Browsing Tag

crpf

ବିମାନର ଟଏଲେଟ୍‌ରେ ପଶି ବିଡି ପିଉଥିଲେ CRPF ଯବାନ, ଧୂଆଁ ବାହାରିବାରୁ ଯାତ୍ରୀ ଆତଙ୍କିତ

ବିମାନର ଟଏଲେଟ୍‌ ଭିତରେ ପଶି ବିଡି ପିଉଥିବା ଜଣେ ସିଆର୍‌ପିଏଫ୍‌ ଯବାନ ଧରାପଡ଼ିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ବିମାନ କୋଲକାତାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍‌ ପରେ ଯବାନ ଜଣକ ଟଏଲେଟ୍‌ରେ ପଶି ବିଡି ପିଇବା ଆରମ୍ଭ କରିଥିଲେ।…

CRPF Recruitment 2023: ସିଆର୍‌ପିଏଫ୍‌ ରେ ହେଡ କନେଷ୍ଟବଳ, ଏଏସଆଇ ପଦ ପାଇଁ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ, ଶେଷ…

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (Central Reserve Police Force, CRPF) ବା ସିଆରପିଏଫ୍‌ ରେ ଆସିଷ୍ଟାଣ୍ଟ ସବ୍‌ ଇନିସ୍ପେକ୍ଟର ASI (ଷ୍ଟେନୋ) ଓ ହେଡ୍‌ କନେଷ୍ଟବଳ ପଦ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏଥିରେ ୧୪୫୮ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଥିରେ ହେଡ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ, ଉଦ୍ଧାର କରି ଡିଫ୍ୟୁଜ୍ ବେଳେ ବ୍ଳାଷ୍ଟ ହୋଇ…

ମାଲକାନଗିରି(କେନ୍ୟୁଜ୍):  ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସିଆରପିଏଫ ଅଫିସର ଗୁରୁତର। ମିଳିଥିବା ସୂଚନା ମୁତେବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟାରାମ ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇଁନ ଉଦ୍ଧାର କରି ଡ଼ିଫୟୁଜ କଲାବେଳେ ଜଣେ CRPF ଅଧିକାରୀ…

ସିଆରପିଏଫର ଜଣେ ଅଫିସର କରୋନା ସଂକ୍ରମିତ ଜଣାପଡ଼ିବା ପରେ କ୍ୱାରେଣ୍ଟାଇନରେ ରହିଲେ ଡିଜି ଏପି ମାହେଶ୍ୱରୀ

କେନ୍ଦ୍ରୀୟ ପୋଲିସ ବଳ (CRPF)ର ଜଣେ ଚିଫ ମେଡିକାଲ ଅଫିସରଙ୍କୁ କରୋନା ହୋଇଥିବା ଜଣାପଡ଼ିବାର ୨ ଦିନ ପରେ CRPFର ମହାନିର୍ଦ୍ଦେଶକ ଏ ପି ମାହେଶ୍ୱରୀ ନିଜକୁ ନିଜେ କ୍ୱାରେଣ୍ଟାଇନରେ ରଖିଛନ୍ତି। ସେ ନିଜ ଘରେ ହିଁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। A…

କନ୍ଧମାଳରେ ମାଓ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯିବା ସହ ଆଡ୍ଡାକୁ ଧ୍ୱଂସ କରାଯିବ : କେନ୍ଦ୍ରୀୟ ସିଆରପିଏଫ୍‌ ଡିଜି…

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରୀୟ ସିଆରପିଏଫ୍‌ ଡିଜି ଡକ୍ଟର ଏସ୍‌ପି ମହେଶ୍ୱରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ । ପ୍ରଥମେ ହେଲିକପ୍ଟର ଯୋଗେ ବେଲଘର ସ୍ଥିତ ହାଇସ୍କୁଲ ପଡିଆରେ ଅବତରଣ କରିବା ପରେ କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଓ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଜି.କୁମାର ତାଙ୍କୁ ସ୍ୱାଗତ…

ଭାରତୀୟ ସେନାଙ୍କ ମଧ୍ୟରେ ରହିଛି ଫାଟ, ପାକିସ୍ତାନ ସାମ୍ବାଦିକଙ୍କ ଦାବିକୁ ସିଆରପିଏଫ୍‌ କଲା ଅସ୍ୱୀକାର

ଜମ୍ମୁ-କାଶ୍ମୀରରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କ ଭିତରେ ଫାଟଥିବା ପ୍ରଚାରକୁ ଖଣ୍ଡନ କରିଛି ସିଆରପିଏଫ୍‌ । ଘାଟିରେ ମୁତୟନ ହୋଇଥିବା ସମସ୍ତ ସୁରକ୍ଷା କର୍ମୀ ପରସ୍ପରକୁ ସହଯୋଗ ଏବଂ ଗୋଟିଏ ମନ ନେଇ କାର୍ଯ୍ୟ କରୁଥିବା ସିଆରପିଏଫ ପକ୍ଷରୁ କୁହାଯାଇଛି । କାଶ୍ମୀରର ମୁସଲିମ ପୋଲିସ…

ମାଟି ତଳେ ପୋତି ହୋଇଥିଲେ ଯୁବକ, CRPF ର ଡଗ ସ୍କ୍ବାର୍ଡ ଦେଲା ନୂଆ ଜୀବନ . . ଭିଡିଓ ଭାଇରାଲ୍

କୁକୁରଙ୍କର ଘ୍ରାଣ ଶକ୍ତି ଅତି ପ୍ରଖର । ସେଥିପାଇଁ ପ୍ରାୟ ସମସ୍ତ ସୁରକ୍ଷା ଏଜେନ୍ସି ବିସ୍ଫୋଟକଠୁ ଆରମ୍ଭ କରି ଅନ୍ୟ କୌଣସି ପ୍ରକାର ଯାଂଚ ସମୟରେ ଏହି କୁକୁରମାନଙ୍କ ସାହାଯ୍ୟରେ ନିଜ ଲକ୍ଷସ୍ଥଳରେ ପହଂଚିପାରନ୍ତି । ସେମିତି ଏକ ମାମଲା ଦେଖିବାକୁ ମିଳିଛି ଜମ୍ମୁ କଶ୍ମୀରରେ । ଯେଉଁଠି…

ପୋଲିସକୁ ଟାର୍ଗେଟ୍‌ ପାଇଁ ମାଓବାଦୀଙ୍କ ନୂଆ ଫଣ୍ଡା, ପାଳ ଭୂତ ଭିତରେ ଖଞ୍ଜାଯାଉଛି ବୋମା

ମାଲକାନଗିରି : ପୋଲିସକୁ ଆକ୍ରମଣ ପାଇଁ ମାଓବାଦୀଙ୍କ ନୂଆ ପଣ୍ଡା । ପାଳ ଭୂତ ଭିତରେ ଖଞ୍ଜାଯାଉଛି ବୋମା । ସିଆରପିଏଫ୍‌ କ୍ୟାମ୍ପ ନିକଟରେ ଜମିରେ ଚଢେଇ ଘଉଡାଇବା ପାଇଁ ଲଗାଯାଉଥିବା ପାଳଭୂତରେ ବୋମା ଖଞ୍ଜୁଛନ୍ତି ମାଓବାଦୀ । ପୋଲିସ ଓ ସିଆରପିଏଫ୍‌ ଯବାନଙ୍କୁ ଟାର୍ଗେଟ୍‌ କରି ଏହି ବୋମା…