Browsing Tag

corona updates

ଆଠମଲ୍ଲିକ ଏନଏସିର ୬ନଂ ଓ ୮ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆଠମଲ୍ଲିକ: ଆଠମଲ୍ଲିକରେ ଘୋଷଣା ହେଲା କଣ୍ଟେନମେଣ୍ଟ ଜୋନ୍। ଏନଏସିର ୬ନଂ ଓ ୮ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ। ମେ ୧ରୁ ୭ ଦିନ ପାଇଁ ଲାଗୁହେବ କଟକଣା। ଏହି ୨ଟି ୱାର୍ଡରେ କରୋନା ସଂକ୍ରମଣ ବୃଦ୍ଧିପାଇବା ପରେ ଏନଏସି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ…

ଭାରତରେ ସ୍ଥିତି ଅସମ୍ଭାଳ, ୪ ଲକ୍ଷ ମୁହାଁ ହେଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ ସ୍ଥିତି ଅସମ୍ଭାଳ। ଦେଶରେ ୪ ଲକ୍ଷ ମୁହାଁ ଦୈନିକ କରୋନା ସଂକ୍ରମଣ। ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୮୬ ହଜାର ୪୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୩୧ ଲକ୍ଷ ଉପରେ ଆକ୍ଟିଭ୍‌…

ଆଜି ରାଜ୍ଯରେ ୪୭୬୧ କରୋନା ପଜିଟିଭ୍ ଚିହ୍ନଟ, ଗଲା ୫ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୪୭୬୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୨୭୮୫ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୯୭୬। ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 19th April New Positive Cases: 4761 In…

ଆଜି ରାଜ୍ୟରୁ ୩୧୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୪ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୩୧୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୮୨୩ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୩୨୧। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 16th April New Positive Cases: 3144 In…

କଡ଼ା ହେଲା କଟକଣା: ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ବର: ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ। ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଥିଲା। ସମୟ ଥିଲା ରାତି ୧୦ରୁ ସକାଳ ୫…

ରାଜ୍ୟବାସୀଙ୍କୁ ଆଜି ୫ଟା ୩୦ରେ ବାର୍ତ୍ତା ଦେବେ ମୁଖ୍ୟ ସଚିବ, ହୋଇପାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା !

ଭୁବନେଶ୍ବର: ଦେଶରେ ଆଜି ୨ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ ଏ ସଂଖ୍ୟା ରହିଛି ପାଖାପାଖି ୩ ହଜାର । ଦେଶର କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡିଶାର ସ୍ଥାନ ହେଉଛି ୧୮ । ଦେଶର ଦୈନିକ ସଂକ୍ରମଣ ହାର ତୁଳନାରେ ରାଜ୍ୟର ସଂକ୍ରମଣ ହାର ରହିଛି ୧ ଦଶମିକ ୪୮ ପ୍ରତିଶତ । ଆଜି…

ରାୟଗଡ଼ା ଜିଲ୍ଲାରେ ପଡୋଶୀ ଆନ୍ଧ୍ରପ୍ରଦେଶର ସୀମାନ୍ତ ସିଲ୍‌ କଲା ପ୍ରଶାସନ, ଯାନବାହନ କଡାକଡି ଯାଞ୍ଚ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଜିଲ୍ଲା ପ୍ରଶାସନ ପଡୋଶୀ ଆନ୍ଧ୍ରପ୍ରଦେଶର ସୀମାନ୍ତ ସିଲ୍‌ କରିଛି । ଆନ୍ଧ୍ରପ୍ରଦେଶର ସୀମା ରାୟଗଡ଼ା ବ୍ଲକର କେରେଡା, ଗୁଣୁପୁର ବ୍ଲକର ବସନା, ରାମନଗୁଡା ବ୍ଲକର କାଟିକି ସୀମା ଯାଞ୍ଚ ପାଇ ରାୟଗଡ଼ା ଜିଲ୍ଲାପାଳ…

ଦେଶରେ ମାଡି ଚାଲିଛି କରୋନା ଭାଇରସ୍: ୨୪ ଘଣ୍ଟାରେ ୧ଲକ୍ଷ ୪୫ ହଜାର ୩୮୪ ନୂଆ ପଜିଟିଭ୍‌ ଚିହ୍ନଟ, ୭୯୪ମୃତ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ଭାଇରସ । ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୪୫ ହଜାର ୩୮୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୭୯୪ ଜଣଙ୍କ ମୃତ୍ୟୁ ହୋଇଛି । ସାରାଦେଶରେ ୧୦ ଲକ୍ଷ ୪୬ ହଜାର ୬୩୧ ଆକ୍ଟିଭ୍‌…

ଗୋଟିଏ ଦିନରେ ଦେଶରେ ୮୧ ହଜାର ୪୬୬ ନୂଆ ପଜିଟିଭ୍‌ ଚିହ୍ନଟ, ଗଲା ୪୬୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦୈନିକ ସଂକ୍ରମଣରେ କରୋନାର ବଡ ବଡ଼ ଲମ୍ଫ । ପ୍ରତ୍ୟେକ ଦିନ ଭାଙ୍ଗୁଛି ରେକର୍ଡ । ଏପ୍ରିଲରେ ଗତ ବର୍ଷ ସେପ୍ଟେମ୍ବର ଅକ୍ଟୋବର ମାସ ପରି ସ୍ଥିତି । ଗତକାଲି ୭୨ ହଜାର, ଆଜି ୮୧ ହଜାର ପାର । ଗୋଟିଏ ଦିନରେ ଦେଶରେ ୮୧ ହଜାର ୪୬୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ ୬ ମାସ ପରେ…

ରାଜ୍ୟରେ ଆଉ ୨୯୭ କରୋନା ପଜିଟିଭ୍‌ ଚିହ୍ନଟ, କଳାହାଣ୍ଡିରୁ ସର୍ବାଧିକ ୫୭ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଉ ୨୯୭ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୭୪ ଓ ଲୋକାଲ କେସ୍‌ ରହିଛି ୧୨୩ । କଳାହାଣ୍ଡିରୁ ସର୍ବାଧିକ ୫୭ଜଣ ଆକ୍ରାନ୍ତ ରହିଛନ୍ତି। Covid-19 Report For 30th March New Positive Cases: 297 In quarantine: 174 Local contacts:…

ଦେଶରେ ଗତ ୨୪ ଘଣ୍ଟାରେ ୩୫୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଚିହ୍ନଟ ହେଲେ ୫୩ ହଜାର ୪୮୦ ଜଣ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢ଼ାଇଲାଣି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨୭୧ । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂକ୍ୟା ୧ ଲକ୍ଷ ୬୨ ହଜାର ୪୬୮କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଣ୍ଟାରେ ୫୩ ହଜାର…

ସରିଲା ସଚେତନ, ଏବେ ଆକ୍ସନ: କୋଭିଡ଼ ନିୟମ ଭାଙ୍ଗିଲେ ଏବେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଟ୍ବିନସିଟି ବାସୀଙ୍କୁ ଦୁଇ ଦିନ ସଚେତନ କରାଯାଇଛି । ଏବେ କାର୍ଯ୍ୟନୁଷ୍ଠାନ ନିଆଯିବ । ଯେଉଁମାନେ କୋଭିଡ ନିୟମ ଭାଙ୍ଗିବେ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି । ପ୍ରଥମରୁ ଯେମିତି ଲୋକେ ସହଯୋଗ…