Browsing Tag

coronavirus updates

ଆକ୍ରାନ୍ତ କମ୍, ସୁସ୍ଥ ହେଉଛନ୍ତି ଅଧିକ: ଏଇ ଆମ ଓଡିଶା

ଭୁବନେଶ୍ବର: କରୋନା ସହ ଲଢ଼େଇରେ ରାଜ୍ୟବାସୀଙ୍କ ପାଇଁ ଖୁସି ଓ ଆଶ୍ୱସ୍ତିକର ଖବର । ସୁସ୍ଥ ହେଲେ ଆଉ ୫ ଜଣ କରୋନା ଆକ୍ରାନ୍ତ । ଆରୋଗ୍ୟ ଲାଭ କରିଥିବା ସମସ୍ତେ ଭୁବନେଶ୍ୱରର । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ କରି…

ଲକଡାଉନ ସମୟରେ ନିୟମକୁ ଉଲଙ୍ଘନ କରି ଚର୍ଚ୍ଚରେ ପାର୍ଥନା କରୁଥିବାବେଳେ ପାଞ୍ଚ ଜଣଙ୍କୁ ଗିରଫ କଲା ତୁମୁଡିବନ୍ଧ ଥାନା…

ବାଲିଗୁଡା: ଲକଡାଉନ ସମୟରେ ନିୟମକୁ ଉଲଘଂନ କରି ଚର୍ଚ୍ଚରେ ପାର୍ଥନା କରୁଥିବାବେଳେ ପାଞ୍ଚ ଗିରଫ l ତୁମୁଡିବନ୍ଧ ଥାନା ମାତୃଗାଓଁ ର ଗୀର୍ଜା ଘରେ ପାର୍ଥନା ଚାଲିଥିବା ବେଳେ ପାଷ୍ଟର ସମେତ ପାଞ୍ଚ ଜଣ କୁ ଗିରଫ କରିଛି ପୋଲିସ l କରୋନା କୁ ନିୟନ୍ତ୍ରଣ ପାଇଁ ଲକଡାଉନ ଜାରିଥିବା ବେଳେ ସମସ୍ତ…

ଆମେରିକାରେ କରୋନାର କରାଳ ରୂପ: ଗଲାଣି ୨୨ ହଜାରରୁ ଅଧିକ ଜୀବନ, ୫ ଲକ୍ଷରୁ ଅଧିକ ଆକ୍ରାନ୍ତ

ଆମେରିକା : ବିଶ୍ୱକୁ ସ୍ତବ୍ଧ କରିଛି ଆମେରିକା। କରୋନା ମୃତ୍ୟୁସଂଖ୍ୟାରେ ସର୍ବାଧିକ ରହିଛି ଆମେରିକା । ନା ସଂକ୍ରମଣ କମୁଛି, ନା ମୃତ୍ୟୁ ଉପରେ ଲାଗୁଛି ବ୍ରେକ୍‌। ଏପର୍ଯ୍ୟନ୍ତ ଭୂତାଣୁ ୨୨ ହଜାରରୁ ଅଧିକ ଅଧିକ ଜୀବନ ନେଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୦ ହଜାରରୁ ଅଧିକ ରହିଛି ।…

ବାରିପଦା: ଘର ସଂସାର ଛାଡି କରୋନା ଯୁଦ୍ଧରେ ଆଗେଇ ଆସିଛନ୍ତି ଆଶା ଦିଦି ଓ ଅଙ୍ଗନବାଡି କର୍ମୀ, ଘର ଘର ବୁଲି ଲୋକଙ୍କୁ…

ବାରିପଦା: କରୋନାର କବଳରେ ଏବେ ସମଗ୍ର ବିଶ୍ୱ କବଳିତ । ଆଉ ଏହାକୁ ରୋକିବାକୁ ଯେଉଁ ଯୁଦ୍ଧ ଡାକରା ଦିଆଯାଇଛି ସେଥିରେ ସାମିଲ ହୋଇଛନ୍ତି ସବୁ ବର୍ଗର ଲୋକେ । ସମସ୍ତେ ଘରେ ରହି କରୋନା ମୁକାବିଲା କରୁଥିବା ବେଳେ ଘର ସଂସାର ଛାଡି ଘରୁ ପାଦ କାଢିବାକୁ ବାଧ୍ୟ ହେଉଛନ୍ତି ଆଶା ଦିଦି ଓ ଅଙ୍ଗନବାଡି…

୧୭ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌, କଡାକଡି ଭାବେ ପାଳନ କରାଯାଉଛି ସଂକ୍ରମଣ ରୋକିବା ପାଇଁ ନିୟମ

ଭବନେଶ୍ବର: ୧୭ ଦିନରେ ପହଞ୍ଚିଲା ଲକ୍‌ଡାଉନ୍‌ । ସାରା ରାଜ୍ୟରେ ଏହାକୁ କଡାକଡି ଭାବେ ପାଳନ କରାଯାଉଥିବାବେଳେ ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ମାସ୍କ ନ ପିନ୍ଧିଲେ ଫାଇନ୍‌ ଆଦାୟ କରାଯାଉଛି । ପ୍ରଥମ ୩ ଥର ମାସ୍କ…

ଭାରତରେ ୧୯୯ଟି ମୁଣ୍ଡ ନେଲାଣି ମହାମାରୀ କରୋନା, ଗତ ୨୪ଘଣ୍ଟାରେ ଯାଇଛି ୨୦ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଭାରତରେ ସଂକ୍ରମଣ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୦ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ଆଜି ସୁଦ୍ଧା ୬ ହଜାର ୪୧୨ ଛୁଇଁଛି ଆକ୍ରାନ୍ତ ସଂଖ୍ୟା । ୫୦୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ଦେଶର ବିଭିନ୍ନ ହସ୍ପିଟାଲରେ ୫ ହଜାର ୭୦୯ ଜଣ…

ପାରଳାଖେମୁଣ୍ଡିରେ ଲକଡାଉନର ପ୍ରଭାବ: ଚାରିଚକିଆ ଓ ଭାରିଯାନ ଉପରେ କଟକଣା ବଳବତ୍ତର, ସକାଳ ୬ ଟାରୁ ୧୦ଟା ଯାଏ ଖୋଲା…

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଚାଲିଛି ଲକଡାଉନ୍‌ । ଆଗରୁ ଚାରିଚକିଆ ଓ ଭାରିଯାନ କଟକଣା ବଳବତ୍ତର ରହିଛି । ଗଜପତି ପ୍ରଶାସନ ପକ୍ଷରୁ ଯେଉଁ ସମସ୍ତ ନିୟମ ଲାଗୁ କରାଯାଇଛି ତାହା ଜନସାଧାରଣ ମାନିବାକୁ ବାଧ୍ୟ ବୋଲି କୁହାଯାଇଛି । ସକାଳ ୬ ଟାରୁ ୧୦ ଟା ଯାଏଁ ନିଜ ନିଜର…

ଯାଜପୁର ବ୍ରହ୍ମବରଦା ଅଂଚଳର କଣ୍ଟେନମେଣ୍ଟ ଅବଧି ବୃଦ୍ଧି, ଏପ୍ରିଲ୍‌ ୧୨ ରାତି ୮ଟା ଯାଏ ବଢାଇଲା ଜିଲ୍ଲା ପ୍ରଶାସନ

ଯାଜପୁର ଟାଉନ:ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି । ଏପ୍ରିଲ୍‌ ୧୨ ରାତି ୮ଟା ଯାଏ କଣ୍ଟେନ୍‌ମେଣ୍ଟ ଅବଧି ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ବ୍ରହ୍ମବରଦା ଅଞ୍ଚଳରେ ଜଣେ ନିଜାମୁଦ୍ଦିନ ଫେରନ୍ତା କରୋନାରେ ଆକ୍ରାନ୍ତ ହେବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ…

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ୍, ବାହାରୁ ଫରିଥିବା ଲୋକଙ୍କ ସମ୍ପର୍କରେ ଜିଲ୍ଲା…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ପ୍ରତି ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ । ଜିଲ୍ଲାକୁ ରାଜ୍ୟ ଓ ଦେଶ ବାହାରେ କରୋନା ଭୟରେ ହଜାର ହଜାର ଲୋକ ଫରିଥିବା ସୂଚନା ରହିଛି । ସେମାନଙ୍କ ଭିତରୁ ପ୍ରାୟତଃ ଲୋକେ ଫେରିଛନ୍ତି । ତେବେ ସେଥିରୁ ବହୁ ଲୋକ ସରକାରଙ୍କୁ ନିଜର ଗସ୍ତ ତଥ୍ୟ ପ୍ରଦାନ…

ଏପ୍ରିଲ ୧୪ପରେ ବଢିବ କି ଲକ୍‌ ଡାଉନ୍‌? ସମୟସୀମାକୁ ପୁଣି ବୃଦ୍ଧି କରାଯିବା ସପକ୍ଷରେ ଅନେକ ରାଜ୍ୟ, ପରିସ୍ଥିତିର…

ନୂଆଦିଲ୍ଲୀ: ଏପ୍ରିଲ ୧୪ପରେ ବଢିବ କି ଲକ୍‌ ଡାଉନ୍‌। ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ପୂରିବାକୁ ଆଉ ୬ ଦିନ ବାକି ଅଛି । ଏପ୍ରିଲ ୧୪ରେ ଅବଧି ଶେଷ ହେବ। କିନ୍ତୁ କରୋନା ବ୍ୟାପି ଚାଲିଛି। ଏପରି ସ୍ଥଳେ ଲକ୍‌ଡାଉନ୍‌ ସମୟସୀମାକୁ ପୁଣି ବୃଦ୍ଧି କରାଯିବ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା…

ନ୍ୟୁୟର୍କର ବ୍ରୋଙ୍କ୍‌ସ ଚିଡିଆଖାନାରେ ଏକ ବାଘ କରୋନା ଆକ୍ରାନ୍ତ ହେବାପରେ ଏବେ ସମସ୍ତ ଚିଡିଆଖାନାରେ ହାଇଆଲର୍ଟ

ନୂଆଦିଲ୍ଲୀ: ଚିଡିଆଖାନାରେ ହାଇଆଲର୍ଟ। ନ୍ୟୁୟର୍କର ବ୍ରୋଙ୍କ୍‌ସ ଚିଡିଆଖାନାରେ ଏକ ବାଘ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ହାଇଆଲର୍ଟରେ ଭାରତର ଚିଡିଆଖାନା। ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ବ୍ୟାଘ୍ର ପ୍ରକଳ୍ପ ଗୁଡ଼ିକରେ ସର୍ବାଧିକ ଆଲର୍ଟ ଜାରି କରାଯାଇଛି। ବାଘ ଉପରେ ୨୪ ଘଣ୍ଟିଆ ନଜର…

କ୍ୱାରେଣ୍ଟାଇନ୍‌ରେ ଭୁବନେଶ୍ୱର IB ଅଫିସ୍‌ କର୍ମଚାରୀ, ଜଣେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବାରୁ ସମସ୍ତେ…

ଭୁବନେଶ୍ୱର: କ୍ୱାରେଣ୍ଟାଇନ୍‌ରେ ଭୁବନେଶ୍ୱର IB ଅଫିସ୍‌ କର୍ମଚାରୀ। ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ କର୍ମଚାରୀ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ତେଣୁ ସଂକ୍ରମଣ ଆଶଙ୍କାରେ ସବୁ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ…