Browsing Tag

covid vaccination

କୋଭିଡ୍‌ ଟିକାକରଣରେ ଦେଶର ରେକର୍ଡ: ଗୋଟିଏ ଦିନରେ ଅଢ଼େଇ କୋଟି ଟିକାକରଣ !

ନୂଆଦିଲ୍ଲୀ(କେନ୍ଯୁଜ୍): ମୋଦିଙ୍କୁ ଜନ୍ମ ଦିନ ଉପହାର । କୋଭିଡ୍‌ ଟିକାକରଣରେ ଦେଶର ରେକର୍ଡ । ଗୋଟିଏ ଦିନରେ ୨ କୋଟିରୁ ଅଧିକ ଟିକାକରଣ । ଗୋଟିଏ ଦିନରେ ଅଢ଼େଇ କୋଟି ଟିକାକରଣ କରି ମୋଦିଙ୍କୁ ଜନ୍ମ ଦିନ ଉପହାର ଦେବାକୁ ଲକ୍ଷ୍ୟ ରଖିଥିଲେ ସରକାର । ଦୈନିକ ଟିକାକରଣରେ ଚୀନ୍‌ର ରେକର୍ଡ…

ଆପଣଙ୍କୁ ମିଳିଥିବା କରୋନା ସାର୍ଟିଫିକେଟ୍ ଅସଲି ନା ନକଲି ଜାଣିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ମହାମାରୀ କରୋନା ଭୂତାଣୁ ସମସ୍ତଙ୍କ ପାଇଁ କରାଳ ରୂପ ସଦୃଶ ସାଜିଥିଲା । ଭୂତାଣୁର ସଂକ୍ରମଣ ହ୍ରାସ ପାଇଁ ପ୍ରାୟ ୬ ମାସ ଧରି ସାରା ଦେଶରେ କରୋନା ଟୀକାକରଣ ଅଭିଯାନ ଚାଲିଛି। ଆପଣମାନଙ୍କ ମଧ୍ୟରୁ ଅନେକ ନିଶ୍ଚିତ ଭାବରେ କୋଭିନ ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପରେ ବୁକିଂ କରି ଟିକା ନେଉଥିବା…

ବିଶ୍ୱରେ ୫୦୦ କୋଟି ଟପିଲା କୋଭିଡ ଟିକାକରଣ, ଦିନକୁ ଦିଆଯାଉଛି ୩୩. ୫୬ ମିଲିୟନ ଟିକା

ବିଶ୍ୱରେ ୫୦୦ କୋଟି ଟପିଲା କୋଭିଡ ଟିକାକରଣ। ୨୦୨୦, ଡିସେମ୍ବର ୨୭ରୁ ଏ ପର୍ଯ୍ୟନ୍ତ ଅର୍ଥାତ୍‌ ୮ ମାସରେ ୫ ବିଲିୟନ ଟିକାକରଣ ହୋଇଛି। ବିଶ୍ୱ ଜନସଂଖ୍ୟାର ୩୨. ୭ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୪. ୬ ପ୍ରତିଶତ ଲୋକ ଉଭୟ ଡୋଜ୍ ନେଇସାରିଛନ୍ତି। ଏବେ ଦିନକୁ ୩୩. ୫୬ ମିଲିୟନ ଟିକା…

ଟିକାକରଣରେ ନୂଆ ମାଇଲଷ୍ଟୋନ୍‌ ଅତିକ୍ରମ କରିଛି ଓଡ଼ିଶା, ୬ ମାସରେ ରାଜ୍ୟରେ ଦିଆଗଲାଣି କୋଟିଏ ଡୋଜ୍‌ ଟିକା

କେନ୍ୟୁଜ୍(ବ୍ୟୁରୋ):ଟିକାକରଣରେ ନୂଆ ମାଇଲଖୁଣ୍ଟ । ରାଜ୍ୟରେ କୋଟିଏ ଡୋଜ୍‌ ଟିକା ଦିଆଯାଇଛି । ୬ ମାସ ଭିତରେ ଦିଆଗଲାଣି କୋଟିଏରୁ ଅଧିକ ଡୋଜ୍‌ ଟିକା । ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଭ୍ୟାକସିନ୍‌ ଦିଆଯାଇଥିଲା ।…

ବଣ୍ଡାଘାଟିରେ ଟିକାକରଣ, ୭୦୦ ଆଦିମ ଜନଜାତିଙ୍କୁ ଦିଆଗଲା ଟିକା

ମାଲକାନଗିରି (କେନ୍ୟୁଜ) : ବଣ୍ଡାଘାଟିରେ ଟିକାକରଣ । ୭୦୦ ଆଦିମ ଜନଜାତିଙ୍କୁ ଟିକା ଦିଆଯାଇଛି । ସେକେଣ୍ଡ ୱେଭରେ ବଣ୍ଡାଘାଟିରେ ସଂକ୍ରମଣ ବ୍ୟାପିଥିଲା । ଏହାପରେ ବଢ଼ିଥିଲା ମୁକାବିଲା ଚିନ୍ତା । ଟେଷ୍ଟିଂ ଓ ଟିକାକରଣ ନେଇ ସଚେତନ କରାଇଥିଲେ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ।…

ଟିକା ପାଇଁ ସ୍ଲଟ ମିଳୁନି; ତେବେ ଗୋଟିଏ କଲ୍‌ କରି ନିଅନ୍ତୁ ଟିକା, ଜାରି ହେଲା ନମ୍ବର

ଟିକା ପାଇଁ ସ୍ଲଟ ମିଳୁନି ବୋଲି ଅଛନ୍ତି କି ଚିନ୍ତିତ, ତାହେଲେ ଜମା ବି ବ୍ୟସ୍ତ ହୁଅନ୍ତୁନି। ଏଣିକି ଗୋଟିଏ କଲ୍‌ରେ ମିଳିବ ଟିକା। କଲ୍‌ କରି ନେଇପାରିବେ ଆପଏଣ୍ଟମେଣ୍ଟ। ପୋର୍ଟାଲରେ ପଞ୍ଜିକରଣ ସହ କଲ୍‌ ସେଣ୍ଟରକୁ କଲ କରି ମଧ୍ୟ ଟିକା ପାଇଁ ସମୟ ନେଇପାରିବେ। ନ୍ୟାସନାଲ ହେଲ୍ଥ ଅଥୋରିଟି…

ଆଜିଠୁ କଟକ ଓ ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ

କଟକ: ଆଜିଠୁ କଟକରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ । ସକାଳ ୮ଟାରୁ ଦିନ ୧୨ଟା ଯାଏ ଦିଆଯିବ ଟିକା । ସ୍ଲଟ ବୁକ୍‌ କରିନଥିଲେ ଟିକା ଦିଆଯିବନି। ଏସ୍‌ସିବି, ସିଟି ହସ୍ପିଟାଲ ସହ ସହରର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ । ଇଣ୍ଡୋର ଷ୍ଟାଡିୟମରେ କେବଳ ଦ୍ୱିତୀୟ…

କରୋନା ଟିକା ନେବାର କେତେ ଦିନ ପରେ ପିଇପାରିବେ ମଦ, ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର

ଭାରତରେ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ସୃଷ୍ଟି କରିଛି। ଦେଶରେ ପ୍ରତିଦିନ ୩-୪ ଲକ୍ଷ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି। ଇତିମଧ୍ୟରେ ମଦକୁ ନେଇ ମଧ୍ୟ କିଛି କିଛି କଥା ଶୁଣିବାକୁ ମିଳୁଛି। ଯେମିତି କି ମଦ ପିଇଲେ କରୋନା ହେବ ନାହିଁ ଇତ୍ୟାଦି। କିନ୍ତୁ ଏବେ ଟିକା ନେବା ପରେ ମଦ ପିଇବାକୁ…

ଆଜିଠୁ ରାଜଧାନୀରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ କୋଭିଡ୍‌ ଟିକାକରଣ,ସକାଳ ୮ଟାରୁ ଗୋଟାଏ ମଧ୍ୟରେ ଲୋକେ ଟିକା ନେଇପାରିବେ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ରାଜଧାନୀରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ କୋଭିଡ୍‌ ଟିକାକରଣ । ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୪ ବର୍ଷ ବର୍ଗର ଲୋକେ ନେଇପାରିବେ ଟିକା । ଅନ୍‌ଲାଇନ୍‌ ପଞ୍ଜୀକରଣ ସହ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତି ନିର୍ଦ୍ଧାରିତ ତାରିଖ ଓ କେନ୍ଦ୍ରକୁ ଯାଇ ଟିକା ନେଇ…

ଭ୍ୟାକସିନ କାରଣରୁ ଆପଣଙ୍କ ଶରୀରରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଉଥିଲେ ସେବନ କରନ୍ତୁ ଏହି ଆହାର

ସରକାରଙ୍କ ତରଫରୁ କରୋନା ଭାଇରସ ପାଇଁ ଆସିଥିବା ଭ୍ୟାକସିନକୁ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି । ଏହାକୁ ପ୍ରାୟ ଲୋକଙ୍କୁ ମଧ୍ୟ ଦିଆଯାଇଛି । ହେଲେ କେତେକଙ୍କ ମଧ୍ୟରେ ଏହାର ପାଶ୍ୱପ୍ରତିକ୍ରିୟା ଦେଖବାକୁ ମିଳିଛି । ତେଣୁ ଏଥିପାଇଁ ଏବେ ପ୍ରାୟ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଯେମିତି କି…

ଏପ୍ରିଲ ମାସରେ ସବୁ ଦିନ ହେବ କୋଭିଡ ଟିକାକରଣ, ସମସ୍ତ ସରକାରୀ ଓ ଘରୋଇ ଟିକାକରଣ କେନ୍ଦ୍ରରେ ହେବ ଟିକାଦାନ

କେନ୍ୟୁଜ୍(ବ୍ୟୁରୋ):  ଏପ୍ରିଲ ମାସର ସମସ୍ତ ବିଜ୍ଞପିତ ଛୁଟିଦିନ ସହ ସବୁ ଦିନ ହେବ କୋଭିଡ ଟିକାକରଣ। ସମସ୍ତ ସରକାରୀ ଓ ଘରୋଇ ଟିକାକରଣ କେନ୍ଦ୍ରରେ ଟିକାଦାନ ହେବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର ଓ ସିଡିଏମଙ୍କୁ ଚିଠି ଲେଖି…

ଆସନ୍ତାକାଲିଠୁ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ହେବ କୋଭିଡ୍ ଟିକାକରଣ

ଭୁବନେଶ୍ବର: ଆସନ୍ତାକାଲିଠୁ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ହେବ କୋଭିଡ ଟିକାକରଣ। ଏହା ପୂର୍ବରୁ ସର୍ବାଧିକ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାଦାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ…