Browsing Tag

crime news

ପିଲା ଉପରେ ଢାଳିଗଲା ଗରମ ଚା’, ତ ମା’ ଠୁକି ଦେଲେ ମକଦ୍ଦମା, ଅନେକ ବର୍ଷ ପରେ ମିଳିଲା କ୍ଷତିପୂରଣ ବାବଦ ୫୮ ଲକ୍ଷ…

ଚା’ ଏମିତି ଜିନିଷ, ଯାହାକୁ ପରଷିବା ସମୟରେ ଯଦି ଅଳ୍ପ ବହୁତ ବି ତଳେ ପଡ଼ିଯାଏ, ତ ଲୋକେ ଖରାପ ଭାବି ନ ଥାଆନ୍ତି। କିନ୍ତୁ ସେହି ଚା’ ଯଦି ଜଣେ ହେୟାର ହୋଷ୍ଟେସ୍‌ଙ୍କ ହାତରୁ ଗଳିପଡ଼େ, ତ ମାମଲା ଆଗକୁ ବଢ଼ିଯାଇଥାଏ। ଶେଷରେ କମ୍ପାନୀକୁ ହିଁ ଏହାର କ୍ଷତିପୂରଣ ଦେବାକୁ ପଡ଼ିଥାଏ। ଏଭଳି ଏକ ଅଜବ…

କୋର୍ଟଙ୍କ ନୂଆ ରାୟ: ଆଖି ମାରିବା କି ଫ୍ଲାଇଙ୍ଗ୍‌ କିସ୍‌ ଦେବା ମଧ୍ୟ ଯୌନ ଉତ୍ପୀଡ଼ନ ! ଯୁବକଙ୍କୁ ପଠାଇ ଦିଆଗଲା ଜେଲ୍‌

ନୂଆଦିଲ୍ଲୀ: କାହାକୁ ଦେଖି ଆଖି ମାରିବା ଏବଂ ଫ୍ଲାଇଙ୍ଗ୍‌ କିସ୍‌ ଦେବା ବି ଯୌନ ଉତ୍ପୀଡ଼ନ ଶ୍ରେଣୀରେ ଆସିଥାଏ। ପୋକ୍ସୋ କୋର୍ଟ ଏହି ମାମଲାରେ ୨୦ ବର୍ଷୀୟ ଜଣେ ଅଭିଯୁକ୍ତ ଯୁବକଙ୍କୁ ୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହିତ ତାଙ୍କ ଉପରେ ୧୫,୦୦୦ ଟଙ୍କା ଜରିମାନା ବି ଲଗାଇଛନ୍ତି। କୋର୍ଟ ନିଜ…

ପ୍ରେମିକ ସହିତ ହୋଟେଲରୁ ବାହାରିବା ବେଳେ ସାମ୍ନାରେ ଦେଖିଲେ ସ୍ୱାମୀ, ତା’ପରେ ହେଲା ହାଇ ଭୋଲ୍‌ଟେଜ ଡ୍ରାମା

ପଞ୍ଜାବର ଅମୃତସରରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ହାଇ ଭୋଲ୍‌ଟେଜ ଡ୍ରାମା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ତ୍ରୀ ନିଜ ପ୍ରେମିକ ସହିତ ହୋଟେଲ ରୁମ୍‌ରେ ରହିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଘଟଣା ସଂକ୍ରାନ୍ତରେ କୌଣସି ମତେ ଖବର ପାଇ ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀଙ୍କୁ ଉତ୍ତମ ମଧ୍ୟମ…

ଦେଖି ନଥିବେ ଏମିତି ବନ୍ଧୁତ୍ୱ : ହଠାତ୍‌ ଶିକାର ବନ୍ଧୁକରୁ ଚାଲିଗଲା ଗୁଳି, ଆଖି ଆଗରେ ସାଙ୍ଗର ମୃତ୍ୟୁ ଦେଖି ଜୀବନ…

ଉତ୍ତରାଖଣ୍ଡର ନୂଆ ଟିହରୀ ଅଞ୍ଚଳରୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା। ଘଟଣା ଏମିତି ଯେ ଯାହାକି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୂରା ବାକ୍‌ଶୂନ୍ୟ କରି ଦେଇଛି। ଖବରରୁ ଜଣାପଡ଼ିଛି, ଶିକାର ଅଭିଯାନ ବେଳେ ନିଜ ସାଙ୍ଗର ମୃତ୍ୟୁ ଦେଖି ଘଟଣାସ୍ଥଳରେ ଆତ୍ମହତ୍ୟା କରିଛନ୍ତି ବାକି ୩ ସାଙ୍ଗ। ଗଭୀର…

