Browsing Tag

cobra

ଚଳନ୍ତା କାରରୁ ନାଗ ଖସିପଡ଼ିବା ପରେ ଉଦ୍ଧାର, ରବି ଟକିଜ୍ ଛକରେ ଚାଞ୍ଚଲ୍ୟ

ଭୁବନେଶ୍ୱର  : ଆଜି ଦିନ ପ୍ରାୟ  ସାଢେ଼ ଗୋଟେ ବେଳେ ରବି ଟକିଜ୍ ଛକରେ ଚଳନ୍ତା କାରରୁ ଏକ ନାଗ ଖସିପଡ଼ିବାର ଦେଖିବାକୁ ମିଳିଥିଲା । ଜଣେ ଟ୍ରାଫିକ କନେଷ୍ଟବଳ ପୋଷ୍ଟରେ ଥିବା ବେଳେ ଜଣେ ତଳେ ରହି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ । ଠିକ୍ ଏତିକି ବେଳେ ଟ୍ରାଫିକ ସିଗ୍ନାଲ ପରେ କେଦାରଗୌରୀ ପଟୁ…

ଦେଖିଛନ୍ତି କି ଧଳା ନାଗ ? ଜାଣନ୍ତୁ କାହିଁକି ଏହାର ରଙ୍ଗ ରହିଛି ଖାସ୍‌

ନାଗ ସାପର ନାଁ ଶୁଣିଲେ ହିଁ ମନରେ ଭୟ ଆସେ । କାହିଁକି ନା ନାଗ ସାପ ସବୁଠାରୁ ବିଷାକ୍ତ ବୋଲି କୁହାଯାଏ । ଆପଣ ନିଜ ଘର ଆଖ ପାଖରେ ହଳଦିଆ କିମ୍ବା କଳା ରଙ୍ଗର ନାଗ ସାପକୁ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଧଳା ରଙ୍ଗର ନାଗ ସାପ ବିଷୟରେ ଜଣାଇବାକୁ ଯାଉଛୁ । ଧଳା ନାଗ ନାଁ ଶୁଣିଲେ ହୁଏତ…

ଅନଲାଇନ୍‌ ପ୍ୟାକେଟ୍‌ ଖୋଲି ଚମକି ପଡ଼ିଲେ ଦମ୍ପତି, ବକ୍ସରୁ ବାହାରିଲା ନାଗ ସାପ

ଅନଲାଇନ ସପିଂ କରିବାକୁ କିଏ ବା ଭଲ ନ ପାଏ । କିନ୍ତୁ ବେଳେବେଳେ ଅନଲାଇନରେ ଆସିଥିବା ପ୍ୟାକେଟରେ ଆପଣ ଅର୍ଡର କରିଥିବା ଜିନିଷ ବଦଳରେ ଅଲଗା ଜିନିଷ ଆସିଯାଏ । ଯେଉଁଥିପାଇଁ ଆପଣଙ୍କ ସମସ୍ୟା ବଢ଼ିଯାଏ । କିନ୍ତୁ ଯଦି ଆପଣ ଅର୍ଡର କରିଥିବା ଜିନିଷ ବଦଳରେ ପ୍ୟାକେଟରୁ ସାପ ବାହାରେ ତେବେ ଆପଣ କଣ…

ଘରୁ ନାଗସାପ ଉଦ୍ଧାର କଲେ ସ୍ନେକହେଲ୍ପ ଲାଇନ ସଦସ୍ୟ

କାକଟପୁର : ଅସ୍ତରଙ୍ଗ ଅଞ୍ଚଳରେ ନିରଞ୍ଜନ ଦାସଙ୍କ ଘରୁ ଏକ ନାଗସାପ ଉଦ୍ଧାର ହୋଇଛି । ସାପଟି ଘର ଭିତରକୁ ପଶିଯିବା ଦେଖି ନିରଞ୍ଜନ ସ୍ନେକହେଲ୍ପ ଲାଇନ ସଦସ୍ୟ ବ୍ରଜବନ୍ଧୁ ସାହୁଙ୍କୁ ଖବର ଦେଇଥିଲେ । ଖବରପାଇ ବ୍ରଜବନ୍ଧୁ ପହଞ୍ଚିଥିଲେ । ହେଲେ ସାପଟି ଘରୁ ବାହାରି ବାରିପଟରେ ରହିଥିବା ଚାଳଘରକୁ…

ଜାଣନ୍ତୁ କିପରି ଫଣା ବଡ଼ ଓ ଛୋଟ କରେ କୋବ୍ରା , ଅନ୍ୟ ସାପମାନେ କାହିଁକି ଏହା କରିପାରନ୍ତି ନାହିଁ ?

