କୋଟି କୋଟି ଟଙ୍କାର ନକଲି କରୋନା ଟିକା ଓ କିଟ ଜବତ, ଏସଟିଏଫର କାର୍ଯ୍ୟାନୁଷ୍ଠାନ
ବାରାଣସୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । କରୋନାକୁ ପ୍ରତିହତ କରିବାରେ ଟିକା ଏକମାତ୍ର ସାଧନ ହୋଇଥିବାରୁ କିଛି ଲୋକ ନକଲି ଟିକା କାରବାରରେ ଟଙ୍କା ରୋଜଗାର କରିବାର ମାଧ୍ୟମ ଭାବେ ବାଛି…