Browsing Tag

crime news

ହଳଦୀ ଉତ୍ସବ ପରେ ଗାଧୋଇବାକୁ ଯାଇଥିଲେ ମହିଳା କନଷ୍ଟେବଳ; ବାଥ୍‌ରୁମରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ!

ଉତ୍ତର ପ୍ରଦେଶର ମେରଠରେ ବିବାହର ଦୁଇ ଦିନ ପୂର୍ବରୁ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ବାଥ୍‌ରୁମରୁ ମିଳିଛି। ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ମହିଳା କନଷ୍ଟେବଳଙ୍କ ବିବାହର ପ୍ରସ୍ତୁତି ଚାଲିଥିଲା ଏବଂ ସେ ହଳଦୀ ଉତ୍ସବ ପରେ ବାଥ୍‌ରୁମକୁ…

ଶୂନ୍‌ଶାନ କ୍ଷେତରେ ମହିଳାଙ୍କୁ Kiss କରିବାକୁ ଚେଷ୍ଟା କରୁଥିଲେ ଯୁବକ; ଓଠ କାମୁଡ଼ି ଛିଣ୍ଡାଇ ଦେଲେ ମହିଳା…

ୟୁପିର ମେରଠରେ ଜଣେ ମହିଳା ନିଜର ସାହସ ଯୋଗୁ ଦୁଷ୍କର୍ମରୁ ରକ୍ଷା ପାଇଯାଇଛନ୍ତି। ଅଭିଯୁକ୍ତ ଯେତେବେଳେ ମହିଳାଙ୍କୁ ଜୋର୍‌ ଜବରଦସ୍ତି କିସ୍‌ କରିବାକୁ ଚେଷ୍ଟା କରିଥିଲେ, ତ ମହିଳା ଜଣକ ନିଜର ଦାନ୍ତରେ ଅଭିଯୁକ୍ତଙ୍କ ଓଠକୁ କାମୁଡ଼ି ଛିଣ୍ଡାଇ ଦେଇଥିଲେ। ଏହାପରେ ଯୁବକଙ୍କ ମୁହଁରୁ ପ୍ରବଳ…

ପୁଅଘର ସହିତ ଧୋକା! ସାନଝିଅ ଜାଗାରେ ମସ୍ତିଷ୍କ ବିକୃତ ବଡ଼ଝିଅକୁ କରାଇଦେଲେ ବାହା, ଶାଶୁଘରେ ଓଢ଼ଣା ଉଠିବା ପରେ ପାଦ ତଳୁ…

ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କନ୍ୟାଘର ଲୋକେ ବରଘର ଲୋକଙ୍କୁ ଧୋକା ଦେଇଛନ୍ତି। ଅଭିଯୋଗ ମୁତାବକ, କନ୍ୟାଘର ନିଜର ସାନଝିଅ ଜାଗାରେ ବଡ଼ଝିଅକୁ ବର ସହିତ ବାହା କରାଇ ଦେଇଛନ୍ତି। ଶାଶୁଘରେ ମୁହଁଦେଖାର ରୀତି ସମୟରେ ଯେତେବେଳେ କନ୍ୟାର ଓଢ଼ଣା…

ସ୍କୁଲ ଯାଉଥିବା ବେଳେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ; ବସ୍‌ଷ୍ଟାଣ୍ଡରେ ଫିଙ୍ଗି ଚାଲିଗଲେ…

ଉତ୍ତର ପ୍ରଦେଶର ଏଟା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍କୁଲ ଯାଉଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇ କିଛି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ଏହାପରେ ଦୁର୍ବୃତ୍ତମାନେ ପୀଡ଼ିତାଙ୍କୁ ଏକ ବସ୍‌ ଷ୍ଟାଣ୍ଡ ନିକଟରେ ଫିଙ୍ଗି ଫେରାର ହୋଇଯାଇଛନ୍ତି।…

ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଅଭିଯୁକ୍ତ ଆଶୁତୋଷ ଭରଦ୍ୱାଜଙ୍କୁ କୋର୍ଟରୁ ଜାମିନ; ୫୦ ହଜାର ଟଙ୍କା ବଣ୍ଡରେ…

ଦିଲ୍ଲୀର କଂଝାୱାଲା ହିଟ୍ ଆଣ୍ଡ ରନ୍‌ ମାମଲାରେ ଅଭିଯୁକ୍ତ ଅଶୁତୋଷ ଭରଦ୍ୱାଜଙ୍କୁ ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ଅତିରିକ୍ତ ସେସନ ବିଚାରପତି ସୁଶୀଲ ବାଲା ଡାଗର ସୋମବାର ଭରଦ୍ୱାଜଙ୍କ ଜାମିନ ସମ୍ପର୍କରେ ନିଜର ଆଦେଶକୁ ସୁରକ୍ଷିତ ରଖିଥିଲେ। ବିଚାରପତି କହିଛନ୍ତି,…

ବିନା କାରଣରେ ଜେଲ୍‌ରେ ରହିଲେ ୧୭ ବର୍ଷ, ମୁକ୍ତ ହେବା ପରେ ମିଳିଲା ୮ କୋଟି ଟଙ୍କା! ପ୍ରକୃତ ଘଟଣା କ’ଣ ଜାଣନ୍ତୁ…

ଜଣେ ବ୍ୟକ୍ତି ୧୭ ବର୍ଷ ଜେଲ୍‌ରେ ରହିଲେ। ଏବେ ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ କ୍ଷତିପୂରଣ ମିଳିଛି ୮ କୋଟି ଟଙ୍କା। କାହିଁକି ନା, ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁ ଅପରାଧ ପାଇଁ ବ୍ୟକ୍ତି ଜଣକ ଜେଲ୍‌ରେ ଥିଲେ, ସେ ସେହି କ୍ରାଇମ୍‌ କରି ନ ଥିଲେ। ପ୍ରକୃତ ଅପରାଧୀ ଥିଲେ ତାଙ୍କର ଅବିକଳ ନକଲ,…

ସ୍ତ୍ରୀକୁ ପେଚ୍‌କସରେ ଭୁସି ନାକ କାମୁଡ଼ି ଛିଣ୍ଡାଇ ଦେଲା ସ୍ୱାମୀ; ଜେଲ୍‌ରୁ ଫେରି ଝଗଡ଼ାର ନେଲା ଏମିତି ପ୍ରତିଶୋଧ

ରାଜଧାନୀ ଦିଲ୍ଲୀରେ ରବିବାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜାହାଙ୍ଗୀରପୁରୀ ଅଞ୍ଚଳରେ ରହୁଥିବା ଜଣେ ଯୁବକ ନିଜ ସ୍ତ୍ରୀ ସହିତ ହୋଇଥିବା ଝଗଡ଼ାର ପ୍ରତିଶୋଧ ନେଇଛନ୍ତି। ଏଥିପାଇଁ ଯୁବକ ଜଣକ ସ୍ତ୍ରୀକୁ ପେଚ୍‌କସରେ ମାରି ଲହୁଲୁହାଣ କରି ପକାଇଛନ୍ତି। ଏତିକିରେ ତାଙ୍କ ରାଗ…

ବିବାହିତା ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ କରୁଥିଲା ବାପା; କ୍ରୋଧିତ ଝିଅ ସ୍ୱାମୀ ସହ ମିଶି ବାପାକୁ କରିଦେଲା ହତ୍ୟା

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ବାପା ନିଜ ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ କରି ହତ୍ୟାର ଶିକାର ହୋଇଛି। କ୍ରୋଧିତ ଝିଅ ନିଜ ସ୍ୱାମୀ ସହ ମିଶି ସାବତ ବାପାକୁ ହତ୍ୟା କରିଛି। ସୂଚନା ମୁତାବକ, ଲକ୍ଷ୍ନୌର ଦୁବଗା ଥାନା ଅଞ୍ଚଳରେ ରହୁଥିବା…