ଭିକ୍ଷା ମାଗିବାକୁ ମନା କରିବାରୁ ଝିଅକୁ ସିଗାରେଟ୍‌ରେ ଚେଙ୍କ ଦେବା ଆରମ୍ଭ କରିଦେଲା ବାପା, ୧୦ ଟଙ୍କା ଧରି ଘରୁ ଚାଲି…

‘ବାପା ମୋତେ ଭିକ୍ଷା ମାଗିବାକୁ ବାଧ୍ୟ କରାନ୍ତି, ମୁଁ ମନା କଲେ ସିଗାରେଟ୍‌ରେ ଚେଙ୍କ ଦିଅନ୍ତି। ମୁଁ ନର୍କରୁ ବି ଅତି ମୁସ୍କିଲ ଜୀବନ ଜିଉଁଛି। ମୁଁ ଘରକୁ ଯିବନି, ମୁଁ ପାଠ ପଢ଼ିବି। ଏଥିପାଇଁ ଘର ଛାଡ଼ି ଚାଲି ଆସିଛି। ମୋତେ ଜେଲ୍‌ ପଠାଇ ଦିଅ, ସେ ନର୍କ ହେଇଥାଉ ନା କାହିଁକି, ମୋତେ କିନ୍ତୁ…

ସୈତାନ ବାପାର ସୈତାନ କାରନାମା ! ସ୍ତ୍ରୀ କାମକୁ ଗଲା ପରେ ପାଳି କରି ଦୁଇ ଝିଅଙ୍କୁ କରୁଥିଲା ଦୁଷ୍କର୍ମ, ପୋଲିସ କଲା…

ମଧ୍ୟ ପ୍ରଦେଶର ଗୁନାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ନିଜର ହିତାହିତ ଜ୍ଞାନ ଭୁଲି ସବୁ ସୀମା ପାର୍‌ କରି ଦେଇଛି। ସ୍ତ୍ରୀର ଅନୁପସ୍ଥିତିରେ ସେ ନିଜର ଦୁଇ ଝିଅଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣା ଘଟିଛି ମ୍ୟାନା ଥାନା ଅଧୀନ ନକଟିଦେବୀ…

ଅତି ନିର୍ଦ୍ଦୟ: ନାବାଳକଙ୍କ ପ୍ରାଇଭେଟ୍‌ ପାର୍ଟରେ ଭ୍ୟାକ୍ୟୁମ୍‌ କ୍ଲିନରରେ ଭରିଦେଲେ ପବନ, ପେଟ ଅନ୍ତଃନଳୀ ଫାଟିଯିବାରୁ…

ଉତ୍ତର ପ୍ରଦେଶର ପିଲିଭିତ୍‌ରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ରାଇସ୍‌ ମିଲ୍‌ରେ କାମ କରୁଥିବା ଯୁବକମାନେ ଜଣେ ନାବାଳକଙ୍କ ପ୍ରାଇଭେଟ୍‌ ପାର୍ଟରେ ପବନ ଭର୍ତ୍ତି କରି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଶ୍ଚର୍ଯ୍ୟର କଥା, ଯୁବକମାନେ ଅତି ନିର୍ଦ୍ଦୟ ଭାବେ ଭ୍ୟାକ୍ୟୁମ୍‌…

ବିଷ ଖାଇ ଜୀବନ ହାରିଦେଲେ ନାବାଳିକା, ସମ୍ପର୍କୀୟ ଲୋକଙ୍କୁ ହ୍ଵାଟସ୍‌ଆପରେ ପଠାଇଦେଲେ ସୁଇସାଇଡ୍‌ ନୋଟ୍‌, ଯାହାକୁ ପଢ଼ି…

ମୁମ୍ବାଇରେ ୧୪ ବର୍ଷୀୟା ଜଣେ ନାବାଳିକା ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ, ଯାହାକୁ ନେଇ ତାଙ୍କ ଘର ଲୋକ ଚକିତ ହୋଇପଡ଼ିଛନ୍ତି। ଏହି ସୁଇସାଇଡ୍‌ ନୋଟ୍‌ରେ ଲେଖା ହୋଇଛି କି, ସେ ଏଥିପାଇଁ ଏଭଳି ପଦକ୍ଷେପ ଉଠାଇବାକୁ ଯାଉଛନ୍ତି,…

