁଜ୍): ଅଶାନ୍ତ ଚିଲିକା । ଉଠିଲା ଜୁଆର, ବେଢାରେ ଖେଳିଲା ଲହଡି । ବାତ୍ୟା ଗୁଲାବ ପ୍ରଭାବରେ ଚିଲିକା ମଝିରେ ଥିବା ମା କାଳିଜାଇଙ୍କ ମନ୍ଦିର ବେଢାକୁ ଛୁଇଁଥିଲା ପାଣି । ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ସତର୍କ କରାଯିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।…

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କାର୍ଯ୍ଯନୁଷ୍ଠାନ: ଚିଲିକାରେ ଚାଲିଛି ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ

ବ୍ରହ୍ମଗିରି(କେନ୍ଯୁଜ୍): ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ । ବ୍ରହ୍ମଗିରି ତହସିଲ ଅଧିନ ସୁନାମୁହଁ ଆରଆଇ ଅଞ୍ଚଳରେ ଗଢ଼ି ଉଠିଛି ଚିଙ୍ଗୁଡି ଘେରି । ଏହି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମଗିରି ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ରହ୍ମଗିରି ଥାନା…

ଖୋର୍ଦ୍ଧା: ଚିଲିକାରେ ପୁଣି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ, ଆଜି ୫୫ ଏକର ଘେରି ଉଚ୍ଛେଦ

କେନ୍ୟୁଜ୍(ବ୍ୟୁରୋ):  ମରାଳ ମ‍ାଳିନୀ ନିଳାମ୍ଵୁ ଚିଲିକାରେ  ଶହ ଶହ  ମତ୍ସ୍ୟଜୀବୀ  ମାଛ  ମାରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ହେଲେ ଚିଲିକାରେ କେତେକ ଅସାଧୁ ମାଫିଆ ଵେଆଇନ ଘେରି କରିବା ଯୋଗୁଁ ଚିଲିକାରେ ମାଛ ଉତ୍ପାଦନ କମ୍ ହେବା ସହ ଚିଲିକା ତାର  ସୌନ୍ଦର୍ଯ୍ୟ ହରାଉଛି ।…

ମାନସିକ ପୂରଣ ପାଇଁ ଏହି ମନ୍ଦିରରେ ବ୍ରତ ଧାରଣ କରନ୍ତି ଭକ୍ତ, ଜାଣନ୍ତୁ ଚିଲିକାର ମଙ୍ଗଳା ମନ୍ଦିରର ମାହାତ୍ମ୍ୟ

ଆଜିକାଲି ଲୋକେ ଧୀରେ ଧୀରେ ସହର ମୁହାଁ ହୋଇ ନିଜ ପାରମ୍ପରିକ ପୂଜା ଉତ୍ସବକୁ ଭୁଲି ଯାଉଛନ୍ତି ଓ ପାଶ୍ଚାତ୍ୟ ସଭ୍ଯତାର ଜୀବନ ଶୈଳୀକୁ ଆପଣାଇବାରେ ଲାଗିଛନ୍ତି। କିନ୍ତୁ ଏବେ ବି ଗ୍ରାମାଞ୍ଚଳରେ ସେହିସବୁ ପ୍ରାଚୀନ ଆସ୍ଥା ଓ ବିଶ୍ୱାସକୁ ପାଥେୟ କରି ଚୈତ୍ର ମାସରେ ଶହ ଶହ ପୁରୁଷ ଭକ୍ତ ମାନସିକ…

ଚିଲିକାରେ ଆରମ୍ଭ ହୋଇଛି ପ୍ରାଣୀ ଓ ଉଦ୍ଭିଦ ଗଣନା, ମୋଟ ୧୮ଟି ଟିମ୍‌ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ

ବ୍ରହ୍ମଗିରି: ଚିଲିକାରେ ଫ୍ଲୋରା ଫୋନା ସର୍ଭେ। ସକାଳ ୬ଟାରୁ ପ୍ରାଣୀ ଓ ଉଦ୍ଭିଦ ଗଣନା ଆରମ୍ଭ ହୋଇଛି। ମୋଟ ୧୮ଟି ଟିମ୍‌ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସାତପଡ଼ାରୁ ୮ଟି ଟିମ୍‌ ଓ ବାଲୁଗାଁରୁ ୧୦ଟି ଟିମ୍‌ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଚିଲିକାରେ ଦେଖାଦେଉଥିବା ମାଛ,…

ବାର୍ଡ ଫ୍ଲୁ ଆଶଙ୍କାକୁ ଦୃଷ୍ଟିରେ ରଖି ଚିଲିକାରେ ସମ୍ପୂର୍ଣ୍ଣ ସଜାଗ ରହିଛି ବନ୍ୟ ପ୍ରାଣୀ ବିଭାଗ 

ଟାଙ୍ଗୀ: ବାର୍ଡ ଫ୍ଲୁ ଆଶଙ୍କାକୁ ଦୃଷ୍ଟିରେ ରଖି ଚିଲିକାରେ ସମ୍ପୂର୍ଣ୍ଣ ସଜାଗ ରହିଛି ବନ୍ୟ ପ୍ରାଣୀ ବିଭାଗ  । ଚିଲିକାର ନଳବଣ ଓ ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟରୁ ବନ୍ୟପ୍ରାଣୀ ବିଭାଗ ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସାଧିକାରୀ ପ୍ରତି ବର୍ଷ ବାର୍ଡ ସାମ୍ପୁଲ କଲେକ୍ସନ କରି ଲ୍ଯାବକୁ ପଠାଇଥାନ୍ତି…

ଶୀତର ପହିଲି ସ୍ପର୍ଶରେ ଚିଲିକାରେ ଜମିଲାଣି ଲକ୍ଷାଧିକ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ

ଟାଙ୍ଗୀ: ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି । ଦେଶି ବିଦେଶୀ ପକ୍ଷୀଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ । ଏବେ ଚିଲିକା ପାଲିଟିଛି ଦେଶି ବିଦେଶୀ ପକ୍ଷୀମାଙ୍କ ପାଇଁ ଭୂସ୍ୱର୍ଗ । ନିଳାମ୍ବୁ ଚିଲିକାରେ ମେଲିଛି ରଙ୍ଗର ପସରା । ଭଳିକି ଭଳି ରଙ୍ଗ ବେରଙ୍ଗର ପକ୍ଷୀ…

ଦିନକୁ ଦିନ ଛୋଟ ହେଇଯାଉଛି କି ଚିଲିକା? ସିଲ୍‌ଟେସନ୍‌ ପାଇଁ ୭୦ ବର୍ଗ କିଲୋମିଟର ସଙ୍କୁଚିତ ସୂଚନା

ଚିଲିକା: ସଙ୍କୁଚିତ ହେଉଛି କି ଚିଲିକା ? ସିଲ୍‌ଟେନ୍‌ ପାଇଁ ୭୦ ବର୍ଗ କିଲୋମିଟର ସଙ୍କୁଚିତ ହୋଇଥିବା ସୂଚନା ମିଳିଛି । ବ୍ରିଟିଶ ସମୟରେ ହୋଇଥିବା ଆକଳନରେ ମୋଟ କ୍ଷେତ୍ରଫଳ ୧୧୬୫ ବର୍ଗ କିଲୋମିଟର ଥିଲା । ଏବେ ସାଟେଲାଇଟ୍‌ ଇମେଜ୍‌ରେ ୧୦୯୫ ବର୍ଗ କିଲୋମିଟର ରହିଛି । ପ୍ରତିବର୍ଷ ଚିଲିକାରେ…

ବୁଧବାରଠାରୁ ଚିଲିକାରେ ଆରମ୍ଭ ହେବ ଦ୍ୱିତୀୟ ଫେରି ସେବା, ସରିଲା ଟ୍ରାଏଲ ରନ୍‌

ଚିଲିକା: ଚିଲିକାରେ ଆରମ୍ଭ ହେବ ଦ୍ୱିତୀୟ ଫେରି ସେବା। ବୁଧବାରଠାରୁ ଜହ୍ନିକୁଦରୁ ସାତପଡ଼ା ଯାଏ ଚାଲିବ ଫେରି। ଗତକାଲି ଏହାର ଟ୍ରାଏଲ ରନ୍‌ ସରିଛି। କୃଷ୍ଣପ୍ରସାଦ ବ୍ଲକରୁ ପୁରୀକୁ ଯାଉଥିବା ଲୋକଙ୍କୁ ଏହା ସହାୟକ ହେବ। ଏହି ଫେରିରେ ଏକାଥରେ ୧୫୦ ଜଣ ଯାଇ ପାରିବେ। ମୋଟରସାଇକଲ ମଧ୍ୟ ଫେରିରେ…

ଖୋର୍ଦ୍ଧା: ବାଣପୁରରେ ବଢୁଛି କରୋନା, ବ୍ଲକ୍ ଓ ଏନଏସିକୁ ସଟଡାଉନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ପ୍ରଶାସନର…

ଟାଙ୍ଗୀ(କେନ୍ୟୁଜ୍):  ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।   ଯଦି ଏହିପରି ଆକ୍ରାନ୍ତ ବଢୁଥିବେ ତାହାଲେ ଅଳ୍ପ ଦିନ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ନମ୍ବର ହଟସ୍ପଷ୍ଟ ଜିଲ୍ଲା ଭାବେ ପରିଗଣିତ ହେବ ବୋଲି ଜନସାଧାରଣରେ ଆଲୋଚନା ଚାଲିଛି।…