କଲେଜ କରିଡରରେ ବିଟେକ୍‌ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା; ଅଭିଯୁକ୍ତ ନିଜକୁ ମଧ୍ୟ ମାରିବାକୁ କରିଥିଲେ ଉଦ୍ୟମ

କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଜଣେ ଛାତ୍ର ତାଙ୍କୁ ତାଙ୍କ କଲେଜ ପରିସରରେ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ପ୍ରେସିଡେନ୍ସି କଲେଜ କରିଡରରେ ହୋଇଛି। ଏଠାରେ ଛାତ୍ରୀ ଜଣକ ବିଟେକ୍‌ କରୁଥିଲେ। ପୋଲିସ…

ପିଶାଚ ପ୍ରେମିକର ବର୍ବରକାଣ୍ଡ! ଫୋନ୍‌ରେ କଥା ହେବାକୁ ମନା କରିବାରୁ ୫୧ ଥର ଭୁସି ପ୍ରେମିକାକୁ କଲା ହତ୍ୟା

ପ୍ରେମିକାକୁ ସ୍କ୍ରୁଡ୍ରାଇଭରରେ ଭୁସି ବୀଭତ୍ସ ହତ୍ୟା । ଛତିଶଗଡ଼ କୋର୍‌ବା ଜିଲ୍ଲାରେ ପ୍ରେମିକର ବର୍ବରକାଣ୍ଡ । କଥା ହେବାକୁ ମନା କରିବାରୁ ସ୍କ୍ରୁଡ୍ରାଇଭରରେ ୫୧ ଥର ଭୁସି ହତ୍ୟା କଲା ପ୍ରେମିକ । କୋର୍‌ବାର ଏସଇସିଏଲ ପମ୍ପ ହାଉସ କଲୋନୀରେ ଘଟିଛି ଏଭଳି ଘଟଣା । ଘରେ ଏକୁଟିଆ ଥିବାବଳେ ଜଣେ…

ହସ୍ପିଟାଲରେ ଡବଲ୍‌ ମର୍ଡର! ଅପରେସନ ଥିଏଟରରେ ଝିଅ ଓ ବେଡ୍‌ ତଳେ ମିଳିଲା ମା’ର ମୃତଦେହ…ଆନାସ୍ଥେସିଆର ଓଭରଡୋଜ୍‌ ଦେଇ…

ଗୁଜରାଟର ଅହମ୍ମଦାବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ହସ୍ପିଟାଲରେ ମା’ ଓ ଝିଅଙ୍କ ମୃତଦେହ ମିଳିଛି। କୁହାଯାଉଛି କି, ଉଭୟଙ୍କୁ ହତ୍ୟା କରାଯାଇଛି। ଝିଅର ମୃତଦେହ ଅପରେସନ ଥିଏଟରର ଆଲମିରା ଭିତରୁ ମିଳିଥିବା ବେଳେ ମା’ର ମୃତଦେହ ବେଡ୍‌ ତଳୁ ଉଦ୍ଧାର ହୋଇଥିଲା।…

ଏବେ ଜେଲ୍‌ରୁ ବାହାରିବାକୁ ଚାହୁଁ ନାହାନ୍ତି ଶ୍ରଦ୍ଧା ହତ୍ୟାର ଅଭିଯୁକ୍ତ; ଜାମିନ ଆବେଦନ ପ୍ରତ୍ୟାହାର କରିନେଲେ…

ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲା ସାକେତ କୋର୍ଟରୁ ନିଜର ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି। ଆଫ୍‌ତାବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା। ତାଙ୍କ ଓକିଲ ପହଞ୍ଚି ନ ଥିବାରୁ କୋର୍ଟ ପୂର୍ବାହ୍ନ ୧୧ଟାର ସମୟ ଦେଇଥିଲେ।…