Browsing Tag

corona update

ଆଜି ରାଜ୍ୟରେ ୧୧,୧୦୮ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୧୪୫୧

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କମୁଛି ପଜିଟିଭିଟି ହାର । ଗତ ୨୪ ଘଣ୍ଟାରେ ଆଉ ୧୧ ହଜାର ୧୦୮ ପଜିଟିଭ୍‌ ଚିହ୍ନଟ । ଖୋର୍ଦ୍ଧାରେ ସର୍ବାଧିକ ୧୪ଶହ ୫୧ ଆକ୍ରାନ୍ତ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ଜିଲ୍ଲା କଟକରେ ସାମାନ୍ୟ କମିଛି ସଂକ୍ରମଣ । ଆଜି ୯୪୪ ପଜିଟିଭ୍‌ ବାହାରିଥିବାବେଳେ ଗତକାଲି ଏହି…

କମୁଛି ସଂକ୍ରମଣ ବଢ଼ୁଛି ମୃତ୍ୟୁହାର, ୨୪ ଘଣ୍ଟାରେ ୨ଲକ୍ଷ ୬୭ହଜାର ୧୭୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ଚିନ୍ତା ବଢାଉଛି ମୃତ୍ୟୁହାର। କମିଛି ଦୈନିକ କରୋନା ସଂକ୍ରମଣ । ବଢୁଛି ସୁସ୍ଥ ସଂଖ୍ୟା । ଗତକାଲି ଦୈନିକ ସୁସ୍ଥ ସଂଖ୍ୟା ରେକର୍ଡ ୪ ଲକ୍ଷ ପାର କରିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍‌ । କ୍ରମାଗତ ତୃତୀୟ ଦିନରେ ଦେଶରେ ୩ ଲକ୍ଷ ତଳେ ରହିଛି ନୂଆ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୦ ହଜାର ୨୪୨, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ଓଡିଶାରୁ ୧୦ ହଜାର ୨୪୨ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି । ଯାହାକୁ ମିଶାଇ ମୋଟ ସଂଖ୍ୟା ୫ ଲକ୍ଷ ୩୬ ହଜାର ୫୯୫କୁ ବୃଦ୍ଧିପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୯୪୩ ଜଣ ଥିବା ଜଣାଯାଇଛି । ଯେବେକି ୮୮୭…

ଆଜି ରାଜଧାନୀରୁ ୧୧୫୧ ଜଣ ନୂଆ ପଜିଟିଭ, ସୁସ୍ଥ ହେଲେ ୮୯୬

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୧୧୫୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ମୋଟ ସଂଖ୍ୟା ୬୩ ହଜାର ୬୪୯କୁ ବୃଦ୍ଧି ପାଇଛି | ଏଯାବତ ସହରରେ ୧୨ ହଜାର ୨୭୩ଟି ଆକ୍ଟିଭ କେସ ରହିଥିବା ନେଇ ସୂଚନା ଦେଇଛି ବିଏମ୍ସି | ଗତ ୨୪ ଘଣ୍ଟା ଭିତରେ ରାଜଧାନୀରେ ୮୯୬ଜଣ…

ଆଜି ରାଜଧାନୀରୁ ୧୩୫୩ ନୂଆ ପଜିଟିଭ, ସୁସ୍ଥ ହେଲେ ୯୩୮

ଭୁବନେଶ୍ୱର(କେ ନ୍ୟୁଜ):  ରାଜଧାନୀ ଭୁବନେଶ୍ୱରରୁ ଆଜି ୧୩୫୩ଟି ନୂଆ ପଜିଟିଭ କେଶ ଚିହ୍ନଟ ହୋଇଛି । ଏହାକୁ ମିଶାଇ ମୋଟ ସଂଖ୍ୟା ୬୧ ହଜାର ୬୩୪କୁ ବୃଦ୍ଧି ପାଇଛି । ଯେବେକି ୧୨ ହଜାର ୯୦୬ଟି ଆକ୍ଟିଭ କେଶ ରହିଛି । ଆଜି ବିଏମ୍ସି ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୯୩୮ ଜଣ ଆରୋଗ୍ୟ…

