Browsing Tag

corona donation

କୋଭିଡ-୧୯ ପାଇଁ ଦାନ କରି ଉଦାହରଣ ସୃଷ୍ଟି କଲେ ସଜା କାଟୁଥିବା ଦାରା ସିଂ, ଦେଲେ ବର୍ଷକର ରୋଜଗାର

କେନ୍ଦୁଝର(କେ.ନ୍ୟୁଜ): କରୋନା ପାଇଁ ଏବେ ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଗିରଫ ହୋଇ କେନ୍ଦୁଝର ଜେଲରେ ସଜା କାଟୁଛନ୍ତି ରବୀନ୍ଦ୍ର ପାଲ ଓରଫ ଦାରା ସିଂ ସହାୟତାର ହାତ ବଢ଼ାଇଛନ୍ତି। ଜେଲରେ ସଜା କାଟିବା ସମୟରେ ପାଇଥିବା…

ନିଜେ ରୋଜଗାର କରି ପୋଲିସକୁ ୫୦ ହଜାର ଟଙ୍କା ଦାନ କଲା ୩ ବର୍ଷର ଶିଶୁ, ସବୁଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ

କରୋନା ସଙ୍କଟ ମଧ୍ୟରେ ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ଲୋକଙ୍କ ସାହାଯ୍ୟ କରୁଛନ୍ତି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ପରସ୍ପରକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ତାଲିକାରେ ଏବେ ଏକ ୩ ବର୍ଷର ଶିଶୁର ନାଁ ଯୋଡ଼ି ହୋଇଛି। ମୁମ୍ବାଇରେ…

୪ ଏନଜିଓ ସହ ମିଶି ୧୦୦ କୋଟି ଟଙ୍କା ସଂଗ୍ରହ କରୁଛି ଆମାଜନ, କରୋନା ସହ ଲଢ଼ିବାକୁ ଦେବ ଏହି ଅର୍ଥ

ଅନଲାଇନ ରିଟେଲ କାରବାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆମାଜନ ଇଣ୍ଡିଆ କୋଭିଡ-୧୯ ସହ ଲଢ଼ିବା ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ୪ଟି ଏନଜିଓ ସହ ହାତ ମିଳାଇଛି। ଏହି ସଂଗଠନ ମଧ୍ୟରେ ହାବିଟେଟ ଫାର ହ୍ୟୁମିନିଟି ଇଣ୍ଡିଆ, ୟୁନାଇଟେଡ ୱେ ଇଣ୍ଡିଆ, ଆକ୍ସଫେମ…

ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଅର୍ଚ୍ଚନା ପୂରନ ସିଂହ, ଦେଖନ୍ତୁ ଭିଡିଓ

କପିଳ ଶର୍ମାଙ୍କ ଶୋର ଜଜ୍ ଅର୍ଚ୍ଚନା ପୂରନ ସିଂହ ଏବେ ଚର୍ଚ୍ଚାରେ ରହିଛନ୍ତି। ଲକଡାଉନ ଯୋଗୁ ସୁଟିଂ ବନ୍ଦ ଥିବାରୁ ଅର୍ଚ୍ଚନା କେତେବେଳେ ନିଜ ମେଡ ସହ ଭିଡିଓ କରୁଛନ୍ତି ତ ଆଉ କେତେବେଳେ ବଗିଚାରେ ବୁଲୁଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଅର୍ଚ୍ଚନାଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ…

କରୋନା ଯୁଦ୍ଧରେ ସାମିଲ ହେଲେ ସୋନିଆ ଓ ରାହୁଲ ଗାନ୍ଧୀ, ଜାଣନ୍ତୁ କଲେ କେତେ ସାହାଯ୍ୟ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭାଇରସ ସହ ଲଢ଼ିବା ପାଇଁ ଭାରତ ସରକାର ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏଣୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଖେଳାଳି ତଥା ରାଜନେତା ମାନେ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅର୍ଥ…

ଦେଶର ଝିଅ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇବି ସାହାଯ୍ୟ କରିଥିବାରୁ ଭାବୁକ ହେଲେ ମୋଦି, ଏମିତି ଜଣାଇଲେ ଧନ୍ୟବାଦ

ଏବେ ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରିରହିଛି। ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନି। କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ଫିଲ୍ମ ଷ୍ଟାରଙ୍କ ଠାରୁ ଆରମ୍ଭ କରି କ୍ରିକେଟ ତାରକାଙ୍କ ପର୍ଯ୍ୟନ୍ତ ନିଜ ସାମର୍ଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ କିଛି କିଛି ଅର୍ଥ ଦାନ କରୁଛନ୍ତି।…

କରୋନା ଯୁଦ୍ଧରେ ସାମିଲ ହେଲେ ଯୁବରାଜ ସିଂହ, ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ କଲେ ଦାନ

ପୂର୍ବତନ ଭାରତୀୟ କ୍ରିକେଟ ଷ୍ଟାର ଯୁବରାଜ ସିଂହ କରୋନା ଭାଇରସ ସହ ଲଢ଼ିବା ପାଇଁ ସହାୟତା ପ୍ରଦାନ କରିଛନ୍ତି। ଶନିବାର ସେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏଥିସହ ଏହି ମହାମାରୀ ସମୟରେ ସମସ୍ତେ ଏକଜୁଟ ହେବାକୁ ଯୁବରାଜ ଅପିଲ କରିଛନ୍ତି। We are…