ଆପଣମାନେ ତ ଜାଣିଥିବେ ଯେ ସାପକୁ ଦୁନିଆର ସବୁଠାରୁ ବିଷାକ୍ତ ପ୍ରାଣୀ ବୋଲି ବିବେଚନା କରାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କୋବ୍ରା ସାପ ବିଷୟରେ ଜଣାଇବାକୁ ଯାଉଛୁ । ଆପଣ ନିଶ୍ଚିତ ଭାବରେ ଲକ୍ଷ୍ୟ କରିଥିବେ ଯେ କୋବ୍ରା ସର୍ବଦା ତାର ଫଣାକୁ ବଡ଼ କରେ ଓ ଛୋଟ ମଧ୍ୟ କରିଥାଏ । କିନ୍ତୁ ଆପଣ କେବେ…

ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା, କାହିକିଁ କଲାନାହିଁ ଆଘାତ, ଜାଣନ୍ତୁ

ଭଦ୍ରକ : ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା। କୌଣସି ଆଘାତ ନକରି କାହିକିଁ ଗର୍ଜନ ଦେଲା ଏହି ନାଗ । ଏହି ଧଳା ରଙ୍ଗର ନାଗ ଫେଣା ଦେଖି ଯିଏ ନାହିଁ ସେ ଭୟଭୀତ ହେବା ସୁନିଶ୍ଚିତ। ଏହି ଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ…

ଉଦ୍ଧବ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ରୁ ମିଳିଲା ୪ ଫୁଟ୍‌ର ନାଗ; ବନ ବିଭାଗକୁ ହସ୍ତାନ୍ତର

ଶିବସେନା(UBT) ମୁଖ୍ୟ ଉଦ୍ଧବ ଠାକରେଙ୍କ ଘରେ ସାପ। ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ରୁ ଉଦ୍ଧାର ହୋଇଛି ୪ ଫୁଟ୍‌ର ଏକ ନାଗସାପ। ତାଙ୍କ ଘରୁ ସାପ ବାହାରିବା ପରେ ପରିବାର ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ରବିବାର ଦ୍ୱିପ୍ରହରରେ ଶିବସେନାର କର୍ମଚାରୀମାନେ ପ୍ରଥମେ ଘରର ପାଣିଟାଙ୍କି ପଛପଟେ…

ଉଦ୍ଧାର ହେଲା ବିରାଟ ତମ୍ପ ସାପ, ଧରା ପଡିବା ପରେ କେମିତି ଓଗାଳିଲା ଗିଳିଥିବା ଚିଆଁ କୁକୁଡା ଦେଖନ୍ତୁ ଭିଡିଓ

ମୟୂରଭଞ୍ଜ(କେନ୍ୟୁଜ୍): ଉଦ୍ଧାର ହେଲା କୁକୁଡା ଖିଆ ତମ୍ପସାପ। ଧରାପଡିବା ପରେ ଓଗାଳିଲା ଗିଳିଥିବା କୁକୁଡା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନସ୍ଥ ବଡ଼ଖୁଣ୍ଟା ଅଂଚଳରେ। ସୂଚନା ଅନୁସାରେ ଗତ ପ୍ରାୟ ଦୁଇମାସ ହେବ ସ୍ଥାନୀୟ ଅଂଚଳରେ ବହୁ କୁକୁଡ଼ା ମରି…

