Browsing Tag

corona positive case

ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ, ଚତୁର୍ଥ ଲହର ନେଇ କଳ୍ପନାଜଳ୍ପନା ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଛି ସଂକ୍ରମଣ । ଶୁକ୍ରବାର ଠାରୁ ଶନିବାର ୨୬ ପ୍ରତିଶତ ବଢ଼ିଛି ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୪୬୧ ସଂକ୍ରମିତ। ପଜିଟିଭିଟି ହାର ୫.୩୩ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ କୋଭିଡ୍‌ରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଗତ ଏକ ସପ୍ତାହ ହେଲା…

ରାଜ୍ୟରେ ଆଉ ୫୮୦ କରୋନା ପଜିଟିଭ୍‌ ଚିହ୍ନଟ, ୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ ୫୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍‌ ହାର ରହିଛି ୦.୯୫ପ୍ରତିଶତ । ୫୮୦ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୭୭ ଜଣ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୨୯ ପଜିଟିଭ୍‌ ଚିହ୍ନଟ, ୬୦ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୨୯ ପଜିଟିଭ୍‌ ଚିହ୍ନଟ । ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୫୯ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୧୯ ପ୍ରତିଶତ । ୨୪ ଘଣ୍ଟାରେ ୬୨ ହଜାର ୬୮୬ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ…

କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟାରେ ଆଉ ୩ହଜାର ୪୦୫ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ୫ ପ୍ରତିଶତକୁ ଖସିଲା କରୋନା ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ଆଉ ୩ହଜାର ୪୦୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଜିଟିଭିଟି ରେଟ୍‌ ରହିଛି ୫.୯୯ ପ୍ରତିଶତ। ଯାହାକି ଗତକାଲି ଥିଲା ୬.୩୩ ପ୍ରତିଶତ। ୨୪ଘଣ୍ଟାରେ ୫୬ହଜାର ୮୦୭ ଟେଷ୍ଟିଂ ହୋଇଥିବାବେଳେ…

ଆଜି ବି ୧୦ ହଜାର ପାର କରିଛି କରୋନା ସଂକ୍ରମଣ କେସ୍, ୧୯ ଜଣଙ୍କର ଗଲା ଜୀବନ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସାମାନ୍ୟ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୦ହଜାର ୬୩୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୧୯ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୪ ଆକ୍ରାନ୍ତ ରହିଛନ୍ତି। ସୁନ୍ଦରଗଡ଼ରୁ ୯୪୩, କଟକରୁ ୮୮୭, ସମ୍ବଲପୁରରୁ…

CMO କହିଲେ, ପତଞ୍ଜଳି ଯୋଗପୀଠରେ ୮୩ ଲୋକ ପଜିଟିଭ, ବାବା ରାମଦେବଙ୍କ ପ୍ରବକ୍ତା କଲେ ଖଣ୍ଡନ

ପୂରା ଦେଶରେ କରୋନାର ପ୍ରକୋପ ବଢ଼ିଚାଲିଛି। ଉତ୍ତରାଖଣ୍ଡରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ଏହାରି ଭିତରେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠରୁ ବଡ଼ ଖବର ସାମ୍ନାକୁ ଆସିଛି। ସିଏମ୍‌ଓ ଡା. ଏସ୍‌କେ ଝା କହିଛନ୍ତି କି, ପତଞ୍ଜଳି ଯୋଗପୀଠର ଅଲଗା ଅଲଗା ୩ ସଂସ୍ଥାରେ ୮୩ କରୋନା…

ବଢୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ ହଜାର ୮୫୪ ନୂଆ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ବଢୁଛି କରୋନା ସଂକ୍ରମଣ । ଦୁଇମାସ ମଧ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ ହଜାର ୮୫୪ ନୂଆ ଆକ୍ରାନ୍ତ । ମହାମାରୀ ନେଇଛି ୧୨୬ ଜୀବନ । ଦୈନିକ ସଂକ୍ରମଣ ବୃଦ୍ଧି ଚିନ୍ତା ବଢାଇଛି । ମହାରାଷ୍ଟ୍ରରେ ଆଜି ଦିନକରେ…

ରାଜ୍ଯରେ ଆଜି ୨୩୧ କରୋନା ପଜିଟିଭ୍ ଚିହ୍ନଟ, ଯାଇନି କାହାର ଜୀବନ

ଭୁବନେଶ୍ବର: ସାରା ରାଜ୍ୟ ପାଇଁ ଏକ ବଡ଼ ଖୁସି ଖବର । ଆଜି ଓଡ଼ିଶାରେ କରୋନାରେ କେହି ମୃତ୍ୟୁବରଣ କରି ନାହାନ୍ତି । ରାଜ୍ଯରେ ଆଜି ୨୩୧ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୩୩, ଏବଂ ଲୋକାଲ୍ କେସରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ…

ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା କରୋନା ପଜିଟିଭି ଯୁବକ ହସ୍ପିଟାଲରେ ଭର୍ତ୍ତି, ପରୀକ୍ଷା ପାଇଁ ପୁନେ ପଠାଯାଇଛି ସ୍ୱାବ

ଭୁବନେଶ୍ବର: ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା କରୋନା ପଜିଟିଭି ଚିହ୍ନଟ । ବ୍ରିଟେନରୁ ଫେରିଥିବା ଜଣେ ୩୪ ବର୍ଷୀୟ ଯୁବକଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି । ଏହାପରେ ତାଙ୍କୁ ସରକାରୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଯୁବକଙ୍କର ଉଚିତ୍ ଚିକିତ୍ସା ହେଉଛି। ତାଙ୍କ…

ରାଜ୍ୟରେ ଆଜି ୩୫୮ କରୋନା ପଜିଟିଭ୍‌ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୩୫୮ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୨୦୮, ଏବଂ ଲୋକାଲ୍ କେସରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୫୦୫ କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ…

ଦେଶରେ ୭୨ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ଯା: ୨୪ ଘଣ୍ଟାରେ ୬୩,୫୦୯ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ୭୨ଲକ୍ଷ ଟପିଲା କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୬୩ହଜାର ୫୦୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୩୦ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌।india ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦ରେ ପହଞ୍ଚିଛି ।…

ରାଜଧାନୀ ଭୁବନେଶ୍ବରରୁ ଆଜି ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୫୩

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ବରରୁ  ଆଜି ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ୨୦୫୩୮ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିଭଳି ଆଜି ଭୁବନେଶ୍ବରରୁ ୩୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି…