Below header
Browsing Tag

corona vaccine

ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର: ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ଜଣାଇଛନ୍ତି। ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍‌ ଚାପ ପଡିବ। ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ବିଶେଷ ସହାୟକ ହେବ। ଏହାସହ କେନ୍ଦ୍ର ସରକାର ବିଭିନ୍ନ ସେସ୍‌ ଓ ସରଚାର୍ଜ…

ଟିକା ପଞ୍ଜିକରଣ ପାଇଁ ନେଇପାରିବେ ଜନସେବା କେନ୍ଦ୍ରର ସହାୟତା, ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲେ କେନ୍ଦ୍ର ସରକାର

ଭୁବନେଶ୍ବର: ଟିକା ପଞ୍ଜିକରଣ ପାଇଁ ଯେଉଁମାନେ ଡିଜିଟାଲ ଆକ୍ସେସ୍‌ କରିପାରୁନାହାନ୍ତି, ସେମାନେ ସାଙ୍ଗ, ପରିବାର NGO ଓ ଜନସେବା କେନ୍ଦ୍ର ସହାୟତା ନେଇପାରିବେ । ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ କୋୱିନ ଆପ୍‌ରେ ସହଜ ନଥିବା ଗ୍ରାମାଞ୍ଚଳର ବ୍ୟକ୍ତି ମାନେ…

ରାଜ୍ୟରେ ଟିକାର ଅଭାବ: ସିଙ୍ଗଲ ଡୋଜ୍‌ ସ୍ପୁଟନିକ୍‌ ଲାଇଟକୁ ବିକଳ୍ପ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇପାରେ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବ । ବିଭିନ୍ନ ଟିକାନ୍ଦ୍ରେରେ ଟିକା ନଥିବା ସମସ୍ୟା ଉପୁଜୁଛି। କୋଭାକ୍ସିନ୍‌ ଓ କୋଭିସିଲଡ ମିଳିବାରେ ସମସ୍ୟା ଥିବାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ସ୍ପୁଟନିକ୍‌-ଭି ଓ ସ୍ପୁଟନିକ୍‌ ଲାଇଟକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି ରାଜ୍ୟ ସରକାର।…

କରୋନାକୁ ମାତ୍‌ ଦେବାକୁ ଆସୁଛି ରୁଷିଆର ଆଉ ଏକ ସିଙ୍ଗିଲ୍‌ ଡୋଜ୍‌ ଟିକା ‘ସ୍ପୁଟନିକ୍‌ ଲାଇଟ୍‌…

ନୂଆଦିଲ୍ଲୀ: କରୋନାକୁ ମାତ୍‌ ଦେବାକୁ ଆସୁଛି ରୁଷିଆର ଆଉ ଏକ ସିଙ୍ଗିଲ୍‌ ଡୋଜ୍‌ ଟିକା । ସ୍ପୁଟନିକ୍‌ ଲାଇଟ୍‌ ଭ୍ୟାକ୍ସିନ୍‌ । ଏହି ଟିକା ଗୋଟିଏ ଡୋଜ୍‌ ନେବାକୁ ହେବ। ଦୁଇଟି ଡୋଜ୍‌ ନିଆଯାଉଥିବା ଅନେକ ଟିକା ଠାରୁ ସ୍ପୁଟନିକ୍‌ ଲାଇଟ୍‌ ଭ୍ୟାକ୍ସିନ୍‌ ଅଧିକ ପ୍ରଭାବୀ ବୋଲି କମ୍ପାନୀ ପକ୍ଷରୁ…

ରାଜ୍ୟରେ ୧୫ ଜିଲ୍ଲାରେ ଟିକାକାଦନ ବନ୍ଦ, ଦ୍ୱିତୀୟ ଡୋଜ୍‌ ନେବାକୁ ଅନାଇ ବସିଛନ୍ତି ୯ଲକ୍ଷ ଲୋକ

ଭୁବନେଶ୍ବର: ରାଜ୍ୟରେ ୧୫ ଜିଲ୍ଲାରେ ଟିକାକାଦନ ବନ୍ଦ। ଟିକା ଅଭାବକୁ ନେଇ ଉପକୂଳରୁ ଉପାନ୍ତ ଯାଏଁ ବଢିବାରେ ଲାଗିଛି ଅସନ୍ତୋଷ। ଦ୍ୱିତୀୟ ଡୋଜ୍‌କୁ ନେଇ ୯ଲକ୍ଷ ଲୋକ ଅନାଇ ବସିଛନ୍ତି। ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ଠିକ୍‌ ସମୟରେ ପହଞ୍ଚୁ ନଥିବାରୁ ରାଜ୍ୟରେ ଟିକାକରଣ…

ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ, ଭୁବନେଶ୍ୱରର ୩୦ଟି କେନ୍ଦ୍ରରେ ଚାଲିଛି ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଟିକାକରଣ। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ଗତକାଲି କେବଳ ଭୁବନେଶ୍ୱରରେ ଟିକାକରଣ ହୋଇଛି। ୩୦ଟି କେନ୍ଦ୍ରରେ ଦିଆଯାଇଛି ଟିକା। ଅନ୍‌ଲାଇନ୍‌ ପଞ୍ଜିକରଣ ସହ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତି ନିର୍ଦ୍ଧାରିତ କେନ୍ଦ୍ରରେ…

କରୋନା ଟିକାର ସାଇଡ୍‌ ଇଫେକ୍ଟ ନେଇ ରହିଥିବା ଭୁଲ ଧାରଣା ଦୂର କରନ୍ତୁ

କରୋନା ଭାଇରସ୍‌କୁ ରୋକିବ ଟିକା ବା ଭ୍ୟାକସିନ । ଏଇ ବିଶ୍ୱାସରେ ଏବେ ସାରା ଦେଶରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି । ତେବେ ଲୋକଙ୍କ ଭିତରେ କିଛି ଭ୍ରମାତ୍ମକ କଥା ମଧ୍ୟ ପ୍ରଚାରିତ ହେଉଛି । ଯେମିତିକି ଟିକାର ପାର୍ଶ୍ୱପ୍ରତିକ୍ରିୟା ବା ସାଇଡ୍‌ ଇଫେକ୍ଟ । ଅବଶ୍ୟ ଦେଖା ଯାଇଛି ଯେ କିଛି…

‘ସରି… ମୁଁ ଜାଣିନଥିଲି ଏହା କରୋନା ଭ୍ୟାକ୍‌ସିନ୍‌’, କାଗଜରେ ଏମିତି ଲେଖି ଚୋର ଫେରାଇଲା ଟିକା

କରୋନା ମହାମାରୀ ଏବେ ଉଗ୍ର ରୂପ ଧାରଣ କରିଛି। ବର୍ତ୍ତମାନର ଭୟାବହ ସ୍ଥିତିରେ ଏବେ ସମସ୍ତେ ପରସ୍ପରକୁ ସାହାଯ୍ୟର ହାତ ବଢ଼ାଉଥିବା ଦେଖାଯାଇଛି। ଇତିମଧ୍ୟରେ ହରିୟାଣାର ଜିନ୍ଦର ସିଭିଲ ହସ୍ପିଟାଲରୁ ଚୋରିର ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ବୁଧବାର ରାତିରେ ଏକ ଚୋର…

ରାଜ୍ୟରେ ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ପରେ ବଦଳିଲା ଟିକାକରଣ ସମୟ, ଜାଣନ୍ତୁ ଠିକ୍ ସମୟ

ଭୁବନେଶ୍ବର: ବଦଳିଲା ଟିକାକରଣ ସମୟ । ଏବେଠୁ ସୋମବାରରୁ ଶୁକ୍ରବାର ଦିଆଯିବ ଟିକା । ରାଜ୍ୟରେ ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଘୋଷଣା ପରେ ଟିକାକରଣ ସମୟ ପରିବର୍ତ୍ତନ ହୋଇଛି । ସରକାରୀ ଛୁଟି ଦିନଗୁଡିକରେ ମଧ୍ୟ ଟିକା ଦିଆଯିବ । ସଟଡାଉନ ସମୟରେ ଟିକାକରଣ କେନ୍ଦ୍ର ଗୁଡିକ ସାନିଟାଇଜ…

କରୋନା ସ୍ଥିତିକୁ ନେଇ ଦେଶର ୩ ପ୍ରସିଦ୍ଧ ଡାକ୍ତର ଦେଲେ ପରାମର୍ଶ, ଟିକା ଓ ଅମ୍ଲଜାନର ଅଭାବ ବିଷୟରେ ରଖିଲେ ମତ

କେନ୍ୟୁଜ୍(ବ୍ୟୁରୋ):  କରୋନା ସ୍ଥିତିକୁ ନେଇ ଦେଶର ପ୍ରସିଦ୍ଧ ୩ ଡାକ୍ତର କଲେ ପ୍ରେସମିଟ୍। ନାରାୟଣ ହେଲଥର ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟୀ, ମେଦାନ୍ତର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନଙ୍କ  ଓ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ  ଭିଡିଓ କନଫରେନ୍ସିଂ ଜରିଆରେରେ ପ୍ରେସମିଟ୍…

କୋଭିସିଲ୍‌ଡ ଟିକାର ଦର ଧାର୍ଯ୍ୟ କଲା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍: ରାଜ୍ୟ ଗୁଡ଼ିକ ୪ଶହ ଓ ଘରୋଇ ହସ୍‌ପିଟାଲ ଗୁଡ଼ିକ ୬ଶହ…

ନୂଆଦିଲ୍ଲୀ: ସିରମ୍‌ରୁ ସିଧାସଳଖ କୋଭିସିଲ୍‌ଡ ଟିକା କିଣିବେ ରାଜ୍ୟ ସରକାର। ଏନେଇ ଦର ଧାର୍ଯ୍ୟ କରିଛି ସିରମ ଇନ୍‌ଷ୍ଟିଚ୍ୟୁଟ। ରାଜ୍ୟ ଗୁଡ଼ିକ ଡୋଜ ପ୍ରତି ୪ଶହ ଟଙ୍କାରେ ଓ ଘରୋଇ ହସ୍‌ପିଟାଲଗୁଡ଼ିକ ୬ଶହ ଟଙ୍କାରେ କିଣିବେ କୋଭିସିଲ୍‌ଡ ଟିକା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ…