Browsing Tag

cholesterol

 ଏହି ୫ ପରିବା କୋଲେଷ୍ଟ୍ରଲ କମାଇବାରେ କରିଥାଏ ସାହାଯ୍ୟ, ରକ୍ତ କରିଥାଏ ପରିସ୍କାର

କଣ ଆପଣ ବି କୋଲେଷ୍ଟ୍ରଲ ପାଇଁ ଚିନ୍ତିତ ଅଛନ୍ତି | ଆସନ୍ତୁ ଜାଣିବା କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିବାର ସହଜ ଉପାୟ | ଆପଣଙ୍କୁ କେଉଁ ଜିନିଷ ସେବନ କରିବାକୁ ହେବ ଓ କଣ ନ ଖାଇବାକୁ ହେବ ଜାଣିବା | କୋଲେଷ୍ଟ୍ରଲ 2 ପ୍ରକାର ହୋଇଥାଏ | ଗୋଟିଏ ଗୁଡ଼ କୋଲେଷ୍ଟ୍ରଲ ଓ ଅନ୍ୟଟି ବ୍ୟାଡ଼ କୋଲେଷ୍ଟ୍ରଲ |…

ଶରୀରର ଏହି ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଥିଲେ ହୋଇଥାଏ ହାଇ କୋଲେଷ୍ଟ୍ରଲ, ଜାଣନ୍ତୁ ଲକ୍ଷଣ

ହାଇ କୋଲେଷ୍ଟ୍ରଲ ବିଷୟରେ ଆପଣ ଶୁଣିଥିବେ ନିଶ୍ଚିତ । ଯାହାକି ଶରୀରରେ ଅଧିକ ଚର୍ବି ହେବା ଦ୍ଵାରା ହୋଇଥାଏ ଏବଂ ଶରୀରରେ ମଧ୍ୟ ପ୍ରବଳ ଯନ୍ତ୍ରଣା ହୋଇଥାଏ। କହିବାକୁ ଗଲେ ଏହାର କୌଣସି ଲକ୍ଷଣ ପ୍ରଥମେ ଜଣା ପଡେନାହିଁ କିନ୍ତୁ ଏହା ମଣିଷ ଜୀବନ ପାଇଁ ଘାତକ ହୋଇଥାଏ। 'କୋଲେଷ୍ଟ୍ରୋଲ୍' ର ମାନେ…

ଅଟାକୁ ଏଭଳି ଭାବେ କରନ୍ତୁ ବ୍ୟବହାର, ନିୟନ୍ତ୍ରିତ ରହିବ କୋଲେଷ୍ଟ୍ରୋଲ

ଏକ୍ସରସାଇଜ୍‌ ବା ବ୍ୟାୟାମ କୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଜରୁରୀ, ଏହା ସମସ୍ତେ ଜାଣନ୍ତି। କିନ୍ତୁ ଏହାସହିତ ବି ଡାଏଟ୍‌ରେ କ’ଣ ନେବା, କିପରି ଏବଂ କେତେ ପରିମାଣରେ ନେବା, ତାହା ଉପରେ ଧ୍ୟାନ ରଖିବା ବହୁତ ଜରୁରୀ ହୋଇଥାଏ। କାରଣ, ଏହା କୋଲେଷ୍ଟ୍ରୋଲକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଆଜି…

ଯୁବାବସ୍ଥାରୁ ଏହିସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, ରହିବନି କୋଲେଷ୍ଟ୍ରୋଲ ସମସ୍ୟା

ହୃଦ୍‌ ସମ୍ବନ୍ଧୀୟ ରୋଗ କଥା ଆସିଲେ ମନକୁ ସ୍ୱତଃପ୍ରବୃତ୍ତ ଭାବେ ବୟସ୍କ ତଥା ୪୦ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ କଥା ଆସେ। ମାତ୍ର ଯଦି ଯୁବପିଢ଼ି କମ୍‌ ବୟସରୁ ହିଁ କିଛି ଜିନିଷ ପ୍ରତି ଧ୍ୟାନ ଦେବେ ତେବେ ପରିଣତ ବୟସରେ ସେମାନଙ୍କୁ ହୃଦ୍‌ ସମ୍ବନ୍ଧୀୟ କିମ୍ବା କୋଲେଷ୍ଟ୍ରୋଲ୍‌ ସଂକ୍ରାନ୍ତୀୟ ରୋଗର…

ମଣିଷ ଭଳି କାଉର ବି ବଢେ କୋଲେଷ୍ଟ୍ରଲ, ଜାଣନ୍ତୁ କଣ କହିଲେ ବୈଜ୍ଞାନିକ

କଣ କାଉର ମଧ୍ୟ କୋଲେଷ୍ଟ୍ରଲ ବଢିଥାଏ ? ଯଦି ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଠୁଛି ତାହେଲେ ଏହାର ଉତ୍ତର ଗବେଷଣାକାରୀ ମାନେ ଖୋଜି ବାହାର କରିଛନ୍ତି । ନ୍ୟୁୟର୍କର ହେମିଲ୍ଟନ କଲେଜର ଗବେଷଣାକାରୀଙ୍କ ଅନୁସାରେ ମଣିଷ ଭଳି କାଉ ମାନଙ୍କର ମଧ୍ୟ କୋଲେଷ୍ଟ୍ରୋଲ ବଢିଥାଏ । ଗାଁରେ ରହୁଥିବା କାଉ…

ଶରୀରରେ କୋଲେଷ୍ଟ୍ରଲର ସ୍ତର କମ କରିଥାଏ ଏହି ୫ଟି ଫଳ

ଶରୀରରେ କୋଲେଷ୍ଟ୍ରଲର ସଂଯୋଗ ଛାତି ସହ ରହିଥାଏ। ଯଦି ଥରେ କୋଲେଷ୍ଟ୍ରଲ ହୋଇଯାଇଥାଏ, ତେବେ ଖାଇବା ସମୟରେ ସାବଧାନ ରହିବାକୁ ପଡ଼ିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦେବା ଉଚିତ। ଏହାକୁ କମ କରିବା ପାଇଁ ଅନେକ ପ୍ରକାର ଖାଦ୍ୟ ପଦାର୍ଥକୁ ଭୋଜନରେ ସାମିଳ କରିପାରିବେ।…

କୌଣସି ବି ଚାଉଳ ନୁହେଁ ସୁଗର ଫ୍ରି , ବାଉନ୍ ରାଇସ୍ କୋଲେଷ୍ଟ୍ରଲ ମୁକ୍ତ ଦାବି ମଧ୍ୟ ମିଛ

ବଜାରରେ ଅଧିକ ଦାମରେ ବିକ୍ରି ହେଉଥିବା ବ୍ରାଉନ୍ ରାଇସକୁ ନେଇ ଦାବି ହୁଏ ଯେ ଏହା ସୁଗର ଫ୍ରି ଏବଂ ଏଥିରେ କୋଲେଷ୍ଟ୍ରଲ୍ ମାତ୍ରା କମ୍ ରହିଛି । କିନ୍ତୁ ଏହାକୁ ଭୁଲ୍ ପ୍ରମାଣିତ କରିଛି ମଦ୍ରାସ୍ ଡାଇବେଟିସ୍ ଫାଉଣ୍ଡେସନର ବିଶେଷଜ୍ଞ । ରିସର୍ଚ୍ଚରୁ ଜଣା ପଡିଛି କୌଣସି ବି ଚାଉଳ ସୁଗର ଫ୍ରି…

ଆଳୁ ଚୋପାକୁ ଫିଙ୍ଗି ଦେଉଛନ୍ତି କି? ଏହା ଦ୍ବାରା କରନ୍ତୁ ନିଜ କୋଲେଷ୍ଟ୍ରଲ ଲେବଲକୁ ହ୍ରାସ

ଆଳୁ ଏମିତି ଏକ ପରିବା ଯେଉଁ ପରିବାକୁ ପ୍ରାୟ ସମସ୍ତେ ଖାଇବାକୁ ଭଲପାଇଥାନ୍ତି । ଘରେ ଯଦି ଆଳୁ ନଥିବ ତେବେ ମାଆ ମାନେ ଚିନ୍ତାରେ ପଡିଯାଆନ୍ତି ଆଳୁ ସରିଯାଇଛି ବୋଲି । କାରଣର ଆଳୁ ସବୁବର୍ଗର ଲୋକଙ୍କ ଆହାରର ଏକ ପରିଚୟ । ସେ ଧନୀ ହେଉ କି ଗରିବ ଆଳୁ ସମସ୍ତଙ୍କ ପରିବା ଡାଲାରେ ଦେଖିବାକୁ…

ଏହି ଲକ୍ଷଣ ଆପଣଙ୍କ ନିକଟରେ ଦେଖାଯାଉନି ତ ? ଯଦି ହଁ ତେବେ ଆପଣଙ୍କ ଶରୀରରେ ବଢିଯାଇଛି କୋଲେଷ୍ଟ୍ରଲ୍

୨୦ ବର୍ଷ ବୟସ ପରେ କୋଲେଷ୍ଟ୍ରଲର ସ୍ତର ବଢିବା ଆରମ୍ଭ ହୋଇଯାଏ । ଏହି ସ୍ତର ୬୦ ରୁ ୬୫ ବର୍ଷ ଯାଏଁ ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ସମାନ ଭାବରେ ବଢିଥାଏ । ତେବେ ମାସିକ ଋତୁସ୍ରାବ ଆରମ୍ଭ ହେବା ପୂର୍ବରୁ ମହିଳାଙ୍କର କୋଲେଷ୍ଟ୍ରଲର ସ୍ତର କମ୍ ରହିଥାଏ । କିନ୍ତୁ ଏହାପରେ ପୁରୁଷଙ୍କ…