କରୋନା ମୁକାବିଲା କରିବାକୁ ସାହାଯ୍ୟର ହାତ ବଢ଼ାଇଲା ହକି ଇଣ୍ଡିଆ, ପୁଣିଥରେ ଦେଲା ୭୫ ଲକ୍ଷ

କରୋନା ଭାଇରସ ସହ ମୁକାବିଲା କରିବାକୁ ବିଭିନ୍ନ ଆଡୁ ସରକାରଙ୍କୁ ସହାୟତା ମିଳୁଛି। ଏହି ତାଲିକାରେ ଏବେ ହକି ଇଣ୍ଡିଆ ମଧ୍ୟ ସାମିଲ ହୋଇଛି। ଶନିବାର ଦିନ ହକି ଇଣ୍ଡିଆ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଆଉ ୭୫ ଲକ୍ଷ ଟଙ୍କା ଦାନ କରିଛି। ଏହି ଟଙ୍କାକୁ ମିଶାଇ ହକି ଇଣ୍ଡିଆ ମୋଟ ୧ କୋଟି…

ସହାୟତାର ହାତ ବଢ଼ାଇଲା ଟିକଟକ୍, ଭାରତକୁ ଦେଲା ୧୦୦ କୋଟିର ମେଡିକାଲ ସୁଟ୍ ଓ ମାସ୍କ

ଏବେ ସାରା ବିଶ୍ୱକୁ ନିଜ କବ୍ଜାକୁ ନେଇଛି କରୋନା ଭାଇରସ। ଭାଇରସ କବଳରୁ ମୁକୁଳିବାକୁ ଏବେ ସବୁ ଦେଶ ନିଜ ସାମର୍ଥ୍ୟ ଅନୁସାରେ ଲାଗିପଡିଛନ୍ତି। ଚୀନର ଭିଡିଓ ସେୟାରିଂ ଆପ୍ ଟିକଟକ୍ ଭାରତ ସରକାରଙ୍କୁ କରୋନା ମୁକାବିଲା କରିବାକୁ ସହାୟତାର ହାତ ବଢ଼ାଇଛି। ଟିକଟକ୍ ଭାରତକୁ ୧୦୦ କୋଟି ଟଙ୍କାର…

କରୋନା ପିଡୀତଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ MDH ମାଲିକ ମହାଶୟ ଧର୍ମପାଲ, ଦାନ କଲେ ୫ କୋଟି

କରୋନା ଭାଇରସ କାରଣରୁ ବର୍ତ୍ତମାନ ଦେଶର ପରିସ୍ଥିତି ବିଷୟରେ ଆପଣମାନେ ଜାଣିଥିବେ। ଏହି କାରଣରୁ ମହାମାରୀ ଭଳି ଏହି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ପିଏମ-କେୟର୍ସ ଫଣ୍ଡ ଗଠନ କରିଛନ୍ତି, ଯେଉଁଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡର ଅନେକ କଳାକାରମାନେ ସହଯୋଗ…

କରୋନା ଭାଇରସ ବିପକ୍ଷ ଲଢ଼େଇରେ ସାମିଲ ହେଲେ ଲତା ମଙ୍ଗେସକର, ଦାନ କଲେ ସଞ୍ଚିତ ପୁଞ୍ଜି

କରୋନା ଭାଇରସ ବିରୁଦ୍ଧ ଯୁଦ୍ଧରେ ବଲିଉଡ କଳାକାର ଖୁବ ଉତ୍ସାହର ସହ ସାହାଯ୍ୟ କରୁଛନ୍ତି। ଗୋଟିଏ ପରେ ଗୋଟିଏ କଳାକାର ସ୍ଵଇଚ୍ଛାରେ କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଉଛନ୍ତି। କେବଳ ସହାୟତା କରୁନାହାନ୍ତି ସେମାନେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି। ତେବେ ଇତିମଧ୍ୟରେ…

କରୋନା ଲଢ଼େଇରେ ଯୋଗ ଦେଲେ ରୋହିତ ସେଟ୍ଟୀ, ଦିନ ମଜୁରିଆଙ୍କୁ ଦେଲେ ଏତେ ଟଙ୍କା

କରୋନା ଭାଇରସ ଯୋଗୁ ହୋଇଥିବା ଲକଡାଉନ ଶତାଧିକ ଦିନ ମଜୁରିଆଙ୍କ ଦାନା ଛଡ଼ାଇ ନେଇଛି। ଖଟିଖିଆ ଏବେ କାମକୁ ଯାଇ ନ ପାରି ଘରେ ହାତ ବାନ୍ଧି ବସିଛନ୍ତି। ଏହି ଲକଡାଉନ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ପ୍ରଭାବିତ ହୋଇଛି। ସିନେମା ଜଗତରେ କାମ କରୁଥିବା ହଜାର ହଜାର ଲୋକ ବେରୋଜଗାର ହୋଇଯାଇଛନ୍ତି।…