Browsing Tag

cm naveen patnaik

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ସୋସିଆଲ୍‌ ମିଡିଆରେ ଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ…

ଭୁବନେଶ୍ବର: ୭୫ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ତାଙ୍କର ଜନ୍ମଦିନ । ଏବର୍ଷ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳୁ ନାହାନ୍ତି ନବୀନ । ନବୀନ ନିବାସ ନଆସିବା ପାଇଁ ନେତା, କର୍ମୀ ଓ ସମର୍ଥକଙ୍କୁ କହିଛନ୍ତି । ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ରକ୍ତ ଓ ପ୍ଲାଜମା…

ଆସନ୍ତାକାଲି ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ: ଗରିବ ଲୋକଙ୍କୁ ସାହାଯ୍ୟ କରିବାସହ ରକ୍ତ ଓ ପ୍ଲାଜ୍‌ମା ଦାନ କରିବାକୁ…

ଭୁବନେଶ୍ବର: ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଜନ୍ମ ଦିନ ପାଳନ କରିବେ ନାହିଁ । ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ସେ ସବୁବେଳେ ଋଣୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୮ ମାସ ହେଲା…

ଘରେ ଘରେ ଟ୍ୟାପ୍‌ ଯୋଗେ ପହଞ୍ଚିବ ବିଶୁଦ୍ଧ ପାଣି: ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିଶନ ଅନ୍ତର୍ଗତ ସୁଜଳ ଯୋଜନାର ଶୁଭାରମ୍ଭ…

ଭୁବନେଶ୍ବର: ଘରେ ଘରେ ଟ୍ୟାପ୍‌ ଯୋଗେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିଶନ ଅନ୍ତର୍ଗତ ସୁଜଳ ଯୋଜନାର ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମ୍‌ବାଡସି ଓ ରାଜ୍ୟ ପାଣ୍ଠିରୁ ୧୩୦୦କୋଟି ଟଙ୍କା ବିନିଯୋଗରେ…

ବିଜୁଳିରେ ଝଲସିଲା କଳାହାଣ୍ଡି: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଭିଡିଓ କନ୍‌ଫରେନ୍‌ସିଂରେ ଉଦଘାଟନ କଲେ…

କଳାହାଣ୍ଡି: ଇନ୍ଦ୍ରାବତୀ ବିଜୁଳିରେ ଝଲସିଲା କଳାହାଣ୍ଡି । ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯୋଡି ହେଲା ନୂଆ ଫର୍ଦ୍ଦ। ପୂରଣ ହେଲା କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ଆଶା । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ସଂଯୋଗ। ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଭିଡିଓ…

କୃଷି ବିଲର ଅନୁଧ୍ୟାନ ପାଇଁ ବିଜେଡି ଗଠନ କରିବ କମିଟି, ବିଧାୟକ ଦଳ ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୃଷି ବିଲର ଅନୁଧ୍ୟାନ ପାଇଁ ବିଜେଡି ଗଠନ କରିବ କମିଟି । ସାଂସଦ, ବିଧାୟକ ଓ ବିଶିଷ୍ଟ ଚାଷୀ ନେତା କମିଟିର ସଦସ୍ୟ ରହିବେ । ସେମାନେ ବିଲର ବିଭିନ୍ନ ଦିଗକୁ ତର୍ଜମା କରିବେ । ବିଜେଡି ବିଧାୟକ ଦଳ ବୈଠକରେ ଏକଥା କହିଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଭୁବନେଶ୍ବର: ବିଜୁ ଜନତା ଦଳରୁ କଳ୍ପତରୁ ଓଝା ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବହିଷ୍କାର କରାଗଲା। ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଥିଲେ କଳ୍ପତରୁ ଓଝା । ଆଜି ବିଜୁ ଯୁବ ଜନତା ଦଳର ସାଧାରଣ…

ବନ୍ୟା ପିଡୀତଙ୍କ ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ୩୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କ୍ଷତିଗ୍ରସ୍ତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା । ୩୩%ରୁ ଅଧିକ ଫସଲ ନଷ୍ଟ ହେଲେ ମିଳିବ କ୍ଷତିପୂରଣ । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ଦିଆଯିବ ।…

ସ୍ୱାଧୀନତା ଦିବସ ଅବସରରେ ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ: ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ…

ଭୁବନେଶ୍ବର: ସ୍ୱାଧୀନତା ଦିବସ ଅବସରରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ । ଏହାସହ ଓଡ଼ିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ।…

ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନ୍‌ସିଂରେ କୋଭିଡ୍‌ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ଚିକିତ୍ସା ପାଇଁ…

ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ମୋଟ୍‌ ୧୮ଟି ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା

ଭୁବନେଶ୍ବର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସଂଧ୍ୟା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କ୍ୟାବିନେଟ୍‌ ବୈଠକ ହେବ । ଏଥିରେ ମୋଟ୍‌ ୧୮ଟି ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ରାଜସ୍ୱ,…

ଆଜି ଗଞ୍ଜାମର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ, ପଞ୍ଚାତୟ ସ୍ତରରେ କରୋନା ମୁକାବିଲାର କରିବେ ସମୀକ୍ଷା

ଗଂଜାମ: ଆଜି ଗଂଜାମ ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାତୟ ସ୍ତରରେ କିଭଳି କରୋନା ମୁକାବିଲା ଚାଲିଛି ତାର ସମୀକ୍ଷା କରିବେ । ଭିଡିଓ କନଫରେନ୍‌ସିଂ ଜରିଆରେ ଅପରାହ୍‌ଣ ୫ଟା ବେଳେ ମୁଖ୍ୟମନ୍ତ୍ରୀ କଥା ହେବେ । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ…