Below header
Browsing Tag

congress

ଆଜିଠାରୁ କର୍ଣ୍ଣାଟକରେ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର

ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେଇଛନ୍ତି । ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଥାଓ୍ଵର ଚାନ୍ଦ ଗେହଲଟ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ । ଅନ୍ୟ ୮ ଜଣ…

କର୍ଣ୍ଣାଟକ ନିର୍ବାଚନ: ବିଜେପିକୁ କୌଣସି ସୁଯୋଗ ନଦେବା ପାଇଁ ନେତାଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କଲା କଂଗ୍ରେସ

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି । କର୍ଣ୍ଣାଟକ ସରକାର କିଏ ଗଠନ କରିବ ତାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ କେତେକ ସ୍ଥାନରେ ଆଗୁଆ ରହିଛି । ଆଉ କିଛି ଘଣ୍ଟା ପରେ ସାମ୍ନାକୁ…

ମତଦାନ ଶେଷ ହେବା ପରେ ଆସିଛି କର୍ଣ୍ଣାଟକର ଏକ୍‌ଜିଟ ପୋଲ, ଆଗରେ ରହିଛି କଂଗ୍ରେସ

କେନ୍ୟୁଜ୍(ବ୍ୟୁରୋ):କର୍ଣ୍ଣାଟକରେ କିଏ ଗଢିବ ସରକାର। ମତଦାନ ଶେଷ ହେବା ପରେ ଆସିଛି ଏକ୍‌ଜିଟ ପୋଲ। ୨୦୨୪ ପୂର୍ବରୁ ସେମିଫାଇନାଲରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସ ସପକ୍ଷରେ ଅଧିକାଂଶ ଏକ୍‌ଜିଟ ପୋଲ ଆକଳନ ହୋଇଥିବା ବେଳେ ଝୁଲା ବିଧାନସଭାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଯଦି ଝୁଲା ବିଧାନସଭା…

ସୋନିଆ ରାହୁଲ ଗାନ୍ଧୀଙ୍କ ନାଁରେ ରାଜ୍ୟରେ ଆଉ ଭୋଟ୍‌ ନାହିଁ, ତେଣୁ ଜାନକୀ ଓ ବସନ୍ତ ବିଶ୍ୱାଳଙ୍କ ନାଁ ନେଇ ନିର୍ବାଚନ…

କେନ୍ୟୁଜ୍(ବ୍ୟୁରୋ):  ଜାତୀୟ ନେତାଙ୍କ ନାଁରେ ଭୋଟ୍‌ ନାହିଁ। ତାଙ୍କୁ ପାଥେୟ କରି ଆଉ ନିର୍ବାଚନ ଜିତିହେବନ ନାହିଁ। ରାଜ୍ୟ କଂଗ୍ରେସର ଅନେକ ନେତା ବୋଧହୁଏ ଏହାକୁ ହୃଦୟଙ୍ଗମ କରିଛନ୍ତି। ଏଥିପାଇଁ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ଉପ ମୁଖ୍ୟମନ୍ତ୍ରୀ ବସନ୍ତ…

ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଶ୍ଳୀଳ କଥାବାର୍ତ୍ତା ଭିଡିଓ ଭାଇରଲ, କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା…

ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବନ୍ନା ଗୁପ୍ତାଙ୍କ ଅଶ୍ଳୀଳ କଥାବାର୍ତ୍ତା ଭିଡିଓ ଭାଇରଲ ହେବାରେ ଲାଗିଛି । ଭାଇରଲ ହେଉଥିବା ଭିଡିଓ କଲ୍‌ରେ ମନ୍ତ୍ରୀ ଜଣେ ମହିଳାଙ୍କ ସହିତ ଅଶ୍ଳୀଳ କଥାବାର୍ତ୍ତା ହେଉଥିବାର ଶୁଣିବାକୁ ମିଳିଛି । ଏହାକୁ ନେଇ ବିଜେପି ସାଂସଦ ନିଶିକାନ୍ତ…

ବିଜେପି ବିରୋଧରେ ଏକାଠି ହୋଇ ପାରୁନାହାନ୍ତି ବିରୋଧୀ ଦଳ, ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ ଏକଜୁଟ ହୋଇଥିଲେ ବିରୋଧୀ। କଂଗ୍ରେସକୁ ସମର୍ଥନ କରୁନଥିବା ଦଳ ବି ରାହୁଲଙ୍କ ସାଂସଦ ପଦ ରଦ୍ଦ ନେଇ କଂଗ୍ରେସ ସହ ହାତ ମିଳାଇଥିଲେ । ଏବେ ସେହି ଏକତାକୁ ବିଜେପି ବିରୋଧରେ ଅସ୍ତ୍ର କରିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ। ଡାକିଛି…

ଛତିଶଗଡ଼ରେ ଷ୍ଟେଜ ଭାଙ୍ଗିଯିବାରୁ ବହୁ କଂଗ୍ରେସ ନେତା ଆହତ

ନୂଆଦିଲ୍ଲୀ : ଛତିଶଗଡ଼ର ବିଳାସପୁରରେ ଏକ ଷ୍ଟେଜ ଭାଙ୍ଗିଯିବାରୁ ବହୁ କଂଗ୍ରେସ ନେତା ଆହତ ହୋଇଛନ୍ତି । ମଶାଲ ର‍୍ୟାଲି ଉପଲକ୍ଷେ ଏକ ଶୋଭାଯାତ୍ରାକୁ ନେତାମାନେ ଉଦବୋଧନ ଦେବା ବେଳେ ଷ୍ଟେଜରେ ଅଧିକ ଲୋକ ଥିବାରୁ ଏହା ଭାଙ୍ଗିପଡିଥିଲା । ଅନେକ ଦଳୀୟ ନେତାଙ୍କ ସହ ଛତିଶଗଡ ରାଜ୍ୟ କଂଗ୍ରେସ ମୁଖ୍ୟ…

କଂଗ୍ରେସ ଦୁର୍ନୀତି ସମ୍ବଳିତ ଭିଡିଓ ସିରିଜ ‘କଂଗ୍ରେସ ଫାଇଲ ’ ଲଞ୍ଚ କଲା ବିଜେପି

ନୂଆଦିଲ୍ଳୀ : ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର କଂଗ୍ରେସ ଦୁର୍ନୀତି ସମ୍ବଳିତ ଭିଡିଓ ସିରିଜ ‘କଂଗ୍ରେସ ଫାଇଲ’ ର ପ୍ରଥମ ଏପିସୋଡ ଲଞ୍ଚ କରିଛି । ଏଥିରେ ୭୦ ବର୍ଷ ପୁରୁଣା ପାର୍ଟିର ଦୁର୍ନୀତି ସମ୍ବଳିତ ତଥ୍ୟ ଲୋକଲୋଚନକୁ ଆଣିଛି । ୩ ମିନିଟର ଏହି ଭିଡିଓରେ ସେତେବେଳର କଂଗ୍ରେସ ସଭାପତି…

ବିଧାନସଭାରେ କଳା ପୋଷାକ ପିନ୍ଧି କଂଗ୍ରେସ ବିଧାୟକଙ୍କ ହୋ-ହଲ୍ଲା , ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର (କେନ୍ୟୁଜ): ଚାଲି ପାରିଲାନି ବିଧାନସଭା ପ୍ରଶ୍ନକାଳ । ଆରମ୍ଭରୁ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ । ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗରେ କଳା ପୋଷାକ ପିନ୍ଧି କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗରେ ପ୍ରତିବାଦ ଓ ନାରାବାଜି କରିଥିଲେ । ମୋଦୀ ସରକାରଙ୍କ…

ଆଜି ସନ୍ଧ୍ୟାରେ ଜରୁରୀ ବୈଠକ ଡାକିଲା କଂଗ୍ରେସ, ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶର ହୋଇପାରେ ସମୀକ୍ଷା

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସ ଡାକିଲା ଜରୁରୀ ବୈଠକ । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ସଂଧ୍ୟା ୫ଟାରେ ବୈଠକ ବସିବ । ଏଥିପାଇଁ ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି, CLP ନେତାଙ୍କୁ ଡାକରା ହୋଇଛି। ଏହି ବୈଠକର ଅଧ୍ୟକ୍ଷତା ଦଳର ସଭାପତି…

ଜେପିସି ତଦନ୍ତ ଦାବି ଜିଦରେ ବିରୋଧୀ, ସଂସଦ ପରିସରରେ ଦେଲେ ଧାରଣା

ନୂଆଦିଲ୍ଲୀ : ଆଦାନି ହିଣ୍ଡେନବର୍ଗ ମାମଲାର ଜେପିସି ତଦନ୍ତ ଦାବିରୁ ଓହରୁନାହାନ୍ତି ବିରୋଧୀ। ପ୍ରଦିବାଦ ଜାରି ରହିଛି। ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଆଜି ବି ପ୍ରତିବାଦ କରିଛନ୍ତି ବିରୋଧୀ ସାଂସଦ। ବିଭିନ୍ନ ଦଳର ରାଜ୍ୟସଭା ଓ ଲୋକସଭାର ସାଂସଦଙ୍କ ସମେତ ରାହୁଲ…

ଭାରତ ଯୋଡୋ ଯାତ୍ରା ସହ ମୋର ଇନିଂସ ଶେଷ ହୋଇପାରେ : ସୋନିଆ ଗାନ୍ଧି

ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି। ଭାରତ ଯୋଡ଼ୋ ଯାତ୍ରା ସହ ରାଜନୀତି ଛାଡ଼ି ପାରନ୍ତି। ରାୟପୁରରେ କଂଗ୍ରେସର ୮୫ତମ ମହାଧିବେଶନରେ ଏହି ଘୋଷଣା କରିଛନ୍ତି କଂଗ୍ରେସ ନେତା ସୋନିଆ ଗାନ୍ଧି। ଭାରତ ଯୋଡୋ ଯାତ୍ରା ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ ବୋଲି ସେ କହିଛନ୍ତି ।…