ଭାରତରେ କରୋନାକୁ ଗୋଟିଏ ଡୋଜରେ ହରାଇବ Sputnik-V ଭ୍ୟାକସିନ, ରିପୋର୍ଟରୁ ପ୍ରକାଶ

କରୋନାର ୨ୟ ଲହରରେ ଭାରତ ଭ୍ୟାକସିନକୁ ନେଇ ଚିନ୍ତାରେ ପଡିଛି । ସବୁ ଲୋକଙ୍କୁ ଭ୍ୟାକସିନ ଦେବା ପାଇଁ ଚେଷ୍ଟା ମଧ୍ୟ ଜାରି ରଖିଛି । ଏଥିପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଭ୍ୟାକସିନ ଦିଆଯାଉଛି । ଏହାପରେ ଏବେ ଭ୍ୟାକସିନ ରୂପେ Sputnik-V ମଧ୍ୟ ଆସନ୍ତା ସପ୍ତାହରେ ମାର୍କେଟରେ ଉପଲବ୍ଧ ହେବାକୁ…

ଆଳି ସଂସିଧା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କଲେ ସରପଞ୍ଚ, କରୋନା ପାଇଁ ଚାଲିଛି ରକ୍ଷାଯଜ୍ଞ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ସଂସିଧା ପଞ୍ଚାୟତରେ କରୋନାସ୍ଥିତି ଉଦବେଗଜନକ ରହିଛି। ଗତ ୭ ତାରିଖ ଜନୈକ ୪୦ ବର୍ଷିୟ ଯୁବକ ଓ ୧୧ ତାରିଖରେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁପରେ ପଞ୍ଚାୟତରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି। ସଂସିଧା ପଞ୍ଚାୟତର ସଂସିଧା ଓ ଠାକୁରପାଟଣା ଗ୍ରାମରେ ଏବେ ୪୦…

କରୋନାରେ ସଂକ୍ରମିତ ହେଉଥିବା ଯୁବବର୍ଗଙ୍କ ସଂଖ୍ୟା ଅଧିକ, ରିପୋର୍ଟରୁ ପ୍ରକାଶ

ଦେଶରେ କରୋନାର ୨ୟ ଲହର ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । କିଛିଦିନ ପୂର୍ବରୁ ୪ଲକ୍ଷ କେସ ଗୋଟିଏ ଦିନରେ ଆସିଥିଲା । ତେବେ ସର୍ଭେରୁ ଜଣା ପଡିଛି ଯେ, ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ବୟସ ବହୁତ କମ ରହିଛି । ଅର୍ଥାତ କରୋନାର ୨ୟ ଲହର ଏବେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଅଧିକ ଦେଖିବାକୁ…

୧୧ ହଜାର ପାଖାପାଖି ଛୁଇଁଲା ଦୈନିକ ସଂକ୍ରମଣ, ଆଜି ରାଜ୍ୟରୁ ୧୦ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍‌) : ଗୋଟିଏ ଦିନ ସାମାନ୍ୟ ଆସ୍ୱସ୍ତି ଦେଲା ପରେ ଆଜି ବଢ଼ିଲା । ରାଜ୍ୟରେ ପୁଣି ଥରେ ୧୦ ହଜାର ପାର କରିଛି ଦୈନିକ ସଂକ୍ରମଣ । ଆଜି ୧୦ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫ଶହ ୩୯, ସୁନ୍ଦରଗଡ଼ରୁ ୯୬୪, କଟକରୁ ୮୮୫, ଅନୁଗୋଳରୁ ୫୩୯,…

କରୋନା ଜନିତ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କରିଥିଲେ କିଛି ଏଭଳି ପୋଷ୍ଟ, ଦେଖନ୍ତୁ

କରୋନର ୨ୟ ଲହର ସତେ ଯେପରି ସମସ୍ତଙ୍କ ଜୀବନ ନେବାକୁ ପ୍ରଣ କରିଛି । ଗତ ବର୍ଷରୁ ଏବର୍ଷ ପର୍ଯ୍ୟନ୍ତ କାହିଁ କେତେ ଲୋକ ମୃତ୍ୟୁ ବରଣ କଲାଣି । କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଥିରେ ଟଳମଳ ହୋଇନାହିଁ ବରଂ ଆର୍ଥିକ, ବୃତ୍ତିଗତ ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି । ଲୋକ ନାହିଁ ନଥିବା ଅସୁବିଧାର…