ଶୀତୁଆ ପାଗରେ ଫଣା ଟେକି ବସିଛନ୍ତି ୩ କୋବ୍ରା, ଲାଗୁଛି ଯେମିତି କରୁଛନ୍ତି ଜରୁରୀ ମିଟିଂ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ଲୋକଙ୍କର ପିଳେହି ପାଣି ହୋଇଯାଏ। କାରଣ ସାପ ଏକ ଭୟଙ୍କର ଜୀବ। ଏହା ବିଷାକ୍ତ ହୋଇଥିବାରୁ ଲୋକମାନେ ସାପ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ତେବେ ଗୋଟିଏ ସାପ ଦେଖିବା ମାତ୍ରେ ତ ଲୋକଙ୍କ ଅବସ୍ଥା ଖରାପ ହୋଇଯାଏ। କିନ୍ତୁ ଥରେ ଚିନ୍ତା କଲେ ଯଦି ଆପଣଙ୍କୁ ଏକା…

ସୁପ୍‌ ବନାଇବା ପାଇଁ କାଟିଥିଲେ ନାଗସାପ, ୨୦ ମିନିଟ୍‌ ପରେ ଚୋଟ ପକାଇଲା କଟା ମୁଣ୍ଡ, ଘଟଣାସ୍ଥଳରେ ଶେଫ୍‌ଙ୍କ ମୃତ୍ୟୁ

ସର୍ପ ଦଂଶନରେ ଲୋକର ମୃତ୍ୟୁ ହେବା ସାଧାରଣ କଥା। କିନ୍ତୁ ଦକ୍ଷିଣ ଚୀନରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଏକ ରେଷ୍ଟୁରାଣ୍ଟର ଶେଫ୍‌ ନାଗ ସାପର ମୁଣ୍ଡ କାଟି ଅଲଗା ରଖି ଦେଇଥିଲେ। ଏହାପରେ ସେ ସାପର ସୁପ୍‌ ବନାଇବା ପ୍ରସ୍ତୁତିରେ…

ନାଗ ନେଉଛି ପ୍ରତିଶୋଧ, ୩୧ ବର୍ଷରେ ୭୨ ଥର କାମୁଡିବା ପରେ ମଧ୍ୟ ଜୀବନ୍ତ ରହିଛନ୍ତି ସୁବ୍ରମଣ୍ଯମ

ଦୈନନ୍ଦିନ ଜୀବନରେ ଆପଣ ନିଶ୍ଚୟ ସାପ କାମୁଡ଼ିବା ସମ୍ବନ୍ଧୀୟ ଅନେକ ଖବର ଶୁଣିଥିବେ । କିନ୍ତୁ ନାଗର ଏପରି ଏକ ପ୍ରତିଶୋଧ ଘଟଣା କେବେ ଶୁଣିନଥିବେ ଯେ, ଜଣେ ବ୍ୟକ୍ତିଙ୍କୁ ୩୨ ବର୍ଷ ଭିତରେ ୭୨ ଥର କାମୁଡ଼ିଛି । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ସାପମାନେ ତାଙ୍କର ପ୍ରତିଶୋଧ ନିଅନ୍ତି ।…

ଯୁବା ଦେଖାଯିବା ପାଇଁ ଯୁବତୀମାନେ ପିଅନ୍ତି ନାଗ ସାପ ରକ୍ତ, ଏଠାରେ ପ୍ରତିଦିନ ବଢ଼ୁଛି ଡିମାଣ୍ଡ

ସାପକୁ କିଏ ବା ନ ଡରେ। ଘରେ ହେଉ କି ଯିବାଆସିବା ରାସ୍ତା, ସାପଟିଏ ଦେଖିଦେଲେ ଜୀବନ ଅଧା ଚାଲିଗଲା ଭଳି ଲାଗେ। ଠିକ୍‌ ସେହିଭଳି ଜାକର୍ତ୍ତାର ଲୋକେ ମଧ୍ୟ ସାପକୁ ବେଶ୍‌ ଭୟ କରନ୍ତି। କିନ୍ତୁ ଆପଣ ଜାଣି ଚକିତ ହେବେ ଯେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏକ ଏପରି ଗଳି ରହିଛି, ଯେଉଁଠିକାର…