Browsing Tag

coconut

ସ୍ବାସ୍ଥ୍ୟ ପାଇଁ ପ୍ରଭାବଶାଳୀ ପଇଡ଼ ନାଳି, ଅନେକ ସମସ୍ୟାକୁ କରେ ଗାଏବ

ଆଜିକାଲିକା ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯାହା ଖାଦ୍ୟପେୟରେ ଅନିର୍ଦ୍ଧିଷ୍ଟ କାରଣ ପାଇଁ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ପ୍ରତ୍ୟେକ ଲୋକ ଏପରି ସ୍ଥିତିରୁ ବାହାରିବା…

ନିୟମିତ ପିଅନ୍ତୁ ପଇଡ ପାଣି, ମିଳିବ ଏହି ସବୁ ଫାଇଦା

ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ, ଭିଟାମିନ ସି, ଏନଜାଇମ, ବି କୋମ୍ପେଲକ୍ସ ଠାରୁ ମଧ୍ୟ ଅନେକ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । କେବଳ ଗରମ ଦିନରେ ନୁହେଁ ବରଂ ସବୁ ସମୟରେ ଏହାର ସେବନ ଲାଭଦାୟକ ହୋଇଥାଏ । ଏଥିରୁ ମିଳୁଥିବା ଫାଇଦା…

ନଡ଼ିଆ ତୋଳିବା ହେଲା କାଳ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ

ବୋଲଗଡ଼: ରାସ୍ତା ଉପରେ ଥୁଆ ହୋଇଛି ମୃତଦେହ । ମୃତଦେହକୁ ଜାବୁଡି ଧରି କାନ୍ଦୁଛନ୍ତି ପରିବାର ଲୋକେ । ଏପଟେ ହୋ ହାଲ୍ଲା ପାଟିତୁଣ୍ଡରେ କମ୍ପିଉଠୁଛି ରାସ୍ତା । ଆଉ କଥା ବୁଝୁ ବୁଝୁ ଜଣାପଡିଲା ନଡ଼ିଆ ତୋଳିବା ହେଲା କାଳ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣକ ଜୀବନ । ବୋଲଗଡ଼ ନେଳିଆ…

ନଡ଼ିଆ ଲଢେଇ ପରମ୍ପରା, ଯୁବକ ହୁଅନ୍ତୁ ଅଥବା ବୟସ୍କ ସମସ୍ତେ ସାମିଲ ହୋଇଥାନ୍ତି ଏହି ନିଆରା ଉତ୍ସବରେ

ପିପିଲି: ଆମ ରାଜ୍ୟରେ ଅନେକ ପରମ୍ପରା ପାଳନ କରାଯାଇଥାଏ । ଏହି ପରମ୍ପରା ମଧ୍ୟରୁ ଏକ ପରମ୍ପରା ହେଉଛି ନଡ଼ିଆ ଲଢେଇର ପରମ୍ପରା । ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଟି ନଡ଼ିଆକୁ ନେଇ ଲଢେଇ କରାଯାଇଥାଏ । ଯାହା ନଡ଼ିଆ ଭାଙ୍ଗି ଯାଇଥାଏ ବା ଫାଟି ଯାଇଥାଏ ସେ ଅନ୍ୟକୁ ସେହି ନଡ଼ିଆକୁ ଦେଇ ପରାଜୟ ବରଣ…

ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା, ଜାଣନ୍ତୁ କେଉଁ ରୋଗକୁ ଦୂର କରେ

ପୂର୍ବ ପୁରୁଷରୁ ହିଁ ଆମ ସୁସ୍ଥ ଶରୀର ପାଇଁ ନଡ଼ିଆ ପାଣିକୁ ପ୍ରାକୃତିକ ଔଷଧ ଭାବରେ ବ୍ୟବହାର କରାଯାଏ । ଯାହାକୁ ପିଇବା ଦ୍ବାରା ଆମ ଶରୀରରେ ଭଲ ପ୍ରଭାବ ପଡ଼ିଥାଏ । ଏହାର ଦୈନନ୍ଦିନ ବ୍ୟବହାର ଦ୍ୱାରା ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ । ଆମ…

ଏକତା ସୁତ୍ରରେ ବାନ୍ଧି ରଖିଛି ନଡ଼ିଆ ଲଢେଇର ପରମ୍ପରା, ସାମିଲ ହୁଅନ୍ତି ଶହ ଶହ ଲୋକେ

ପିପିଲି: ଆମ ରାଜ୍ୟରେ ଅନେକ ପରମ୍ପରା ପାଳନ କରାଯାଏ । ଏଥି ମଧ୍ୟରୁ ଅନେକ ପରମ୍ପରା ଆମ ସଂସ୍କୃତିକୁ ଏବଂ ସମ୍ପର୍କକୁ ନେଇ ପାଳନ କରାଯାଇଥାଏ । ତେବେ ଏହି ପରମ୍ପରା ମଧ୍ୟରେ ଭିନ୍ନ ଏକ ପରମ୍ପରା ହେଉଛି ନଡ଼ିଆ ଲଢେଇର ପରମ୍ପରା । ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଟି ନଡ଼ିଆକୁ ନେଇ କରାଯାଇଥାଏ…

ନଡ଼ିଆକତା ଶିଳ୍ପରେ କାମକରି ମହିଳା ହେଲେ ସ୍ବାବଲମ୍ବୀ, ବାର୍ଷିକ ବ୍ଯବସାୟ ୫କୋଟି

ଆଳି(କେନ୍ୟୁଜ୍): ନଡ଼ିଆକତା ଶିଳ୍ପରେ କାମ କରି ମହିଳାମାନେ ହେଉଛନ୍ତି ରୋଜଗାରକ୍ଷମ। ୩୦ବର୍ଷ ତଳେ ମାତ୍ର କେଇଶହ ଟଙ୍କାରେ ଆରମ୍ଭ କରିଥିଲେ ନଡ଼ିଆକତା ଶିଳ୍ପ।ଆଉ ଏବେ ବାର୍ଷିକ ଟ୍ରନଓଭର ୫କୋଟି ଟଙ୍କା।ରଶି,ପାପୋଛ,ଫାଇବାର, ନଡ଼ିଆ କତା ଗୁଣ୍ଡ,କଣ୍ଢେଇ,କାର୍ପେଟର ଆଦି ତିଆରିକରି ନିଜେ…

ନଡ଼ିଆର ନାଳି ଖାଇବାର ଅଦ୍ଭୁତ ଫାଇଦା, ପାଚନ ତନ୍ତ୍ରକୁ ରଖିଥାଏ ସୁସ୍ଥ

ଗରମ ଦିନେ ପଇଡ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ପଇଡ ପାଣି ଛଡା ତା’ ଭିତରେ ଥିବା ନାଳି ବା ମଲାଇ ବହୁତ ଲାଭକାରୀ ହୋଇଥାଏ । ଅଧିକାଂଶ ଲୋକେ ଏହାକୁ ପିଇବା ପରେ ଫିଙ୍ଗି ଦେଇଥାନ୍ତି । ଏହା ଭିତରେ ଥିବା ନାଳି ଖାଇ ନଥାନ୍ତି । ନଡିଆ ନାଳିରେ ଥିବା ଆଇରନ୍‌, ଫସଫରସ,…

ପଇଡ଼ ପାଣି ସହ ଏହାର ମଲାଇ ମଧ୍ୟ ହୋଇଥାଏ ଖୁବ ସ୍ୱାସ୍ଥ୍ୟକର, ଶରୀରକୁ ଫିଟ ରଖିବାରେ କରେ ସାହାର୍ଯ୍ୟ

ଫିଟ୍‌ ରହିବା ପାଇଁ ହେଲେ ଫଳ ଜୁସ ସହ ସବୁଜ ପନିପରିବା ଓ ପୃଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏମିତିରେ ପ୍ରାୟତଃ ଅନେକ ଜଣ ପଇଡ଼ ପାଣି ପିଇବାକୁ ମଧ୍ୟ ପସନ୍ଦ କରନ୍ତି । କିନ୍ତୁ ଏହାକୁ ପଇଡ଼ର ପାଣି ବ୍ୟତିତ ଏହାର ନାଳି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ହୋଇଥାଏ। ଯାହାକୁ…

ଆଜି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ନଡିଆ ଆଳୁ ପେଟିସ୍‌, ଜାଣନ୍ତୁ କେମିତି

ଇନ୍ଦୋରୀ ଖୋପରା ଆଳୁ ପେଟିସ ସ୍ୱାଦିଷ୍ଟ ଯୋଗୁଁ ଅନେକ ଲୋକଙ୍କର ପ୍ରଥମ ପସନ୍ଦ ହୋଇସାରିଛି। ଇନ୍ଦୋରୀ ପୋହ ମଧ୍ୟ ସମଗ୍ର ବିଶ୍ୱରେ ଟେଷ୍ଟ ଯୋଗୁଁ ପରିଚିତ। ଅନେକ ଲୋକ ଇନ୍ଦୋର କେବଳ ଏହି ଖାଦ୍ୟ ଖାଇବାକୁ ଆସିଥାନ୍ତି। ଏଠାରେ ମିଳୁଥିବା ଖୋପରା ଆଳୁ ପେଟିସ ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟପାଇଁ ବେଶ…

ହିନ୍ଦୁଧର୍ମରେ ମହିଳାମାନେ ଭାଙ୍ଗନ୍ତି ନାହିଁ ପୂଜା ନଡିଆ, ଜାଣନ୍ତୁ କାରଣ କ’ଣ

ନଡିଆ ବିନା କୌଣସି ପୂଜା ପାଠ, ଯଜ୍ଞ କିମ୍ବା କୌଣସି ଶୁଭ କାର୍ଯ୍ୟ ପୂରଣ ହୋଇପାରେ ନାହିଁ। କିନ୍ତୁ ପୂଜା ପାଠ କିମ୍ବା ଶୁଭ କାର୍ଯ୍ୟରେ ଲାଗିଥିବା ନଡିଆକୁ ମହିଳାମାନେ ଭାଙ୍ଗିବା ଅଶୁଭ ହୋଇଥାଏ। ଏ ମହିଳାମାନେ ପୂଜାରେ ନଡିଆକୁ ଅର୍ପଣ କରିପାରନ୍ତି କିନ୍ତୁ ଭାଙ୍ଗନ୍ତି ନାହିଁ। ହିନ୍ଦୁ…

କେବଳ ନଡ଼ିଆ ନୁହେଁ, ଏହାର ଚା’ରେ ବି ରହିଛି ଅନେକ ଔଷଧୀୟ ଗୁଣ; ଜାଣନ୍ତୁ Coconut Teaର ଫାଇଦା

ନଡ଼ିଆ ଓ ନଡ଼ିଆ ପାଣିର ଫାଇଦା ବିଷୟରେ ତ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ କେବେ ନଡ଼ିଆ ଚା’ କଥା ବୋଧେ କେହି ଶୁଣିନଥିବେ। ଏହା ଏକ ସ୍ୱାଦିଷ୍ଟ ପେୟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କୋରା ନଡ଼ିଆ ଓ ନଡ଼ିଆ କ୍ଷୀରରେ ଗ୍ରୀନ୍‌ ଟି କିମ୍ବା ବ୍ଲାକ୍‌ ଟି ମିଶାଇ ନଡ଼ିଆ ଚା’…