Browsing Tag

crime

କାନପୁର: ୧୮ ଲକ୍ଷ ପେମେଣ୍ଟ୍‌ ମାଗିବାରୁ ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ ବିଲ୍ଡର!

ଉତ୍ତର ପ୍ରଦେଶର କାନପୁରରେ ଏକ ଛାତିଥରା ଘଟଣା ଘଟିଛି। ଏଠାରେ ପେମେଣ୍ଟ୍‌ ମାଗିବାରୁ ଜଣେ ବିଲ୍ଡର ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଛନ୍ତି। ଏଥିରେ ଠିକାଦାରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଲୋକଙ୍କୁ ସୂଚନା ମିଳିବା ପରେ ଖବର ଆଖାପାଖ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା।…

କମିବ ଅପରାଧ, ଆଗକୁ ହେବାକୁ ଥିବା ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ମିଳିଯିବ ସୂଚନା

ହଲିଉଡ ଫିଲ୍ମର ସଉକ ଏବେ ସମସ୍ତଙ୍କୁ । ଯଦି ଆପଣ ହଲିଉଡର ସାଇନ୍ସ ଫିକ୍ସନ ଫିଲ୍ମ ବେଶି ଦେଖନ୍ତି ତେବେ ଅନେକ ଥର ଆପଣ ଜାଣିଥିବେ କି ଏଥିରେ ବିଜ୍ଞାନର ଚମତ୍କାରିତା କେତେ ରହିଥାଏ । କାରଣ ସେମାନେ ବାସ୍ତବବାଦୀ ସିନେମାକୁ ଅଧିକ ଗୁରୁତ୍ୱ ଦିଅନ୍ତି । ସେହିଭଳି ‘ମାଇନରିଟି ରିପୋର୍ଟ’ ଏକ ଏଭଳି…

ବିରିୟାନି ଖାଉ ଖାଉ ଦୁଇ ସାଙ୍ଗଙ୍କ ଭିତରେ ଗଣ୍ଡଗୋଳ, ଜଣେ ଜଣକ ବେକରେ ଚଳାଇଲା ଛୁରୀ

ଆଗେ ମଦ ପିଇଲେ, ତାପରେ ବିରିୟାନି ଖାଇଲେ । ବିରିୟାନିର ସ୍ୱାଦ ନେଲା ବେଳେ କଣ ଯେ କଥା ହେଲେ ସେଠି ଆରମ୍ଭ ହୋଇଗଲା ଯୁକ୍ତିତର୍କ । ବିବାଦ ବଢ଼ି ଚାଲିଲା ଆଉ ଜଣେ ଜଣକୁ ଛୁରୀ ମାରିଦେଲା । ମଧ୍ୟପ୍ରଦେଶର ଅଞ୍ଜଡ଼ ଅନ୍ତର୍ଗତ ବଡ଼ବାନି ଅଞ୍ଚଳରେ ଘଟିଛି ଏହି ଘଟଣା । ଜଣେ ସାଙ୍ଗ ତାର ଆଉ ଜଣେ…

ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ଚଢ଼ିଲା ପ୍ରେମ ଭୂତ; ଅଜଣା ପ୍ରେମିକାଙ୍କୁ ପଠାଇଦେଲେ ଗ୍ରାହକଙ୍କ ଏତେ କୋଟି ଟଙ୍କା!

କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏକ ଅଜବ ମାମଲା। ଏଠାରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ମୁତାବକ, ବ୍ୟାଙ୍କ ମ୍ୟାନେଜର ଜଣକ ନିଜ ଅଜଣା ପ୍ରେମିକାଙ୍କୁ ଖୁସି କରିବା ପାଇଁ ଗ୍ରାହକମାନଙ୍କ ଆକାଉଣ୍ଟରୁ ମୋଟା ଅର୍ଥରାଶି ତାଙ୍କ ପାଖକୁ ପଠାଇ ଦେଇଛନ୍ତି।…

ଫେସ୍‌ବୁକ୍‌ରେ ପ୍ରଥମେ ଫ୍ରେଣ୍ଡ ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପଠାଇବା ଘଟଣା: ୨ ବର୍ଷ ପରେ ବିହାରର ଯୁବକ ଗିରଫ

ରାଉରକେଲା(କେନ୍ୟୁଜ):ଫେସ୍‌ବୁକ୍‌ରେ ପ୍ରଥମେ ଫ୍ରେଣ୍ଡ ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପଠାଇବା ଘଟଣାରେ ବିହାରର ଯୁବକ ଗିରଫ । ଦୀର୍ଘ ଦୁଇ ବର୍ଷ ପରେ ପୋଲିସ ତଦନ୍ତ କରି ବିହାରର ବୈଶାଳୀ ଜିଲ୍ଲାରୁ ଅଭିଯୁକ୍ତ ମହମ୍ମଦ ଏହଶାନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଠୁ ଫୋନ, ସିମ୍‌ କାର୍ଡ,…

ବୋହୂ ନେଇଗଲା ଶ୍ୱଶୁର ପ୍ରାଣ, କାଠ ଫାଳିଆରେ ପିଟି ମାରି ଦେଲା

ଭଞ୍ଜନଗର (କେନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁରେ ଘଟିଛି ଏକ ଆଚମ୍ବିତ ଘଟଣା । ଘରର ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ୫୫ ବର୍ଷୀୟ ସୀମାଞ୍ଚଳ ନାୟକ l ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛ l ତେବେ ଘରୋଇ କଳହରୁ ହିଁ…

ବାପା ବିରୋଧରେ କାହିଁକି ଏମିତି ଷଡଯନ୍ତ୍ର ରଚିଥିଲା ପୁଅ ? ଧରାପଡ଼ିବା ପରେ ଖୋଲିଲା ରହସ୍ୟ

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜିକାଲିର କିଛି ପିଲା ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି । ସଂସ୍କାର ତ ଦୂରର କଥା ନିଜ ବାପା ମା’ଙ୍କୁ ସମ୍ମାନ ଦେବା ଭୁଲି ଗଲେଣି । ଆଉ ଅୟସ କରିବା ପାଇଁ ସବୁବେଳେ ରାସ୍ତା ଖୋଜୁଥାନ୍ତି । ତେବେ ଏମିତି ଏକ ଘଟଣା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ…

ଭୁବନେଶ୍ୱର : ବନ୍ଦ ଘରୁ ମିଳିଲା ୧୯ ବର୍ଷ ପୁଅର ମୃତଦେହ, କାରଣ ଜାଣିଲେ ମୁଣ୍ଡ ଘୂରେଇ ଯିବ

ଭୁବନେଶ୍ୱର : ବନ୍ଦ ଘରୁ ଝୁଲନ୍ତା ମୃତଦେହ ଠାବ । ଭୁବନେଶ୍ବର ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ଏକ ଘରୁ ମୃତଦେହ ମିଳିଛି। ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଚଳାଇଛି । ଖବର ଅନୁଯାୟୀ, ମୃତ ଯୁବକଙ୍କ ଘର ନରସିଂହପୁର ବ୍ଳକ ଶ୍ରଦ୍ଧାପୁର…

ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ମମ ଭାବେ ମାରି ଦେଲା ପଡ଼ୋଶୀ

ଜୟପୁର (କେନ୍ୟୁଜ୍‌) : ଅଙ୍ଗନବାଡି କର୍ମୀଙ୍କୁ ନିର୍ମମ ହତ୍ୟା । ରକ୍ତ ଜୁଡୁବୁଡୁ ମୃତ ଶରୀର ପଡି ରହିଛି । ଘଟଣା ଘଟିଛି କୋରାପୁଟ କୋଟପାଡ ଅଞ୍ଚଳରେ । ଯାହା ଜଣାପଡ଼ିଛି ଗତକାଲି ରାତି ପ୍ରାୟ ୧୦ଟା ବେଳେ ପଡ଼ୋଶୀ ସନ୍ତୋଷ ସରାବୁ ନାମକ ଯୁବକ ଘାଟାଇଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ।…

ଟ୍ୟୁସନ ଶିକ୍ଷୟିତ୍ରୀଙ୍କୁ ମାସ ମାସ ଧରି ଦୁଷ୍କର୍ମ! ଗର୍ଭବତୀ ହେବା ପରେ ଖୋଲିଗଲା ଡାକ୍ତର ଅଭିଭାବକଙ୍କ ପୋଲ୍‌……

ଆଜିକାଲି ସମାଜରେ ଅପରାଧ ଘଟଣା ଦିନ ଦିନକୁ ବଢ଼ି ଚାଲିଛି। ପ୍ରତିଦିନ ନିଶ୍ଚୟ କେଉଁଠୁ ନା କେଉଁଠୁ ଘଟଣା, ଦୁର୍ଘଟଣା ସାମ୍ନାକୁ ଆସୁଛି। ୟୁପି ରାଜଧାନୀ ଲକ୍ଷ୍ନୌରୁ ଏବେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ଜଣେ ଡାକ୍ତର ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ…

ବାପାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେଲା ୧୩ ବର୍ଷର ନାବାଳକ; ବର୍ଷକର କୁନିଝିଅକୁ ମାରି ପାଇଖାନା ଟାଙ୍କିରେ…

ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ସେର୍‌ପୁର ଥାନା ଅଞ୍ଚଳରେ ଜଣେ ବର୍ଷକର କୁନି ଝିଅକୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୩ ବର୍ଷର ଜଣେ ନାବାଳକକୁ ଧରିଛି। ପୋଲିସ ସୂଚନା ମୁତାବକ, ନାବାଳକ ଜଣକ ନିଜ ବାପାଙ୍କ ପ୍ରତି ହୋଇଥିବା ଅପମାନର…

ଅଭିଯୋଗର ଦୁଇ ଘଣ୍ଟା ଭିତରେ ଅପହୃତ ଯୁବକକୁ ଉଦ୍ଧାର କଲା ନିମାପଡ଼ା ପୋଲିସ

ଗୋପ (କେନ୍ୟୁଜ୍‌) : ଲୋକେ ସବୁ ବେଳେ ବିଭିନ୍ନ କାରଣ ପାଇଁ ପୋଲିସ୍‌କୁ ଦୋଷ ଦିଅନ୍ତି । ବିଶେଷ କରି ଅପରାଧିକ ମାମଲାରେ ପୋଲିସ୍‌ କିଛି କରୁ ନାହିଁ, ଜାଣିଶୁଣି ଡେରି କରୁଛି ଆଦି ଅନେକ ଅଭିଯୋଗ ଆସେ । ହେଲେ ଯେତେବେଳେ ଭଲ କାମ କରେ ସେତେବେଳେ ଲୋକଙ୍କ ପ୍ରଶଂସା ପାଏ । ଠିକ୍‌ ଏମିତି ଏକ ବଡ଼…