ରାଜ୍ୟରୁ ଆଜି ୪୩୪ ନୂଆ ପଜିଟିଭ ଚିହ୍ନଟ, ଗତ ୨୪ ଘଣ୍ଟା ଭିତରେ ନେଲା ଆଉ ୫ ଜଣଙ୍କ ଜୀବନ
ଭୁବନେଶ୍ୱର (କେ ନ୍ୟୁଜ): ଆଜି ରାଜ୍ୟରେ ୪୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ କ୍ଵାରିଣ୍ଟୀଂନ ସେଣ୍ଟରରୁ ୨୪୯ ଥିବା ବେଳେ ଲୋକାଲ କଣ୍ଟକଟରୁ ଅଛନ୍ତି ୧୮୫ ଜଣ । ଆଜିର ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୩ ଲକ୍ଷ ୨୦ ହଜାର ୦୧୭କୁ ବୃଦ୍ଧି ପାଇଥିବା…