Browsing Tag

cm nabin pattanik

ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ପାଇଁ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ ଜଣାଇଲା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

କେନ୍ୟୁଜ(ବ୍ୟୁରୋ) : କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ…

OUTRର ହେବ ନବକଳେବର, ମାଷ୍ଟର ପ୍ଲାନ୍‌କୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ: ୩ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର । ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ଵବିଦ୍ୟାଳୟର-OUTR ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା CET ଭାବେ ପରିଚିତ ଥିଲା । ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର…

ଆସନ୍ତାକାଲି ମଧୁସୂଦନ ଦାସଙ୍କ ୧୭୪ ତମ ଜୟନ୍ତୀ, ଏହି ଅବସରରେ ସ୍ୱତନ୍ତ୍ର ସଂଗ୍ରହାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସାଲେପୁର (କେନ୍ୟୁଜ): ଆସନ୍ତାକାଲି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ । ଏହି ଅବସରରେ ବହୁ ପ୍ରତିକ୍ଷିତ ମଧୁସୂଦନ ସଂଗ୍ରହାଳୟ ଉଦ୍‌ଘାଟିତ ହେବ। ଏନେଇ ଉତ୍ସବ ମୁଖର ହୋଇ ଉଠିଛି ଜନ୍ମମାଟି ସତ୍ୟଭାମାପୁର । ମଧୁବାବୁଙ୍କ ସ୍ମୃତି ସମ୍ବଳିତ ଏକ ନୂତନ ମ୍ୟୁଜିୟମ ଉଦଘାଟନ କରିବେ…

କରୋନାରେ ଲଢି ମୃତ୍ୟୁବରଣ କରିଥିବା ନବରଙ୍ଗପୁରର ବରିଷ୍ଠ ସାମ୍ବାଦିକ ତାରିଣୀଚନ୍ଦ୍ର ପାଢୀଙ୍କୁ ସହାୟତା ରାଶି ପ୍ରଦାନ…

ଭୁବନେଶ୍ବର: କରୋନା ଯୋଦ୍ଧାଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ଲଢି ମୃତ୍ୟୁବରଣ କରିଥିବା ଯୋଦ୍ଧାଙ୍କ ପରିବାରକୁ ପ୍ରଦାନ କରିଛନ୍ତି ୧୫ ଲକ୍ଷ ଟଙ୍କାର ସହାୟତା ରାଶି । ନବରଙ୍ଗପୁରର ବରିଷ୍ଠ ସାମ୍ବାଦିକ ତାରିଣୀଚନ୍ଦ୍ର ପାଢୀ ବାଲେଶ୍ୱର ଜିଲ୍ଲାରେ ଏକ…

ଯାଜପୁର କଳା ଓ ଜିଲ୍ଲା କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଯାଜପୁର ଟାଉନ: କୋରୋନା ଯୋଗୁଁ ଲକ ଡାଉନ ଜାରି ରହିଛି । ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି କଳାକାର। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ ରୋକ ଲାଗିବା ଫଳରେ କଳାକାର ମାନେ ସେମାନଙ୍କର ରୋଜଗାର ହରାଇବସିଛନ୍ତି । ଏପରିକି କଳାକାର ମାନେ ଦୁଇ ଓଳି ଦୁଇ ମୁଠା ଖାଇବାରୁ…

ନବୀନ ନିବାସରେ ତାମିଲ ସୁପରଷ୍ଟାର ତଥା ଏମ.ଏନ.ଏମ ମୁଖ୍ୟ କମଲ ହାସନ୍‌, ସୌଜନ୍ୟମୂଳକ ଥିଲା ସାକ୍ଷାତ

ଭୁବନେଶ୍ବର(କେନ୍ୟୁଜ୍):  ନବୀନ ନିବାସରେ ତାମିଲ ସୁପରଷ୍ଟାର ତଥା ଏମ.ଏନ.ଏମ ମୁଖ୍ୟ କମଲ ହାସନ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କମଲ ଭେଟି ଆଲୋଚନା କରିଛନ୍ତି। ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କମଲ ହାସନଙ୍କୁ ଓଡ଼ିଶାର ଦର୍ଶନୀୟ ସ୍ଥାନ କୋଣାର୍କ ଓ…

ଅଭିନବ ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିଲେ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌…

ଭୁବନେଶ୍ବର(କେନ୍ୟୁଜ୍):  ଅଭିନବ ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିଲେ କନ୍ଧମାଳ ସାଂସଦ ତଥା କିଟ୍‌, କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଆଜି କିସ୍‌ ବିଶ୍ୱବିଦ୍ୟାଳୟ ହୋଇଯାଇଥିଲା ନବୀନମୟ । ନବୀନ, ନବୀନ, ନବୀନ । ଚାରିଆଡ଼େ ହଜାର ହଜାର ନବୀନ ପଟ୍ଟନାୟକ ।…

ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍):  ଅର୍ଥନୀତି ବିଜ୍ଞାନରେ ନୋବେଲ ବିଜେତା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ଵିଟ୍‌ କରି ନୋବେଲ୍‌ ବିଜେତା ଅନ୍ୟ ଦୁଇ ଅର୍ଥନୀତି ବିଜ୍ଞାନୀଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଅଭିଜିତଙ୍କ…

ବିଜେପୁର ଉପନିର୍ବାଚନର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ୧୭ରେ କରିବେ ପ୍ରଚାର

ବରଗଡ(କେନ୍ୟୁଜ୍):  ବିଜେପୁର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ। ୧୭ ତାରିଖରେ ରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ବରପାଲି, ବିଜେପୁର, ଗାଇସିଲଟ ବ୍ଲକରେ କରିବେ ରୋଡ ସୋ’। ୧୭ ରାତିରେ ବରଗଡ଼ରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୮ ତାରିଖରେ…

ବ୍ରହ୍ମପୁର: କ୍ୟାମ୍ପସରେ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଲା ବ୍ରହ୍ମପୁର IISER

ବ୍ରହ୍ମପୁର(କେନ୍ୟୁଜ୍): କ୍ୟାମ୍ପସରେ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଲା ବ୍ରହ୍ମପୁର IISER । ସ୍ଥାୟୀ କ୍ୟାମ୍ପସ୍‌ରେ ରାସ୍ତା,ପାଣି,ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଚିଠିରେ ଉଲ୍ଲେଖ ରହିଛି । IISER ରେଜିଷ୍ଟ୍ରାର୍‌ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ…