Below header
Browsing Tag

couple love

ଏକ ତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁଷି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ପ୍ରେମ ଅନ୍ଧ ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏହି ପ୍ରେମରେ ଅନ୍ଧ ହୋଇ ଜଣେ ଏପରି କାଣ୍ଡ କରି ବସିବ ତାହା କେହି କେବେ ସ୍ୱପ୍ନରେ ଭାବିନଥିଲେ । ପ୍ରେମ ଉଭୟଙ୍କ ପକ୍ଷରୁ ହୋଇଥାଏ । ହେଲେ ସେହି ପ୍ରେମ ଯଦି ଏକତରଫା ହେବ ତାହା ପରବର୍ତ୍ତୀ ସମୟରେ ଭୟଙ୍କର ରୂପ ନେଇଥାଏ । କାରଣ ଏକତରଫା ପ୍ରେମ…

ପ୍ରେମିକକୁ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚିଲେ ବାଂଲାଦେଶୀ ଯୁବତୀ

ବାଲେଶ୍ଵର: ପ୍ରେମ ସତ୍ୟ ଶାଶ୍ୱତ ଚିରନ୍ତନ । ବିଶ୍ୱାସର ଅନ୍ୟ ନାମ ପ୍ରେମ । ପ୍ରେମ ମାନେନା ବନ୍ଧ ବାଡ଼ । ପ୍ରେମ ବୁଝେନା ଜାତି ଧର୍ମ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଂଲାଦେଶୀ ଯୁବତୀ ରୁମା ମାରୀୟମ । ପୂର୍ବରୁ ପ୍ରେମ ପକ୍ଷୀ ସୀମା ହାଇଦର ଚର୍ଚ୍ଚାରେ ଥିବା ବେଳେ ଏବେ ପୁଣି…

ୟୁପିର ଯୁବକଙ୍କୁ ହୃଦୟ ଦେଲେ ଆମେରିକାର ଝିଅ, ହିନ୍ଦୁ ରିତିନୀତିରେ କଲେ ବିବାହ

ହମୀରପୁର : ପ୍ରେମ ଚିରନ୍ତନ ଶାଶ୍ବତ । ପ୍ରେମ ହିଁ ବିଶ୍ବାସ । ପ୍ରେମ ପାଇଁ କିଏ ସାତ ଦରିଆ ପାର୍ କରି ଆସୁଛି ତ କିଏ ଜୀବନ ଦେବା ପାଇଁ ମଧ୍ୟ ପଛାଉ ନାହିଁ । ନିକଟରେ ଆମେ ଅନେକ ପ୍ରେମର ଜ୍ବଳନ୍ତ ଉଦାହରଣ ଦେଖିଥିବା ବେଳେ । ଏବେ ପୁଣି ଆମ ସାମ୍ନାକୁ ଆସିଛି ସେହିପରି ଏକ ପ୍ରେମ କାହାଣୀ ।…

 ଆପଣ କଣ ରିଲେସନସିପ ନିଶାର ଶିକାର ଅଛନ୍ତି କି, ଜାଣନ୍ତୁ ଏହାର ଲକ୍ଷଣ

କିଛି ଲୋକ କାହାର ପ୍ରେମରେ ଏମିତି ପାଗଳ ହୋଇଯାଆନ୍ତି ଯେ ସେମାନେ ସବୁ କିଛି ଭୁଲି ଯାଆନ୍ତି | ରିଲେସନସିପ ରେ ରହିବ ଭିତରେ ଏମିତି ନିଶା ଲାଗିଯାଏ ଯେ ନିଜକୁ ଜଣା ପଡେନାହିଁ | ସର୍ବଦା ପ୍ରେମରେ ଆଖି ବନ୍ଦ କରିଦେବା ଦ୍ୱାରା ନିଜର କ୍ଷତି ଜାଣି ହୁଏନାହିଁ | ଆଜି ଆମେ ଆପଣଙ୍କୁ ଏମିତି କିଛି…

ଗୋଲ୍ଡେନ ମୁହୂର୍ତ୍ତ! ସମୁଦ୍ର କୂଳରେ ପ୍ରେମିକାକୁ ଏମିତି ପ୍ରପୋଜ କଲା ମାଲିକ… ପୋଷା କୁକୁର ବି ଖାସ୍‌ ଅନ୍ଦାଜରେ…

ଏ ଦୁନିଆରେ ପ୍ରେମ ଠାରୁ ବଡ଼ ଆଉ କିଛି ବି ହୋଇ ପାରେ ନାହିଁ। ଏହି କାରଣରୁ ପ୍ରେମ ବିଷୟରେ ଅନେକ ଗଳ୍ପ, କବିତା ଲେଖା ହୋଇଛି, ଯାହାକୁ ଶୁଣିଲେ ଅଲଗା ପ୍ରକାରର ଅନୁଭବ ହୋଇଥାଏ। ପ୍ରେମରେ ବୁଡ଼ି ରହୁଥିବା ଲୋକ ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ସବୁବେଳେ କିଛି ନା କିଛି ଉପାୟ ଖୋଜି ଥାଏ,…

ଦୃଷ୍ଟିହୀନ ସ୍ବାମୀଙ୍କ ଆଶାବାଡି ସାଜିଛନ୍ତି ସବିତା, ନିଜେ ସ୍ବାବଲମ୍ବୀ ହେବା ସହ ଜୀବନସାଥୀଙ୍କୁ ଦେଖାଇଛନ୍ତି ଜିଇବାର…

ବାଲେଶ୍ବର(କେନ୍ୟୁଜ୍): ଜନ୍ମରୁ ସେ ଦୁନିଆକୁ ଦେଖି ନାହାନ୍ତି ହେଲେ ଜୀବନର ପ୍ରତିଟି ଘାତ ପ୍ରତିଘାତରେ ତାଙ୍କୁ ଏକାକୀ ଛାଡି ନାହାନ୍ତି ଧର୍ମପତ୍ନୀ ସବିତା। ଜଣେ ଦୃଷ୍ଟିହୀନଙ୍କୁ ସ୍ବାମୀ ଭାବେ ଗ୍ରହଣ କରି ପରିବାରର ବୋଝକୁ ନିଜେ ମୁଣ୍ଡାଇଛନ୍ତି ସବିତା । ଖାଲି ସେତିକି ନୁହେଁ ଧାର କରଜ କରି…

ଏହି ୬ଟି ସହଜ ତରିକା ଆପଣାଇ ଜିତନ୍ତୁ ନିଜ ପାର୍ଟନରଙ୍କ ହୃଦୟ

ସମସ୍ତଙ୍କ ଜୀବନରେ ପ୍ରେମ ଏକ ସୁନ୍ଦର ଅନୁଭବ ହୋଇଥାଏ। ଆଉ ଏହି ସୁନ୍ଦର ଅନୁଭବ ସବୁ ସମ୍ପର୍କକୁ ଖାସ୍‌ କରିଦେଇଥାଏ। କୌଣସି ବି ସମ୍ପର୍କ ବିଶ୍ୱାସ ଉପରେ ତିଷ୍ଠିଥାଏ। ଯଦି ସମ୍ପର୍କରେ ଛୋଟ ଛୋଟ ସମସ୍ୟା ରୁହେ, ତା’ହେଲେ କପଲ୍ସ ଜଣେ ଜଣଙ୍କ ଉପରେ ଦୋଷ ଲଦି ଦିଅନ୍ତି। ପ୍ରେମ ଏମିତି ଏକ ଶକ୍ତି,…

ଭୁଲ୍‌ରେ ବି ଗାର୍ଲଫ୍ରେଣ୍ଡଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଗିଫ୍ଟ

ଗାର୍ଲଫ୍ରେଣ୍ଡ ହୁଅନ୍ତି କି ସ୍ତ୍ରୀ, ସମସ୍ତଙ୍କୁ ଗିଫ୍ଟ ନେବା ପସନ୍ଦ। ଯଦି ଆପଣଙ୍କୁ ନିଜ ଗାର୍ଲଫ୍ରେଣ୍ଡଙ୍କଠାରୁ ଭଲ ପାଇବା ଦରକାର କିମ୍ବା ଅଭିମାନିନୀ ପ୍ରିୟାକୁ କେବେ ମନେଇବାକୁ ପଡ଼େ, ତା’ହେଲେ ଏକ ପ୍ରେମଭରା ଉପହାରଟିଏ ତାଙ୍କୁ ଦିଅନ୍ତୁ। ଦେଖିବେ, ଏହି ସୁନ୍ଦର ଉପହାର ତାଙ୍କ ରାଗକୁ…

ବିବାହ ପରେ ସାଥୀଙ୍କ କାନରେ କୁହନ୍ତୁ ଏହି କଥା, ବଢ଼ିଯିବ ପ୍ରେମ

ପ୍ରେମରେ ପଡ଼ିବା ବହୁତ ସହଜ, ହେଲେ ତାକୁ ନିଭାଇବା ଭାରି କଷ୍ଟ। ଅନେକ ସମୟରେ ଦେଖାଯାଏ କି କେତେଜଣ ତାଙ୍କ ସାଥୀଙ୍କୁ ସର୍ବଦା ଭଲ ପାଇବା ଦେଇଥାଆନ୍ତି। କିନ୍ତୁ ଯେତେବେଳେ ନିଭାଇବା କଥା ଉଠେ, ସେତେବେଳେ ହାତ ଛାଡ଼ିବା ପାଇଁ ବେଶି ସମୟ ଲାଗି ନ ଥାଏ। ବିବାହ ଭଳି ଏକ ପବିତ୍ର ସମ୍ପର୍କରେ…