Browsing Tag

Coronavirus

ଟିକା ନେବାକୁ ଲାଇନରେ ଅଛନ୍ତି ବୋତଲ-ଚପଲ-ବ୍ୟାଗ୍, ଅଧରାତିରୁ ଜମା ହେଉଛନ୍ତି ଲୋକେ

ଦେଶର ଅନ୍ୟ ରାଜ୍ୟ ଭଳି ଆସାମରେ ମଧ୍ୟ ଟିକା ନେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଏଣୁ ଟିକାଦାନ କେନ୍ଦ୍ରରେ ନାହିଁ ନଥିବା ଭିଡ଼ ଜମିଛି। ଜିଲ୍ଲାର ଏକ ଟିକା କେନ୍ଦ୍ରରେ ଭିନ୍ନ ଦୃଶ୍ୟ ନଜର ଆସିଛି। ଏଠାରେ ଗୋଟିଏ ଦିନ ପୂର୍ବରୁ କିମ୍ବା ଅଧରାତିରୁ ଲୋକମାନେ ଲାଇନରେ ଠିଆ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ନୂଆ ସଂକ୍ରମିତ ଚିହ୍ନଟ, ଗଲା ୪୩ ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୪ ପ୍ରତିଶତକୁ ଖସିଲା ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୯୬ ପ୍ରତିଶତ। ଗତ ୨୪ ଘଣ୍ଟାରେ ୩ ହଜାର ୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ୪୩ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ୬୧ ହଜାର ଟେଷ୍ଟିଂ ହୋଇଥିବାବେଳେ ୪.୯୬ ପ୍ରତିଶତ ପଜିଟିଭିଟି ହାର…

ସାବଧାନ! ସାବରମତୀ ପାଣିରେ ବ୍ୟାପୁଛି କରୋନା ଭାଇରସ, ଟେଷ୍ଟିଂ ପାଇଁ ଯାଇଥିବା ସାମ୍ପଲ ରିପୋର୍ଟ ପଜିଟିଭ

କରୋନା ଭାଇରସର ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ତୃତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ ଅଛନ୍ତି। ଏଭଳି ସ୍ଥିତିରେ ଗୁଜରାଟର ଲାଇଫଲାଇନ କୁହାଯାଉଥିବା ସାବରମତୀ ନଦୀରେ କରୋନା ଭାଇରସ ମିଳିଛି। ସୂଚନା ମୁତାବକ, ସାବରମତୀ ନଦୀର ଜଳ ଯାଞ୍ଚ ପାଇଁ ପଠାଯାଇଥିଲା। ରିପୋର୍ଟରେ ଜଳ ସଂକ୍ରମିତ…

ରୋଜଗାର ଛଡ଼ାଇ ନେଲା କରୋନା, ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର ଓ ଡବଲ ଗ୍ରାଜୁଏଟ୍

କରୋନା ମହାମାରୀ ଯୋଗୁ କିଏ ନିଜ ଜୀବନ ହରାଉଛି ତ ଆଉ କିଏ ଜୀବିକା। ସ୍ଥିତି ଏମିତି ହୋଇଛି ଯେ ରାସ୍ତାକୁ ଚାଲି ଆସିଛନ୍ତି ବଡ଼ ବଡ଼ କମ୍ପାନୀରେ କରୁଥିବା କର୍ମଚାରୀ। ଦିନେ ଆଇଟି ଇଞ୍ଜିନିୟର ଭାବେ କାମ କରୁଥିବା ଯୁବକ ଆଜି କରୁଛନ୍ତି ନାଳ ସଫା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର…

ଅଗଷ୍ଟରୁ ପ୍ରତିଦିନ ୧ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା, ୧୦୦ କୋଟି ଡୋଜ୍ ପାଇଁ ଦେଲେ ଆଡଭାନ୍ସ ଅର୍ଡର

ଅଗଷ୍ଟରୁ ପ୍ରତିଦିନ ୧ କୋଟି ଲୋକଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଚଳିତ ମାସରେ ୧୦୦ କୋଟି ଭ୍ୟାକ୍ସିନ ଡୋଜ୍ ପାଇଁ ଅର୍ଡର ଦିଆଯାଇଛି। ଦେଶରେ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ। ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।…

ଫେରାର ନିତ୍ୟାନନ୍ଦଙ୍କ ଅଦ୍ଭୁତ ଦାବି, କହିଲେ- ‘ମୁଁ ଭାରତ ମାଟିରେ ପାଦ ଦେଲେ କରୋନା ପଳେଇବ’

ଏବେ ଦେଶ କରୋନା ମହାମାରୀ ସହ ଲଢ଼ୁଛି। ତେବେ ବର୍ତ୍ତମାନ ସଂକ୍ରମଣ ଟିକେ କମୁଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଆତ୍ମଘୋଷିତ ସନ୍ଥ ନିତ୍ୟାନନ୍ଦଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ କହୁଛନ୍ତି ଯେ ସେ ଯେତେବେଳେ ଭାରତ ମାଟିରେ ପାଦ ଦେବେ ସେତେବେଳେ ଦେଶରେ କରୋନା ସଂକ୍ରମଣ…

୩୬ ଦିନ ପରେ ବି କରୋନା ସହ ଲଢ଼େଇ କରୁଛନ୍ତି ଟିଭି ଆକ୍ଟର ଅନିରୁଦ୍ଧ, ସେଲ୍ଫି ସେୟାର କରି କହିଲେ ମନର କଥା

ଟିଭି ଅଭିନେତା ଅନିରୁଦ୍ଧ ଦବେଙ୍କ କରୋନା ସହ ଲଢ଼େଇ ଏବେ ଯାଏଁ ସରିନାହିଁ। ସେ ଗତ ୩୬ ଦିନ ହେଲା କରୋନା ଭାଇରସ ସହ ଜୀବନ ବଞ୍ଚାଇବାକୁ ଯୁଦ୍ଧ କରୁଛନ୍ତି। ଅନିରୁଦ୍ଧ କରୋନା ସଂକ୍ରମିତ ହୋଇଥିବା ନେଇ ତାଙ୍କ ପତ୍ନୀ ଶୁଭି ଆହୁଜା ସୂଚନା ଦେଇଥିଲେ। ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ…

ଆଗାମୀ ଦିନରେ କେଉଁଠି ହେବ କରୋନା ଭାଇରସ୍‌ର ହଟ୍‌ସ୍ପଟ୍‌, ଗବେଷକ ଦେଲେ ତଥ୍ୟ

ନୂଆଦିଲ୍ଲୀ :  କରୋନା ଭାଇରସ୍‌ କବଳରୁ ବିଶ୍ୱ ମୁକ୍ତି ପାଇନାହିଁ । କରୋନାର ଯେପରି ଭାବେ ୨ ୟ ଓ ୩ୟ ଲହର ବ୍ୟାପୀବାରେ ଲାଗିଛି ସେହିପରି କରୋନାର ନୂଆ ଷ୍ଟ୍ରେନ ମଧ୍ୟ ମଢ଼ିଚାଲିଛି । ତବେ ଆଗାମୀରେ ପୁଣି କେଉଁଠୁ କରୋନ ଭାଇରସ ଉତ୍ପତ୍ତି ହେବ ଓ ଏହା ହଟ୍‌ସ୍ପଟ୍‌ ହେବ । ତାହାର ତଥ୍ୟ ଏବେଠୁ…

କରୋନା ଉଜାଡ଼ି ଦେଲା ପୂରା ପରିବାର: ଗୋଟିଏ ଘରୁ ଉଠିଲା ୮ କୋକେଇ, ୪ ମହିଳାଙ୍କ ମଥାରୁ ଲିଭିଗଲା ସିନ୍ଦୁର

କରୋନା ମହାମାରୀ ଯୋଗୁ ଇତି ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ତେବେ ବର୍ତ୍ତମାନ ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ପାଇଁ ଅଭିଶାପ ହୋଇ ଆସିଛି କରୋନା ଓ ସମସ୍ତଙ୍କୁ ନିଜ କବ୍ଜାକୁ ନେଇଯାଇଛି। ରିପୋର୍ଟ ମୁତାବକ ମାସେ ଭିତରେ କରୋନାରେ…

ରାପିଡ୍‌ ଭାବେ ବଢୁନି କରୋନା ସଂକ୍ରମଣ :DMET

ଭୁବନେଶ୍ବର: ରାପିଡ୍‌ ଭାବେ ବଢୁନି କରୋନା ସଂକ୍ରମଣ । ବର୍ତ୍ତମାନ ଆମ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୮ରୁ ୧୦ ହଜାର ଭିତରେ ରହୁଛି। ଆମ ରାଜ୍ୟରେ ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହିଯାଇଛି। କରୋନା ପଜିଟିଭ ଡବଲିଙ୍ଗ୍‌ ହେଉନି ଏବେ ଡାଉନ୍‌ ଟ୍ରେଣ୍ଡ ଦେଖାଯାଉଛି। ଦିଲ୍ଲୀ ଓ…

ଜାଣନ୍ତୁ, ସଂକ୍ରମିତ ବ୍ୟକ୍ତିଙ୍କ ଶବ ଦେହରେ କେତେ ଦିନ ଯାଏଁ ଜୀବନ୍ତ ରହିଥାଏ କରୋନା ଭାଇରସ?

କରୋନା ମହାମାରୀ ପୂରା ଦୁନିଆରେ ଭୟ ସୃଷ୍ଟି କରିଛି। ଗତ ବର୍ଷ ଲୋକେ ସଂକ୍ରମିତ ହେଉଥିବା ବେଳେ ଏଥରକ ହଜାର ହଜାର ସଂଖ୍ୟାରେ ପ୍ରାଣ ହରାଉଛନ୍ତି। ତେବେ ମୃତ୍ୟୁ ପରେ ବି ଏବେ ଶବକୁ ମିଳିପାରୁନି ଯଥେଷ୍ଟ ସମ୍ମାନ। ସଂକ୍ରମିତ ହୋଇଥିବାରୁ ପରିବାର ଲୋକ ବି ମନା କରିଦେଉଛନ୍ତି ଶବ ନେବାକୁ। ଏଣୁ…

କରୋନା ଯୋଗୁ ଅନାଥ ହୋଇଥିବା ପିଲାଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ…

କରୋନା ଯୋଗୁ ଅନେକ ପରିବାର ଉଚ୍ଛନ୍ନ ହେଇଗଲାଣି। ବହୁତ ପିଲା ନିଜ ମା'-ବାପାଙ୍କୁ ମଧ୍ୟ ହରାଇଛନ୍ତି। ଏଭଳି ସ୍ଥିତିରେ କରୋନା ଯୋଗୁ ଅନାଥ ହୋଇଥିବା ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଏବେ ଏହି ପିଲାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ତାମିଲନାଡୁ ସରକାର। ତାମିଲନାଡୁ ମୁଖ୍ୟମନ୍ତ୍ରୀ…