ସୁପର ଚୋର: ୯୦ ଲକ୍ଷରେ ପ୍ଲଟ୍‌ କିଣି ଚୋରି ପାଇଁ ତିଆରି କଲେ ସୁଡ଼ଙ୍ଗ, ଡାକ୍ତରଙ୍କ ଘରୁ ଉଡ଼ାଇ ନେଲେ କୋଟିଏ ଟଙ୍କାର…

ରାଜସ୍ଥାନର ଜୟପୁରରୁ ଚୋରିର ଏକ ଏମିତି ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବୈଶାଳୀ ନଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଖବରରୁ ଜଣାପଡ଼ିଛି, ଏଠାରେ ଜଣେ ଜଣାଶୁଣା ହେୟାର ଟ୍ରାନ୍ସପ୍ଲାଣ୍ଟ ଡାକ୍ତର ସୁନୀତ୍‌ ସୋନି ନିଜ ଘରର ବେସ୍‌ମେଣ୍ଟରେ ଚାନ୍ଦି…

ଏ କି ମାଆ, ବାପା! ବଡ଼ ଝିଅର ଜୀବନ ବଞ୍ଚାଇବା ପାଇଁ ସାନ ଝିଅକୁ ୧୦ ହଜାର ଟଙ୍କାରେ ବିକିଦେଲେ, ନାବାଳିକାଙ୍କୁ ବାହା…

କୌଣସି ବି ମଣିଷ ପାଇଁ ତା’ର ସବୁ ସନ୍ତାନ ସମାନ ହୋଇଥାଆନ୍ତି। କିନ୍ତୁ ଦାରିଦ୍ର୍ୟତା ସାମ୍ନାରେ ସେହି ମଣିଷ ହିଁ କେବେ କେବେ ଅସହାୟ ହୋଇପଡ଼ିଥାଏ। ଠିକ୍‌ ଏମିତି ହିଁ କିଛି ହୋଇଛି ଆନ୍ଧ୍ର ପ୍ରଦେଶର ଜଣେ ଦମ୍ପତିଙ୍କ କ୍ଷେତ୍ରରେ। ଏଠାରେ ଜଣେ ଦମ୍ପତି ନିଜ ୧୬ ବର୍ଷର ଝିଅର ଚିକିତ୍ସା ପାଇଁ ନିଜ…

ଆଚାର ଦେଖି ପାଟିରୁ ଗଡ଼ିଲା ଲାଳ, ୪ ଲକ୍ଷ ଟଙ୍କାର ଲୁଟ୍‌ ସାମଗ୍ରୀ ସହ ଆଚାର ଡବା ବି ନେଇ ଚାଲିଗଲେ ଡକାୟତ ଦଳ

ବିହାରର ଗୟା ଜିଲାରେ ଏକ ଅଜବ ଧରଣର ଡକାୟତି ମାମଲା ସାମ୍ନାକୁ ଆସିଛି। ଯଦିଓ ଡକାୟତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି, କିନ୍ତୁ ଏମିତି କିଛି ହରକତ କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଖବରରୁ ଜଣାପଡ଼ିଛି, ଜଣେ ଡକାୟତର ନଜର ଆଚାର ଡବା ଉପରେ ପଡ଼ିବାରୁ ସେ ଡବା ପାଖକୁ…

ଚ୍ୟାମ୍ବର ଭିତରେ ସ୍କୁଲ ପ୍ରିନ୍ସିପାଲ ଓ ଶିକ୍ଷକ ମିଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ କଲେ ଦୁଷ୍କର୍ମ, ଫାଶି ଦଣ୍ଡ ଶୁଣାଇଲେ…

ବିହାରର ରାଜଧାନୀ ପାଟନାରେ ୧୧ ବର୍ଷର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ କୋର୍ଟ ଦୋଷୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ଅରବିନ୍ଦ କୁମାର ସ୍କୁଲ ପ୍ରିନ୍ସିପାଲ ବୋଲି ଜଣାପଡ଼ିଛି। ଏହି ମାମଲାରେ ଅନ୍ୟ ଜଣେ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସ୍କୁଲରେ ପଢ଼ୁଥିବା ଏହି…